www.samajalive.in
Monday, December 8, 2025
20.1 C
Bhubaneswar

ମାଧୁରୀଙ୍କ ଜନ୍ମଦିନ ବିଶେଷ; ଦେଖନ୍ତୁ ବିବାହ ସମୟର କିଛି ଅଦେଖା ଫଟୋ

ମୁମ୍ବଇ : ବଲିଉଡ଼ର ଧକ୍ ଧକ୍ ଗର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ବୁଧବାର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ବଳିଷ୍ଠ ଅଭିନୟ ଓ ନୃତ୍ୟ ମାଧ୍ୟମରେ ସିନେ ଜଗତରେ ଅନେକ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ୧୯୯୯ ମସିହା ଅକ୍ଟୋବର ୧୭ ତାରିଖରେ ଡାକ୍ତର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ। ମାତ୍ର ତାଙ୍କ ବିବାହ ସମୟର ଫଟୋ ପ୍ରାୟ ଖୁବ୍ ଲୋକ ହିଁ ଦେଖିବାକୁ ପାଇଥିଲେ। ତେବେ ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଦେଖିବା ମାଧୁରୀଙ୍କ ବିବାହ ସମୟର କିଛି ଫଟୋ –

image courtesy-aajtak
image courtesy-aajtak

ମାଧୁରୀ ୧୯୬୫ ମସିହା ମେ’୧୫ ତାରିଖରେ ମୁମ୍ବଇଠାରେ ଜନ୍ମଗ୍ରହଣ କରିଥିଲେ। ଶଙ୍କର ଦୀକ୍ଷିତ୍ ଓ ସ୍ନେହଲତା ଦୀକ୍ଷିଙ୍କ ତନୟା ମାଧୁରୀ ପିଲାଦିନରୁ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ, ମାତ୍ର ଭାଗ୍ୟ ତାଙ୍କୁ ଅଭିନୟ କ୍ଷେତ୍ରକୁ ଟାଣି ଆଣିଥିଲା। ୧୯୮୪ ମସିହାରେ ସେ ‘ଅବୋଧ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିଥିଲେ। ଆଜି ସେ କୋଟିକୋଟି ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories