www.samajalive.in
Sunday, December 7, 2025
26.1 C
Bhubaneswar

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତ ଚିହ୍ନଟ

ମୁମ୍ବାଇ : ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ । ଅଭିଯୁକ୍ତ ଜଣକ ଚୋରି କରିବାକୁ ଆସିଥିବା ବେଳେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ କହିଛି, ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି, ଜଣେ ହିଁ ଅଭିଯୁକ୍ତ । ଆପାର୍ଟମେଣ୍ଟରେ ସିଢି ଦେଇ ସୈଫ୍‌ଙ୍କ ଘର ଭିତରୁ ଦୁର୍ବୃତ୍ତ ପ୍ରବେଶ କରିଥିଲା । ୧୦ ଟି ସ୍ପେଶାଲ ଟିମ୍‌ ଗଠନ ହୋଇ ଏହି ଘଟଣାର ତଦନ୍ତ ଜାରି ରଖାଯାଇଛି।

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

- Advertisement -

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୈଫ୍‌ଙ୍କୁ ଛୁରାମାଡ ହୋଇଥିଲା । ୬ ଥର ଛୁରାମାଡ ସହ ତାଙ୍କର ଶରୀରରେ ହାତ, ପିଠି, ବେକରେ ଗଭୀର ଆଘାତ ଲାଗିଛି । ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ତାଙ୍କ ଚିିକିତ୍ସା ଜାରି ରହିଛି ।

ସୈଫଙ୍କୁ ଆକ୍ରମଣ; ଜାଣନ୍ତୁ କ’ଣ କହିଲେ ପତ୍ନୀ କରୀନା..

ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌,ଦାମ୍‌ ମାତ୍ର ଏତିକି..

ସୈଫଙ୍କ ମେରୁଦଣ୍ଡରୁ ବାହାରିଲା ଛୁରି, ଆଇସିୟୁରେ ଚିକିତ୍ସାଧୀନ..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories