ଟିଟିଲାଗଡ଼ : ବଲାଙ୍ଗୀର ଜିଲାର ଟିଟିଲାଗଡ଼ ରେଳଧାରଣାରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ପାଖରେ ଥିବା ଏକ ଖାତାରେ ନିଶାନ୍ତ ପାତ୍ର ବୋଲି ଲେଖା ଯାଇଛି। ଏଥିସହିତ ତାଙ୍କ ନିକଟରେ ଗୋଟିଏ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



