କଂଗ୍ରେସରୁ ଅଶ୍ବିନୀ ପୂଜାହାରୀଙ୍କ ଇସ୍ତଫା

ଭୁବନେଶ୍ବର : ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ସମ୍ବଲପୁର ଭିମସାର ମେଡ଼ିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା…
Read More...

ରାଜ୍ୟରେ ଲଘୁଚାପ ପ୍ରଭାବ : ୩ ଯାଏ ବର୍ଷିବ, ୮ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର : ସାରା ରାଜ୍ୟରେ ରବିବାର ସନ୍ଧ୍ୟାରୁ ଲଘୁଚାପଜନିତ ବର୍ଷା ଲାଗିରହିଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ…
Read More...

ବେଆଇନ ବାଉଁଶ ଚାଲାଣ ବେଳେ ୨ ଗାଡ଼ି ଜବତ, ୭ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଗୁଡିଭେଳା ବନାଞ୍ଚଳ ଅଧିନସ୍ଥ ସିକେରପାଟ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବାଉଁଶ ଚାଲାଣ ବେଳେ ସୋମବାର ୨ଟି ବାଉଁଶ ବୋଝେଇ ଗାଡ଼ିକୁ ବନ ବିଭାଗ ଜବତ କରିଛି। ରବିବାର ରାତିରେ ଚାଲାଣ ସମୟରେ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କଟକ : କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଓଏସ୍‍ଏଲ୍‍ ଟାୱାର ସମ୍ମୁଖରୁ ସୋମବାର ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କ ପରିଚୟ ଏଯାବତ୍‍ ମିଳିପାରି ନାହିଁ। ଯୁବକଙ୍କ ଶରୀରରେ ଅନେକ କ୍ଷତ…
Read More...

ଦୁଃସ୍ବପ୍ନରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ସାଧାରଣତଃ ରାତିରେ ଶୋଇବା ସମୟରେ ଅନେକ ଲୋକ ସ୍ବପ୍ନ ଦେଖିଥାଆନ୍ତି। କିଛି ଲୋକଙ୍କୁ ଭଲ ସ୍ବପ୍ନ ଆସିଥାଏ ତ ଆଉ କିଛି ଲୋକ ଖରାପ କିମ୍ବା ଭୟଙ୍କର ସ୍ବପ୍ନ ଦେଖିଥାଆନ୍ତି। ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍ ନିଦ ଭାଙ୍ଗି…
Read More...

ରତ୍ନ ବେଦୀରୁ ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ବପ୍ରସିଦ୍ଧ। ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ହୋଇ ଦଶମୀ ଯାଏ ଚାଲିଥାଏ ପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା। ରାତି ପାହିଲା ବେଳକୁ…
Read More...

ସମ୍ବଲପୁରର ରଥଯାତ୍ରା

ରଥଯାତ୍ରା ସାଧାରଣତଃ ଦେଶର ଅନେକ ସ୍ଥାନରେ ପାଳନ କରାଯାଏ। ତନ୍ମଧ୍ୟରୁ ସମ୍ବଲପୁରର ରଥଯାତ୍ରା ଅନ୍ୟତମ। ସମ୍ବଲପୁରର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା…
Read More...

ତିନି ଠାକୁରଙ୍କ ତିନି ରଥ ଓ ଏହାର ବିଶେଷତ୍ବ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ତିନି ଗୋଟି ରଥ ପ୍ରତ୍ୟେକବର୍ଷ ନିର୍ମାଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଥାଏ।…
Read More...

ଭିନ୍ନ ନାମରେ ରଥଯାତ୍ରା

ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ଆହୁରି ଅନେକ ନାମରେ ପରିଚିତ। ଆସନ୍ତୁ ଜାଣିବା ରଥଯାତ୍ରାର ବିଭିନ୍ନ ନାମ - -ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ…
Read More...

ଭକ୍ତ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇବେ ମହାପ୍ରଭୁ

ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଆସୁଛି ରଥଯାତ୍ରା। ଆଉ କେତେଟା ଦିନ ପରେ ପ୍ରଭୁ ରଥାରୂଢ ହେବେ। ଭକ୍ତମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ମିଶିବା ନିମନ୍ତେ ବର୍ଷକ ପରେ ପୁଣି ରତ୍ନ ସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଓହ୍ଲାଇ…
Read More...

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ୫ ଦୋଷୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଛି। ଖଲିକୋଟ ଏଡିଜେ କୋର୍ଟର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ…
Read More...

ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ଗୁରୁବାର ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ…
Read More...

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ : ଆମ୍ବୁଲାନ୍ସକୁ ଦାୟୀ କଲେ ଲୋକେ

ମାଲକାନଗିରି : ମାଲକାନଗିରି ଜିଲା କୋଇଲିପାରି ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସମେତ କଲେଜର…
Read More...

ରାଜ୍ୟରେ ଖାଲିପଡ଼ିଛି ୫୦୩ ଆରଆଇ ପଦବୀ : ଗୃହରେ ଉଦ୍‌ବେଗ

ଭୁବନେଶ୍ୱର : ରାଜ୍ୟରେ ମୋଟ ୨୪୫୩ ରାଜସ୍ବ ନିରୀକ୍ଷକ(ଆରଆଇ) ପଦବୀ ରହିଥିବା ବେଳେ ସେଥିରୁ ୫୦୩ ପଦବୀ ଖାଲି ପଡ଼ିଛି। ଗୁରୁବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା…
Read More...

ବ୍ରଜରାଜନଗରରେ ଯୁବକଙ୍କୁ ହତ୍ୟା ମାମଲାରେ ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ବସଷ୍ଟାଣ୍ଡରେ ଅମିତ ଧଳ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣାରେ ଗୁରୁବାର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାରେ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ…
Read More...

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୨ ବର୍ଷରେ ପରଲୋକ

ନବରଙ୍ଗପୁର : ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ…
Read More...

କିନ୍ନରଙ୍କୁ ଟ୍ରେନରେ ଭିକ୍ଷାବୃତ୍ତି ମନା : ଯାତ୍ରୀଙ୍କ ସୁରକ୍ଷା ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଏଣିକି କିନ୍ନରମାନେ ଷ୍ଟେସନ ଓ ଟ୍ରେନରେ ଆଉ ହଇରାଣ କରିପାରିବେନି। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଟ୍ରେନ କିମ୍ବା ଷ୍ଟେସନରେ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ବୁଧବାର ରେଳବାଇ…
Read More...

ରାଜଧାନୀରେ ଠକ : ଜମି ଯୋଗାଇଦେବା ନାଁରେ ୭ କୋଟି ଠକି ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ୭କୋଟି ଟଙ୍କା ଠକେଇ ଅଭିଯୋଗରେ ବୁଧବାର କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି। ଏମାନେ ଜମିଦେବା ନାଁରେ ଲୋକଙ୍କୁ ଠକୁଥିବା ସୂଚନା ମିଳିଛି। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ଘଟଣାର…
Read More...

ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ବୁଧବାର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କପିଳ ମହନ୍ତ। ସେ ଶକ୍ତି ବିତରଣ ବିଭାଗରେ ୱେଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ମୃତ୍ୟୁର…
Read More...

ନର୍ସଙ୍କ ଟିକ୍‍ଟକ୍‍ ନିଶା : ଏସଏନସିୟୁରେ ଚିକିତ୍ସା ଛାଡ଼ି ଭିଡିଓ ଶୁଟିଂରେ ମାତିଲେ, ନିଲମ୍ବନ ପାଇଁ ସୁପାରିଶ

ମାଲକାନଗିରି : ସାରା ବିଶ୍ୱକୁ ଏବେ ଟିକ୍‍ଟକ୍‍ ନିଶା ଘାରିଥିବା ବେଳେ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହାନ୍ତି। ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁ…
Read More...

ଦାୟିତ୍ୱ ଗ୍ରହଣ କଲେ ନୂଆ ଆଡ଼ଭୋକେଟ୍ ଜେନେରାଲ

କଟକ : ବରିଷ୍ଠ ଆଇନଜୀନୀ ଅଶୋକ ପରିଜା ବୁଧବାର ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପଦବୀରେ ଥିବା ସୂର୍ଯ୍ୟ ମିଶ୍ରଙ୍କ ଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର…
Read More...

‘ବର୍ଡ଼ର’ ପରେ ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଦେଖିବାକୁ ମିଳିବ ଲୋଙ୍ଗେୱାଲା ଯୁଦ୍ଧର କାହାଣୀ

ମୁମ୍ବଇ : ୧୯୯୭ ମସିହାରେ ପରଦାକୁ ଆସିଥିବା ଚଳଚ୍ଚିତ୍ର ‘ବର୍ଡ଼ର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧକୁ ନେଇ ପୁଣିଥରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଗାମୀ ଚଳଚ୍ଚିତ୍ର ‘ଭୁଜ-ଦି…
Read More...

ଶନିବାର ଭୁଲରେ ମଧ୍ୟ ଘରକୁ ଆଣନ୍ତୁ ନାହଁ ଏସବୁ ଜିନିଷ : ପଡ଼ିବ ଶନିଙ୍କ କୋପ ଦୃଷ୍ଟି

ଶନିବାର ହେଉଛି ଶନି ଭଗବାନଙ୍କ ଦିନ। ଏହିଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ଓ ଏପରି କିଛି କାର୍ଯ୍ୟ ମଧ୍ୟ ଅଛି ଯାହାଦ୍ବାରା ଶନି ଭଗବାନ କ୍ରୋଧିତ ହୋଇଥାଆନ୍ତି। ଥରେ…
Read More...

ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ : ବଦଳିଯିବ ଆପଣଙ୍କ ଭାଗ୍ୟ

ସାଧାରଣତଃ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆମେ ଦୈନିକ ଗାଧୋଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ସ୍ନାନ ସହ ଆମ ଭାଗ୍ୟ ମଧ୍ୟ ଜଡ଼ିତ ଥାଏ। ସ୍ନାନ ଘରେ ଧନର ଅଭାବ କିମ୍ବା ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ। ତେବେ…
Read More...

୧୦୦ କୋଟିର ନିକଟତର ‘କବୀର ସିଂହ’

ମୁମ୍ବଇ : ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି।…
Read More...

ଅଭିନନ୍ଦନଙ୍କ ନିଶକୁ ଜାତୀୟ ନିଶର ମାନ୍ୟତା ଦେବା ପାଇଁ ​‌ଲୋକସଭାରେ ପ୍ରସ୍ତାବ

ନୂଆଦିଲ୍ଲୀ : ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ଜାତୀୟ ନିଶ ଘୋଷଣା କରିବା ପାଇଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ପ୍ରସ୍ତାବ ଦେଇଛନ୍ତିି। ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ-ପାକିସ୍ତାନ ମଧ୍ୟରେ…
Read More...

କେଶ ପାଇଁ ଟମାଟୋର ବ୍ୟବହାର

ଏହା ଆମେ ଜାଣନ୍ତି ଯେ ଟମାଟୋ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ହେବା ସହ ତ୍ବଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, କେଶଜନିତ ଅନେକ ସମସ୍ୟା ଦୂର କରିବାରେ ଟମାଟୋ ବିଶେଷ ଭାବେ ସହାୟକ…
Read More...

ରୁପ୍‌ସାଙ୍କୁ ‘ସୁପର ଡ୍ୟାନ୍ସର ଚାପ୍ଟର୍-୩’ ଟାଇଟଲ୍

ମୁମ୍ବଇ : କୋଲକତାର ୬ ବର୍ଷୀୟା ରୁପ୍‌ସା ବାଟବ୍ୟାଲ୍ ଓ ତାଙ୍କ ନୃତ୍ୟଗୁରୁ ନିଶାନ୍ତ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ‘ସୁପର ଡ୍ୟାନ୍ସର ଚାପ୍ଟର୍-୩’ର ବିଜେତା ହୋଇଛନ୍ତି। ରବିବାର…
Read More...

ଦୂତୀଙ୍କ ବାୟୋପିକ୍ : ଏହି ଅଭିନେତ୍ରୀଙ୍କୁ ନିଜ ଭୂମିକାରେ ଉପଯୁକ୍ତ ମନେକରନ୍ତି ଦୌଡ଼ରାଣୀ

ମୁମ୍ବଇ : ଓଡ଼ିଶାର ଗର୍ବ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଜୀବନ କାହଣୀକୁ ନେଇ ଖୁବଶୀଘ୍ର ଏକ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଦୂତୀଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ପୂର୍ବରୁ ଅନେକ ଚଳଚ୍ଚିତ୍ର ନିର୍ମାତା…
Read More...

ଏମିତି ସ୍କୁଲ, ଯେଉଁଠି ଫି ନୁହେଁ ଦେବାକୁ ପଡ଼େ ପ୍ଲାଷ୍ଟିକ ବୋତଲ

ଲାଗୋସ : ସବୁ ବାପା-ମାଆ ଚାହାନ୍ତି ତାଙ୍କ ପିଲା ଗୋଟିଏ ଭଲ ସ୍କୁଲକୁ ଯାଇ ଭଲ ଶିକ୍ଷା ଗ୍ରହଣ କରୁ। ମାତ୍ର ଆର୍ôଥକ ସମସ୍ୟା କାରଣରୁ ତାଙ୍କ ଇଚ୍ଛା ଇଚ୍ଛାରେ ହିଁ ରହିଯାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କୁଲ…
Read More...

ଆମ ସଂସ୍କୃତି ଓ ପରମ୍ପରା ବଡ଼ଙ୍କ ପାଦ ଛୁଇଁବା : ହେଲେ କ’ଣ ଜାଣନ୍ତି ଏହାର ଉଚିତ ଶୈଳୀ ଓ ଲାଭ?

ଭାରତୀୟ ପରମ୍ପରାରେ ଅନେକ ନୀତି ନିୟମ ରହିଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଗୁରୁଜନଙ୍କ ପାଦ ଛୁଇଁବା। ବିଶ୍ବାସ ରହିଛି ଗୁରୁଜନଙ୍କ ପାଦ ଛୁଇଁ ବିଦ୍ୟା, ବୁଦ୍ଧି ଏବଂ ସୁଖ-ସମୃଦ୍ଧିର ଆଶୀର୍ବାଦ ଭିକ୍ଷା କରାଯାଏ। ଆମ…
Read More...

ଅବେଳରେ ହରାଇ ପାରନ୍ତି ଦୃଷ୍ଟି ଶକ୍ତି ; ଶୀଘ୍ର ଛାଡ଼ନ୍ତୁ ଏହି ବଦାଭ୍ୟାସ

ମଣିଷ ଶରୀରର ସବୁଠାରୁ ମୂଲ୍ୟବାନ୍ ଅଙ୍ଗ ହେଉଛି ଆଖି। ବିନା ଆଖିରେ ଜୀବନ ରଙ୍ଗ ହୀନ ହୋଇପଡ଼େ। ତେଣୁ ଆଖି ପ୍ରତି ବିଶେଷ ଯତ୍ନବାନ୍ ହେବା ଆବଶ୍ୟକ। ତେବେ ଆମର ଏପରି କିଛି ଖରାପ ଅଭ୍ୟାସ ରହିଛି, ଯାହାଦ୍ବାରା ଦିନେ ଆମକୁ…
Read More...

ପୁଣିଥରେ ପରଦାକୁ ଫେରିବ ‘ଶକ୍ତିମାନ’!

ମୁମ୍ବଇ : ୯୦ ଦଶକର ପ୍ରତ୍ୟେକ ପିଲାଙ୍କ ପ୍ରିୟ ଧାରାବାହିକ ‘ଶକ୍ତିମାନ’ ପୁଣିଥରେ ଖୁବଶୀଘ୍ର ଟିଭି ପରଦାକୁ ଫେରିବାକୁ ଯାଉଛି। ଧାରାବାହିକର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏହି ଘୋଷଣା କରିଛନ୍ତି। ଆଜି(୨୩ ଜୁନ୍‍)…
Read More...

ପ୍ରଥମ ଥର ପାଇଁ ହରର୍‍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବଇ : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ହରର୍‍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ। ଲେଖକ ତଥା ନିର୍ଦ୍ଦେଶକ ମନୋଜ ଶର୍ମା ତାଙ୍କ ଆଗାମୀ ହରର୍‍-କମେଡ଼ି ଚଳଚ୍ଚିତ୍ର ‘ଖଲୀବଲୀ’ ପାଇଁ…
Read More...

ସ୍ବସ୍ତିକ ଅଙ୍କନ ସମୟରେ ସାମାନ୍ୟ ତ୍ରୁଟି ମଧ୍ୟ ପଡ଼ିପାରେ ଭାରି

ସାଧାରଣତଃ ପୂଜାପାଠ ସମୟରେ ସ୍ବସ୍ତିକ ଚିହ୍ନ ଅଙ୍କା ଯାଇଥାଏ। ଏହା ପ୍ରଭୁ ଗଣେଶଙ୍କ ପ୍ରତୀକ ହୋଇଥାଏ। ସ୍ବାସ୍ତିକ ଚିହ୍ନ ଆଙ୍କିବା ଦ୍ବାରା ନକରାତ୍ମକ ଶକ୍ତ ଦୂର ହୋଇକଥାଏ ବୋଲି ମାନ୍ୟତା ରହିଛି। ତେବେ…
Read More...

ଖୁବ୍ ଉପକାରୀ ଟମାଟୋ ଜୁସ୍

ସାଧାରଣତଃ ଯେଉଁ ପରିବା ସମସ୍ତଙ୍କ ଘରେ ପ୍ରାୟ ସବୁବେଳେ ଉପଲବ୍ଧ ଥାଏ ତାହା ହେଉଛି ଟମାଟୋ। ପ୍ରାୟତଃ ସବୁ ତରକାରୀ ପ୍ରସ୍ତୁତି ବେଳେ ଏହା ଆବଶ୍ୟକ ପଡ଼ିଥାଏ। ମାତ୍ର କିଛି ଲୋକ ଟମାଟୋ ଖାଇବାକୁ ପସନ୍ଦ କରି ନଥା’ନ୍ତି।…
Read More...

ଶାହିଦଙ୍କ କ୍ୟାରିୟରର ମଜଭୁତ ସ୍ତମ୍ଭ ‘କବୀର ସିଂହ’ : ପ୍ରଥମେ ଦିନରେ କଲା ଜବରଦସ୍ତ ଆୟ

ମୁମ୍ବଇ : ଶାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ଦର୍ଶକଙ୍କ ବିପୁଳ ଭଲପାଇବା ହାସଲ କରିବା ସହ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ୨୦.୨୧ କୋଟି ଟଙ୍କା ଆୟ କରିଛି।…
Read More...

ଭିନ୍ନ ଏକ ଅବତାରରେ ଅମିତାଭ

ମୁମ୍ବଇ : ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ର ଶୁଟିଂ ସେଟରୁ ଅଭିତାଭଙ୍କ ଲୁକ୍‍ ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଶୁକ୍ରବାର ଟ୍ୱିଟର ଜରିଆରେ…
Read More...

‘ଫଣି’ ନଷ୍ଟ କରିଥିବା ସବୁଜିମାକୁ ଫେରାଇ ଆଣିବାକୁ ବୃକ୍ଷରୋପଣ କଲେ କିନ୍ନର ସମାଜ

ଭୁବନେଶ୍ୱର : ରାଜ୍ୟର କିନ୍ନର ସମାଜ ବାତ୍ୟା ‘ଫଣି’ ଦ୍ୱାରା ନଷ୍ଟ ହୋଇଯାଇଥିବା ସବୁଜିମାକୁ ପୁନଃ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି। ଶୁକ୍ରବାର ଭୁବନେଶ୍ୱରର କିନ୍ନରମାନେ ଦେବୀ ମା’ଙ୍କ ପୂଜା କରିବା ପରେ ବୃକ୍ଷରୋପଣ…
Read More...

ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ : ଜାଣନ୍ତୁ କିଭଳି ଆରମ୍ଭ ହେଲା ଏହାର ପାଳନ

ମୁମ୍ବଇ : ସାରା ବିଶ୍ୱରେ ୨୧ ଜୁନ୍‍ ଅର୍ଥାତ୍‍ ଆଜି ‘ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯାଉଛି। ୫ ହଜାର ବର୍ଷ ଧରି ଯୋଗ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଶ ହୋଇ ରହିଛି। ଯୋଗ କେବଳ ଆପଣଙ୍କ ଶରୀରକୁ ସୁସ୍ଥ ରଖେ…
Read More...

ପରଦାକୁ ଆସିଲା ‘କବୀର୍ ସିଂହ’

ମୁମ୍ବଇ: ଶାହିଦ କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କବୀର୍ ସିଂହ’ ଶୁକ୍ରବାର ମୁକ୍ତିଲାଭ କରିଛି। ପୋଷ୍ଟର ଓ ଟିଜର ରିଲିଜ ହେବା ଦିନରୁ ହିଁ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିଲା ଓ…
Read More...

କୁକୁର ମୁହଁରେ ମଣିଷ ମୁଣ୍ଡ

ବଲାଙ୍ଗୀର : ବଲାଙ୍ଗୀରରେ ଶୁକ୍ରବାର ସକାଳୁ ଏକ ହୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନା ଅଞ୍ଚଳରୁ ଏକ କଟାମୁଣ୍ଡ ନେଇ କିଛି କୁକୁର ରାଧାରାଣୀ ପଡା ଅଞ୍ଚଳରେ ଖାଉଥିବା ଦେଖିବାକୁ ମିଳିଛି। ମୁଣ୍ଡଟି ଏକ…
Read More...

ମାଲକାନଗିରି କଲେଜରେ ଯୁକ୍ତ ୩ ପରୀକ୍ଷାରେ ଅବ୍ୟବସ୍ଥା ; ପ୍ରଶ୍ନ ପତ୍ର ପାଇଁ ଦେଢ ଘଣ୍ଟା ବସିଲେ ଛାତ୍ରଛାତ୍ରୀ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷାରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଶୁକ୍ରବାର ତୃତୀୟ ପର୍ୟ୍ୟାୟ ପରୀକ୍ଷା ଥିବା ବେଳେ ନୃତତ୍ତ୍ବ ବିଜ୍ଞାନ ପ୍ରଶ୍ନ ପତ୍ର ନଥିବାରୁ ଛାତ୍ରଛାତ୍ରୀ…
Read More...

ଯାଜପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଯାଜପୁର : ୫ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁକ୍ରବାର ଯାଜପୁର ସଂସ୍କୃତି ଭବନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି…
Read More...

ଆଇଏମ୍‍ଏ ପକ୍ଷରୁ ଜାତୀୟ ପ୍ରତିବାଦ ଦିବସ ପାଳିତ

ପୁରୀ : ଡାକ୍ତରଙ୍କ ବିରୋଧରେ ହିଂସାକୁ ପ୍ରତିବାଦ କରି ଇଣ୍ଡିଆନ ମେଡିକାଲ ଆସୋସିଏଶନ୍‍(ଆଇଏମ୍‍ଏ) ପକ୍ଷରୁ ଶୁକ୍ରବାର ଜାତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି। ପୁରୀ ଆଇଏମ୍‍ଏ ସଦସ୍ୟମାନେ ଜିଲାପାଳ ବଲୱନ୍ତ୍‍ ସିଂହଙ୍କ…
Read More...

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଭୁବନେଶ୍ବର ଏମ୍‌ସ ଡାକ୍ତରଙ୍କ ଧାରଣା

ଭୁବନେଶ୍ୱର : ପଶ୍ଚିମବଙ୍ଗର କୋଲକାତା ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଭୁବନେଶ୍ବର ଏମ୍‌ସ ଆବାସିକ ଡାକ୍ତର ସଂଘ ଏହାକୁ ସମର୍ଥନ କରିଛି।…
Read More...

ସ୍ତ୍ରୀକୁ ମାଡ଼ ମାରି ଗଛରେ ଟାଙ୍ଗିଲା ସ୍ୱାମୀ : ମହିଳା ଗୁରୁତର

ଆନନ୍ଦପୁର : ସାରା ରାଜ୍ୟରେ ରଜ ଉତ୍ସବ ଚାଲିଥିବା ବେଳେ ଘସିପୁରା ଥାନା ନଦୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଓ ତାଙ୍କ ସହଯୋଗୀ ଗାଁ ପାଖ ଏକ ଗଛରେ ଟାଙ୍ଗି ଦେଇଛନ୍ତି।…
Read More...

ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଶୁକ୍ରବାର ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୪…
Read More...

ରଜରେ କଡ଼ା ଟକ୍କର : ବକ୍ସ ଅଫିସରେ ୪ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର : ରଜ ଅବସରରେ ଶୁକ୍ରବାର ଚାରୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ‘ତୁ ମୋ ଲଭ୍ ଷ୍ଟୋରୀ-୨’, ଦ୍ବିତୀୟଟି ‘ଗୋଲମାଲ୍ ଲଭ୍’, ତୃତୀୟଟି ‘ଚିରକୁଟ୍’ ଏବଂ ଚତୁର୍ଥ ଚଳଚ୍ଚିତ୍ର ହେଉଛି ‘ସେଲଫିସ୍…
Read More...

‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହସଂଯୋଜକ ହେଲେ ସୁରେଶ ପୂଜାରୀ

ବରଗଡ଼ : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଗୁରୁବାର ଦଳ ପକ୍ଷରୁ ଆଉ ଏକ ଦାୟିତ୍ୱ ମିଳିଛି। ସୁରେଶ ବିଜେପିର ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହସଂଯୋଜକ ହୋଇଛନ୍ତି। ଅନ୍ୟପକ୍ଷରେ ଶିବରାଜ ଚୌହ୍ୱାନ ‘ସଦସ୍ୟ ସଂଗ୍ରହ ଅଭିଯାନ’ର…
Read More...

ଚଳିତ ଶିକ୍ଷା ବର୍ଷରୁ ବିଶ୍ୱବିଦ୍ୟାଳୟରେ ଲାଗୁହେବ ଏକକ ପାଠ୍ୟକ୍ରମ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଲାଗୁ କରାଯିବ। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା…
Read More...

ଜୁଲାଇ ୮ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର : ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ରାମାଶିଷ ହାଜରା ଗୁରୁବାର ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଚଳିତ…
Read More...

ସୁନାହାର ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ ଠେଲିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଗୁରୁବାର ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର…
Read More...

ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ

ପୁରୀ : ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ ଗୁରୁବାର ପୁରୀ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହେରା,…
Read More...

ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର : କଟକ ତେଲେଙ୍ଗାପେଣ୍ଠ ସଇଁନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ଼୍‍ କରାଯାଇଛି। ମିଳିଥିବା ଖବର…
Read More...

ଚଳନ୍ତା ଟ୍ରକରେ ନିଆଁ

ବଣାଇ : ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ କୋଳେଇ ପୋଷ-କୋଇଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଟିଙ୍କୋ ଘାଟିରେ ଗୁରୁବାର ଏକ ୧୨ ଚକିଆ ଟ୍ରକରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବର ପାଇ…
Read More...

ମେଦବହୁଳତା ଦୂର କରିବାରେ ବିଶେଷ ଭୂମିକା ବହନ କରେ ଘି କୁଆଁରୀ

ସାଧାରଣତଃ ଆଜିକାଲି ଲୋକଙ୍କର ମେଦବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ମଧ୍ୟ ବିଫଳ ହୋଇଥାଆନ୍ତି। ତେବେ ଦୈନନ୍ଦିନ ଜୀବନରେ କିଛି ସହଜ ଘରୋଇ ଉପାୟ ଆପଣାଇ ଏଥିରୁ…
Read More...

ଓମଫେଡ଼ କର୍ମଚାରୀଙ୍କ ମୃତ୍ୟୁ : ସମ୍ପର୍କୀୟଙ୍କ କ୍ଷତିପୂରଣ ଦାବି

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଠାରେ ଥିବା ଓମଫେଡ଼ ଡାଏରୀର ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ଜଣକ ହେଲେ ୫୪ ବର୍ଷୀୟ ରବି ନାୟକ। ତାଙ୍କ ଘର ସମ୍ବଲପୁର ରାଣୀ ବଗିଚା ଅଞ୍ଚଳରେ।…
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡାଥାନା ଅନ୍ତର୍ଗତ କମ୍ପର ଛକ ନିକଟରେ ବୁଧବାର ଏକ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦୋରାଗୁଡା…
Read More...

ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ; ଜାଣନ୍ତୁ କିପରି କରାଯାଏ ପୂଜାର୍ଚ୍ଚନା

ଓଡ଼ିଶାରେ ୪ଦିନ ଧରି ରଜ ପର୍ବ ପାଳନ କରାଯାଏ। ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଅର୍ଥାତ୍‍ ଏହିଦିନ କିଛି ବିଶେଷ ବିଧିରେ ଭୂଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଚାଲନ୍ତୁ ଜାଣିବା ଚତୁର୍ଥ ଦିନରେ କିପରି…
Read More...

ମିଥୁନ ସଂକ୍ରାନ୍ତି ତଥା ରଜପର୍ବରେ ସୌର ମଣ୍ଡଳରେ ହୋଇଥାଏ ବିରାଟ ପରିବର୍ତ୍ତନ

ବର୍ଷରେ ୧୨ଟି ସଂକ୍ରାନ୍ତି ପଡ଼ିଥାଏ, ଯେଉଁଥିରେ ସୂର୍ଯ୍ୟ ଅଲଗା ଅଲଗା ରାଶି, ନକ୍ଷତ୍ରରେ ବିରାଜମାନ କରିଥାଆନ୍ତି। ଏସବୁ ସଂକ୍ରାନ୍ତିରେ ଦାନ-ଦକ୍ଷିଣା, ସ୍ନାନ, ପୁଣ୍ୟର ବହୁତ ମହତ୍ୱ ରହିଥାଏ। ଏହା ମଧ୍ୟରୁ ମିଥୁନ…
Read More...

ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ ଜନ୍‍ ଓ ଇମରାନ

ମୁମ୍ବଇ : ଖୁବଶୀଘ୍ର ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମ୍‍ ଓ ଇମରାନ ହାଶମୀଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଆଗାମୀ ଗ୍ୟାଙ୍ଗ୍‍ଷ୍ଟର ଡ୍ରାମା ଚଳଚ୍ଚିତ୍ରରେ ଦୁହେଁ ଏକାଠି ନଜର…
Read More...

ଏସବୁରେ ଗୋଡ଼ ବାଜିବା ହୋଇଥାଏ ମହାପାପ

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ…
Read More...

କ୍ରିକେଟରୁ ଅବସର ପରେ ଛୋଟ ପରଦାରେ ନଜର ଆସିବେ ଯୁବରାଜ!

ମୁମ୍ବଇ : କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂହ ଏବେ ଛୋଟ ପରଦାରେ ନଜର ଆସିପାରନ୍ତି। ଦୁଃସାହସ ଭିତ୍ତିକ ଟିଭି ଶୋ’ ‘ଖତରୋଁ କେ ଖିଲାଡ଼ୀ-୧୦’ରେ ସେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏଥିରେ ଭାଗ ନେବା ପାଇଁ…
Read More...

କିଛି ଟିପ୍ସ, ଯାହାଦ୍ବାରା ସର୍ବଦା ବଜାୟ ରହିବ ସୁନ୍ଦରତା

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବାକୁ ସବୁ ନାରୀଙ୍କର ଆଶା ଥାଏ। ଏଥିପାଇଁ ସେମାନେ ଅନେକ ଟଙ୍କା ଖର୍ଚ୍ଚ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ କରି ଅନେକ ଉପଚାର ମଧ୍ୟ କରାଇଥାଆନ୍ତି। ତେବେ ଏପରି କିଛି…
Read More...

ସଲମାନଙ୍କ ବଦାନ୍ୟତା : ରାଇଜିଙ୍ଗ୍‍ ଷ୍ଟାର ଅଫତାବଙ୍କ ୩ ଲକ୍ଷ ଟଙ୍କାର ଋଣ ସୁଝିଲେ

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ ଖାନ ଅନେକ ଥର ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ନିକଟରେ ସେ ପୁଣି ଥରେ ତାଙ୍କର ଏହି ଦୟାଳୁ ସ୍ୱଭାବର ପରିଚୟ ଦେଇଛନ୍ତି। ସଲମାନ ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍‍…
Read More...

‘୮୩’ରେ ସାମିଲ ହେବା ନେଇ ସ୍ପଷ୍ଟ କଲେ ଦୀପିକା; ରିୟଲ ପରେ ରିଲରେ ପତୀ-ପତ୍ନୀ

ମୁମ୍ବଇ : ବଲିଉଡ଼ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନ ରିୟଲ ଲାଇଫ୍‍ ପରେ ଏବେ ରିଲ୍‍ ଲାଇଫରେ ପତୀ-ପତ୍ନୀ ସାଜିବାକୁ ଯାଉଛନ୍ତି। ଦୀପିକା କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ରେ ନଜର ଆସିବେ ବୋଲି…
Read More...

ଘରୋଇ ଉପାୟରେ ଦୂର କରନ୍ତୁ ଚର୍ମରୋଗ

ସାଧାରଣତଃ ଅନେକ ଲୋକଙ୍କଠାରେ ଅଧିକାଂଶ ସମୟରେ ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ। ଯେପରିକି ଯାଦୁ, କାଛୁ, କୁଣ୍ଡିଆ ଇତ୍ୟାଦି। ବିଶେଷ କରି ଖରାଦିନେ ଅଧିକ ଝାଳ ବୋହିବା ଯୋଗଁଣ ଏହି ସମସ୍ୟା ବେଶୀ ଦେଖାଦେଇଥାଏ। ଏହା ଏପରି…
Read More...

‘ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ-୨୦୧୯’ : ବାଜି ମାରିନେଲେ ସୁଗନ୍ଧା

ମୁମ୍ବଇ : ନାଗପୁରର ସୁଗନ୍ଧା ଦାତେ ଜି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ-୨୦୧୯’ର ବିଜେତା ସାଜିଛନ୍ତି। ରବିବାର ଆୟୋଜିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫାଇନାଲରେ…
Read More...

ତ୍ବଚା ପାଇଁ ଖୁବ୍ ଲାଭଦାୟକ ଲହୁଣୀ

ସାଧାରଣତଃ ତ୍ବଚାକୁ ନେଇ ଲୋକେ ବିଶେଷ ଯତ୍ନବାନ୍ ଥାଆନ୍ତି। ଖାସ୍ କରି ମହିଳାମାନେ। ତ୍ବଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଅନେକ ଟଙ୍କା ମଧ୍ୟ ବିନିଯୋଗ କରି ଥାଆନ୍ତି। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଅବଗତ ଯେ,…
Read More...

ପ୍ରଥମ ଥର ପାଇଁ ହରର୍‍ ଚଳଚ୍ଚିତ୍ରରେ ଭିକି ; ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତା ଭିକି କୌଶଲଙ୍କ ଅଭିନୀତ ପ୍ରଥମ ହରର୍‍ ଚଳଚ୍ଚିତ୍ର ‘ଭୂତ୍‍’ର ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ପୋଷ୍ଟରରେ ଭିକିଙ୍କର ଚିଲାଉଥିବା ମୁହଁ ଦେଖିବାକୁ ମିଳିଛି ଓ ତାଙ୍କ ମୁହଁ ଉପରେ ଏକ ଭୟଙ୍କର…
Read More...

ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଉଠାଣ ଉପରେ ଲାଗିବ ଟ୍ୟାକ୍ସ!

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମୋଦୀ ସରକାର ବର୍ଷକୁ ୧୦ ଲକ୍ଷ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରିଛନ୍ତି। ସରକାରଙ୍କ କହିବା କଥା ଅଧିକାଂଶ…
Read More...

ଏହି ଉପାୟ ଆପଣାଇ ଅଣ୍ଟାବିନ୍ଧାରୁ ଚୁଟକିରେ ପାଆନ୍ତୁ ମୁକ୍ତି

ଆଜିକାଲି ଅଣ୍ଟାବିନ୍ଧା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ସାଧାରଣତଃ ବୟସ୍କ ଲୋକମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ହେଲେ ଏବେ ଏହା ସମସ୍ତ ବୟସର ଲୋକଙ୍କଠାରେ ଦେଖାଦେଉଛି। ଏହାର ମୁଖ୍ୟ କାରଣ ହେଲା କମ୍…
Read More...

ପୂଜା-ପାଠ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦେଲେ ମିଳିଥାଏ ସମ୍ପୂର୍ଣ୍ଣ ଫଳ

କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କାର୍ଯ୍ୟରେ ସଫଳତା ପାଇବା ପାଇଁ ଲୋକେ ଘରେ ଅନେକ ପୂଜା-ପାଠ କରାଇ ଥାଆନ୍ତି। ହେଲେ ପୂଜା-ପାଠର ସଠିକ୍‍ ଉପାୟ ନଜାଣିଲେ ପୂଜା ବ୍ୟର୍ଥ ହୋଇଥାଏ ତଥା କୌଣସି ଫଳ ମିଳି…
Read More...

ମୁହଁରୁ ବୟସର ଛାପକୁ ଏଡ଼ାଇବାର ଘରୋଇ ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍ ବୟସରେ ମଧ୍ୟ ମୁହଁରେ ବୟସର ଛାପ ଦେଖା ଦେଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ଲୋକେ ଏହାକୁ ନେଇ ବହୁ ଚିନ୍ତିତ ମଧ୍ୟ ହୋଇ…
Read More...

୧୦୦ କୋଟି କ୍ଲବରେ ‘ଭାରତ’

ମୁମ୍ବଇ : ଇଦ୍‍ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ୪ ଦିନରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୪୨.୩୦ କୋଟି ଟଙ୍କାର ରେକର୍ଡ଼ ଆୟ…
Read More...

‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଲେ ଅଫତାବ

ମୁମ୍ବଇ : ପଞ୍ଜାବ ସ୍ଥିତ ଫରିଦକୋଟର ୧୨ ବର୍ଷୀୟ ଅଫତାବ ସିଂହ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଛନ୍ତି। ଶନିବାର ଶୋ’ର ଗ୍ରାଣ୍ଡ…
Read More...

ନିଜେ ସାଜନ୍ତୁ ନିଜର ବଇଦ : ମାତ୍ର ୬୦ ସେକେଣ୍ଡର ଚାପରେ ଦୂର ହେବ ଅନେକ ସମସ୍ୟା

ଏପରି କିଛି ଉପାୟ ଅଛି ଯାହାଦ୍ବାରା ଆମେ ନିଜେ ଆମର ଅନେକ ରୋଗ ଦୂର କରି ପାରିବା। ହେଲେ ଆମେ ଏ ବିଷୟରେ ଅବଗତ ନଥା’ନ୍ତି ତେଣୁ ରୋଗ ଦୂର କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହୋଇଥାଉ। ମାତ୍ର ୬୦…
Read More...

‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ ଅକ୍ଷୟଙ୍କ ସ୍ଥାନ ନେଲେ ଭିକି

ମୁମ୍ବଇ : ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଚଳଚ୍ଚିତ୍ରରୁ ଅପାର ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ଭିକି କୌଶଲ ଖୁବଶୀଘ୍ର ସାଜିଦ ନାଡ଼ିଆଦୱାଲାଙ୍କ ପ୍ରଯୋଜିତ ଆଗାମୀ ଚଳଚ୍ଚିତ୍ର ‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ…
Read More...

ଅମିତାଭଙ୍କ ଏହି ଲୋକପ୍ରିୟ ଚଳଚ୍ଚିତ୍ରର ରିମେକରେ ନଜର ଆସିବେ ହ୍ରିତିକ୍‍!

ମୁମ୍ବଇ : ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ସତ୍ତେ ପେ ସତ୍ତା’ର ରିମେକ୍‍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫରାହ ଖାନ ଓ ରୋହିତ ଶେଟ୍ଟୀଙ୍କ ମିଳିତ ସହଯୋଗରେ…
Read More...

ଗର୍ଭବତୀ ମହିଳାଙ୍କୁ ଏସବୁ ସ୍ଥାନକୁ ଯିବାକୁ ଶାସ୍ତ୍ରରେ ହୋଇଛି ମନା

ସାଧାରଣତଃ ଗର୍ଭାବସ୍ଥା ସମୟରେ ମହିଳାମାନେ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ ହୋଇଥାଏ। କାରଣ ଏହି ସମୟରେ ଗୋଟିଏ ଛୋଟ ଭୁଲ ମଧ୍ୟ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ କିଛି ବିଶେଷ ଦିଗ…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ଭାରତ’ : ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଆୟ

ନୂଆଦିଲ୍ଲୀ : ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ୫ ଜୁନ୍‍ ଇଦ୍‍ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୪୨.୩୦ କୋଟି ଟଙ୍କାର ରେକର୍ଡ଼ ଆୟ କରିଥିବା…
Read More...

ଯନ୍ତ୍ରୀଙ୍କୁ ଉଠବସ ଘଟଣା : ଦୁଃଖ ପ୍ରକାଶ କଲେ ପାଟଣାଗଡ଼ ବିଧାୟକ

ବଲାଙ୍ଗୀର : କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଯିବା ଘଟଣାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଦୁଃଖ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି। ପରିସ୍ଥିତକୁ ଦେଖି ଏପରି କରିବାକୁ ବାଧ୍ୟ ହୋଇଥିଲେ ବୋଲି…
Read More...

ବିଦ୍ୟୁତ୍ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

ସୋର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ନଦିଗାଁ ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଖଗେଶ୍ବର ପତି। ସେ ତାଙ୍କ ବାଡ଼ିରେ ଥିବା ଗଛରେ ପାଣି ଦେଉଥିବା ସମୟରେ…
Read More...

ଦିନ ଦ୍ବିପ୍ରହରେ ଥାନା ସମ୍ନାରୁ ଟଙ୍କା ଲୁଟ୍

ଯାଜପୁର : ଯାଜପୁର ଥାନା ସାମ୍ନାରୁ ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଙ୍କଠାରୁ ଦୁର୍ବୃତ୍ତ ୩.୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ରାସୋଇ ପଞ୍ଚାୟତ ବୃନ୍ଦାବନପୁରର ରବି…
Read More...

ଯାଜପୁରରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଶୋଭାଯାତ୍ରା

ଯାଜପୁର : ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ଓ ସ୍ୱତନ୍ତ୍ର ବୋର୍ଡ ଗଠନ ସହିତ ଅଣ ପଞ୍ଜିକୃତ ଡ୍ରାଇଭର ମାନଙ୍କୁ ପଞ୍ଜିକୃତ କରି ସେମାନଙ୍କୁ ପରିଚୟ ପ୍ରଦାନ ଆଦି ୫ଦଫା ଦାବି ନେଇ ଓଡ଼ିଶା ମୋଟର ଚାଳକ…
Read More...

ରେଳ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରେନ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଟ୍ରେନରେ କଟି ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗେଟ ମେନ୍ ଭାବେ କାର୍ଯ୍ୟରତ ଥିବା ଟି. ମନୋଜ ରାଓ। ବନ୍ଧମୁଣ୍ଡା…
Read More...

ଗୁପ୍ତଧନ ସନ୍ଧାନ ପାଇଁ ଜଙ୍ଗଲରେ ପୂଜାପାଠ : ୫ଜଣଙ୍କୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ନିକଟସ୍ଥ ଲିମଟିକ୍ରା ଜଙ୍ଗଲରେ ଗୁପ୍ତଧନ ସନ୍ଧାନ ପାଇଁ କିଛି ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିଛନ୍ତି। ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର…
Read More...

ଚୋରି କରି ଅଧ୍ୟାପକ ଖାଇଲେ ନିର୍ଦ୍ଧୁମ ମାଡ଼

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସୋହେଲା ଗାଁ’ରେ ଜଣେ ଅଧ୍ୟାପକ ଚୋରି କରି ସ୍ଥାନୀୟ ଲୋକଙ୍କଠାରୁ ମାଡ଼ ଖାଇଛନ୍ତି। ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସୋହେଲା ଗାଁ ଛକରେ ଥିବା…
Read More...

ରାଜ୍ୟରେ କାଳବୈଶାଖୀ ଆଶଙ୍କା : ୨ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ବୁଧବାର ରାଜ୍ୟର କେତେକ ସ୍ଥାନରେ ବର୍ଷା, ପବନ ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଓ…
Read More...

ମହୌଷଧୀ ସଦାବିହାରୀ

ସାଧାରଣତଃ ଆପଣମାନେ ବାଡ଼ି ବଗିଚାରେ ସଦାବିହାରୀ ଗଛ ଦେଖିଥିବେ। ଏହାର ଫୁଲକୁ ତୋଳି ଆମେ ପୂଜାରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଏହି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତି ? ଏହି ଗଛ ଆୟୁର୍ବେଦିକ ଔଷଧର ଏକ ବଡ଼…
Read More...

୨୦ ବର୍ଷ ପରେ ସୈଫ-ତବୁ ଯୋଡ଼ି : ସାମ୍ନାକୁ ଆସିଲା ‘ଜବାନୀ ଜାନେମନ’ର ମୁକ୍ତିଲାଭ ତାରିଖ

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନ ଓ ତବୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଜବାନୀ ଜାନେମନ’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ଚଳିତ ବର୍ଷ ୨୯ ନଭେମ୍ବରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ଟ୍ରେଡ଼…
Read More...

ବଲିଉଡ଼ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ

ମୁମ୍ବଇ : ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ବରିଷ୍ଠ ଅଭିନେତା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ…
Read More...

ବାସ୍ତୁଦୋଷ ଦୂର କରି ଅନେକ ସମସ୍ୟାର ସମାଧାନ କରେ ମହୁ

ମହୁର ଉପକାରୀତା ବିଷୟରେ ପ୍ରାୟତଃ ସମସ୍ତେ ଅବଗତ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବା ସହ ପୂଜା-ପାଠରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି ଯେ, ବାସ୍ତୁଶାସ୍ତ୍ରରେ ମଧ୍ୟ ମହୁର…
Read More...

ଇଦ୍‍ ଅବସରରେ ପରଦାକୁ ଆସିଲା ‘ଭାରତ’ : ଭାଙ୍ଗିପାରେ ଅନେକ ରେକର୍ଡ଼

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ ବୁଧବାର ଇଦ୍‍ ଅବସରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀ ଖୁବ୍‍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ସାମାଜିକ ଗଣମାଧ୍ୟମରେ…
Read More...