www.samajalive.in
Saturday, December 6, 2025
14.1 C
Bhubaneswar

ଖୁବଶୀଘ୍ର ନିର୍ମାଣ ହେବ ମଦର ଟେରେସାଙ୍କ ବାୟୋପିକ୍‍

ମୁମ୍ବଇ : ବଲିଉଡ଼ରେ କିଛିଦିନ ହେବ ବାୟୋପିକର ସୁଅ ଛୁଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବାୟୋପକ୍‍ ନିର୍ମାଣ କରାଯିବା ପରେ ଏବେ ଖବର ମିଳିଛି ଖୁବଶୀଘ୍ର ଭାରତ ରତ୍ନ ମଦର ଟେରେସାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର।

image courtesy-Cinestaan

ସୂଚନା ଅନୁସାରେ, ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ ଶର୍ମା, ନିତିନ ମନମୋହନ, ଗିରୀଶ ଜୋହର ଓ ପ୍ରାଚୀ ମନମୋହନଙ୍କ ମିଳିତ ପ୍ରଯୋଜନାରେ ‘ମଦର ଟେରେସା : ଦି ସନ୍ଥ’ ନାମକ ଏହି ବାୟୋପିକ ନିର୍ମାଣ ହେବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସୀମା ଉପାଧ୍ୟାୟ ବହନ କରିବେ। ମାତ୍ର ଚଳଚ୍ଚିତ୍ରରେ ମଦର ଟେରେସାଙ୍କ ଭୂମିକାରେ କିଏ ଅଭିନୟ କରିବେ ଏନେଇ କିଛି ସ୍ଥିର କରାଯାଇ ନାହିଁ। ମିଳିଥିବା ଖବର ଅନୁସାରେ, ବଲିଉଡ଼ ଓ ହଲିଉଡ଼ର ପ୍ରସିଦ୍ଧ କଳାକାରମାନଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ଓ ଏହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories