ପ୍ରାକୃତିକ ଉପାୟରେ ଗୋରା ଓ ଚମକପ୍ରଦ ଚେହେରା ପାଇବାର ଉପାୟ

ସାଧାରଣତଃ ପ୍ରତ୍ୟେକ ମହିଳା ଏକ ଗୋରା ଓ ସୁନ୍ଦର ଚେହେରା ପାଇବାକୁ ଚାହିଁଥାଆନ୍ତି। ଏଥିପାଇଁ ସେମାନେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। ଯାହାକି ସେମାନଙ୍କ ତ୍ୱଚାକୁ ଭଲ କରିବା…
Read More...

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଅଲିଭ୍ ଅଏଲ୍

ଅଲିଭ୍ ଅଏଲ୍ ଏପରି ଏକ ତେଲ ଯାହା ଅନେକ ଚମତ୍କାରୀ ଗୁଣରେ ଭରପୁର। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭପ୍ରଦ ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତ୍ର ବହୁତ କମ୍ ଲୋକେ…
Read More...

ଏହି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିବେ ଶାହରୁଖ୍‍ !

ମୁମ୍ବଇ : ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କୁ ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଥଲପଥୀ ୬୩’ରେ ଶାହରୁଖ ଖଳନାୟକ ଭୂମିକାରେ ନଜର…
Read More...

ବିଜେପିରୁ ଟିକେଟ୍‍ କଟିବା ପରେ କଂଗ୍ରେସରେ ସାମିଲ ହେଲେ ଉଦିତ ରାଜ

ନୂଆଦିଲ୍ଲୀ : ବିଜେପିରୁ ଟିକେଟ୍‍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ ସ୍ୱାଗତ କରିଛନ୍ତି। ୨୦୧୪ରେ…
Read More...

‘ତେରେ ନାମ୍‍-୨’ : ପୁଣି ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ!

ମୁମ୍ବଇ : ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରେ ନାମ୍‍’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ନିର୍ଦ୍ଦେଶକ ତଥା ଅଭିନେତା ସତିଶ କୌଶିକ୍‍ ଯୋଜନା କରୁଛନ୍ତି। ମିଳିଥିବା ସୂଚନା…
Read More...

ବଲିଉଡ଼ ତାରକାମାନଙ୍କ ପତ୍ନୀଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ ମଧୁର ଭଣ୍ଡାରକର୍‍!

ମୁମ୍ବଇ : ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର୍‍ ଏବେ ବଲିଉଡ଼ ଅଭିନେତାଙ୍କ ପତ୍ନୀମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା କରୁଛନ୍ତି। ଯାହାକି ଗୌରୀ ଖାନ୍‍, ମୀରା ରାଜପୁତ୍‍ ଓ ଟ୍ୱିଙ୍କଲ୍‍…
Read More...

ଅନେକ ରୋଗର ମହୌଷଧୀ ପାଳଙ୍ଗ ପତ୍ର

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଶାଗ ଓ ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ତେବେ ସବୁ ଶାଗ ମଧ୍ୟରୁ ପାଳଙ୍ଗ ଶାଗ ଅନ୍ୟତମ। ଏହାର ପ୍ରତ୍ୟେକଟି ପତ୍ରରେ ଭରି ରହିଛି ଅନେକ ଔଷଧୀୟ…
Read More...

ଖରାଦିନର ମୁଖ୍ୟ ସମସ୍ୟା ଅଂଶୁଘାତ; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଘରୋଇ ଉପାୟ

ଏବେ ଗ୍ରୀଷ୍ମ ଋତୁ ଆଉ ଏହି ଋତୁରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼େ। ଅଂଶୁଘାତ ଏହି ଦିନରେ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥାଏ। ସତର୍କ ନରହିଲେ ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ। ତେବେ ଏପରି କିଛି ଘରୋଇ…
Read More...

ବିଜେପିରେ ଯୋଗଦେଲେ ଅଭିନେତା ସନୀ ଦେଓଲ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସନୀଙ୍କୁ…
Read More...

ଫାଳେ ଲେମ୍ବୁ ଦୂର କରିବ ଅନେକ ସମସ୍ୟା

ସାଧାରଣତଃ ଆମେ ସମସ୍ତେ ଜାଣନ୍ତି ଯେ ଲେମ୍ବୁ ଏକ ଉପକାରୀ ଫଳ। ଏହା ଆମର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ତ ଆମେ ଜାଣନ୍ତି ଯେ ଲେମ୍ବୁ ସ୍ବାସ୍ଥ୍ୟ ପଇଁ ଖୁବ୍ ଲାଭଦାୟକ ହୋଇଥାଏ ହେଲେ କ’ଣ ଆପଣ ଏହାର…
Read More...

ରିଲିଜ୍‍ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର

ମୁମ୍ବଇ : ସଲମାନ ଖାନ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ ଓ ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ…
Read More...

ହନୁମାନଙ୍କ ପୂଜା ବେଳେ ମହିଳାମାନେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ

ପ୍ରଭୁ ହନୁମାନ ସର୍ବଦା ନିଜ ଭକ୍ତଙ୍କୁ ସମସ୍ତ ନକରାତ୍ମକ ଶକ୍ତି ଏବଂ ଭୟରୁ ରକ୍ଷା କରିଥାଆନ୍ତି। ପୁରାଣ ଅନୁସାରେ ପ୍ରଭୁ ହନୁମାନ ଭଗବାନ ଶିବଙ୍କ ଅବତାର ବୋଲି ବିଶ୍ୱାସ ରହିଛି। ହନୁମାନ ବହୁତ ଦୟାଳୁ ତେଣୁ ହୃଦୟର ସହ…
Read More...

ଦୀର୍ଘଦିନ ପରେ ଏକାଠି ନଜର ଆସିବେ ଅକ୍ଷୟ-କ୍ୟାଟ୍ରିନା

ମୁମ୍ବଇ : ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‍ଙ୍କ ଯୋଡ଼ି ନଜର ଆସିବ। ରୋହିତ୍‍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା…
Read More...

ମୁକ୍ତିଲାଭ ତାରିଖ ସହ ସାମ୍ନାକୁ ଆସିଲା ‘କବୀର ସିଂହ’ର ନୂଆ ପୋଷ୍ଟର

ମୁମ୍ବଇ : ଶାହିଦ୍‍ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କବୀର ସିଂହ’ର ନୂଆ ପୋଷ୍ଟର ରବିବାର ରିଲିଜ୍‍ ହୋଇଛି। ଏହାକୁ ନିଜେ ଶାହିଦ୍‍ ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ଶେୟାର କରିଛନ୍ତି। ପୋଷ୍ଟର ସହିତ…
Read More...

ପିଜୁଳି ପତ୍ର ଖାଇବାର ଅବିଶ୍ବସନୀୟ ଲାଭ

ସାଧାରଣତଃ ଆମେ ସମସ୍ତେ ପିଜୁଳି ଖାଇବାକୁ ଭଲପାଆନ୍ତି। ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ପିଜୁଳି ପତ୍ରର ଉପକାରୀତା ବିଷୟରେ? ଏହାକୁ ଖାଇବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ମୁକ୍ତି…
Read More...

ସଲମାନଙ୍କ ସହ ‘ଦବଙ୍ଗ-୩’ରେ ନଜର ଆସିବେ ତେଲୁଗୁ ଚଳଚ୍ଚିତ୍ରର ଏହି ହାସ୍ୟ ଅଭିନେତା

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ରେ ଲୋକପ୍ରିୟ ତେଲୁଗୁ ହାସ୍ୟ ଅଭିନେତା ଅଲୀ ବାଶା ନଜର ଆସିବେ। ଖୁବଶୀଘ୍ର ଏହି ହାସ୍ୟ ଅଭିନେତା ସଲମାନଙ୍କ ସହ ମିଶି ‘ଦବଙ୍ଗ-୩’ରେ ଦର୍ଶକଙ୍କୁ…
Read More...

ସମସ୍ତ ଖରାଦିନିଆ ସମସ୍ୟା ଦୂର କରେ ଟମାଟୋ ଫେସପ୍ୟାକ୍

ସାଧାରଣତଃ ଖରାଦିନେ ଅଧିକ ତ୍ବଚା ସମସ୍ୟା ଦେଖା ଦେଇଥାଏ। ପ୍ରବଳ ଗରମ ଓ ଖରା ଯୋଗୁଁ ତ୍ଵଚାର ଚମକ କ୍ଷୟ ହେବା ସହ ଆହୁରି ଅନେକ ସମସ୍ୟାମାନ ଦେଖା ଦେଇଥାଏ। ଖରାଦିନେ ତ୍ବଚାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ବହୁତ ଲୋକେ…
Read More...

ଜାହ୍ନବୀ ଓ ଇଶାନଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ଼

ମୁମ୍ବଇ : ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ଭାରତୀୟ ସିନେମାର…
Read More...

ପ୍ରିୟଦର୍ଶନଙ୍କ ସହ ମିଶି ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଅକ୍ଷୟ, ପରେଶ ଓ ସୁନୀଲ

ନୂଆଦିଲ୍ଲୀ : ‘ହେରା ଫେରୀ’ର ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ହେରା ଫେରୀ-୩’। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଇନ୍ଦ୍ର କୁମାର ଏହାର ନିର୍ଦ୍ଦେଶନାରୁ ଓହରି ଯିବାରୁ ଏବେ…
Read More...

ପେଟ ସମସ୍ୟାରୁ ଚୁଟକିରେ ମୁକ୍ତି ଦେବ ତେଜପତ୍ର

ସାଧାରଣତଃ ଆମ ସମସ୍ତଙ୍କ ଘରେ ତେଜପତ୍ର ନିଶ୍ଚିତ ଉପଲବ୍ଧ। ଏହାକୁ ବିଶେଷ ଭାବେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଜାଣନ୍ତି ଯେ, ମସଲା ଭାବେ ବ୍ୟବହୃତ ହେଉଥିବା ତେଜପତ୍ର…
Read More...

ଗୁଡ଼୍ ଫ୍ରାଇଡେ : କିଛି ଜଣା କିଛି ଅଜଣା କଥା

ଏପ୍ରିଲ୍ ୧୯ ତାରିଖ ଅର୍ଥାତ୍ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ଦିନ। ଖ୍ରୀଷ୍ଟିୟାନ୍ ଧର୍ମଗ୍ରନ୍ଥ ଅନୁସାରେ ଯେଉଁଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ…
Read More...

ମୋଦୀଙ୍କ ବାୟୋପିକ୍‍ ପରିହାସ ସଦୃଶ : ଉର୍ମିଳା ମାତୋଣ୍ଡକର

ମୁମ୍ବଇ : ଉତ୍ତର ମୁମ୍ବଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରକୁ ନେଇ ସମାଲୋଚନାପୂର୍ବକ ମନ୍ତବ୍ୟ…
Read More...

ପ୍ରଥମ ଦିନର ରେକର୍ଡ଼ ଆୟ ପରେ କମିଲା ‘କଲଙ୍କ’ର ଯାଦୁ

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜିତ ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଲଙ୍କ’ ପ୍ରଥମ ଦିନରେ ରେକର୍ଡ଼ ଆୟ କରିବା ପରେ ଦ୍ୱିତୀୟ ଦିନ ଆୟରେ ହ୍ରାସ ପରିଲକ୍ଷିତ ହୋଇଛି। ଚଳଚ୍ଚିତ୍ର ପ୍ରଥମ ଦିନରେ ୨୧.୬୦…
Read More...

ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ, ୫ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ନେହେନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ପ୍ରାଣ ହରାଇଛି ଓ କାହାକୁ କିଛି ନଜଣାଇ ପରିବାର ଲୋକେ ଶବ ସତ୍କାର କରିଦେଇଛନ୍ତି। ମୃତକଙ୍କ ନାଁ ଅଙ୍କିତା…
Read More...

୨୩ରେ ପୁଣି ମୋଦୀଙ୍କ ଓଡ଼ିଶା ଗସ୍ତ ; ୧୯ରେ ରାଜନାଥ ସିଂହ ଓ ୨୦ରେ ମୁଖତାର୍ ନକଭି

ଭୁବନେଶ୍ୱର: ଆସନ୍ତା ୨୩ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ଆସି ସେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଗୁରୁବାର ଦଳର…
Read More...

ପୁଣି ଲଜ୍ଜା : ୨ ନାବାଳିକା ବଳାତ୍କାରର ଶିକାର

ନୟାଗଡ଼/ଭଦ୍ରକ : ରାଜ୍ୟରେ ବଳାତ୍କାର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ପୁଣି ୨ଟି ବଳାତ୍କାର ମାମଲା ସାମ୍ନାକୁ ଆସିଛି। ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା…
Read More...

ନିର୍ବାଚନୀ ହିଂସା : ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗଙ୍ଗାନଗର ୧୮୨ ନଂ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ କରାଯାଇଛି। ପିଏସଓଙ୍କ ମୁଣ୍ଡ ଫାଟି…
Read More...

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୪ଲକ୍ଷ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଗୁରୁବାର ୪ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାର୍ଥୀଙ୍କ ନାମ ଅଶୋକ ନାୟକ। ଢେଙ୍କାନାଳ ଏସପି ଅନୁପମା ଜେମସଙ୍କ ସୂଚନା ଅନୁସାରେ, ମଙ୍ଗଳପୁର…
Read More...

ଢେଙ୍କାନାଳରେ ଶାହା : ମଙ୍ଗୁଳି ଜେନା ହତ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଢେଙ୍କାନାଳ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ମହିଷାପାଟ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶାହା…
Read More...

ଖରାଦିନେ ଘିମିରିରୁ ମୁକ୍ତି ପାଇବାର ଘରୋଇ ଉପାୟ

ଖରାଦିନର ମୁଖ୍ୟ ସମସ୍ୟା ହେଉଛି ଘିମିରି। ଘିମିରି ହେବା ଦ୍ବାରା ଦେହ କୁଣ୍ଡାଇ ହେବା ସହ ବିବ୍ରତ ଲାଗିଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଔଷଧ ଓ ସ୍କିନ୍ ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି। ତେବେ…
Read More...

ଖୁବଶୀଘ୍ର ଅଶ୍ବତ୍ଥମା ଚରିତ୍ରରେ ନଜର ଆସିବେ ଭିକି

ମୁମ୍ବଇ : ‘ଉରୀ’ ଚଳଚ୍ଚିତ୍ରରୁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଭିକି କୌଶଲଙ୍କୁ ଖୁବଶୀଘ୍ର ଅଶ୍ୱତ୍ଥମା ଭୂମିକାରେ ଦେଖିବାକୁ ମିଳିବ। ମହାଭାରତର ବିଶେଷ ଚରିତ୍ର ଅଶ୍ୱତ୍ଥମାଙ୍କ ଉପରେ…
Read More...

ଦେଶ ପାଇଁ ୫୬ଇଞ୍ଚର ଛାତି ନୁହେଁ ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ଲାଟୁର : ବଲିଉଡ଼ ଅଭିନେତା ରିତେଶ ଦେଶମୁଖ ମହାରାଷ୍ଟ୍ରର ଲାଟୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‍ କରିଛନ୍ତି। ମଙ୍ଗଳବାର କଂଗ୍ରେସର ଏହି ନିର୍ବାଚନୀ…
Read More...

ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଳଙ୍କ’

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଅନେକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଳଙ୍କ’ ବୁଧବାର(୧୭ ଏପ୍ରିଲ) ମୁକ୍ତିଲାଭ କରିଛି। ଏଥିରେ ବରୁଣ ଧାୱନ, ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ,…
Read More...

ଜାଣନ୍ତୁ, କେତେ ଉପକାରୀ ସୋରିଷ ତେଲ

ସାଧାରଣତଃ ସୋରିଷ ତେଲ ଆମ ସମସ୍ତଙ୍କ ଘରେ ନିଶ୍ଚିତ ଉପଲବ୍ଧ। ଏହାକୁ ଆମେ ପ୍ରାୟତଃ ଦୈନିକ ରୋଷେଇ କାର୍ୟ୍ୟରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ଏହା ଆମ ଶରୀରର କେତେ ଉପକାର କରିଥାଏ। କିଛି ଲୋକ ସୋରିଷ ତେଲ…
Read More...

ସାମ୍ନାକୁ ଆସିଲା ‘ଭାରତ’ରେ ସଲମାନଙ୍କ ଜବରଦସ୍ତ ଲୁକର ପୋଷ୍ଟର

ମୁମ୍ବଇ : ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ସଲମାନଙ୍କ ଜବରଦସ୍ତ ଲୁକ୍‍ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ…
Read More...

‘ପିଏମ୍‍ ନରେନ୍ଦ୍ର ମୋଦୀ’ ମୁକ୍ତିଲାଭ ମାମଲା : ଚଳଚ୍ଚିତ୍ର ଦେଖି ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗଙ୍କୁ…

ନୂଆଦିଲ୍ଲୀ : ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ମାମଲାରେ ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ସୋମବାର ସୁପ୍ରିମ କୋର୍ଟ ନିିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା…
Read More...

ଏହି ଦୁଇ ରାଶିର ବ୍ୟକ୍ତି କଳା ସୂତା ଧାରଣ କରିବା ଅନୁଚିତ୍ ; ହୋଇଥାଏ ଅଶୁଭ

ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧି ଥାଆନ୍ତି। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ନେଇ କଳା ସୂତା ଧାରଣ କରିଥାଆନ୍ତି। ଏହାକୁ ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା…
Read More...

ରିଲିଜ୍‍ ହେଲା ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ଅର୍ଜୁନ କପୁର ନିଜେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସାମାଜିକ ଗଣମାଧ୍ୟମରେ…
Read More...

ଚୀନ୍‍ ବକ୍ସ ଅଫିସରେ ୨୦୦ କୋଟିର ନିକଟତର ‘ଅନ୍ଧାଧୁନ୍‍’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅନ୍ଧାଧୁନ୍‍’ ଚୀନ୍‍ ବକ୍ସ ଅଫିସରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି। ବ୍ୟବସାୟ କ୍ଷେତ୍ରରେ ଖୁବଶୀଘ୍ର ଏହା ୨୦୦ କୋଟି ପାର କରିବାକୁ ଯାଉଛି। ବର୍ତ୍ତମାନ…
Read More...

ତେଲିଆ ତ୍ବଚା ପାଇଁ ଖୁବ୍ ଲାଭଦାୟକ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଫେସପ୍ୟାକ୍

ସାଧାରଣତଃ ତେଲିଆ ତ୍ବଚାକୁ ନେଇ ବହୁତ ଲୋକେ ଚିନ୍ତିତ ଥାଆନ୍ତି। ତ୍ବଚା ତେଲିଆ ହେବା କାରଣରୁ ଅନେକ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହାଦ୍ବାରା ବ୍ରଣ, କଳା ଦାଗ ଏବଂ ଧଳା ଦାଗ ଭଳି ଅନେକ ସମସ୍ୟା ଦେଖାଦିଏ।…
Read More...

‘ଦି ତାଶକେଣ୍ଟ ଫାଇଲ୍ସ’ର ନିରାଶାଜନକ ଆୟ : ଦୁଇ ଦିନରେ କୋଟିଏ

ମୁମ୍ବଇ : ବହୁ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ ଫାଇଲ୍ସ’ ବକ୍ସ ଅଫିସରେ ଆରମ୍ଭରୁ ନିରାଶାଜନକ ଆୟ କରିଛି। ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଏହା ପ୍ରାୟ ୩୬ ଲକ୍ଷ ଓ ଦ୍ୱିତୀୟ ଦିନ ୭୦ ଲକ୍ଷ…
Read More...

ଘରେ ନିଶ୍ଚିତ ରଖନ୍ତୁ ଏହି ୫ଟି ଜିନିଷ : ରହିବନି ଅର୍ଥାଭାବ, ବଜାୟ ରହିବ ସୁଖ-ଶାନ୍ତି

ବେଳେବେଳେ ଏପରି ହୁଏ ଯେତେ ଆୟ କଲେ ମଧ୍ୟ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଏହାସହ ବ୍ୟକ୍ତି ମାନସିକ ଚିନ୍ତାରେ ରହିବା ସହିତ ଘରେ ଅଶାନ୍ତି ଲାଗି ରହିଥାଏ। ହେଲେ ଆମେ ଏ ବିଷୟରେ ଅଜଣା ଥାଆନ୍ତି ଯେ ଏସବୁର କାରଣ ଘରର…
Read More...

‘ରୋମିଓ ଆକବର ୱାଲ୍ଟର(ର)’ ବକ୍ସ ଅଫିସ ରିପୋର୍ଟ : ଜାଣନ୍ତୁ ୯ଦିନର ଆୟ!

ନୂଆଦିଲ୍ଲୀ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଲ୍ଟର(ର)’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଜାରି ରଖିଛି। ୫ ଏପ୍ରିଲରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଶନିବାର ୯ଦିନ ସୁଦ୍ଧା ୩୫-୩୬ କୋଟି…
Read More...

‘ପିଏମ୍‍ ନରେନ୍ଦ୍ର ମୋଦୀ’ : ମୁକ୍ତିଲାଭ ସମ୍ପର୍କରେ ୧୫ରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ମୁମ୍ବଇ : ‘ପିଏମ୍‍ ନରେନ୍ଦ୍ରମୋଦୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ନେଇ ସୁପ୍ରିମକୋର୍ଟ ଏପ୍ରିଲ ୧୫ ତାରିଖ ସୋମବାର ଶୁଣାଣି କରିବେ। ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇବା ବିରୋଧରେ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…
Read More...

ମୁଣ୍ଡବିନ୍ଧାକୁ ୨ମିନିଟରେ ଦୂର କରିବ ଏହି ଉପାୟ

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ୟ୍ୟ ଚାପରେ ଥିବା ବ୍ୟକ୍ତିଙ୍କର ଏହି ସମସ୍ୟା ଅଧିକ ଥାଏ। କିଛି ଲୋକଙ୍କର ତ ପ୍ରାୟ ସବୁଦିନ ମୁଣ୍ଡ…
Read More...

ରିଲିଜ୍‍ ହେଲା ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ର ଟ୍ରେଲର

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ର ଟ୍ରେଲର ଶୁକ୍ରବାର(୧୨ ଏପ୍ରିଲ) ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଟାଇଗର୍‍ ଶ୍ରଫ୍‍, ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେ…
Read More...

ଖରାଦିନ ପାଇଁ ବିଶେଷ ଲାଭଦାୟକ ଜାମୁକୋଳି ଫେସପ୍ୟାକ୍

ସାଧାରଣତଃ ଖରାଦିନେ ତ୍ବଚାକୁ ନେଇ ଲୋକେ ଅଧିକ ସଚେତନ ହୋଇଥାଆନ୍ତି। ଅତ୍ୟଧିକ ଗରମ ବା ଖରାର ପ୍ରଭାବରେ ତ୍ବଚାକୁ ଯେପରି କ୍ଷତି ନପହଞ୍ଚୁ ସେଥିପାଇଁ ଅଧିକାଂଶ ଲୋକମାନେ ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର…
Read More...

ପରଦାକୁ ଆସିଲା ‘ଦି ତାଶକେଣ୍ଟ ଫାଇଲ୍ସ’

ମୁମ୍ବଇ : ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ ଫାଇଲ୍ସ’ ଶୁକ୍ରବାର(୧୨ ଏପ୍ରିଲ) ମୁକ୍ତିଲାଭ କରିଛି। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟକୁ…
Read More...

୧୨ରେ ଶାହା ଓ ୧୬ରେ ମୋଦୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଥିବା‌ ବେଳେ ବାକି ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ ଆସନ୍ତା…
Read More...

ଦୁର୍ଘଟଣାରେ ୩ ମୃତ୍ୟୁକୁ ନେଇ ଉତ୍ତେଜନା ; ସ୍ଥାନୀୟ ଲୋକଙ୍କ ରାଜପଥ ଅବରୋଧ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ କାଲଟାକ୍ସ ଛକ ନିକଟରେ ଘଟିଥିବା ଦୁର୍ଘଟଣା ମାମଲାରେ ସ୍ଥାନୀୟ ଲୋକେ ଟ୍ରକ ମାଲିକଙ୍କ କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଦୁର୍ଘଟଣାରେ ମୃତ ୩ ଜଣଙ୍କ ଶବ…
Read More...

ଭତ୍ତା ଟଙ୍କା ପାଇଁ ଆସିଥିବା ବେଳେ ହୀତାଧିକାରୀଙ୍କ ମୃତ୍ୟୁ, ଅଂଶୁଘାତ ସନ୍ଦେହ

ଆଠମଲ୍ଲିକ : ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ୍‍ ସ୍ଥିତ ଲୁହାଶିଙ୍ଗା ଗ୍ରାମପଞ୍ଚାୟତରେ ଗୁରୁବାର ଜଣେ ହୀତାଧିକାରୀ ଭତ୍ତା ଟଙ୍କା ନେବାକୁ ଆସିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଅଂଶୁଘାତରେ ପ୍ରାଣ…
Read More...

ବିଜେପି ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୪୨ ନମ୍ବର ବୁଥରେ ତାଙ୍କୁ ମାଡ଼ ମରାଯାଇଛି ବୋଲି ଗୁରୁବାର ପ୍ରେସମିଟରେ ବିଜେପି ଉପ ସଭାପତି ସମୀର ମହାନ୍ତି…
Read More...

ଭିଭିପାଟ ଖରାପ ଯୋଗୁଁ ମତଦାନ ବାଧାପ୍ରାପ୍ତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଚିଲିସଙ୍ଖା ବିଦ୍ୟାଳୟ ୫୧ ନଂ ବୁଥରେ ଭିଭିପାଟ ଖରାପ ହୋଇ ମତଦାନ ବାଧାପ୍ରାପ୍ତ ହୋଇଛି। ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ଲୋକସଭା ପାଇଁ…
Read More...

କୋଇଲି ବୈକୁଣ୍ଠ ପରିସରରୁ ଚୋରି

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ପରିସରର କୋଇଲି ବୈକୁଣ୍ଠରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ସୁଆର ମହାସୁଆର ନିଯୋଗ ଆଲମୀରାରୁ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି।…
Read More...

କଳାହାଣ୍ଡିରେ ଶାନ୍ତିଶୃଙ୍ଖଳାର ସହ ମତଦାନ

ଭବାନୀପାଟଣା : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଆରମ୍ଭ ହୋଇଛି। ସକାଳ…
Read More...

୮ଟି ଜିଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର : ଅପରାହ୍ଣ ୩ଟା ପର ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ ଆଜି (ବୁଧବାର) ରାଜ୍ୟର ୮ଟି ଜିଳାରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…
Read More...

ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ବିଏସ୍ଏଫ୍ ଯବାନ

କୋରାପୁଟ : କୋରାପୁଟ ଜିଲାର ଲମତାପୁଟ ବ୍ଲକ ସ୍ଥିତ ବାଲେଲ ଗ୍ରାମ ପଞ୍ଚାୟତର ଲୁଗୁମ ଗ୍ରାମ ନିକଟରେ ବୁଧବାର ଏକ ଲ୍ୟାଣ୍ଡମାଇନକୁ ବିଏସଏଫ ଯବାନ ନିଷ୍କ୍ରିୟ କରି ଦେଇଛନ୍ତି। ନିର୍ବାଚନ ପୁର୍ବରୁ ଏକ ବଡ଼ ଧରଣର ଅଘଟଣକୁ…
Read More...

ନିର୍ବାଚନ ବର୍ଜନ ପାଇଁ ମାଓ ଧମକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲାରେ ଲୋକସଭା ନିର୍ବାଚନ ମତଦାନ ବର୍ଜନ କରିବା ପାଇଁ ବୁଧବାର ମାଓବାଦୀମାନେ ଧମକ ଦେଇଛନ୍ତି। ପ୍ରକାଶଯୋଗ୍ୟ, ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ହେବାକୁ ଥିବା ବେଳେ ଏହାର…
Read More...

ଈଶ୍ବରଙ୍କୁ ଫୁଲ ଅର୍ପଣ କରିବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍ ; ମିଳିପାରେ କୁପରିଣାମ

ହିନ୍ଦୁଶାସ୍ତ୍ର ଅନୁସାରେ ପୂଜା କରିବାର କିଛି ବିଶେଷ ବିଧି ରହିଛି। ବିଧି ଅନୁଯାୟୀ ପୂଜା କଲେ ଭଗବାନ ପ୍ରସନ୍ନ ହୋଇଥାଆନ୍ତି, ଯଦ୍ବାରା ଆମକୁ ସୁଫଳ ମିଳିଥାଏ। ନଚେତ୍ ଭୁଲ୍ ବିଧିରେ ପୂଜା କରିବା ଦ୍ବାରା ଆମକୁ…
Read More...

‘ଦବଙ୍ଗ-୩’: ସଲମାନଙ୍କୁ ଏଏସ୍‍ଆଇର ନୋଟିସ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ୍‍ ଖାନ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ଶୁଟିଂକୁ ନେଇ ଏବେ ଅଡ଼ୁଆରେ ଫଶି ଯାଇଛନ୍ତି। ମଧ୍ୟପ୍ରଦେଶରେ ଚଳଚ୍ଚିତ୍ରର ଶୁଟିଂ ଚାଲିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ…
Read More...

ରଣବୀର-ଆଲିୟାଙ୍କ ଯୋଡ଼ିକୁ ଆଉ ଏକ ଅଫର୍‍ !

ମୁମ୍ବଇ : ଗଲିବୟର ସଫଳତା ପରେ ରଣବୀର ସିଂହ ଓ ଆଲିୟା ଭଟ୍ଟ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍‍ତ’ ରେ ନଜର ଆସିବେ। ଏହା ବ୍ୟତୀତ ଏହି ଯୋଡ଼ିକୁ ଆଉ ଏକ ପ୍ରୋଜେକ୍ଟର ଅଫର ମିଳିଛି ବୋଲି ସୂଚନା ମିଳିଛି।…
Read More...

ରିଲିଜ୍ ହେଲା ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର

ମୁମ୍ବଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଙ୍ଗଳବାର ରିଲିଜ୍ ହୋଇଛି। ପୋଷ୍ଟର ସହ ଚଳଚ୍ଚିତ୍ରର ନାଁ ମଧ୍ୟ ଜାଣିବାକୁ ମିଳିଛି। ଏହାର ନାଁ ରହିଛି ‘ଦରବାର’। ଲାଇକା ପ୍ରଡ଼କ୍ସନ…
Read More...

ସର୍ବଦା ଶରୀରକୁ ସୁସ୍ଥ ଓ ତ୍ବଚାକୁ ସତେଜ ରଖିବାର ଉପାୟ

ସାଧାରଣତଃ ସମସ୍ତେ ସର୍ବଦା ସୁସ୍ଥ ଓ ସତେଜ ରହିବାକୁ ଚାହାନ୍ତି। କିନ୍ତୁ ଏଥିପାଇଁ ଅପାଣଙ୍କୁ ବିଶେ‌ଷ ଭାବେ ସଚେତନ ରହିବାକୁ ପଡ଼ିବ। ବୟସ ବୃଦ୍ଧି ହେବା ସହ ଶରୀର ଓ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ। ତେଣୁ ସବୁ…
Read More...

କ୍ଷୀର ଓ ତୁଳସୀ ପତ୍ରର ମିଶ୍ରଣ କୌଣସି ମହୌଷଧୀରୁ କମ୍ ନୁହେଁ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି କ୍ଷୀର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହାସହିତ ତୁଳସୀ ମଧ୍ୟ କୌଣସି ମହୌଷଧୀରୁ କମ୍ ନୁହେଁ। ଏହି ଦ୍ବୟର ମିଶ୍ରଣ ଅନେକ ରୋଗ ନିବାରଣ କରିବାରେ ସହାୟକ ହୋଇଥାଏ।…
Read More...

ପାକିସ୍ତାନୀ ଭୂମିକା ମିଳିବାରୁ ଚଳଚ୍ଚିତ୍ର ଛାଡ଼ିଲେ ବିଗ୍ ବି

ମୁମ୍ବଇ : ପାକିସ୍ତାନୀ ବ୍ୟକ୍ତିର ଭୂମିକା ମିଳିବାରୁ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଜଣେ ହଲିଉଡ଼ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ଓସ୍କାର ବିଜେତା ହଲିଉଡ଼ ନିର୍ଦ୍ଦେଶକ ରେସଲ…
Read More...

ଗୋରା ରଙ୍ଗ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ : ମାତ୍ର ୧୦ ଦିନରେ ଜାଣିପାରିବେ ପାର୍ଥକ୍ୟ

ସାଧାରଣତଃ ସମସ୍ତେ ବିଶେଷ କରି ମହିଳାମାନେ ଏକ ଗୋରା ଓ କୋମଳ ଚେହେରା ପାଇବା ପାଇଁ ଆଶାୟୀ ଥାଆନ୍ତି। ଏଥିପାଇଁ ସେମାନେ ଅନେକ ରାସ୍ତା ମଧ୍ୟ ଆପଣାଇ ଥାଆନ୍ତି। ଆଜିକାଲି ବଜାରରେ ରାସାୟନିକ ପଦାର୍ଥ ମିଶ୍ରିତ ବିଭିନ୍ନ…
Read More...

ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ହିଁ ଶାସ୍ତ୍ରରେ ପ୍ରକୃତ ଜ୍ଞାନୀ ବୋଲି ବିବେଚିତ କରାଯାଇଛି

ବୁଦ୍ଧି ବା ଜ୍ଞାନ ଏପରି ଏକ ଜିନିଷ ଯାହା ବଜାରରେ ବିକ୍ରି ହୁଏନାହିଁ। ଯଦି ଏହା ସମ୍ଭବ ହୋଇଥାଆନ୍ତା ତେବେ ଦୁନିଆରେ ଜ୍ଞାନୀଙ୍କ ଅଭାବ ନଥାନ୍ତା। ତେବେ ଖାଲି ଯେ ଜଣେ ଅଧିକ ପାଠ ପଢିଦେଲେ ଆମେ ତାକୁ ଜ୍ଞାନୀ ବୋଲି…
Read More...

ରଣବୀରଙ୍କ ସହ ପରଦାରେ ଏକାଠି ନଜର ଆସିବେ ମାନୁଷୀ ଛିିଲ୍ଲର!

ମୁମ୍ବଇ : ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ଼ ଏଣ୍ଟ୍ରିକୁ ନେଇ ଚଳିତ ଦିନରେ ଚର୍ଚ୍ଚା ଜାରି ରହିଛି। ଇତି ମଧ୍ୟରେ ମାନୁଷୀ ଖୁବଶୀଘ୍ର ରଣବୀର ସିଂହଙ୍କ ସହ ପରଦାରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ…
Read More...

ଆପଣାନ୍ତୁ ଏହି ବାସ୍ତୁ ନିୟମ ; ଆପଣଙ୍କ ପିଲା ପରୀକ୍ଷାରେ ହେବ କୃତକାର୍ଯ୍ୟ

ସାଧାରଣତଃ ପ୍ରତ୍ୟେକ ପିତା ମାତା ଚାହାନ୍ତି ତାଙ୍କ ପିଲା ଭଲ ପାଠପଢୁ ଓ ତା’ର ଭବିଷ୍ୟତ ଉଜ୍ବଳ ହେଉ। ତେବେ ତାଙ୍କର ଏହି ଆଶା ସେତେବେଳେ ପୂର୍ଣ୍ଣ ହୋଇଥାଏ ଯେତେବେଳେ ତାଙ୍କ ପିଲା ପାଠ ପଢାରେ ମନ ଲଗାଏ ଓ ପରୀକ୍ଷାରେ ଭଲ…
Read More...

‘ଡନ୍‍-୩’ ଛାଡ଼ିଲେ ଶାହରୁଖ୍‍ ; ତାଙ୍କ ସ୍ଥାନ ନେବେ ରଣବୀର!

ମୁମ୍ବଇ : ଶାହରୁଖ୍‍ ଖାନ ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଜିରୋ’ର ବିଫଳତା ପରେ ଏବେ ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‍ ସଚେତନ ହୋଇପଡ଼ିଛନ୍ତି। ପୂର୍ବରୁ ରାକେଶ ଶର୍ମାଙ୍କ ବାୟୋପିକରୁ ଓହରି ଯାଇଥିବା…
Read More...

ସକାଳୁ ପିଅନ୍ତୁ ତୁଳସୀ ଓ ହଳଦୀ ମିଶ୍ରିତ ପାଣି : ଦୂର ହେବ ଅନେକ ମାରାତ୍ମକ ରୋଗ

ଏହା ଆମେ ସମସ୍ତେ ଜାଣନ୍ତି ଯେ ତୁଳସୀ ଏକ ଔଷଧୀୟ ବୃକ୍ଷ। ଏଥିରେ ଅନେକ ରୋଗ ନିବାରଣ କରିବାର କ୍ଷମତା ରହିଛି। ସେହିପରି ହଳଦୀ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏ ଦୁଇ ଜିନିଷର ମିଶ୍ରଣ ଆପଣଙ୍କର ଅନେକ…
Read More...

କାର୍ଯ୍ୟାଳୟରେ ରଖନ୍ତୁ ଏସବୁ ଜିନିଷ, ମିଳିବ ସଫଳତା ଓ ସୁନାମ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ଆଶା କରିଥାଏ। ସଫଳତା ପାଇବା ପାଇଁ ସେ ଅନେକ ରାସ୍ତା ମଧ୍ୟ ଆପଣାଇଥାଏ। ହେଲେ କାହାକୁ ସଫଳତା ମିଳେ ତ ଆଉ କାହାକୁ ମିଳେନାହିଁ। କେତେକ ବ୍ୟକ୍ତି ଦିନରାତି ପରିଶ୍ରମ କରି ମଧ୍ୟ ସଫଳତା…
Read More...

୩୮ଟି ଦେଶରେ ମୁକ୍ତିଲାଭ କରିବ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ; ଚାଲିଛି ଜୋରଦାର ପ୍ରସ୍ତୁତି

ମୁମ୍ବଇ : ଦୀର୍ଘଦିନ ଧରି ବିବାଦ ଘେରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଭାରତ ସହିତ ଅନ୍ୟ ୩୮ଟି ଦେଶରେ ମୁକ୍ତିଲାଭ କରିବ। ଏହା ମଧ୍ୟରେ…
Read More...

ହିନ୍ଦୁଧର୍ମକୁ ‘ହିଂସ୍ର’ କହି ଅଡ଼ୁଆରେ ଉର୍ମିଳା, ମାମଲା ରୁଜୁ

ମୁମ୍ବଇ : ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ବିଜେପି ନେତା ସୁରେଶ ନଖୁଆ ଉର୍ମିଳାଙ୍କ…
Read More...

‘ଦବଙ୍ଗ-୩’ର ଶୁଟିଂ ସେଟରେ ଶିବଲିଙ୍ଗକୁ ନେଇ ବିବାଦ : ବିଜେପି-କଂଗ୍ରେସ ମୁହାଁମୁହିଁ

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ଶୁଟିଂ ସେଟର ଏକ ଶିବଲିଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଛି । ଚଳଚ୍ଚିତ୍ରର ଶୁଟିଂ ସେଟରେ ଥିବା ଏକ ଶିବଲିଙ୍ଗ ଉପରେ କିଛି କାଠପଟା ଘୋଡ଼ାଇଥିବା…
Read More...

କେବଳ ଖାଦ୍ୟ ନୁହେଁ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ବିଶେଷ ଭାବେ ସହାୟକ ହୁଏ ପିଆଜ

ସାଧାରଣତଃ ଆମେ ଜାଣନ୍ତି ଯେ ପିଆଜକୁ ଖାଦ୍ୟରେ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ସୌନ୍ଦର୍ୟ୍ୟ ବୃଦ୍ଧିରେ ମଧ୍ୟ ପିଆଜ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ…
Read More...

ପରଦାକୁ ଆସିଲା ଜନ୍‍ଙ୍କ ‘ର’ : ଭାଙ୍ଗିପାରେ ଚଳିତ ବର୍ଷର ଅନେକ ଚଳଚ୍ଚିତ୍ରର ରେକର୍ଡ଼

ମୁମ୍ବଇ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଲଟର୍‍(ର)’ ଶୁକ୍ରବାର(୫ ଏପ୍ରିଲ) ମୁକ୍ତିଲାଭ କରିଛି। ଏହାର ଟ୍ରେଲର ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା…
Read More...

ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

କେନ୍ଦୁଝର : ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳ ୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ସହିତ ୨ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ଫକୀର ମୋହନ…
Read More...

ଏପ୍ରିଲ୍ ୭ରେ ପୁଣି ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର: : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏପ୍ରିଲ ୭ ତାରିଖରେ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବରଗଡ଼ ଓ ଗଞ୍ଜାମ ଜିଲାର ପୋଲସରାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।…
Read More...

ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ର ଗୃହୀତ

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଗୁରୁବାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ଡା. ମୁର୍ମୁଙ୍କୁ…
Read More...

୨ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା : ପିପିଲିରୁ ଅଜିତ ଓ ଖୋର୍ଦ୍ଧାରୁ ସ୍ୱାଗତିକା

ଭୁବନେଶ୍ୱର : ୨ଟି ବିଧାନସଭା ଆସନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ଖୋର୍ଦ୍ଧାରୁ ସ୍ବାଗତିକା ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।…
Read More...

ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀଙ୍କୁ ଟିକେଟ୍ ଦେଲା ବିଜେଡ଼ି

ଭୁବନେଶ୍ୱର : ଚମ୍ପୁଆ ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନ ପାଇଁ ମୀନାକ୍ଷୀ ମହାନ୍ତଙ୍କୁ ଦଳ ଟିକେଟ୍ ଦେଇଛି। ଚମ୍ପୁଆ ପାଇଁ ପ୍ରାର୍ଥୀ ଦେବା ପରେ ବିଜେଡ଼ି ମୋଟ ୧୪୫ଟି ଆସନ ପାଇଁ…
Read More...

ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କୁ ବିରୋଧ

ବ୍ରଜରାଜନଗର : ଝାରସୁଗୁଡାରୁ ଆସି ବ୍ରଜରାଜନଗରରେ ନିର୍ବାଚନ ଲଢ଼ୁଥିବା ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ବିରୋଧ ଆରମ୍ଭ ହୋଇଯାଇଛି। ଯାହାର ଫଳ ସ୍ବରୂପ ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା…
Read More...

ରାହୁଲ ଗାନ୍ଧୀଙ୍କୁ ପସନ୍ଦ ଆସିବ ‘ପିଏମ୍ ନରେନ୍ଦ୍ର ମୋଦୀ’ : ବିବେକ ଓବରୟ

ମୁମ୍ବଇ : ‘‘କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ନିଶ୍ଚିତ ପସନ୍ଦ ଆସିବ। କାରଣ ସେ ଜଣେ ଦେଶଭକ୍ତ’’। ଇଣ୍ଡିଆ ଟୁଡ଼େ ସହ ଏକ ସାକ୍ଷାତକାର ଅବସରରେ ଏପରି କହିଛନ୍ତି ଚଳଚ୍ଚିତ୍ରର…
Read More...

ବିଜେଡ଼ି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ଭବାନୀପାଟଣା : କଳାହାଣ୍ଡି ଜିଲାର ମଦନପୁର ରାମପୁର ଯୁବ ବିଜେଡ଼ି ସଭାପତିଙ୍କ ସମେତ ବ୍ଲକର ୧୯ ପଞ୍ଚାୟତର ୮୦ ଯୁବ ବିଜେଡ଼ି କର୍ମୀ ବୁଧବାର ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୁଜୁରାତିର ବ୍ୟବହାର

ଏହା ଆମେ ସମସ୍ତେ ଜାଣନ୍ତି ଗୁଜୁରାତି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା ଖାଦ୍ୟରେ ପଡ଼ିଲେ ତାହାକୁ ସ୍ବାଦିଷ୍ଟ କରିବା ସହ ଶରୀର ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଗୁଜୁରାତିରେ…
Read More...

ଅଜଣାତରେ କରୁଥିବା ଏହିସବୁ ଭୁଲ୍ ପାଇଁ ମିଳେନାହିଁ ସରକାରୀ ଚାକିରି

ଆମ ମଧ୍ୟରୁ ଅନେକ ଲୋକ ଅନେକ ଚେଷ୍ଟା ଓ ପରିଶ୍ରମ କରି ମଧ୍ୟ ଭଲ ସରକାରୀ ଚାକିରିଟିଏ ପାଆନ୍ତିନାହିଁ। ଏନେଇ ସେମାନେ ଯେତେ ବାଟ ଆପଣାଇଲେ ମଧ୍ୟ ବିଫଳତା ହିଁ ମିଳିଥାଏ। ହେଲେ କ’ଣ ଆପଶ ଜାଣନ୍ତି, ଜ୍ୟୋତିଷ ଶାସ୍ତ୍ର…
Read More...

ଜମିବ ମୋହିତ ରୈନା ଓ ଦୀୟା ମିର୍ଜାଙ୍କ ଯୋଡ଼ି

ମୁମ୍ବଇ : ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ଧମାକା କରିଥିବା ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅନ୍ୟତମ କଳାକାର ମୋହିତ ରୈନାଙ୍କର ଚାହିଦା ଏବେ ବଢିବାରେ…
Read More...

ସକାଳ ଜଳଖିଆ ପାଇଁ ସର୍ବୋତ୍କୃଷ୍ଟ ଗଜାମୁଗ

ସ୍ବାସ୍ଥ୍ୟ ପାଇଁ ସକାଳ ଜଳଖିଆର ବେଶ୍ ମହତ୍ତ୍ବ ରହିଛି। ବ୍ୟସ୍ତ ବହୁଳ ଜୀବନରେ ଆମେ ଜଳଖିଆ କରିବାରେ ଅବହେଳା କରୁ ସତ ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ଆମକୁ ବହୁ କ୍ଷତି ସହିବାକୁ ପଡ଼େ। ତେଣୁ ସକାଳର ଜଳଖିଆ କରିବାକୁ…
Read More...

ସାମ୍ନାକୁ ଆସିଲା ହିମେଶ୍ ରେଶମିଆଙ୍କ ‘ମୈ ଜାହାଁ ରହୁଁ’ର ପ୍ରଥମ ଲୁକ୍

ମୁମ୍ବଇ: ବଲିଉଡ଼ର ଅଲରାଉଣ୍ଡର ଭାବେ ପରିଚିତ ହିମେଶ୍ ରେଶମିଆଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମୈ ଜାହାଁ ରହୁଁ’ର ପ୍ରଥମ ଲୁକ୍ ସୋମବାର ସାମ୍ନାକୁ ଆସିଛି। ହିମେଶ୍ ନିଜେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ପ୍ରଥମ…
Read More...

ଅଜୟଙ୍କ ଜନ୍ମଦିନ ଅବସରରେ ରିଲିଜ୍ ହେଲା ‘ଦେ ଦେ ପ୍ୟାର ଦେ’ର ଟ୍ରେଲର

ମୁମ୍ବଇ : ଅଜୟ ଦେବଗନଙ୍କ ୫୦ତମ ଜନ୍ମଦିନ ଅବସରରେ ମଙ୍ଗଳବାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର ଦେ’ ର ଟ୍ରେଲର ରିଲିଜ୍ ହୋଇଛି। ଏହା ଏକ ଫ୍ୟାମିଲି କମେଡ଼ି ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ଅଜୟ ଏମିତି…
Read More...

‘କବୀର ସିଂ’ ରେ କିଆରା-ଶାହିଦ : ଅନ୍ତିମ ପର୍ଯ୍ୟାୟରେ ଶୁଟିଂ

ମୁମ୍ବଇ: ଅଭିନେତ୍ରୀ କିଆରା ଆଡଭାନୀ ଓ ଶାହିଦ କପୁରଙ୍କ ଯୋଡ଼ି ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କବୀର ସିଂ’ର ଶୁଟିଂ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଏକ…
Read More...

ତୈମୁରଙ୍କ ବଲିଉଡ଼ ଏଣ୍ଟ୍ରି : ଖୁବଶୀଘ୍ର ମାଆଙ୍କ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବଇ : କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ବଲିଉଡରେ ପାଦ ଥାପିସାରିଛନ୍ତି। ମାତ୍ର ୨ ବର୍ଷୀୟ ତୈମୁରଙ୍କୁ ଖୁବଶୀଘ୍ର ମାଆ କରୀନାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍ ନ୍ୟୁଜ୍’ରେ…
Read More...

ତମାଖୁ ସେବନ କରି ଅସୁନ୍ଦର ହୋଇଯାଇଥିବା ଦାନ୍ତକୁ ଚମକାଇବାର ଉପାୟ

ଆମ ଦେଶରେ ପ୍ରାୟ ବହୁତ ଲୋକ ପାନ ବା ତମାଖୁ ସେବନ କରିଥାଆନ୍ତି। ଆଜିକାଲି ବହୁତ କମ୍ ବୟସର ଲୋକେ ମଧ୍ୟ ଏହି ଖରାପ ଅଭ୍ୟାସକୁ ଗ୍ରହଣ କରି ନିଜର ନିତିଦିନିଆ ଅଭ୍ୟାସରେ ପରିଣତ କଲେଣି। ଏହି ତମାଖୁ ସେବନ ସେମାନଙ୍କ ପାଇଁ…
Read More...

‘ଦବଙ୍ଗ-୩’ ପାଇଁ ଜନ୍ମ ସ୍ଥାନରେ ସଲମାନ : ସାମ୍ନାକୁ ଆସିଲା ଚୁଲ୍‍ବୁଲ୍‍ ପାଣ୍ଡେଙ୍କ ସିଗ୍ନେଚର ପୋଜ୍‍

ମୁମ୍ବଇ : ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ଶୁଟିଂ ସୋମବାର ସଲମାନଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହୋଇଛି। ଏହି ଅବସରରେ ଚଳଚ୍ଚିତ୍ରର ଶୁଟିଂ ସେଟ୍‍ରୁ ସଲମାନଙ୍କ ପ୍ରଥମ ଫଟୋ ସାମ୍ନାକୁ…
Read More...

ଭୋଟ୍ ପାଇଁ ଅଭିନେତ୍ରୀଙ୍କ କସରତ୍ : ଅଟୋ ଚଳାଇଲେ ରଙ୍ଗିଲା ଗର୍ଲ, କ୍ଷେତରେ ଡ୍ରିମ ଗର୍ଲ

ନୂଆଦିଲ୍ଲୀ : ଏଥର ଅନେକ ବଲିଉଡ଼ ସେଲିବ୍ରିଟି ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଦୁଇଜଣ ଅଭିନେତ୍ରୀ ହେଉଛନ୍ତି ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଉର୍ମିଳା ମାତୋଣ୍ଡକର ଓ…
Read More...

ସାରାଙ୍କ ପରେ ଏବେ ବଲିଉଡ଼ରେ ପାଦ ଥାପିବେ ସୈଫ୍‍ଙ୍କ ପୁଅ ଇବ୍ରାହିମ୍‍ !

ମୁମ୍ବଇ : ସୈଫ୍‍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍‍ ବଲିଉଡ଼ରେ ପାଦ ଥାପି ଖୁବ୍‍ କମ୍‍ ସମୟରେ ଅନେକ ଲୋକପ୍ରିୟତା ହାସଲ କରିଥିବା ବେଳେ ଏବେ ପୁଅ ଇବ୍ରାହିମ୍‍ ବଲିଉଡ଼ରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଜୋର ଧରିଛି।…
Read More...

ଅଜଣାତରେ କରୁଥିବା ଏସବୁ ଭୁଲ ଯୋଗୁଁ ପଡ଼ିଥାଏ ଶନିଙ୍କ ଅଶୁଭ ଦୃଷ୍ଟି

ସାଧାରଣତଃ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଏହା ଆମେ ସମସ୍ତେ ଜାଣନ୍ତି ଯେ, ଯାହା ଉପରେ ଶନିଙ୍କ କୁଦୃଷ୍ଟି ପଡ଼େ ଦୁର୍ଭାଗ୍ୟ ତା’ ପିଛା ଛାଡ଼େ ନାହିଁ। ସେହିପରି ଯାହା ଉପରେ ଶନି ଦେବ ପ୍ରସନ୍ନ…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ଜଙ୍ଗଲୀ’

ମୁମ୍ବଇ : ବିଦ୍ୟୁତ୍‍ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗଲୀ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୩.୩୫ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ୱିତୀୟ ଦିନରେ ଏହାର…
Read More...