www.samajalive.in
Monday, December 15, 2025
17.1 C
Bhubaneswar

ପିକଅପ୍ ଧକ୍କାରେ ୨ ମୃତ, ଜଣେ ଆହତ

ଭବାନୀପାଟଣା: ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶ୍ରୀରାମପଡ଼ା ନିକଟରେ ଏକ ବାଇକକୁ ପିକଅପ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହେଇ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି ହେଇଥିବା ଜଣାପଡିଛି। ମୃତକ ସ୍ଥାନୀୟ ଗଣ୍ଡାମେର ଗାଁର ଗୋପାଳ ନାଏକ ଏବଂ ନୂଆପଡ଼ା ଜିଲ୍ଲା ଅନକାପୁର ଗାଁର କିଶୋର ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ସୁକନିମୁଣ୍ଡା ଗାଁର ପ୍ରତ୍ୟୁଶ ଟୋଲଟିଆଙ୍କୁ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଏକ ବାଇକରେ ଗୋଲାମୁଣ୍ଡା ପଟୁ ବୃନ୍ଦାବହାଲ ଆସୁଥିବାବେଳେ ଶ୍ରୀରାମପଡ଼ା ନିକଟରେ ପିକଅପ ଗାଡ଼ି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ପିକଅପ ଚାଳକକୁ ପୁଲିସ ଜିମା ଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତ ଚିହ୍ନଟ

ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌,ଦାମ୍‌ ମାତ୍ର ଏତିକି..

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories