www.samajalive.in
Wednesday, December 10, 2025
16.1 C
Bhubaneswar

ଜମିବ ମୋହିତ ରୈନା ଓ ଦୀୟା ମିର୍ଜାଙ୍କ ଯୋଡ଼ି

ମୁମ୍ବଇ : ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ଧମାକା କରିଥିବା ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅନ୍ୟତମ କଳାକାର ମୋହିତ ରୈନାଙ୍କର ଚାହିଦା ଏବେ ବଢିବାରେ ଲାଗିଛି। ସେ ଖୁବଶୀଘ୍ର ୱେବସିରିଜ୍‍ ‘କାଫିର’ରେ ନଜର ଆସିବେ। ଏଥିରେ ତାଙ୍କ ସହ ଅଭିନେତ୍ରୀ ଦୀୟା ମିର୍ଜାଙ୍କୁ ଦେଖିବାକୁ ମିଳିବ। ‘କାଫିର’ ମାଧ୍ୟମରେ ଦୀୟା ପ୍ରଥମ ଥର ପାଇଁ ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ପାଦ ଦେବେ। ଏହି ନୂଆ ପ୍ରୋଜେକ୍ଟର ଶୁଟିଂ ମଙ୍ଗଳବାର ହିମାଚଳପ୍ରଦେଶରେ ଆରମ୍ଭ ହୋଇଛି। ଏହି ୱେବସିରିଜକୁ ଜୀ୫ ରେ ପ୍ରସାରଣ କରାଯିବ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories