www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଥମ ଥର ପାଇଁ ହରର୍‍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବଇ : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ହରର୍‍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ। ଲେଖକ ତଥା ନିର୍ଦ୍ଦେଶକ ମନୋଜ ଶର୍ମା ତାଙ୍କ ଆଗାମୀ ହରର୍‍-କମେଡ଼ି ଚଳଚ୍ଚିତ୍ର ‘ଖଲୀବଲୀ’ ପାଇଁ ଧର୍ମେନ୍ଦ୍ରଙ୍କୁ ଚୁକ୍ତିବଦ୍ଧ କରିଛନ୍ତି। ସୂଚନା ଅନୁସାରେ, ଚଳଚ୍ଚିତ୍ରର ଶୁଟିଂ ମୁମ୍ବଇରେ ଆରମ୍ଭ ହୋଇଯାଇଛି। ଏଥିରେ ସେ ଜଣେ ମନୋଚିକିତ୍ସକ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ରଜନୀଶ ଦୁଗଲ, ବିଜୟ ରାଜ, ଏକତା ଜୈନ, କାୟନାତ ଅରୋଡ଼ା, ୟୋଗେଶ ଲଖାନୀ ଏବଂ ଅସରାନୀ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories