ସ୍ବର୍ଗଦ୍ବାର ଅଭିମୁଖେ କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜନ୍ମମାଟି ଢେଙ୍କାନାଳରୁ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ନିଜ ଗାଁ ସାରିଆପଦାରେ କଳ୍ପନାଙ୍କ…
Read More...

ରାଜ୍ୟରେ କାଳବୈଶାଖୀ ଆଶଙ୍କା ; ୧୦ଟି ଜିଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରବିବାର ରାଜ୍ୟର ୧୦ଟି ଜିଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…
Read More...

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ୍

ସାଧାରଣତଃ ଏହା ପ୍ରାୟ ଆମେ ସମସ୍ତେ ଜାଣନ୍ତି ଯେ ଗର୍ଭାବସ୍ଥାରେ ମହିଳାଙ୍କୁ ବିଶେଷ ଭାବେ ଯତ୍ନବାନ୍ ଓ ସତର୍କ ରହିବାକୁ ପଡ଼ିଥାଏ। କାରଣ ତାଙ୍କର ପ୍ରତ୍ୟେକଟି କାର୍ୟ୍ୟ ତାଙ୍କ ଗର୍ଭରେ ଥିବା ଶିଶୁ ଉପରେ ପ୍ରଭାବ…
Read More...

‘ସୁପର ୩୦’ର ଏକ ପୋଷ୍ଟର ଶେୟାର କରି ଟ୍ରେଲର ରିଲିଜ୍‍ ତାରିଖ ଘୋଷଣା କଲେ ହ୍ରିତିକ

ମୁମ୍ବଇ : ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ର ଏକ ପୋଷ୍ଟର ରବିବାର ରିିଲିଜ୍‍ ହୋଇଛି। ବିଭିନ୍ନ ବିବାଦ ଦେଇ ଗତି କରିଥିବା ଏହି ଚଳଚ୍ଚିତ୍ର ଏବେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି ଓ ଏହାର ପୋଷ୍ଟର…
Read More...

‘ଭାରତ’ ଦେଖିବାକୁ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ବୁକ୍‍ କଲେ ସଲମାନଙ୍କ ପ୍ରଶଂସକ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ଚଳିତ ମାସ ୫ ତାରିଖରେ ମୁକ୍ତିଲାଭ ହେବାକୁ ଥିବା ବେଳେ ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ ବ୍ୟଗ୍ରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଆଗୁଆ…
Read More...

‘ମି ଠୁ’ରେ ଫସିଥିବା ବ୍ୟକ୍ତିଙ୍କୁ ୟଶରାଜ ଷ୍ଟୁଡିଓ ମନା ; ଅନୁ ମଲ୍ଲିକ ମଧ୍ୟ ସାମିଲ

ମୁମ୍ବଇ : ଗତ ବର୍ଷ ବଲିଉଡ଼ରେ ହଇଚଇ ସୃଷ୍ଟି କରିଥିବା ‘ମି ଠୁ’ ଅଭିଯାନରେ ଫସିଥିବା ବ୍ୟକ୍ତିମାନଙ୍କ ପାଇଁ ୟଶରାଜ ଷ୍ଟୁଡିଓର ଦ୍ୱାର ବନ୍ଦ ରହିଛି। ସେମାନଙ୍କ ମଧ୍ୟରେ ଅନୁ ମଲ୍ଲିକ ମଧ୍ୟ ସାମିଲ ଅଛନ୍ତି। ୟଶରାଜ ଫିଲ୍ମସ…
Read More...

ନଜର ଦୋଷ ଦୂର କରିବା ସହ ଧନପ୍ରାପ୍ତିରେ ମଧ୍ୟ ସହାୟକ ହୋଇଥାଏ ଲବଙ୍ଗ

ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା’ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ…
Read More...

ଖରାଦିନେ ତ୍ବଚା ପାଇଁ ଖୁବ୍ ଉପକାରୀ ଏହି ପ୍ରାକୃତିକ ଫେସପ୍ୟାକ୍

ସାଧାରଣତଃ ଖରାଦିନେ ତ୍ବଚାର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। କାରଣ ଏହିଦିନେ ଖରା ଓ ତାତିର ପ୍ରଭାବରେ ତ୍ବଚା ଉପରେ ବହୁତ କୁପ୍ରଭାବ ପଡ଼ିଥାଏ। ଏହିଦିନେ ତ୍ବଚା ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ ଓ ତ୍ବଚାର ଚମକ…
Read More...

ଅଡ଼ୁଆରେ ସଲମାନଙ୍କ ‘ଭାରତ’: ନାମ ବଦଳାଇବାକୁ କୋର୍ଟରେ ପିଟିସନ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭାରତ’ ମୁକ୍ତିଲାଭ ପୂର୍ବରୁ ବିବାଦରେ ଫଶି ଯାଇଛି। ଆସନ୍ତା ୫ ଜୁନରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ ଏହାର ନାଁ ବଦଳାଇବା ପାଇଁ ଦିଲ୍ଲୀ ହାଇ…
Read More...

ଅସ୍ୱଭାବିକ ରୂପେ ବଢୁଛି ପେଟ ଓ କ୍ଷୀଣ ହେବାରେ ଲାଗିଛି ଶରୀର ; ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ଲୋଡୁଛନ୍ତି ସୋମବାରୀ

ଯୋଡା : ପାଞ୍ଚ ବର୍ଷ ତଳେ ସ୍ୱାମୀ ରଘୁ ହାଇବ୍ରୁଙ୍କ କୌଣସି ଅଜଣା ଜ୍ୱରରେ ଅକାଳ ମୃତ୍ୟୁ ପରେ ନିଃସଙ୍ଗ ହୋଇପଡିଛି ଜୀବନ। ଜବାନ ଦୁଇ ପୁଅ ଅର୍ଜୁନ ହାଇବ୍ରୁ ଓ ମଙ୍ଗଲ ହାଇବ୍ରୁ ପେଟ ପାଟଣା ନିମନ୍ତେ ବାହାର ଗାଁରେ ରହି…
Read More...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଗୁରୁବାର କାଠମାଣ୍ଡୁରେ ପହଞ୍ଚିଛି। ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପାର୍ଥିବ…
Read More...

‘ଦି କପିଲ ଶର୍ମା ଶୋ’ରେ ଦୂତୀ

ମୁମ୍ବଇ : ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ଦୌଡ଼ ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ ରେ ଯୋଗ ଦେଇଛନ୍ତି। ସେ ପ୍ରଥମ…
Read More...

ଆଜି କାଠମାଣ୍ଡୁରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଗୁରୁବାର କାଠମାଣ୍ଡୁରେ ପହଞ୍ଚିବ। ଏଭରେଷ୍ଟରୁ ଉଦ୍ଧାର ପରେ ମୃତଦେହକୁ ଆଣିବା ପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ସୂଚନା ଅନୁସାରେ, ବୁଧବାର ରାତିରେ କଳ୍ପନାଙ୍କ…
Read More...

‘ବିଗ୍ ବସ୍-୧୩’ରେ ଅଙ୍କିତା ଓ ଦେବୋଲୀନା!

ମୁମ୍ବଇ : ୨୯ ସେପ୍ଟେମ୍ବରରୁ କଲର୍ସ ଟିଭିରେ ଆରମ୍ଭ ହେବାକୁ ଥିବା ‘ବିଗ୍ ବସ୍-୧୩’ରେ ଅଙ୍କିତା ଲୋଖଣ୍ଡେ ଓ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ଖବର ଅନୁସାରେ, ଏହି ଶୋ…
Read More...

ସବୁବେଳେ ଫ୍ରିଜର ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ! ସୃଷ୍ଟି ହେବ ଅନେକ ରୋଗ

ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଛି। ଏହିଦିନେ ଅତ୍ୟଧିକ ଖରା ଓ ତାତିର ଜ୍ବାଳା ମଧ୍ୟରେ ପିଇବା ପାଇଁ ଟିକେ ଥଣ୍ଡା ପାଣି ମିଳିଗଲେ ଲୋକଙ୍କୁ ଅମୃତ ମିଳିଲା ପରି ମନେ ହେଉଛି। ଏହିଦିନେ କିଛି ଲୋକ ଫ୍ରିଜରେ ଥିବା ଅତ୍ୟଧିକ…
Read More...

ଏହି ଘରୋଇ ଉପାୟରେ ମାତ୍ର କିଛି ଦିନରେ ହିଁ ପାଆନ୍ତୁ ଗୋରା ଓ ଚମକପ୍ରଦ ଚେହେରା

ଏକ ସୁନ୍ଦର ଚେହେରା ପାଇବାକୁ ସମସ୍ତଙ୍କର ଆଶା ଥାଏ। ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରି ଥାଆନ୍ତି। ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଭୟ ମଧ୍ୟ…
Read More...

‘ଦବଙ୍ଗ-୩’ରେ ଡିମ୍ପଲ୍‍ କପାଡ଼ିଆଙ୍କ ଏଣ୍ଟ୍ରି

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ରେ ଅଭିନେତ୍ରୀ ଡିମ୍ପଲ୍‍ କପାଡ଼ିଆଙ୍କ ଏଣ୍ଟ୍ରି ହୋଇଛି। ଏଥିରେ ସେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ‘ଦବଙ୍ଗ’ରେ…
Read More...

ଇଣ୍ଡିଆନ୍‍ ଆଇଡଲ-୧୧କୁ ପୁଣି ଫେରିବେ ଅନୁ! ‘ମିଠୁ’ ମାମଲାରେ ଶୋ’ରୁ ହୋଇଥିଲେ ବାହାର

ମୁମ୍ବଇ : ବର୍ଷେ ତଳେ ‘ମିଠୁ’ ମାମଲାରେ ଫଶି ଇଣ୍ଡିଆନ୍‍ ଆଇଡଲ-୧୦ର ବିଚାରକ ପଦ ହରାଇଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପୁଣି ଥରେ ଇଣ୍ଡିଆନ୍‍ ଆଇଡଲ-୧୧କୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ମିଳିଥିବା ଖବର…
Read More...

ଆପଣ ବି ଚିକେନ୍ ପ୍ରେମୀ କି ? ଜାଣନ୍ତୁ ଏହା ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା

ସାଧାରଣତଃ ଆମମାନଙ୍କ ମଧ୍ୟରୁ ପ୍ରାୟ ବହୁତ ଲୋକେ ଚିକେନ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ଚିକେନ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ବୋହିଥାଏ। ତେବେ ଚିକେନ ପ୍ରେମୀମାନେ ଜାଣି ରଖନ୍ତୁ ଚିକେନ ବିଷୟରେ…
Read More...

ଜୀରା ଓ ଡାଲଚିନିର ମିଶ୍ରଣ ଦୂର କରିବ ଅନେକ ରୋଗ

ବେଳେବେଳେ ଆମ ରୋଷେଇ ଘରେ ଥିବା କିଛି ସାଧାରଣ ଜିନିଷ ଆମ ପାଇଁ ମହୌଷଧୀ ପାଲଟିଯାଏ। ସେହପରି ଦୁଇଟି ସାମଗ୍ରୀ ହେଉଛି ଜିରା ଓ ଡାଲଚିନି। ଏହି ଦ୍ବୟର ମିଶ୍ରଣ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ…
Read More...

ବକ୍ସ ଅଫିସରେ ‘ପିଏମ୍‍ ନରେନ୍ଦ୍ର ମୋଦୀ’ : ଚତୁର୍ଥ ଦିନରେ କମିଲା ଆୟ

ମୁମ୍ବଇ : ବିବେକ ଓବରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’କୁ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳୁଥିଲେ ମଧ୍ୟ ଚତୁର୍ଥ ଦିନରେ ଏହାର ଆୟ ହ୍ରାସ ପାଇଛି। ରବିବାର ପର୍ଯ୍ୟନ୍ତ ଚଳଚ୍ଚିତ୍ର ଆଶାଠାରୁ ଅଧିକ…
Read More...

‘କେଜିଏଫ୍‍-୨’ରେ ରବୀନା ଟଣ୍ଡନ ; ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କରିବେ ଅଭିନୟ

ମୁମ୍ବଇ : ୟଶଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍ ଚ୍ୟାପ୍ଟର-୨’ରେ ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ରବୀନା ଭାରତର ପୂର୍ବତନ…
Read More...

ଖରାଦିନେ ମଧ୍ୟ ଚମକିବ ଚେହେରା ; ଆପଣାନ୍ତୁ ଏହି ସହଜ ଉପାୟ

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଲୋକେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ ଖରାଦିନେ ତ୍ବଚାଜନିତ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ଦିନେ ତ୍ବଚା କଳା ପଡ଼ିବା ବା…
Read More...

ପରଲୋକରେ ଅଜୟଙ୍କ ପିତା ବୀରୁ ଦେବଗନ ; ଷ୍ଟଣ୍ଟ୍‍ ନିର୍ଦ୍ଦେଶକ ଭାବେ ଥିଲେ ବଲିଉଡ଼ରେ ଜଣାଶୁଣା

ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ବୀରୁଙ୍କ ମୃତ୍ୟୁର ଖବର ଶୁଣିବା ପରେ ବଲିଉଡ଼କୁ ଏକ ଶକ୍ତ ଧକ୍କା ଲାଗିଛି। ବୀରୁ ବଲିଉଡ଼ର ଜଣେ ଜଣାଶୁଣା ଷ୍ଟଣ୍ଟ୍‍…
Read More...

ନାଲି ଲଙ୍କାର ଏପରି ଉପାୟ, ଯାହା ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ସାଧାରଣତଃ ଆମେ ଜାଣନ୍ତି ଯେ, ଲଙ୍କା ଖାଦ୍ୟରେ ବ୍ୟବହୃତ ହୋଇଥାଏ। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ମାତ୍ର କ’ଣ ଆପଣ ଜାଣନ୍ତି ଲଙ୍କାର ଆହୁରି ଏପରି କିଛି ଗୁଣ ଅଛି ଯାହା ଆପଣଙ୍କ…
Read More...

‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ନୈରାଶ୍ୟଜନକ ପ୍ରଦର୍ଶନ; ଆଲାଦୀନ୍‍ ସହ କରିପାରୁ ନାହିଁ ମୁକାବିଲା

ମୁମ୍ବଇ : ଅର୍ଜୁନ କପୁରଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ ବକ୍ସ ଅଫିସରେ ନିରାଶାଜନକ ପ୍ରଦର୍ଶନ କରିଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିତିବାରେ…
Read More...

‘ଡାନ୍ସ ଇଣ୍ଡିଆ ଡାନ୍ସ ସିଜନ୍‍-୭’ରେ ବିଚାରପତି ସାଜିବେ କରୀନା ; ସାମ୍ନାକୁ ଆସିଲା ପ୍ରଥମ ପ୍ରମୋ ଭିଡିଓ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଖୁବଶୀଘ୍ର ଛୋଟ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଜି-ଟିଭିର ଲୋକପ୍ରିୟ ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ ସିଜନ୍‍-୭’ରେ କରୀନାଙ୍କୁ ବିଚାରପତି ଭାବେ…
Read More...

ଚାଉଳର ଏପରି ପ୍ରୟୋଗ ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ଏହା ଆମେ ସମସ୍ତେ ଜାଣନ୍ତି ଚାଉଳ ଖାଦ୍ୟ ସହ ପୂଜା ପାଠରେ ମଧ୍ୟ ବ୍ୟବହୃତ ହୋଇଥାଏ। ହିନ୍ଦୁ ପରମ୍ପରା ଅନୁସାରେ, ଚାଉଳ ବିନା ପୂଜା ପାଠ ଅସମ୍ପୂର୍ଣ୍ଣ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଚାଉଳର ଏପରି କିଛି ବ୍ୟବହାର…
Read More...

ଦୀପିକାଙ୍କୁ ପଛରେ ପକାଇ ଆଲିୟା ସାଜିଲେ ‘ମୋଷ୍ଟ ଡିଜାୟରେବଲ ୱିମେନ ୨୦୧୮’

ମୁମ୍ବଇ : ଖୁବ୍‍ କମ୍‍ ଦିନରେ ଅନେକ ସଫଳତା ହାସଲ କରିଥିବା ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ ‘ମୋଷ୍ଟ ଡିଜାୟରେବଲ ୱିମେନ ୨୦୧୮’ ଟାଇଟଲ୍‍ ନିଜ ନାଁରେ କରିଛନ୍ତି। ଆଲିୟା ବଲିଉଡ଼ର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କୁ ପଛରେ…
Read More...

ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’

ମୁମ୍ବଇ : ଦୀର୍ଘଦିନର ବାଦବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଶୁକ୍ରବାର(୨୪ ମେ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ବକ୍ସ ଅଫିସରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା…
Read More...

ମୋଦୀଙ୍କୁ ବିରୋଧ କରିବାରୁ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ମୋଦୀଙ୍କୁ ବିରୋଧ କରୁଥିବା ବଲିଉଡ଼ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ…
Read More...

ଝରିଗାଁରେ ବିଜେଡ଼ିର ପ୍ରକାଶ ମାଝି ଓ ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ଝରିଗାଁ/ଉମରକୋଟ : ନବରଙ୍ଗପୁର ଜିଲାର ଝରିଗାଁ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରକାଶ ମାଝି ବିଜୟୀ ହୋଇଥିବା ବେଳେ ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି। ଝରିଗାଁରେ ମୋଟ୍‍ ୩୭ ପର୍ଯ୍ୟାୟ ଓ…
Read More...

କଳାହାଣ୍ଡି ଲୋକସଭାରେ ବିଜେପି ଓ ୪ଟି ବିଧାନସଭା ଆସନରେ ବିଜେଡ଼ି ଆଗୁଆ

କଳାହାଣ୍ଡି : କଳାହାଣ୍ଡି ଲୋକସଭା ଆସନରେ ଅପରାହ୍ନ ୩ଟା ସୁଦ୍ଧା ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗରେ ଅଛନ୍ତି। ସେହିପରି ଭବାନୀପାଟଣା ବିଧାନସଭାରେ ବିଜେପିର ପ୍ରଦୀପ୍ତ ନାଏକ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ ନର୍ଲା…
Read More...

ନବରଙ୍ଗପୁରରେ ବିଜେଡ଼ି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ

ନବରଙ୍ଗପୁର : ନବରଙ୍ଗପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟ ହାସଲ କରିଛନ୍ତି। ସେଠାରେ ସମୁଦାୟ ୩୯ଟି ପର୍ଯ୍ୟାୟର ଭୋଟ୍‍ ଗଣତି ସରିଯାଇଛି। ଗଣତି ପରେ ସଦାଶିବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ…
Read More...

ବୈଜୟନ୍ତଙ୍କଠାରୁ ୨୭ ହଜାର ଭୋଟରେ ଆଗୁଆ ଅନୁଭବ

କେନ୍ଦ୍ରାପଡ଼ା : ରାଜ୍ୟରେ ସଭିଙ୍କ ନଜରରେ ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ତେବେ ଦିନ…
Read More...

ପୁରୀ ଲୋକସଭା : ୧୩ ପର୍ଯ୍ୟାୟ ଗଣତି ପରେ ପିନାକୀ ମିଶ୍ର ଆଗୁଆ

ପୁରୀ : ପୁରୀ ଲୋକସଭା ଆସନରେ ଦିନ ୧୨ଟା ୫୦ ସୁଦ୍ଧା ୧୩ଟି ପର୍ଯ୍ୟାୟରେ ଭୋଟ୍‍ ଗଣତି ଶେଷ ହୋଇଛି। ଏହି ପର୍ଯ୍ୟାୟ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର ଆଗୁଆ ରହିଛନ୍ତି। ସେ ବିଜେପି ପ୍ରାର୍ଥୀ ସମ୍ବିତ…
Read More...

ଆଗରେ ମହାରଥୀ

ପିପିଲି : ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନ ୧୨ଟା ସୁଦ୍ଧା ବିଜେଡ଼ିର ପ୍ରଦୀପ ମହାରଥୀ ଆଗୁଆ ଅଛନ୍ତି। ଏଠାରେ ମହାରଥୀ ୪୧୭୯ ଭୋଟ୍‍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୩୪୧୦ ଭୋଟ୍‍…
Read More...

ହିଞ୍ଜିଳି ଓ ବିଜେପୁରରେ ନବୀନ ଆଗୁଆ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ନବୀନ ଆଗରେ ରହିଛନ୍ତି। ୩ୟ ପର୍ଯ୍ୟାୟ ଭୋଟ୍ ଗଣତି ପରେ ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ୫୭୦୦ ଭୋଟରେ ଆଗୁଆ ଅଛନ୍ତି। ଏହାସହ ୪ର୍ଥ ପର୍ଯ୍ୟାୟରେ…
Read More...

ବାଙ୍ଗିରିପୋଷିରେ ବିଜେପି ଓ ମୋରଡ଼ାରେ ବିଜେଡ଼ି ଆଗରେ

ବାଙ୍ଗିରିପୋଷି/ମୋରଡ଼ା: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ୩୬୮୫ ଭୋଟ୍ ପାଇ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ୩୦୦୭ ଭୋଟ ପାଇ…
Read More...

ଟିଟିଲାଗଡ଼ ବିଧାନସଭାରେ ବିଜେଡ଼ି ଓ କଣ୍ଟାବାଞ୍ଜିରେ କଂଗ୍ରେସ ଆଗୁଆ

ଟିଟିଲାଗଡ଼ : ଟିଟିଲାଗଡ଼ ବିଧାନସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେଡ଼ିର ଟୁକୁନି ସାହୁ ୯୫୪ ଭୋଟରେ ଆଗୁଆ ରହିଛନ୍ତି। ଗୋଟିଏ ମେସିନ ଖରାପ ଯୋଗୁଁ ଭୋଟ ଗଣନା ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ…
Read More...

ଏମିତି ମନ୍ଦିର, ଯେଉଁଠି ଶିବଙ୍କ ପୂର୍ବରୁ କରାଯାଏ ରାବଣଙ୍କ ପୂଜା ; ରହିଛି ଗଭୀର ରହସ୍ୟ

ଦୁନିଆରେ ଏମିତି ଅନେକ ଚମତ୍କାରୀ ମନ୍ଦିର ଅଛି, ଯିଏ ନିଜ ସହ ଏକ ବିଶେଷ କାହାଣୀ ଧରି ରଖିଛି। ଏମିତିରେ ତ ସାରା ଦୁନିଆରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି, ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ…
Read More...

ଜିତେନ୍ଦ୍ରଙ୍କ ନାଁ’ରେ ଅସଦାଚରଣ ଅଭିଯୋଗ କରିଥିଲେ ସମ୍ପର୍କୀୟା ; ମାମଲା ଖାରଜ କଲେ କୋର୍ଟ

ମୁମ୍ବଇ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ଼ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା…
Read More...

ଏସବୁ ଫଳକୁ ଚୋପା ସହ ଖାଇବା ଉଚିତ୍

ଏହା ଆମେ ସମସ୍ତେ ଜାଣନ୍ତି ଯେ ଫଳ ଖାଇବା ଶରୀର ପାଇଁ ଖୁବ୍ ଜରୁରୀ ଓ ଲାଭଦାୟକ ହୋଇଥାଏ। ଆମ ମଧ୍ୟରୁ ଅଧିକାଂଶ ଲୋକ ଫଳ ଖାଇବାକୁ ବହୁତ ପସନ୍ଦ ମଧ୍ୟ କରିଥାଆନ୍ତି। ଏହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ସ୍ବାସ୍ଥ୍ୟ ମଧ୍ୟ…
Read More...

ପ୍ରଭାସଙ୍କ ‘ସାହୋ’ରେ ସଲମାନଙ୍କ ଏଣ୍ଟ୍ରି !

ମୁମ୍ବଇ : ବାହୁବଲୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଥିରେ ବଲିଉଡ଼ର ଦବଙ୍ଗ ଖାନ୍‍ ନଜର ଆସି ପାରନ୍ତି ବୋଲି ସୂଚନା ମିଳିଛି। ଚଳଚ୍ଚିତ୍ରର ନିର୍ମାତା…
Read More...

ଏହିଦିନ ମୁକ୍ତିଲାଭ କରିବ ‘ପିଏମ୍‍ ନରେନ୍ଦ୍ର ମୋଦୀ’; ପ୍ରଥମ ଦିନ କରିପାରେ ଏପରି ବ୍ୟବସାୟ

ମୁମ୍ବଇ : ଦୀର୍ଘଦିନର ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ୨୪ ମେ’ରେ ମୁକ୍ତିଲାଭ କରିବାକୁ ଯାଉଛି। ଆୟ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ରକୁ ବ୍ୟାନ୍‍ କରାଯିବା…
Read More...

ଏସବୁ ଖାଦ୍ୟକୁ ପୁନର୍ବାର ଗରମ କରି ଖାଇବା ବିଷ ସଦୃଶ

ସାଧାରଣତଃ ଖାଦ୍ୟକୁ ଥରେ ରାନ୍ଧି ପରେ ଗରମ କରି ଖାଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ହେଲେ ଲୋକେ ଏ ବିଷୟରେ ଅଜଣା ଥାଆନ୍ତି ଯେ କିଛି ଖାଦ୍ୟ ଏପରି ଅଛି ଯାହାକୁ ଥରେ ରାନ୍ଧି ପରେ ପୁଣି ଗରମ କରି ଖାଇବା ଆମ…
Read More...

ସାମ୍ନାକୁ ଆସିଲା ‘ସାହୋ’ର ନୂଆ ପୋଷ୍ଟର

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଛି। ନିଜେ ପ୍ରଭାସ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ରର…
Read More...

ନିୟମିତ ଖାଦ୍ୟରେ ସାମିଲ କରନ୍ତୁ ଖଜୁରୀ ; ସପ୍ତାହେ ମଧ୍ୟରେ ଜାଣିପାରିବେ ଫରକ

ପ୍ରାୟତଃ ଆପଣ ସମସ୍ତେ ଖଜୁରୀ ନିଶ୍ଚିତ ଖାଇଥିବେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ। ମାତ୍ର ଖୁବ୍ କମ୍ ଲୋକେ ହୁଏତ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। ଏହାର…
Read More...

ବିବାଦୀୟ ପୋଷ୍ଟ ଶେୟାର କରି ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଲେ ବିବେକ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋ ଥିବା ଏକ ବିବାଦୀୟ ପୋଷ୍ଟକୁ ଶେୟାର କରିଥିବା ଅଭିନେତା ବିବେକ ଓବରୟ ମଙ୍ଗଳବାର କ୍ଷମା ପ୍ରାର୍ଥନା କରିଛନ୍ତି। ବିଭିନ୍ନ ମହଲରୁ ସମାଲୋଚନା ଓ ଜାତୀୟ ମହିଳା…
Read More...

ସକାଳୁ ଉଠି ଭୂମିରେ ପାଦ ରଖିବା ପୂର୍ବରୁ କରନ୍ତୁ ଏହି କାମ ; ଦିନ ଭଲରେ କଟିବା ସହ ରହିବେ ସୁସ୍ଥ

ସାଧରଣତଃ କୁହାଯାଏ ସକାଳର ଆରମ୍ଭ ଯେପରି ହୁଏ ସେହି ଅନୁସାରେ ସାରା ଦିନ ବିତିଥାଏ। ତେଣୁ ସକାଳର ଆରମ୍ଭ ଭଲ ହେଲେ ଦିନ ଭଲରେ କଟେ ଓ ଆରମ୍ଭ ଖରାପ ହେଲେ ଦିନ ଖରାପ ହୋଇଯାଏ। ଶାସ୍ତ୍ର ଅନୁସାରେ, ସକାଳେ ଉଠି ଚଟାଣରେ ପାଦ…
Read More...

ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଥାପିବେ ଆଲିୟାଙ୍କ ଏହି ବାନ୍ଧବୀ

ମୁମ୍ବଇ : ଆଲିୟାଙ୍କ ପ୍ରିୟ ବାନ୍ଧବୀ ଆକାଂକ୍ଷା ରଞ୍ଜନ କପୁର ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ବହୁବାର ଆଲିୟାଙ୍କ ସହ ଏକାଠି ନଜର ଆସିଥିବା ଆକାଂକ୍ଷାଙ୍କୁ ଖୁବଶୀଘ୍ର ଏକ ମ୍ୟୁଜିକ୍‍…
Read More...

ଏହିସବୁ ରାଶିର ଝିଅଙ୍କୁ ମିଳିଥାଏ ଧନୀ ଜୀବନସାଥି

ସାଧାରଣତଃ ବିବାହ ପୂର୍ବରୁ ଝିଅ ଓ ତା’ର ପରିବାର ବର୍ଗ ପୁଅ କ’ଣ କାମ କରୁଛି ଓ କେତେ ଟଙ୍କା ରୋଜଗାର କରୁଛି ସେ ବିଷୟରେ ବୁଝି ଥାଆନ୍ତି। କାରଣ ସେମାନେ ଚାହାନ୍ତି ବିବାହ ପରେ ଅର୍ଥାଭାବ ଯୋଗୁଁ ଝିଅକୁ କୌଣସି ସମସ୍ୟାର…
Read More...

ରିଲିଜ୍‍ ହେଲା ‘ଲାଲ୍‍ କପ୍ତାନ୍‍’ର ପ୍ରଥମ ପୋଷ୍ଟର ; ନାଗା ସାଧୁ ବେଶରେ ସୈଫ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ପୋଷ୍ଟରରେ ସୈଫ୍‍ଙ୍କୁ ନାଗା ସାଧୁ ଅବତାରରେ ଦେଖିବାକୁ ମିଳିଛି। ଏହି…
Read More...

ଜନମତ ସର୍ବେକ୍ଷଣରେ ‘ପୁଣି ଥରେ ମୋଦୀ ସରକାର’ : ଶେୟାର ବଜାରରେ କାରବାର ଉତ୍ସାହଜନକ

ନୂଆଦିଲ୍ଲୀ : ପୁଣିଥରେ ଏନ୍‍ଡିଏ ନେତୃତ୍ୱାଧୀନ ମୋଦୀ ସରକାର ଫେରିବ ବୋଲି ରବିବାର ସନ୍ଧ୍ୟାରେ ସମସ୍ତ ଜାତୀୟ ଗଣମାଧ୍ୟମର ଏକ୍‍ଜିଟ୍‍ ପୋଲରେ ସ୍ପଷ୍ଟ ହେବା ପରେ ଶେୟାର ବଜାରରେ କାରବାର ବୃଦ୍ଧି ପାଇଛି। ରବିବାର…
Read More...

ଏସବୁ ସ୍ବପ୍ନ ଦେଇଥାଏ ଧନ ପ୍ରାପ୍ତିର ସଙ୍କେତ

ସାଧାରଣତଃ ଶୋଇବା ସମୟରେ ଅନେକ ଲୋକଙ୍କୁ ସ୍ବପ୍ନ ଆସିଥାଏ। କାହାକୁ ଭଲ ତ ଆଉ କାହାକୁ ଖରାପ ସ୍ବପ୍ନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି କାରଣ ବା ସଙ୍କେତ ରହିଥାଏ। ହେଲେ ଲୋକେ ଏ…
Read More...

ପାଣିରେ ଏହାକୁ ମିଶାଇ ଧୁଅନ୍ତୁ ପନିପରିବା ; ଦୂର ହେବ କର୍କଟ ଭଳି ରୋଗର ଆଶଙ୍କା

ଏହା ଆମେ ସମସ୍ତେ ଜାଣନ୍ତି ଯେ କର୍କଟ ଏକ ପ୍ରାଣଘାତୀ ରୋଗ। ଏଥିରୁ ବର୍ତ୍ତିବା ଏକ ପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ବେଳେବେଳେ ଆମର କିଛି ଅସାବଧାନତା ଯୋଗୁଁ ଏହି ରୋଗ ଆମକୁ କବଳିତ କରିଥାଏ।…
Read More...

ପ୍ରଥମ ଥର ପାଇଁ ପିତାଙ୍କ ସହ କାମ କରିବେ ଆଲିୟା

ମୁମ୍ବଇ : ଖୁବ୍‍ କମ୍‍ ଦିନରେ ଅନେକ ସଫଳତା ହାସଲ କରିଥିବା ଅଭିନେତ୍ରୀ ଆଲିୟା ଭଟ୍ଟ ପ୍ରଥମ ଥର ପାଇଁ ନିଜ ପିତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ପିତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଆଗାମୀ…
Read More...

ଘରର ଆସବାବପତ୍ର ସହ ଜଡ଼ିତ ଆପଣଙ୍କ ଉନ୍ନତି

ଜୀବନରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି। ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିବା ପାଇଁ କିଛି…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ଦେ ଦେ ପ୍ୟାର୍‍ ଦେ’

ନୂଆଦିଲ୍ଲୀ : ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‍ ଦେ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ମୁକ୍ତିଲାଭର ଦୁଇ ଦିନ ମଧ୍ୟରେ ଚଳଚ୍ଚିତ୍ର ୨୧ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି। ପ୍ରଥମ ଦିନରେ…
Read More...

ରିଲିଜ୍‍ ହେଲା ୱେବ୍‍ ସିରିଜ୍‍ ‘ଲୀଲା’ର ଟ୍ରେଲର

ମୁମ୍ବଇ : ଅଭିନେତ୍ରୀ ହୁମା କୁରେଶୀଙ୍କ ଅଭିନୀତ ପ୍ରଥମ ୱେବ୍‍ ସିରିଜ୍‍ ‘ଲୀଲା’ର ଟ୍ରେଲର ଶୁକ୍ରବାର ରିଲିଜ୍‍ ହୋଇଛି। ଚଳିତ ବର୍ଷ ୧୪ ଜୁନ୍‍ରେ ନେଟଫ୍ଲିକ୍ସର ଏହି ୱେବସିରିଜର ପ୍ରଥମ ପ୍ରଦର୍ଶନ ହେବ। ଏହାର…
Read More...

ମୁକ୍ତିଲାଭ ପୂର୍ବରୁ ଅର୍ଜୁନଙ୍କ ଚଳଚ୍ଚିତ୍ରକୁ ବଡ଼ ଝଟ୍‍କା ; ହଟାଇ ଦିଆଗଲା ବିବାଦୀୟ ଦୃଶ୍ୟ

ମୁମ୍ବଇ : ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’କୁ ମୁକ୍ତିଲାଭ ପୂର୍ବରୁ ଏକ ବଡ଼ ଝଟ୍‍କା ଲାଗିଛି। ୨୪ ମେ’ରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟ ଆପତ୍ତିଜନକ…
Read More...

ଜାଣନ୍ତୁ, ପଞ୍ଚାମୃତ ସେବନର ଲାଭ ଓ ଏହା ସହ ଜଡ଼ିତ କିଛି ମହତ୍ବପୂର୍ଣ୍ଣ କଥା

ସାଧାରଣତଃ ହିନ୍ଦୁ ଧର୍ମରେ ପ୍ରାୟ ସମସ୍ତ ପୂଜାପାଠରେ ପଞ୍ଚାମୃତ ଭୋଗ କରାଯାଇଥାଏ। ଏହାକୁ ଦେବତାଙ୍କ ଭୋଜନ ବୋଲି କୁହାଯାଏ। ପଞ୍ଚାମୃତ ସେବନର ଖୁବ୍ ମହତ୍ବ ରହିଛି। ଏହାକୁ ସେବନ କରିବା ଦ୍ୱାରା ଆମ ମନରେ ସକରାତ୍ମକ…
Read More...

ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ସୋରିଷ ଶାଗ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଶାଗ ଖାଇବା ଶରୀର ପାଇଁ ଖୁବ୍ ଜରୁରୀ ହୋଇଥାଏ। ତେଣୁ ଦୈନିକ ଖାଦ୍ୟରେ ଶାଗକୁ ସାମିଲ କରିବା ଉଚିତ। ତେବେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଶାଗ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି।…
Read More...

ପରଦାକୁ ଆସିଲା ପାରିବାରିକ ରୋମାଣ୍ଟିକ୍‍-କମେଡ଼ି ‘ଦେ ଦେ ପ୍ୟାର୍‍ ଦେ’

ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନ୍‍, ତବୁ ଓ ରକୁଲପ୍ରୀତ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‍ ଦେ’ ଶୁକ୍ରବାର ମୁକ୍ତିଲାଭ କରିଛି। ଅକିଭ୍‍ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ଏକ ପାରିବାରିକ…
Read More...

ବାତ୍ୟା ପରେ ବ୍ୟାଙ୍କିଙ୍ଗ୍ ସେବା ସ୍ବାଭାବିକ ପାଇଁ କେନ୍ଦ୍ର-ରାଜ୍ୟ ଅର୍ଥ ସମନ୍ବୟ ବୈଠକ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ସ୍ୱାଭାବିକ କରିବା ପାଇଁ ଗୁରୁବାର ରାଜ୍ୟ ଅତିଥି ଭବନରେ ଏକ କେନ୍ଦ୍ର ଓ ରାଜ୍ୟ ଅର୍ଥ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଅର୍ଥ…
Read More...

ବିଷ ପିଇ ପ୍ରାଣ ହରାଇଲେ ଯୁବକ-ଯୁବତୀ

ସୋନପୁର : ସୋନପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ବିଲାରଙ୍ଗା ଗ୍ରାମର ଦୁଇ ଯୁବକ-ଯୁବତୀ ଗୁରୁବାର ବିଷ ପିଇ ପ୍ରାଣ ହରାଇଛନ୍ତି। ଏ ଦୁହେଁ ପ୍ରେମୀଯୁଗଳ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଗୁରୁବାର ସକାଳେ…
Read More...

ଭାଲୁ ଆକ୍ରମଣରେ ମହିଳା ଆହତ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଗ୍ରାମର ଜଣେ ମହିଳା ଗୁରୁବାର ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁ ନିକଟସ୍ଥ ଖଜୁରୀ ଖମଣ ଜଙ୍ଗଲକୁ ଲାଗିଥିବା ପାହାଡ଼କୁ ପତ୍ର ତୋଳିବାକୁ…
Read More...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗାଁରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଜଣକ ବର୍ଷେ ତଳେ ବିବାହ କରିଥିଲେ। ଶାଶୁଘର ଲୋକେ ବିବାହ ପରଠାରୁ ଯୌତୁକ ପାଇଁ…
Read More...

ମା’ ବିରଜାଙ୍କ ଉପରେ ଆଧାରିତ ଅଡ଼ିଓ ସିଡି ଉନ୍ମୋଚିତ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମହିମା ଉପରେ ଆଧାରିତ ଏକ ଅଡ଼ିଓ ସିଡି ଗୁରୁବାର ଉନ୍ମୋଚିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲାପାଳ ରଞ୍ଜନ କୁମାର ଦାସ…
Read More...

ବ୍ୟବଚ୍ଛେଦ ପାଇଁ ୧୭ ଘଣ୍ଟା ହେଲା ଡାକ୍ତରଖାନାରେ ପଡ଼ି ରହିଛି ମୃତଦେହ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ମେଡ଼ିକାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୧୭ଘଣ୍ଟା ହେଲା ଜଣେ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ନହୋଇ ପଡ଼ିରହିଛି। ମୃତକ ଜଣକ କଟାଘାଟି ଟାଙ୍ଗିରିଆପାଳ ଗାଁର ଜିତେନ୍ଦ୍ର ମୁର୍ମୁ।…
Read More...

ଏପରି କରନ୍ତୁ ପ୍ରଭୁ ନୃସିଂହଙ୍କ ପୂଜା; ଋଣରୁ ମୁକ୍ତି ମିଳିବା ସହ ହେବ ଧନ ପ୍ରାପ୍ତି

ଭଗବାନ ନୃସିଂହ ଶ୍ରୀହରି ବିଷ୍ଣୁଙ୍କ ପଞ୍ଚମ ଅବତାର। ନିଜ ଭକ୍ତ ପ୍ରହ୍ଲାଦର ରକ୍ଷା ପାଇଁ ପ୍ରଭୁ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ପ୍ରଭୁ ନୃସିଂହଙ୍କୁ ବିଷ୍ଣୁଙ୍କ ଉଗ୍ର ଓ ଶକ୍ତିଶାଳୀ ରୂପ ମଧ୍ୟ କୁହାଯାଏ।…
Read More...

୫ ଦିନରେ ମଧ୍ୟ ୫୦ କୋଟି ଛୁଇଁ ପାରିଲାନି ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’

ମୁମ୍ବଇ : ଟାଇଗର ଶ୍ରଫ୍‍, ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ବକ୍ସ ଅଫିସରେ ନିରାଶାଜନକ ପ୍ରଦର୍ଶନ କରିଛି। କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଏହି…
Read More...

ସୁନ୍ଦରତା ବଜାୟ ରଖିବା ପାଇଁ ଶୋଇବା ପୂର୍ବରୁ ଆପଣାନ୍ତୁ ଏସବୁ ଉପାୟ

ସାଧାରଣତଃ ଏକ ସୁନ୍ଦର ରୂପ ପାଇବା ପାଇଁ ସମସ୍ତଙ୍କର ଇଛା ଥାଏ। ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। ହେଲେ ଏପରି କିଛି ସାଧାରଣ ଟିପ୍ସ ଅଛି ଯାହାକୁ ଆପଣାଇବା ଦ୍ବାରା ଆପଣ ସୁସ୍ଥ ଓ ସୁନ୍ଦର ରୂପ…
Read More...

‘ଗୁଲାବୋ ସିତାବୋ’ : ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅମିତାଭ୍‍-ଆୟୁଷ୍ମାନ

ମୁମ୍ବଇ : ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଅମିତାଭ୍‍ ବଚ୍ଚନ ଓ ଆୟୁଷ୍ମାନ ଖୁରାନା। ‘ପିକୁ’, ‘ଭିକି ଡୋନର’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ଦ୍ଦେଶକ ଶୁଜିତ୍‍ ସରକାର ଏବେ…
Read More...

ମାଧୁରୀଙ୍କ ଜନ୍ମଦିନ ବିଶେଷ; ଦେଖନ୍ତୁ ବିବାହ ସମୟର କିଛି ଅଦେଖା ଫଟୋ

ମୁମ୍ବଇ : ବଲିଉଡ଼ର ଧକ୍ ଧକ୍ ଗର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ବୁଧବାର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ବଳିଷ୍ଠ ଅଭିନୟ ଓ ନୃତ୍ୟ ମାଧ୍ୟମରେ ସିନେ ଜଗତରେ ଅନେକ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ…
Read More...

ଲୀଲା : ଧର୍ମ-ସମାଜ ମଧ୍ୟରେ ଫଶିଥିବା ନଜର ଆସିବେ ହୁମା

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ହୁମା କୁରେଶୀ ଖୁବଶୀଘ୍ର ନେଟଫ୍ଲିକ୍ସର ୱେବସିରିଜ୍‍ ‘ଲୀଲା’ ମାଧ୍ୟମରେ ଡ଼ିଜିଟାଲ ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି। ସିରିଜର ପ୍ରଥମ ଟିଜର୍‍ ରିଲିଜ୍‍ ହୋଇଯାଇଛି। ଚଳିତ ବର୍ଷ…
Read More...

ଏସବୁ ସମୟରେ ତରଭୁଜ ଖାଇବା ହୋଇଥାଏ କ୍ଷତିକାରକ

ଖରାଦିନେ ଲୋକେ ଯେଉଁ ଫଳ ଅଧିକ ଖାଆନ୍ତି ତାହା ହେଉଛି ତରଭୁଜ। ଏହା ଖୁବ୍ ଗୁଣକାରୀ ମଧ୍ୟ। ହେଲେ ସବୁ ଖାଦ୍ୟ ଦ୍ରବ୍ୟ ପରି ତରଭୁଜ ଖାଇବାର ମଧ୍ୟ ଉଚିତ ସମୟ ବା ବିଧି ରହିଛି। ସେ ବିଷୟରେ ଅବଗତ ନହେଲେ ଅନେକ ସମସ୍ୟାର…
Read More...

ଖରାଦିନେ ତ୍ବଚା ପାଇଁ ଖୁବ୍ ଲାଭଦାୟକ ନଡ଼ିଆ ପାଣି

ଖରାଦିନେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଏହିଦିନେ ୨ରୁ ୩ଥର ଥଣ୍ଡାପାଣିରେ ମୁହଁ ଧୋଇବା ତ୍ବଚା ପାଇଁ ଉପକାରୀ ହୋଇଥାଏ। ଏହାଦ୍ବାରା ଚେହେରା ସତେଜ ରହିବା ସହ ଶୁଷ୍କତାରୁ…
Read More...

ପୁଣିଥରେ ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତ ମାଧୁରୀ

ମୁମ୍ବଇ : ବଲିଉଡ଼ର ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତଙ୍କୁ ଖୁବଶୀଘ୍ର ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ସେ ଏକ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ମାଧ୍ୟମରେ ଛୋଟ ପରଦାକୁ ଫେରିବେ। ବିଶେଷ ସୂତ୍ରରୁ…
Read More...

ରିଲିଜ୍‍ ହେଲା ‘କବୀର ସିଂହ’ର ଟ୍ରେଲର

ମୁମ୍ବଇ : ଶାହିଦ୍‍ କପୁର ଓ କିୟାରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଏଥିରେ ଶାହିଦଙ୍କୁ ଜଣେ ଜିଦିଆ ଓ ଏକ ପ୍ରକାର ପାଗଳ ପ୍ରେମିକ ଭୂମିକାରେ ଦେଖିବାକୁ ମିଳିଛି।…
Read More...

‘ସୁପର୍‍ ସଂସ୍କାରୀ ଶାଢୀ’: ପୋଷାକକୁ ବଳାତ୍କାରର କାରଣ ଭାବୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ

ବୋଷ୍ଟନ : ପ୍ରସ୍ତୁତ ହୋଇଛି ‘ସୁପର୍‍ ସଂସ୍କାରୀ ଶାଢୀ’। କିଛିଦିନ ପୂର୍ବେ ଦିଲ୍ଲୀର ଜଣେ ମହିଳା ଛୋଟ ପୋଷାକ ପିନ୍ଧୁଥିବା ମହିଳାମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ‘ଛୋଟ ପୋଷାକ ପିନ୍ଧିବା କାରଣରୁ ହିଁ ମହିଳାମାନେ…
Read More...

ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ ; ଦେଖାଦେବ ଅନେକ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ କର୍ମ ହିଁ ଭଗବାନ। ଉଚିତ୍ କର୍ମ କରିବା ଦ୍ବାରା ସଫଳତା ହାସଲ ହୋଇଥାଏ। ମାତ୍ର ବେଳେବେଳେ ଏମିତି ହୁଏ ଆମ ଅଜଣାତରେ କରିଥିବା କିଛି କାର୍ଯ୍ୟ ଆମ ପାଇଁ ଦୁଃଖ ଓ ଦୁର୍ଦ୍ଦଶା ଡାକି ଆଣିଥାଏ।…
Read More...

‘କେଜିଏଫ୍‍ ଚ୍ୟାପ୍ଟର-୨’ : ଭାଇରାଲ୍‍ ହେଲା ଚଳଚ୍ଚିତ୍ରରେ ୟଶଙ୍କ ଜବରଦସ୍ତ ଲୁକ୍‍

ନୂଆଦିଲ୍ଲୀ : କନ୍ନଡ଼ ଅଭିନେତା ୟଶଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଜିଏଫ୍‍ ଚ୍ୟାପ୍ଟର-୧’ର ବିରାଟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାର ନାଁ ‘କେଜିଏଫ୍‍…
Read More...

ରିଲିଜ୍ ହେଲା ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ୨ ମିନିଟ୍ ୩୦ ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ଜଣାପଡ଼ିଛି।…
Read More...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି ; ମିଳିବ ଅଦ୍ଭୁତ ଲାଭ

ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାଆନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ସାଧାରଣ ଉଷୁମ ପାଣି ଆମ ଶରୀରର ଅନେକ ସମସ୍ୟା ଦୂର କରି ଆମକୁ ସୁସ୍ଥ ରଖିବାରେ ବହୁ ମାତ୍ରାରେ…
Read More...

ପ୍ରାକୃତିକ ଉପାୟରେ କେଶକୁ କରନ୍ତୁ ସିଧା

ଆଜିକାଲି ସିଧା କେଶ ଏକ ଫ୍ୟାଶନ୍ ପାଲଟି ଯାଇଛି। ସମସ୍ତେ ସିଧା କେଶ ପସନ୍ଧ କରୁଛନ୍ତି। ଯେଉଁମାନଙ୍କ କେଶ ସିଧା ନୁହେଁ ସେମାନେ ପାର୍ଲର ଯାଇ କୃତ୍ରିମ ଉପାୟରେ କେଶକୁ ସିଧା ବା ଷ୍ଟ୍ରେଟନିଙ୍ଗ୍ କରୁଛନ୍ତି। ମାତ୍ର…
Read More...

‘ପଙ୍ଗା’ ପାଇଁ କଙ୍ଗନାଙ୍କ ପ୍ରସ୍ତୁତି ; କରୁଛନ୍ତି କବାଡି ଅଭ୍ୟାସ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ କବାଡି ଖେଳ ଅଭ୍ୟାସ କରୁଛନ୍ତି। ନିକଟରେ ତାଙ୍କୁ ମୁମ୍ବଇର…
Read More...

‘ଗୁଡ୍‍ ନ୍ୟୁଜ୍‍’ ମୁକ୍ତିଲାଭ ପାଇଁ ନୂଆ ତାରିଖ ଘୋଷଣା

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ନୂଆ ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି। ଏହା ଚଳିତ ବର୍ଷ ୨୭ ଡିସେମ୍ବରରେ ପରଦାକୁ ଆସିବ ବୋଲି ନିଜେ ଅକ୍ଷୟ…
Read More...

ତ୍ବଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣାନ୍ତୁ ଆୟୁର୍ବେଦର ଏହି ଉପାୟ

ସାଧାରଣତଃ ସୁନ୍ଦର ତ୍ବଚା ପାଇବା ପାଇଁ ଆମେ ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଉ। ହେଲେ ଆମେ ଏ ବିଷୟରେ ଅଜଣା ଥାଆନ୍ତି ଯେ, କେବଳ ତ୍ବଚା ଉପରେ କ୍ରିମ୍, ପାଉଡ଼ର୍ ଆଦି ପ୍ରସାଧନ ସାମଗ୍ରୀର ବ୍ୟବହାର କଲେ…
Read More...

‘ପିଏମ୍ ନରେନ୍ଦ୍ର ମୋଦୀ’ : ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦୀର୍ଘଦିନ ଧରି ବିବାଦରେ ଫଶି ରହିଥିବା ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ନିର୍ବାଚନ ଶେଷ ହେବା ପର୍ୟ୍ୟନ୍ତ ମୁକ୍ତିଲାଭ କରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ପ୍ରଧାନ…
Read More...

ଗରମ ଦିନେ ଘରକୁ ଥଣ୍ଡା ରଖିବାର ସରଳ ଉପାୟ

ଖରାଦିନ ଆସିବା ମାତ୍ରେ ଅତ୍ୟଧିକ ଗରମ, ଖରା ଓ ଝାଳବୁହା କଥା ମନେ ପଡ଼ିଯାଏ। ଲୋକେ ପଦାକୁ ବାହାରିବା ତ କଷ୍ଟକର ହୋଇପଡ଼େ, ଏହାସହ ଘରେ ମଧ୍ୟ ଅସହ୍ୟ ଗରମ ହୋଇଥାଏ। ତେବେ ଗରମ ଦିନରେ ଘରକୁ ଥଣ୍ଡା ରଖିବା ପାଇଁ ଲୋକେ…
Read More...

ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ପ୍ରିୟାଙ୍କୁ ବଲିଉଡ଼ରୁ ଆଉ ଏକ ଅଫର୍

ମୁମ୍ବଇ : ମାଲାୟଲମ୍ ଚଳଚ୍ଚିତ୍ର ଗୋଟିଏ ଦୃଶ୍ୟରୁ ରାତାରାତି ଷ୍ଟାର ପାଲଟିଯାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟରଙ୍କ ଚାହିଦା ଏବେ ଶୀର୍ଷରେ। ପ୍ରିୟାଙ୍କ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଙ୍ଗଲୋ’…
Read More...

ଭଦ୍ରକରେ ରାଜ୍ ବବର୍ ଙ୍କ ରୋଡ଼୍ ଶୋ’ ; ବିଜେପିକୁ ସମାଲୋଚନା

ଭଦ୍ରକ : ବଲିଉଡ଼ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ସାଂସଦ ରାଜ୍ ବବର୍ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭଦ୍ରକରେ ଜୋରଦାର ପ୍ରଚାର କରିଛନ୍ତି। ପୁରୁଣାବଜାର ମହାବୀର ପଡ଼ିଆରୁ ଦିନ ୧୧ଟା…
Read More...

ମୟୁରଭଞ୍ଜ ମେଡିକାଲ୍ କଲେଜ ପାଇଁ ରାଜ୍ୟ ସରକାରଙ୍କ ୮୦% ଅର୍ଥ ବିନିଯୋଗ : ନବୀନ

ଦ୍ୱାରଶୁଣି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୟୁରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ମୟୁରଭଞ୍ଜ ମେଡିକାଲ୍ କଲେଜ ପାଇଁ ରାଜ୍ୟ ସରକାର ୮୦…
Read More...

ଶ୍ରୀଜିଉଙ୍କ ଦର୍ଶନ କଲେ ମିଥୁନ୍

ପୁରୀ : ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ…
Read More...

ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ଓଡ଼ିଶା ଆସି ବାଲେଶ୍ୱର ନିର୍ବାଚନୀ ସଭାରେ…
Read More...

ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍‍ ଲିକ୍‍ ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଓଟି ରୋଡ଼ରେ ଥିବା ଶୀତଳ ଭଣ୍ଡାରରୁ ଗୁରୁବାର ଆମୋନିଆ ଗ୍ୟାସ୍‍ ଲିକ୍‍ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଲିକ୍‍ ବନ୍ଦ କରିଥିଲେ। ଅଗ୍ନି…
Read More...

ଉତ୍କଳ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପାଠ୍ୟକ୍ରମ ସରି ନ ଥିବା ସତ୍ତ୍ବେ ଆସନ୍ତା ୪…
Read More...

ଟ୍ରେନରେ କଟି ଅଜଣା ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନ ସ୍ଥିତ ୩ ନମ୍ବର ପ୍ଲାଟଫର୍ମ ଜିଆରପି ଥାନା ସମ୍ମୁଖରେ ଗୁରୁବାର ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ମୃତଦେହ ଜବତ…
Read More...

ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିବେ ଅମିତାଭ୍‍

ମୁମ୍ବଇ : ବଲିଉଡ଼ ବିଗ୍‍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ। ୨୦୧୧ରେ ମୁକ୍ତିଲାଭ କରିଥିବା ହରର୍‍-କମେଡ଼ି ତାମିଲ ଚଳଚ୍ଚିତ୍ର ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକରେ ସେ କିନ୍ନର କଞ୍ଚନା…
Read More...