ଆଠମଲ୍ଲିକ : ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ୍ ସ୍ଥିତ ଲୁହାଶିଙ୍ଗା ଗ୍ରାମପଞ୍ଚାୟତରେ ଗୁରୁବାର ଜଣେ ହୀତାଧିକାରୀ ଭତ୍ତା ଟଙ୍କା ନେବାକୁ ଆସିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଅଂଶୁଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ମୃତକ ଜଣଙ୍କ ହେଉଛନ୍ତି ୬୨ ବର୍ଷିୟ ବସନ୍ତ ବେହେରା। ଉପରିସ୍ଥ କର୍ମଚାରୀଙ୍କ ଅପେକ୍ଷାରେ ମୃତଦେହ ଏଯାବତ୍ ପଡ଼ି ରହିଥିବା ସୂଚନା ମିଳିଛି।
Popular Categories



