କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଉର୍ମିଳା ମାତୋଣ୍ଡକର !

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କଂଗ୍ରେସ ପ୍ରାର୍ଥୀ ଭାବେ ମୁମ୍ବଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି।…
Read More...

ଜାଣନ୍ତୁ କେତେ ଉପକାରୀ କାଙ୍କଡ଼

ସାଧାରଣତଃ ଆମେ ଜାଣନ୍ତି ଯେ ସବୁଜ ପନିପରିବା ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ତେବେ ବିଭିନ୍ନ ପନିପରିବା ମଧ୍ୟରୁ କାଙ୍କଡ଼ ଅନ୍ୟତମ। ପ୍ରାୟ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ ବିଷୟରେ ଅବଗତ। ଅନେକ ସ୍ଥାନରେ…
Read More...

ବକ୍ସ ଅଫିସରେ ‘କେଶରୀ’ର ଧମାଲ : ଆଇପିଏଲ୍‍ ଯୋଗୁଁ ଖସିଲା ଆୟ

ମୁମ୍ବଇ : ୨୧ ମାର୍ଚ୍ଚ ହୋଲି ଅବସରରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଶରୀ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଅନେକ ରେକର୍ଡ଼ ହାସଲ କରିଥିବା ଏହି ଚଳଚ୍ଚିତ୍ର…
Read More...

କେଶ ଝଡ଼ିବାରୁ ମୁକ୍ତି ଦେବ ଏହି ପାନୀୟ

କେଶ ଝଡ଼ିବା ଆଜିକାଲି ପୁଅ ହୁଅନ୍ତୁ ବା ଝିଅ ସମସ୍ତଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ଆମେ ଅନେକ ଉପାୟ ଆପଣାଇଥାଉ। ହେଲେ କାହାକୁ ସୁଫଳ ମିଳେ ତ ଆଉ କାହାକୁ ସୁଫଳ…
Read More...

ଏସିଡ଼୍‍ ପୀଡ଼ିତା ରୂପରେ ଦୀପିକା

ମୁମ୍ବଇ : ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଚଳଚ୍ଚିତ୍ର ‘ଛପାକ୍‍’ରେ ଦୀପିକାଙ୍କ ପ୍ରଥମ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ଫଟୋରେ ତାଙ୍କୁ ଜଣେ ଏସିଡ଼୍‍ ପୀଡ଼ିତାଙ୍କ ରୂପରେ ଦେଖିବାକୁ ମିଳିଛି। ଦୀପିକା…
Read More...

ଭଂସାଲୀଙ୍କ ଏହି ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା

ମୁମ୍ବଇ : ‘ବାଜୀରାଓ ମସ୍ତାନୀ’ ପରେ ପୁଣି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଉ ଏକ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସୂଚନା ଅନୁସାରେ, ଭଂସାଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଈ’…
Read More...

ଘନ ଓ ଆକର୍ଷଣୀୟ ଦାଢି ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲିର ଯୁବପିଢୀ ଦାଢି ରଖିବାକୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପୁରୁଷଙ୍କ ଘଞ୍ଚ ଦାଢି ଲୁକ୍ ବର୍ତ୍ତମାନ ସମୟରେ ଟ୍ରେଣ୍ଡ ପାଲଟିଛି। ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ବ୍ୟକ୍ତି ସମସ୍ତେ ଏହି ଲୁକ୍…
Read More...

ମାସ ମାସ ଧରି ଏକତାଙ୍କ ପିଛା କରୁଥିଲା ବ୍ୟକ୍ତି : ଗିରଫ କଲା ପୁଲିସ

ମୁମ୍ବଇ : ଟେଲିଭିଜନ୍‍ ଜଗତର ଜଣାଶୁଣା ପ୍ରଯୋଜିକା ଏକତା କପୁରଙ୍କ ପିଛା କରିବା ଅଭିଯୋଗରେ ଅମ୍ବୋଲୀ ପୁଲିସ ଜଣେ ୩୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବ୍ୟକ୍ତିଙ୍କ ନାମ ସୁଧୀର ରାଜେନ୍ଦ୍ର ସିଂହ। ସୂଚନା…
Read More...

ବିଛଣାକୁ ଯିବା ପୂର୍ବରୁ ଆପଣାନ୍ତୁ ଏହି ସହଜ ଉପାୟ : ପାଇବେ ଏକ ସୁସ୍ଥ ଓ ଉଜ୍ବଳ ଚେହେରା

ସାଧାରଣତଃ ଏକ ସୁନ୍ଦର ଓ ଉଜ୍ବଳ ଚେହେରା ପାଇବାକୁ ସମସ୍ତଙ୍କର ଆଶା ଥାଏ। ହେଲ ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ରଖିବା ପାଇଁ କାହା ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ନାହିଁ। ଅନ୍ୟପକ୍ଷରେ ତୁରନ୍ତ ତ୍ବଚାର…
Read More...

୨୦ ବର୍ଷ ପରେ ଭଂସାଲୀଙ୍କ ଚଳଚ୍ଚିତ୍ରରେ ସଲମାନ : ନାୟିକା ସାଜିବେ ଆଲିୟା

ମୁମ୍ବଇ : ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଚଳଚ୍ଚିତ୍ରର ୨୦ ବର୍ଷ ପରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଓ ଅଭିନେତା ସଲମାନ୍ ଖାନ୍ ପୁଣି ଏକାଠି କାମ କରିବେ। ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଇନସାଆଲ୍ଲା’ ରେ ସଲମାନଙ୍କୁ…
Read More...

ମୂଳା ସହ ଖାଆନ୍ତୁ ନାହିଁ ଏହି ଜିନିଷ : ହୋଇଥାଏ ବିଷ ସଦୃଶ

ମୂଳା ଏପରି ଏକ ପରିବା ଯେଉଁଥିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କେହି ମୂଳାକୁ ସାଲାଡ୍ ସହିତ ଖାଇବାକୁ ପସନ୍ଦ କରିଥା’ନ୍ତି ତ ଆଉ କେହି ଏହାର ପରଟା ଖାଇବାକୁ ପସନ୍ଦ କରନ୍ତି କିମ୍ବା ଭାଜି ଖାଇବାକୁ ଭଲ…
Read More...

ବଦଳିଲା ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ

ମୁମ୍ବଇ : ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଛି। ଏବେ ଏହା ୫…
Read More...

ରୋଗରୁ ମଧ୍ୟ ମୁକ୍ତି ଦିଏ ଗଙ୍ଗାଜଳ

ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହାତ୍ମ୍ୟ ରହିଛି। ପ୍ରାୟତଃ ଆମ ସମସ୍ତଙ୍କ ଘରେ ଗଙ୍ଗାଜଳ ନିଶ୍ଚିତ୍ତ ରୂପେ ଉପଲବ୍ଧ ହୋଇଥାଏ। ଏହାକୁ ଖୁବ୍ ପବିତ୍ର ବୋଲି ମନେକରାଯାଇଥାଏ। ଏପରିକି ଏହାର ତୁଳନା ଅମୃତ ସହ କରାଯାଇଥାଏ।…
Read More...

‘ପିଏମ୍‍ ନରେନ୍ଦ୍ର ମୋଦୀ’ : ସାମ୍ନାକୁ ଆସିଲା ୯ଟି ଲୁକ୍‍

ନୂଆଦିଲ୍ଲୀ : ଏହି ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋମବାର ଚଳଚ୍ଚିତ୍ରରେ ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ବିବେକ ଓବରୟଙ୍କର…
Read More...

ନୂଆ ରୂପରେ ବିଗ୍‍ ବି

ମୁମ୍ବଇ : ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଧଳା ରଙ୍ଗର ଲମ୍ବା ଦାଢି ଓ କେଶ, ଏଥିସହିତ ମଥାରେ ଲମ୍ବା ତିଳକ। ବିଗ୍‍ ବିଙ୍କ ଏହି ରୂପ ତାଙ୍କ ଆଗାମୀ ତେଲୁଗୁ ଐତିହାସିକ…
Read More...

ପାରିକରଙ୍କ ଦେହାନ୍ତ ପାଇଁ ବାତିଲ ହେଲା ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‍

ମୁମ୍ବଇ : ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ କାରଣରୁ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ୍‍କୁ ବାତିଲ କରାଯାଇଛି। କିଛିଦିନ ପୂର୍ବରୁ ଏହାର ପ୍ରଥମ ପୋଷ୍ଟର ଜାରି କରାଯାଇଥିଲା।…
Read More...

୫୦ କୋଟି ଅଭିମୁଖେ ‘ବଦଲା’

ମୁମ୍ବଇ : ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ଦର୍ଶକମାନେ ଚଳଚ୍ଚିତ୍ରର କାହାଣୀକୁ ଖୁବ୍ ପସନ୍ଦ କରୁଥିବା ଜଣାପଡ଼ିଛି। ମାର୍ଚ୍ଚ ୮ ତାରଖ…
Read More...

ଜାଣନ୍ତୁ, ହୋଲି ଖେଳିସାରିବା ପରେ କିପରି ଛଡ଼ାଇବେ ରଙ୍ଗ

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏନେଇ ସମସ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପିଲାମାନେ ଏହି ଦିନକୁ ବ୍ୟଗ୍ରତାର ସହକାରେ ଚାହିଁ ବସିଥାଆନ୍ତି। ହେଲେ ଆମର କିଛି ଅସାବଧାନତା ଯୋଗୁଁ ଆନନ୍ଦ ଓ…
Read More...

ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ କ୍ଷୀର

ଏହା ଆମେ ସମସ୍ତେ ଜାଣନ୍ତି ଯେ, କ୍ଷୀର ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ ଓ ଅନେକ ସ୍ବାସ୍ଥ୍ୟ ଉପକାରୀ ଉପାଦାନ ଥାଏ। ହେଲେ କ’ଣ ଆପଣ ଜାଣନ୍ତି କ୍ଷୀର ସ୍ବାସ୍ଥ୍ୟ ସହ…
Read More...

ନିଜର ଟିଭି ଚ୍ୟାନେଲ ଆରମ୍ଭ କରିବେ ସଲମାନ: ସିଫ୍ଟ ହେବ ‘ଦି କପିଲ୍‍ ଶର୍ମା ଶୋ’!

ମୁମ୍ବଇ : ବଡ଼ ପରଦା ସହ ଟେଲିଭିଜନ୍‍ ଜଗତରେ ମଧ୍ୟ ଦୀର୍ଘଦିନ ଧରି ସକ୍ରିୟ ଥିବା ବଲିଉଡ଼ ଅଭିନେତା ସଲମାନ ଖାନ୍‍ ଏବେ ନିଜର ଏକ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଯଦି ଅନୁମତି ମିଳେ ତାହେଲେ ତାଙ୍କ…
Read More...

କାନରେ ପୋକ ପଶିଯାଇଛି କି ? ଆପଣାନ୍ତୁ ଏହି ଉପାୟ, ପାଇବେ ଯନ୍ତ୍ରଣାରୁ ମୁକ୍ତି

ସାଧାରଣତଃ ଅନେକ ସମୟରେ ଆମ ଅଜଣାତରେ କାନରେ କିଛି ପୋକ ବା ପିମ୍ପୁଡ଼ି ଆଦି ପଶିଯାଏ। ଏହାଦ୍ବାରା ବହୁତ କଷ୍ଟ ହେବା ସହ ତାକୁ ବାହାର କରିବାରେ ଅସୁବିଧା ମଧ୍ୟ ହୋଇଥାଏ। ବେଳେବେଳେ ତ ଏପରି ହୁଏ ଯେ, ପୋକ ବାହାର କରୁକରୁ…
Read More...

ଶିଶୁର ରଙ୍ଗ ଗୋରା ହେବା ପାଇଁ ଗର୍ଭାବସ୍ଥାରେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ସବୁ ଗର୍ଭବତୀ ମହିଳା ଚାହାନ୍ତି ତାଙ୍କର ଯେଉଁ ଶିଶୁ ଜନ୍ମ ହେବ ସେ ରୂପବାନ୍ ଓ ଗୁଣବାନ୍ ହେଉ। ଏନେଇ ସେମାନେ ଗର୍ଭାବସ୍ଥା ସମୟରେ ଅନେକ ପନ୍ଥା ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଗର୍ଭବତୀମାନେ ଚାହାନ୍ତି…
Read More...

ଏବେ ୱେବସିରିଜରେ ଶାହାରୁଖ୍‍

ମୁମ୍ବଇ : ବଲିଉଡ଼ର କିଙ୍ଗ୍‍ ଖାନ୍‍ ଭାବେ ପରିଚିତ ଶାହାରୁଖ୍‍ ଖାନ୍‍ଙ୍କୁ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ତାଙ୍କ ପ୍ରଡକ୍ସନ ହାଉଓ ରେଡ଼ ଚିଲିଜ୍‍ ଏଣ୍ଟରଟେନମେଣ୍ଟ ଅଧିନରେ ନିର୍ମାଣ ହେବାକୁ ଥିବା…
Read More...

‘ପିଏମ୍‍ ନରେନ୍ଦ୍ର ମୋଦୀ’ ପୂର୍ବରୁ ନିର୍ବାଚନ ଋତୁରେ ମୁକ୍ତିଲାଭ କରିବ ‘ରାମ କି ଜନ୍ମଭୂମି’

ମୁମ୍ବଇ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଅର୍ଥାତ୍‍ ୧୨ ଏପ୍ରିଲରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ମୁକ୍ତିଲାଭ କରିବ ବୋଲି ନିକଟରେ ଘୋଷଣା କରାଯାଇଛି। ତେବେ ଏହା…
Read More...

ଆଲିୟାଙ୍କ ଜନ୍ମଦିନ ଅବସରରେ ରିଲିଜ୍‍ ହେଲା ‘କଳଙ୍କ’ର ଆଉ ଏକ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଶୁକ୍ରବାର ରିଲିଜ ହୋଇଛି ‘କଳଙ୍କ’ର ଆଉ ଏକ ପୋଷ୍ଟର। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଆଲିୟାଙ୍କୁ ଜନ୍ମଦିନର ଉପହାର ସ୍ୱରୂପ ଏହି ପୋଷ୍ଟର…
Read More...

ଖାଦ୍ୟ ଖାଇବା ପରେ ଭୁଲରେ ମଧ୍ୟ ଯୋଗ କରନ୍ତୁ ନାହିଁ : ଦେଖାଦେବ ଅନେକ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଯୋଗ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦୈନିକ ଯୋଗ କରିବା ଉଚିତ। ସବୁ ବୟସର ଲୋକମାନଙ୍କ ପାଇଁ ଯୋଗ ନିହାତି ଆବଶ୍ୟକ। ଯୋଗ ଶାରୀରିକ ରୂପେ…
Read More...

ସାଇନା ନେହୱାଲଙ୍କ ବାୟୋପିକ ଛାଡ଼ିଲେ ଶ୍ରଦ୍ଧା : ଏବେ ତାଙ୍କ ସ୍ଥାନ ନେଲେ ଏହି ଅଭିନେତ୍ରୀ

ମୁମ୍ବଇ : ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତ୍‍ ସାଇନା ନେହୱାଲଙ୍କ ବାୟୋପିକରେ ଅଭିନୟ କରିବାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଏହି ଚଳଚ୍ଚିତ୍ର ଛାଡ଼ି ଦେଇଛନ୍ତି। ତାଙ୍କ ସ୍ଥାନରେ…
Read More...

ପରଦାକୁ ଆସିଲା ‘ମେରେ ପ୍ୟାରେ ପ୍ରାଇମ୍‍ ମିନିଷ୍ଟର’

ମୁମ୍ବଇ : ରାକେଶ ଓମ୍‍ ପ୍ରକାଶ ମେହେରାଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍‍ ମିନିଷ୍ଟର’ ଶୁକ୍ରବାର(୧୫ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଏହା ଏକ ସାମାଜିକ କାହାଣୀ ଉପରେ…
Read More...

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ ଆଲିୟା

ମୁମ୍ବଇ : ଏକାଧିକ ତାରକାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍‍ଆର୍‍ଆର୍‍’ ଜରିଆରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ। ଏ ନେଇ ସୂଚନା ଦେଇଛନ୍ତି ନିଜେ ‘ଆର୍‍ଆର୍‍ଆର୍‍’ର…
Read More...

ବିଜେଡ଼ି ଇସ୍ତାହାର କମିଟିର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଗୁରୁବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ଇସ୍ତାହାର କମିଟି ଘୋଷଣା କରିଛନ୍ତି। କମିଟିରେ ପାଟକୁରା ବିଧାୟକ…
Read More...

ବିଜେଡ଼ିରୁ ଇସ୍ତଫା ଦେଲେ ବଳଭଦ୍ର ମାଝୀ

ଭୁବନେଶ୍ବର : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ଦଳ ଅଣଦେଖା କରିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ…
Read More...

ଡାକ୍ତରଖାନା ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ସୁନହାଟ ଡାକ୍ତରଖାନା ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଏସ୍‍.କେ ଆସିରୁଦ୍ଦିନ। ସୂଚନା ଅନୁସାରେ, ସେ ଡାକ୍ତରଖାନା ପଛ ପାଖ…
Read More...

ରେଳଧାରଣାରୁ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ବଲାଙ୍ଗୀର ଜିଲାର ଟିଟିଲାଗଡ଼ ରେଳଧାରଣାରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ପାଖରେ ଥିବା ଏକ ଖାତାରେ ନିଶାନ୍ତ ପାତ୍ର ବୋଲି ଲେଖା…
Read More...

ରାଜଗାଙ୍ଗପୁର ବିଧାନସଭା ମଣ୍ଡଳୀ : ପିତା ନା ପୁତ୍ର ?

ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା : ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ମଧ୍ୟ ଜୋର ହୋଇଯିବାରେ ଲାଗିଛି । ହେଲେ ୨୦୧୯ ନିର୍ବାଚନ ବିଭିନ୍ନ ପ୍ରାର୍ଥୀଙ୍କ ପାଇଁ ଅତ୍ୟନ୍ତ…
Read More...

୧୫ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନସ୍ଥ କାଳିଝାଟି ଗ୍ରାମରେ ୧୫ ଫୁଟର ଏକ ଅହିରାଜ ବା କିଙ୍ଗ୍ କୋବ୍ରା ସାପକୁ ଉଦ୍ଧାର କରାଯାଇଛି। ଏହି ବିଷଧର ସାପକୁ ଉଦ୍ଧାର କରିଛନ୍ତି ବାଲେଶ୍ବର ଅନରାରୀ ୱାଇଲ୍ଡ ଲାଇଫ…
Read More...

ନୂଆଘର କିଣିବାକୁ ଯାଉଛନ୍ତି କି? ଜାଣି ରଖନ୍ତୁ କିଛି ବାସ୍ତୁ ଟିପ୍ସ

ସାଧାରଣତଃ ପରିବାରର ସୁଖଶାନ୍ତି ଘର ଉପରେ ନିର୍ଭର କରେ। ବାସ୍ତୁଶାସ୍ତ୍ର ଅନୁସାରେ ସୁଖଶାନ୍ତି ପ୍ରାପ୍ତି ପାଇଁ ଘର ଏବଂ ଆଖପାଖର ଜିନିଷର ବିଶେଷ ଭୂମିକା ରହିଛି। ଘର ନିର୍ମାଣ ହେଉ ବା ନୂଆ ଘର କିଣିବା ଏସବୁ କ୍ଷେତ୍ରରେ…
Read More...

ସମୟ ପୂର୍ବରୁ ଆପଣାନ୍ତୁ ଏହି ଉପାୟ : ଖରାପ ହେବନାହିଁ ଆଖି

ସାଧାରଣତଃ ଆଜିକାଲି ଆଖି ଖରାପ ହେବା ସମସ୍ୟା ସମସ୍ତଙ୍କ ଠାରେ ଦେଖା ଦେଉଛି। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ଏହା ମୁଖ୍ୟ ସମସ୍ୟା ପାଲଟିଛି। ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ମୋବାଇଲ୍, ଟିଭି ଓ…
Read More...

‘ସାହୋ’କୁ ନେଇ ଚର୍ଚ୍ଚାରେ ପ୍ରଭାସ : ଜାଣନ୍ତୁ, ଚଳଚ୍ଚିତ୍ର ପିଛା କେତେ ପାରିଶ୍ରମିକ ଦାବି କରନ୍ତି!

ମୁମ୍ବଇ : ବାହୁବଳୀ ଷ୍ଟାର୍ ପ୍ରଭାସ ନିଜର ଆଗାମୀ ଚଳଚ୍ଚିତ୍ର ‘ସାହୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା କପୁର। ୧୫ ଅଗଷ୍ଟରେ ପରଦାକୁ ଆସିବ…
Read More...

ବ୍ୟାପକ ମତଦାନ ପାଇଁ ଲୋକଙ୍କୁ ସଚେତନ କରାଇବାକୁ ବଲିଉଡ଼ ସେଲିବ୍ରିଟିଙ୍କୁ ଟ୍ୱିଟ୍‍ କଲେ ମୋଦୀ

ମୁମ୍ବଇ : ଆଗାମୀ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କୁ ମତଦାନରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ଼ ସେଲିବ୍ରିଟିଙ୍କୁ ଟ୍ୱିଟ୍‍ କରିଛନ୍ତି। ମୋଦୀ ଆଲିୟା ଭଟ୍ଟ, ଦୀପିକା…
Read More...

ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ, ଦୂର ହେବ ଦୁର୍ଭାଗ୍ୟ

ବେଳେବେଳେ ଯେତେ ଉପଚାର କଲେ ମଧ୍ୟ ଦୁର୍ଭାଗ୍ୟ ପିଛା ଛାଡ଼େନାହିଁ। ଫଳରେ ଆମକୁ ଅନେକ କ୍ଷତି ସହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ରରେ ସବୁ ସମସ୍ୟାର ସମାଧାନର ଉପାୟ ବିଷୟରେ…
Read More...

ମୁକ୍ତିଲାଭ କଲା ‘କଳଙ୍କ’ର ଟିଜର୍‍

ମୁମ୍ବଇ : ବଲିଉଡ଼ର ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଳଙ୍କ’ର ଟିଜର ମଙ୍ଗଳବାର ମୁକ୍ତିଲାଭ କରିଛି। ୨ ମିନିଟ୍‍ ୫ ସେକେଣ୍ଡର ଏହି ଟିଜରରେ ଚଳଚ୍ଚିତ୍ର କାହାଣୀ ବିଷୟରେ ସମ୍ୟକ୍‍ ଧାରଣା ଦିଆଯାଇଛି।…
Read More...

ମହିଳାମାନେ ଧ୍ୟାନ ଦିଅନ୍ତୁ : ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ପରିବାର ହୋଇଯିବ ତଳିତଳାନ୍ତ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଘରର ସୁଖ ଶାନ୍ତି ମହିଳାଙ୍କ ଉପରେ ନିର୍ଭର କରିଥାଏ। ଜଣେ ନାରୀ ଚାହିଁଲେ ଘରକୁ ସ୍ବର୍ଗରେ ପରିଣତ କରିପାରିବ ଏବଂ ପୁଣି ସେହି ନାରୀ ଘରକୁ ଛାରଖାର କରିପାରେ। ହିନ୍ଦୁ ଧର୍ମ ଅନୁସାରେ ଘରର…
Read More...

ଗୋବରରୁ ଘସି ପ୍ରସ୍ତୁତ କରୁଥିବା ନଜର ଆସିଲେ ‘ସାଣ୍ଡ୍‍ କି ଆଁଖ୍‍’ର ଅଭିନେତ୍ରୀ

ମୁମ୍ବଇ : ତାପସୀ ପନ୍ନୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାଣ୍ଡ୍‍ କି ଆଁଖ୍‍’ର ଏକ ଫଟୋ ସୋମବାର ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଅଫିସିଆଲ୍‍ ଟ୍ୱିଟର୍‍ ହ୍ୟାଣ୍ଡେଲ…
Read More...

ଅନେକ ରୋଗରୁ ରକ୍ଷା କରେ କନ୍ଦମୂଳ

ବିଭିନ୍ନ କନ୍ଦ ଜାତୀୟ ପରିବା ମଧ୍ୟରୁ କନ୍ଦମୂଳ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା ସବୁ ଋତୁରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶେଷ କରି ଶୀତ ଦିନରେ ବହୁଳ ମାତ୍ରାରେ ବଜାରରେ ମିଳିଥାଏ। ଏହା ଯେତିକି ସ୍ବାଦିଷ୍ଟ…
Read More...

‘ଖତରୋଁ କେ ଖୀଲାଡ଼ି ସିଜନ୍-୯’ : ସମସ୍ତଙ୍କୁ ପଛରେ ପକାଇ ଟ୍ରଫି ହାସଲ କଲେ ପୁନୀତ୍ ପାଠକ୍

ମୁମ୍ବଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଁ କେ ଖୀଲାଡ଼ି ସିଜନ୍-୯’ର ବିଜେତା ସାଜିଛନ୍ତି ପୁନୀତ୍ ପାଠକ୍। ରବିବାର ଆୟୋଜିତ ହୋଇଥିବା ଏହାର ଗ୍ରାଣ୍ଡ ଫିନାଲେରେ ବିଜେତା ଭାବେ ପୁନୀତଙ୍କ ନାମ…
Read More...

ଖୁବଶୀଘ୍ର ନିର୍ମାଣ ହେବ ମଦର ଟେରେସାଙ୍କ ବାୟୋପିକ୍‍

ମୁମ୍ବଇ : ବଲିଉଡ଼ରେ କିଛିଦିନ ହେବ ବାୟୋପିକର ସୁଅ ଛୁଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବାୟୋପକ୍‍ ନିର୍ମାଣ କରାଯିବା ପରେ ଏବେ ଖବର ମିଳିଛି ଖୁବଶୀଘ୍ର ଭାରତ ରତ୍ନ ମଦର ଟେରେସାଙ୍କ…
Read More...

ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଳୁର ବ୍ୟବହାର

ସାଧାରଣତଃ ସମସ୍ତେ ବିଶେଷ କରି ମହିଳାମାନେ ନିଜ ତ୍ବଚାକୁ ନେଇ ବହୁତ ସଚେତନ ଥାଆନ୍ତି। ତ୍ବଚାର ସୁନ୍ଦରତା ବଢାଇବା ପାଇଁ ଆମେ ଅନେକ ପନ୍ଥା ଆପଣାଇଥାଉ। ବେଳେବେଳେ ବହୁତ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆମକୁ କୌଣସି ଲାଭ ମିଳି…
Read More...

ମୋଦୀଙ୍କ ବାୟୋପିକ୍‍ ଶୁଟିଂ ସମୟରେ ଆହତ ହେଲେ ବିବେକ ଓବରୟ

ମୁମ୍ବଇ : ପିଏମ୍‍ ମୋଦୀଙ୍କ ବାୟୋପିକର ଶୁଟିଂ ସମୟରେ ଅଭିନେତା ବିବେକ ଓବରୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ସିନ୍‍ ର ଶୁଟିଂ ସମୟରେ ସେ ଖାଲି ପାଦରେ ଗଙ୍ଗାଘାଟ ନିକଟରେ ବରଫ…
Read More...

ବକ୍ସ ଅଫିସରେ ‘ବଦଲା’ର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି

ମୁମ୍ବଇ : ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭ ହେବାର ଦୁଇ ଦିନରେ ଏହି ଚଳଚ୍ଚିତ୍ର ୧୩ କୋଟି ୫୯ ଲକ୍ଷ ଟଙ୍କା ଆୟ କରିଛି। ଏବିଷୟରେ…
Read More...

ଜାଣନ୍ତୁ, ସକାଳୁ ଉଠି କେଉଁ କାମ କଲେ ଦିନ ଭଲରେ କଟେ ଓ କେଉଁ କାମ ଦିନ ଖରାପ କରିଦିଏ

ସାଧାରଣତଃ ଆମେ ସମସ୍ତେ ଚାହାନ୍ତି ଯେ ଆମ ଦିନର ଆରମ୍ଭ ଭଲ ହେଉ ଓ ପୁରା ଦିନ ଭଲରେ କଟୁ। ହେଲେ ଦିନର ଆରମ୍ଭରୁ ଅଜଣାତରେ କରୁଥିବା ଆମର କିଛି ଭୁଲ୍ ପାଇଁ ଆମର ସମ୍ପୂର୍ଣ୍ଣ ଦିନ ଖରାପ ବା ଅଶୁଭ ହୋଇଯାଏ। ଯଦ୍ବାରା…
Read More...

ଅମ୍ବାନୀ ଘର ପୁଅ ବାହାଘର : ଜମିଲା ଦେଶୀ-ବିଦେଶୀ ତାରକାଙ୍କ ଭିଡ଼

ମୁମ୍ବଇ : ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ତାଙ୍କ ପିଲା ଦିନର ବାନ୍ଧବୀ ଶ୍ଲୋକା ମେହେତାଙ୍କ ସହ ଶନିବାର(୯ ମାର୍ଚ୍ଚ) ଅନୁଷ୍ଠିତ ହୋଇଯାଇଛି। ଶ୍ଲୋକା ହେଉଛନ୍ତି…
Read More...

ପୂଜା ଓ ପୂଜାଘର ସହ ଜଡ଼ିତ କିଛି ନିୟମ, ଯାହାକୁ ମାନି ଚଳିଲେ ରହିବନି କୌଣସି ସମସ୍ୟା

ସାଧାରଣତଃ ଭାରତୀୟ ପରମ୍ପରା ଅନୁସାରେ ଆମେ ପ୍ରତ୍ୟେକ ଦିନ ଘରେ ପୂଜାପାଠ କରିଥାଆନ୍ତି। ଦିନ ଭଲରେ ବିତିବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ପ୍ରକାରର ରୀତିନୀତିର ମଧ୍ୟ ପାଳନ କରିଥାଆନ୍ତି। ମାତ୍ର ପୂଜା…
Read More...

କେବଳ ଅମୃତଭଣ୍ଡା ନୁହେଁ ଏହାର ପତ୍ର ମଧ୍ୟ କୌଣସି ମହୌଷଧୀରୁ କମ୍ ନୁହେଁ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ମାତ୍ର କ’ଣ ଆପଣ ଜାଣନ୍ତି, ଏହାର ପତ୍ରର ଉପକାରୀତା ବିଷୟରେ ? ଏହା କୌଣସି ଔଷଧରୁ କମ୍ ନୁହେଁ।…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁକ୍ତିଲାଭ କଲା ‘ଚାମ୍ପିଆନ୍’

ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସ(୮ ମାର୍ଚ୍ଚ) ଅବସରରେ ମୁକ୍ତିଲାଭ କରିଛି ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଚାମ୍ପିଆନ୍’। ଏଥିରେ ଅର୍ଚ୍ଚିତାଙ୍କୁ ଜଣେ ବକ୍ସର ଭୂମିକାରେ…
Read More...

ପରଦାକୁ ଆସିଲା ‘ବଦଲା’ : ପ୍ରଥମ ଦିନରେ କରିପାରେ ଏପରି ବ୍ୟବସାୟ

ମୁମ୍ବଇ : ଅମିତାଭ ବଚ୍ଚନ-ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ଶୁକ୍ରବାର(୮ ମାର୍ଚ୍ଚ) ମୁକ୍ତିଲାଭ କରିଛି। ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଶାହାରୁଖ୍‍ ଖାନଙ୍କ କମ୍ପାନୀ ରେଡ଼୍‍ ଚିଲି…
Read More...

ବୌଦ୍ଧ ଜିଲାରୁ ରଥକାଠ ଅନୁକୂଳ

ହରଭଙ୍ଗା : ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକରେ ଦ୍ୱିତୀୟ ଥର ପାଇଁ ନୂତନ ରଥ କାଠ ଅନୁକୂଳ ହୋଇଛି। ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ୍ଜର ବଦଲା ବର୍ଡ଼ର ନିକଟରେ ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ…
Read More...

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକ୍‍ ଜବତ

ମାଲକାନଗିରି : ଚିତ୍ରକୋଣ୍ଡା ପୁଲିସ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ୍‍ ଧରିବାରେ ସଫଳ ହୋଇଛି। ବୁଧବାର ରାତିରେ ଚିତ୍ରକୋଣ୍ଡା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ…
Read More...

ବିଦ୍ୟୁତ ଆଘାତରେ ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଅନୁଗୁଳ : ଅନୁଗୁଳ ଜିଲାର ନୂଆପଡ଼ା ସ୍ଥିତ ଛେଣ୍ଡିପଦା ଅଞ୍ଚଳରେ ଗୁରୁବାର ରୋଷେଇ କରିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଦମୟନ୍ତୀ ସେନାପତି। ତେବେ ମୃତକଙ୍କ ଭାଇ ଏହା ଏକ…
Read More...

ବାଇକ୍‍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲଗେଟ୍‍ ଛକ ନିକଟରେ ଗୁରୁବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକଙ୍କ ପରିଚୟ ଏଯାବତ୍‍ ଜଣାପଡିନଥିବା ବେଳେ…
Read More...

କୋରାପୁଟରେ ପୁଲିସ ମହାନିର୍ଦ୍ଦେଶକଙ୍କ ମାଓ ମୁକାବିଲା ରଣନୀତି ସମୀକ୍ଷା

କୋରାପୁଟ : କୋରାପୁଟରେ ପୁଲିସ ମହାନିର୍ଦ୍ଦେଶକଙ୍କ ମାଓ ମୁକାବିଲା ରଣନୀତି ସମୀକ୍ଷା ବୈଠକ ଗୁରୁବାର ଏସପି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ୬ଟି ଜିଲାର ଏସପି, ବିଏସଏଫ୍‍, କୋବ୍ରା ଓ ଡଗ୍‍…
Read More...

ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁପାରି-କଦଳି ଗଡ଼ିଆ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି। ଏଥିରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଆହତ ଯୁବକ…
Read More...

ରିଲିଜ୍‍ ହେଲା ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଟିଜର

ମୁମ୍ବଇ : ଅମିତାଭ ବଚ୍ଚନ, ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଟିଜର ବୁଧବାର ରିଲିଜ୍‍ ହୋଇଛି। ପୂର୍ବରୁ ମହାଶିବରାତ୍ରି ଅବସରରେ ପ୍ରୟାଗରାଜ କୁମ୍ଭରେ ବିଶେଷ ଭାବେ…
Read More...

ମୁକ୍ତିଲାଭ କଲା ‘ଜଙ୍ଗଲୀ’ର ଟ୍ରେଲର

ମୁମ୍ବଇ : ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗଲୀ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ପୂର୍ବରୁ ଚଳଚ୍ଚିତ୍ରର ଅନେକ ପୋଷ୍ଟର ମଧ୍ୟ ରିଲିଜ୍‍ ହୋଇଥିଲା। ହଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍‍ ରସେଲ୍‍…
Read More...

ଅନେକ ସମସ୍ୟାର ଗୋଟିଏ ସମାଧାନ : ଭେସଲିନ୍

ସାଧାରଣତଃ ଆମେ ସମସ୍ତେ ଭେସଲିନ୍ ପେଟ୍ରୋଲିୟମ୍ ଜେଲିର ବ୍ୟବହାର କରିଥାଆନ୍ତି। ଆମେ ଭାବନ୍ତି ଏହା କେବଳ ଓଠ ଏବଂ ତ୍ବଚା ପାଇଁ ବ୍ୟବହୃତ ହୁଏ। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହୋଇଯିବେ ଯେ, ଭେସଲିନ୍ ଆମକୁ ଅନେକ…
Read More...

ଦେହରେ ନିଆଁ ଲଗାଇ ର‍୍ୟାମ୍ପରେ ଚାଲିଲେ ଅକ୍ଷୟ

ମୁମ୍ବଇ : ଦେହରେ ନିଆଁ ଲଗାଇ ର‍୍ୟାମ୍ପ୍‍ ୱାକ୍‍ କଲେ ବଲିଉଡ଼ର ଖିଲାଡ଼ି ଭାବେ ପରିଚିତ ଅକ୍ଷୟ କୁମାର। ଅକ୍ଷୟଙ୍କ ଦେହରେ ଲାଗିଥିବା ନିଆଁକୁ ଦେଖି କିଛି ସମୟ ପାଇଁ ତାଙ୍କ ପ୍ରଶଂସକ ହତବାକ୍‍ ହୋଇଯାଇଥିଲେ। ଖିଲାଡ଼ି…
Read More...

ତୁଳସୀ ଗଛ ନିକଟରେ ରଖନ୍ତୁ ନାହିଁ ଏସବୁ ଜିନିଷ : ଦେଖାଦେବ ଅନେକ ସମସ୍ୟା

ସାଧାରଣତଃ ଘର ଆଗରେ ତୁଳସୀ ଗଛ ରହିବାକୁ ଶୁଭ ବୋଲି କୁହାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ, ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ କେବେହେଲେ ସମସ୍ୟା ଆସିନଥାଏ। ଏହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ହେଲେ ତୁଳସୀ ଗଛକୁ…
Read More...

ଅଭିନୟ ସହ ପ୍ରଯୋଜନାରେ ପାଦ ଦେଲେ ଆଲିୟା : ଖୋଲିଲେ ପ୍ରଡକ୍ସନ ହାଉସ୍‍

ମୁମ୍ବଇ : ଖୁବ୍‍ କମ୍‍ ବୟସରେ ନିଜର ଉତ୍କୃଷ୍ଟ ଅଭିନୟ ବଳରେ ବଲିଉଡ଼ରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ନିଜେ ନିର୍ମାଣ କରିବେ ଚଳଚ୍ଚିତ୍ର। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ଏକ…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରସୁଣର ବ୍ୟବହାର

ପ୍ରାୟତଃ ଆମ ସମସ୍ତଙ୍କ ଘରେ ରସୁଣ ନିଶ୍ଚତ୍ତ ଭାବେ ଉପଲବ୍ଧ। ଏହାକୁ ସାଧାରଣତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ହେଲେ ଖାଦ୍ୟ ବ୍ୟତୀତ ଏହା ଆମର ଆହୁରି ଅନେକ କାମରେ ଲାଗିଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା ସହ…
Read More...

ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’ର ପ୍ରଥମ ଝଲକ୍‍

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ପ୍ରଥମ ଝଲକ୍‍ ମଙ୍ଗଳବାର ଜାରି କରାଯାଇଛି। ଚଳଚ୍ଚିତ୍ରକୁ ମୁକ୍ତିଲାଭ ତାରିଖ ମଧ୍ୟ ମିଳିଯାଇଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ…
Read More...

ରିଲିଜ୍‍ ହେଲା ଜନ୍‍ଙ୍କ ‘ର’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ରୋମିଓ ଆକବର ୱାଲଟର(‘ର’)ର ଟ୍ରେଲର ସୋମବାର(୪ ମାର୍ଚ୍ଚ) ରିଲିଜ୍‍ ହୋଇଛି। ଏହା ପୂର୍ବରୁ ଚଳଚ୍ଚିତ୍ରର ଟିଜର ଓ ପୋଷ୍ଟର ମଧ୍ୟ ରିଲିଜ୍‍ ହୋଇଥିଲା।…
Read More...

ବିମାନ ଆକ୍ରମଣ ନେଇ କେନ୍ଦ୍ରକୁ ସିଦ୍ଧୁଙ୍କ ଟାର୍ଗେଟ୍ : ଆତଙ୍କବାଦୀ ନିପାତ କରୁଥିଲ ନା ଗଛ ଓପାଡ଼ୁଥିଲ ?

ନୂଆଦିଲ୍ଲୀ : ବାୟୁସେନା ଜରିଆରେ ଆକ୍ରମଣ କରାଇ ଆତଙ୍କବାଦୀଙ୍କୁ ନିପାତ କରୁଥିଲ ନା ଗଛ ଓପାଡ଼ୁଥିଲ ? ନିର୍ବାଚନୀ ଫାଇଦା ପାଇଁ କ’ଣ ବିମାନ ଆକ୍ରମଣ କରାଯାଇଥିଲା କି? କେନ୍ଦ୍ର ସରକାରଙ୍କୁ ଏଭଳି କିଛି ପ୍ରଶ୍ନ…
Read More...

ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ମଟର ଛୁଇଁ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକୀୟ। ଏହାଦ୍ବାରା ଶରୀରକୁ ମୁଖ୍ୟ ପୋଷକ ତତ୍ତ୍ବ ମିଳିଥାଏ। ତେବେ ବିଭିନ୍ନ ପ୍ରକାରର ସବୁଜ ପନିପରିବା ମଧ୍ୟରୁ ମଟର ଛୁଇଁ…
Read More...

‘ଦି କପିଲ ଶର୍ମା ଶୋ’କୁ ପୁଣି ଫେରିବେ ସିଦ୍ଧୁ !

ମୁମ୍ବଇ : ଭାରତୀୟ କ୍ରିକେଟର୍ ତଥା ରାଜନେତା ନବଜୋତ୍ ସିଂହ ସିଦ୍ଧୁ ‘ଦି କପିଲ ଶର୍ମା ଶୋ’କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ପୁଲୱାମା ଆକ୍ରମଣ ପରେ କଡ଼ା ସମାଲୋଚନାର ଶିକାର ହୋଇ ଶୋ’ରୁ ବାଦ୍ ପଡ଼ିଥିବା ସିଦ୍ଧୁଙ୍କୁ…
Read More...

ଏମାନଙ୍କୁ କାଜୁ ଖାଇବା ମନା !

ସାଧାରଣତଃ ଅନେକ ଖାଦ୍ୟ ପ୍ରସ୍ତୁତି ସମୟରେ କାଜୁ ବ୍ୟବହାର କରାଯାଇଥାଏ। ଏହାକୁ ଖାଲି ମଧ୍ୟ ଖାଇଥାଆନ୍ତି। କାଜୁ ଏକ ସ୍ବାସ୍ଥ୍ୟଉପଯୋଗୀ ଡ଼୍ରାଏଫୁଡ଼ ଭାବେ ଜଣାଯାଏ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ୍, ଫାଇବର,…
Read More...

ୟୁନିସେଫ ଆମ୍ବାସାଡ଼ର ପଦରୁ ପ୍ରିୟଙ୍କାଙ୍କୁ ହଟାଅ : ପାକ୍‍

ନୂଆଦିଲ୍ଲୀ : ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫର ଗୁଡ଼ୱିଲ ଆମ୍ବାସାଡ଼ର(ସଦଭାବନା ଦୂତ) ପଦରୁ ହଟାଇବା ପାଇଁ ଅନଲାଇନ ଆବେଦନ ମାଧ୍ୟମରେ ପାକିସ୍ତାନ ଦାବି କରିଛି। ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ କରାଯାଇଥିବା…
Read More...

ଶ୍ରଦ୍ଧାଙ୍କ ଜନ୍ମଦିନ ଅବସରରେ ରିଲିଜ୍‍ ହେଲା ‘ସାହୋ’ର ନୂଆ ଟିଜର

ନୂଆଦିଲ୍ଲୀ : ଶ୍ରଦ୍ଧା କପୁରଙ୍କ ୩୨ତମ ଜନ୍ମଦିନ ଅବସରରେ ରବିବାର ପ୍ରଭାସ-ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ର ଦ୍ୱିତୀୟ ଟିଜର ରିଲିଜ୍‍ ହୋଇଛି। ୧ ମିନିଟ୍‍ ୨ ସେକେଣ୍ଡର ଏହି ଟିଜରରେ ଶ୍ରଦ୍ଧା କପୁରଙ୍କ ଝଲକ୍‍…
Read More...

ପିଆଜ କାଟିବା ବେଳେ ଆପଣାନ୍ତୁ ଏହି ଉପାୟ : ଆଖିରୁ ବୋହିବନି ଲୁହ

ସାଧାରଣତଃ ପିଆଜ କାଟିବା ବେଳେ ଆଖି ପୋଡ଼ିବା ସହ ଲୁହ ବାହାରିଥାଏ। ଏହି କାରଣରୁ କିଛି ଲୋକ ପିଆଜ କାଟିବା ପାଇଁ ମଧ୍ୟ ନାପସନ୍ଦ କରନ୍ତି ବା ପଛଘୁଞ୍ଚା ଦିଅନ୍ତି। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା…
Read More...

୧୦୦ କୋଟି ଟପିଲା ‘ଟୋଟାଲ ଧମାଲ’

ମୁମ୍ବଇ : ଅଜୟ ଦେବଗନ୍‍, ଅନିଲ କପୁର, ମାଧୁରୀ ଦୀକ୍ଷିତଙ୍କ ଭଳି ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ କରି ହିଟ୍‍ ସାବ୍ୟସ୍ତ ହୋଇଛି।…
Read More...

ଭୁଲରେ ମଧ୍ୟ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ : ମାଡ଼ି ଆସିବ ଦୁର୍ଭାଗ୍ୟ

ବେଳେବେଳେ ଘରେ ବିନା କାରଣରେ କଳହ ସୃଷ୍ଟି ହେବା ସହ ଅଶାନ୍ତି ଲାଗିରହେ। ହେଲେ ଏହା ଆମକୁ ଜଣା ନଥାଏ ଯେ, ଏହାର କାରଣ ଆମ ଘରେ ହିଁ ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ରହିଥିବା କିଛି ସାଧାରଣ ଜିନିଷ ପାଇଁ…
Read More...

ଆପଣ ବି ନିୟମିତ ବ୍ରେଡ଼୍ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଅନେକ ଲୋକ ପାଉଁରୁଟି ବା ବ୍ରେଡ଼ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ପ୍ରାୟତଃ ସକାଳ ଜଳଖିଆରେ ଲୋକେ ଖାଇଥାଆନ୍ତି। କିଛି ଲୋକଙ୍କର ତ ଏହା ଦୈନନ୍ଦିନର ଜଳଖିଆ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ପ୍ରତିଦିନ…
Read More...

ମୁକ୍ତିଲାଭ କଲା ‘ସୋନଚିଡ଼ିଆ’

ମୁମ୍ବଇ : ଅଭିଷେକ ଚୌବେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚମ୍ବଲ ଡାକୁଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୋନଚିଡ଼ିଆ’ ଶୁକ୍ରବାର(୧ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ, ଭୂମି ପେଡନେକର, ମନୋଜ…
Read More...

ପରଦାକୁ ଆସିଲା ‘ଲୁକା ଛୁପି’ : ପ୍ରଥମ ଦିନରେ ଉଲ୍ଲେଖନୀୟ ଆୟର ଆଶା

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍-କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା ଛୁପି’ ଶୁକ୍ରବାର(୧ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଏକ ରୋମାଣ୍ଟିକ୍‍…
Read More...

ଖୁବଶୀଘ୍ର ୧୦୦ କୋଟି ଛୁଇଁବ ‘ଟୋଟାଲ ଧମାଲ’

ମୁମ୍ବଇ : ଅନେକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ୨୨ ଫେବୃଆରୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଞ୍ଚ ଦିନରେ ୮୦ କୋଟି ଟଙ୍କାରୁ…
Read More...

ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା : ୪ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟର ୪ଟି ଜିଲାରେ ଗୁରୁବାର ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା,…
Read More...

ଛଅ ଲାଇନ ବିଶିଷ୍ଟ ଏନଏଚ୍ ନିର୍ମାଣ ପାଇଁ ଭୂମିପୂଜନ

ଭୁବନେଶ୍ବର : ଖଣ୍ଡଗିରିରେ ଛଅ ଲାଇନ ବିଶିଷ୍ଟ ଏନଏଚ୍ ନିର୍ମାଣ ପାଇଁ ଗୁରୁବାର ଭୂମିପୂଜନ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକଳ୍ପର ଭୂମିପୂଜା କରିଛନ୍ତି। ସୂଚନା ଅନୁସାରେ,…
Read More...

୧୦ ଦଫା ଦାବି ନେଇ ବଡ଼ସାହି ବ୍ଲକ କଂଗ୍ରେସର ବିକ୍ଷୋଭ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ କଂଗ୍ରେସ ପକ୍ଷରୁ ଦଶ ଦଫା ଦାବି ନେଇ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତିଙ୍କ ଅଧ୍ୟକ୍ଷତାରେ…
Read More...

ଅଗ୍ନିକାଣ୍ଡରେ ୮ ବଖରା ଭସ୍ମୀଭୂତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ରେଙ୍ଗାଲୀ ପଞ୍ଜାୟତର ରାଏପାଲି ଗାଁରେ ଗୁରୁବାର ଭୋରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ତେବେ ସର୍ଟ ସର୍କିଟ୍ ଯୋଗୁଁ ଏହି…
Read More...

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ମାଲକାନଗିରି : ମାଲକାନଗିରି ଜୟପୁର ରାଜପଥ କତାମେଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ବାଇକ୍ ପରସ୍ପର ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଘଟଣାସ୍ଥଳରେ ବାଇକ ଅରୋହୀଙ୍କ ମୃତ୍ୟୁ…
Read More...

ଭାରତୀୟ ସେନାକୁ ୧କୋଟି ଦାନ କରିବେ ଲତା ମଙ୍ଗେସକର୍

ମୁମ୍ବଇ : ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପାଇଁ ବହୁତ ଲୋକେ ସହାୟତାର ହାତ ବଢାଇଛନ୍ତି। ଏ କ୍ଷେତ୍ରରେ ବଲିଉଡ଼ ମଧ୍ୟ ପଛଘୁଞ୍ଚା ନଦେଇ ସାହଯ୍ୟ କରିବାକୁ ଆଗେଇ ଆସିଛି। ଅନେକ ବଲିଉଡ଼ କଳାକାର ସହିଦ…
Read More...

ଗର୍ଭବତୀ ମହିଳା ନିଜ ପ୍ରକୋଷ୍ଠରେ ରଖନ୍ତୁ ଏସବୁ ଜିନିଷ : ଜନ୍ମ ନେବ ଗୁଣବାନ୍ ଶିଶୁ

କୁହାଯାଏ ମାତୃତ୍ବ ହେଉଛି ନାରୀ ଜୀବନର ସାର୍ଥକତା। ମାଆ ହେବା ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି। ତେ‌ବେ ସବୁ ଗର୍ଭବତୀ ମହିଳାମାନେ ଚାହାନ୍ତି ତାଙ୍କର ଏକ ସୁନ୍ଦର ଓ ଗୁଣବାନ୍ ଶିଶୁ ହେଉ। ଏଥିପାଇଁ ସେ ଅନେକ ପନ୍ଥା…
Read More...

ବାୟୁସେନା ଆକ୍ରମଣ ପରେ ବଢିଲା ‘ଉରୀ’ର ଚାହିଦା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପିଓକେ ଆକ୍ରମଣ ପରେ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ର ଚାହିଦା ବୃଦ୍ଧି ପାଇଛି। ବାୟୁସେନାର ଏହି ଆକ୍ରମଣକୁ ସାରା ଦେଶରେ ‘ସର୍ଜିକାଲ ଷ୍ଟ୍ରାଇକ-୨’ ନାଁ ଦିଆଯାଇଥିବା…
Read More...

ପାକିସ୍ତାନର ନିଷ୍ପତ୍ତି : ଦେଶରେ ମୁକ୍ତିଲାଭ ହେବ ନାହିଁ ଭାରତୀୟ ଚଳଚ୍ଚିତ୍ର

ମୁମ୍ବଇ : ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କବାଦୀ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଧ୍ୱଂସ କରାଯିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ପାକ୍‍ ପ୍ରତିଶୋଧ ପରାୟଣ ହୋଇ ଅନେକ ବୟାନବାଜି ମଧ୍ୟ କରୁଛି। ଇତି…
Read More...

ଏଭଳି ନାରୀଙ୍କୁ ବିବାହ କଲେ ବଦଳିଯିବ ଆପଣଙ୍କ ଭାଗ୍ୟ

କଥାରେ ଅଛି ଜଣେ ନାରୀ ଘର ସଜାଡ଼ି ଥାଏ ଓ ପୁଣି ସେହି ନାରୀ ଘର ଉଜାଡ଼ି ମଧ୍ୟ ଥାଏ। ପରିବାରର ସୁଖ ଶାନ୍ତି ଜଣେ ନାରୀ ଉପରେ ହିଁ ନିର୍ଭର କରିଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ନାରୀମାନଙ୍କ ମଧ୍ୟରେ ଅନେକ ପ୍ରକାରର ଗୁଣ…
Read More...

ବାୟୁସେନାର ଆକ୍ରମଣ ପରେ ଏପରି କହିଲେ ସିଦ୍ଧୁ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶି ରହିଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର୍‍ ନଭଜୋତ ସିଂହ ସିଦ୍ଧୁ ପିଓକେ ଆକ୍ରମଣକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ଭାରତୀୟ…
Read More...

ଅଦାର ବ୍ୟବହାରରେ ପାଆନ୍ତୁ ଘନ ଓ ସୁନ୍ଦର କେଶ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଅଦା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, କେଶରେ ଦେଖା ଦେଉଥିବା…
Read More...

ପିଓକେ ଆକ୍ରମଣ : ମୋଦୀ ଓ ସେନାକୁ ବଲିଉଡ଼ର ପ୍ରଶଂସା

ମୁମ୍ବଇ : ପୁଲୱାମା ଆକ୍ରମଣ ବିରୋଧରେ ମଙ୍ଗଳବାର ଭାରତ ପକ୍ଷରୁ ପାକିସ୍ତାନକୁ ଦିଆ ଯାଇଥିବା କଡ଼ା ଜବାବକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବଲିଉଡ଼ ତାରକାମାନେ ମଧ୍ୟ ଏହି ପ୍ରତିଆକ୍ରମଣକୁ ସମର୍ଥନ କରିବା ସହ ଭାରତୀୟ…
Read More...

ଔଷଧୀୟ ଗୁଣରେ ଭରପୁର ବେଲପତ୍ର

ସାଧାରଣତଃ ବେଲଗଛକୁ ଆମେ ପୂଜା କରିଥାଉ। ଏହାକୁ ଏକ ପବିତ୍ର ଗଛ ବୋଲି କୁହାଯାଇଥାଏ। ପ୍ରଭୁ ଶିବଙ୍କର ମଧ୍ୟ ବେଲପତ୍ର ଅତିପ୍ରିୟ। ଉଭୟ ବେଲ ଫଳ ଏବଂ ପତ୍ର ବହୁ ଉପଯୋଗୀ। ଏହି ବେଲପତ୍ରର ଅନେକ ଉପକାରୀ ଗୁଣ ରହିଛି। ତେବେ…
Read More...

ଅନେକ ସ୍ବାସ୍ଥ୍ୟ ସମସ୍ୟାର ଗୋଟିଏ ସମାଧାନ ସୋରିଷ

ସାଧାରଣତଃ ଆମ ସମସ୍ତଙ୍କ ଘରେ ସୋରିଷ ସହଜରେ ଉପଲବ୍ଧ। ଖାଦ୍ୟ ପ୍ରସ୍ତୁତିରେ ଏହା ବିଶେଷ ରୂପେ ବ୍ୟବହାର ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ସୋରିଷ ସହାୟକ ହୋଇଥାଏ। ଉଭୟ…
Read More...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୦୦୦ ଦୀପଦାନ

କଳାପଥର : ପୁଲୱାମାରେ ସହିଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ଓ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରି ବାଙ୍କୀ ବ୍ଲକ କଳାପଥର ବୁଦ୍ଧିିଜୀବୀ ପରିଷଦ ପକ୍ଷରୁ ରବିବାର ସନ୍ଧ୍ୟାରେ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ…
Read More...

ଦାଢି କାଟିବା ପରେ ଆପଣାନ୍ତୁ ଏହି ଘରୋଇ ଉପାୟ : ଦୂର ହେବ ଶୁଷ୍କତା ପାଇବେ ଉଜ୍ବଳ ଚେହେରା

ସାଧାରଣତଃ ଏକ ଭଲ ଚେହେରା ପାଇବା ପାଇଁ ପୁରୁଷମାନଙ୍କୁ ନିୟମିତ ବ୍ୟବଧାନରେ ନିଶ ଦାଢି କାଟିବାକୁ ପଡ଼ିଥାଏ। କିନ୍ତୁ ଦାଢି କାଟିବା ଦ୍ବାରା ତ୍ବଚାରେ ଜଳାପୋଡ଼ା ହେବା ସହ ତ୍ବଚା ରୁକ୍ଷ ହୋଇଯାଇଥାଏ। ଏହି ଯନ୍ତ୍ରଣା ଓ…
Read More...