www.samajalive.in
Monday, December 8, 2025
17.1 C
Bhubaneswar

‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ ଅକ୍ଷୟଙ୍କ ସ୍ଥାନ ନେଲେ ଭିକି

ମୁମ୍ବଇ : ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଚଳଚ୍ଚିତ୍ରରୁ ଅପାର ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ଭିକି କୌଶଲ ଖୁବଶୀଘ୍ର ସାଜିଦ ନାଡ଼ିଆଦୱାଲାଙ୍କ ପ୍ରଯୋଜିତ ଆଗାମୀ ଚଳଚ୍ଚିତ୍ର ‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଥମେ ଅକ୍ଷୟ କୁମାରଙ୍କୁ ଚୟନ କରାଯାଇଥିଲା। ମାତ୍ର ସେ ଏଥିପାଇଁ ସମୟ କାଢି ନ ପାରିବାରୁ ଏବେ ଏହି ଚଳଚ୍ଚିତ୍ରର ଅଫର୍‍ ଭିକିଙ୍କୁ ମିଳିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଫରହାଦ ସାମଜୀ ବହନ କରିଛନ୍ତି। ଏହା ତାମିଲ ଚଳଚ୍ଚିତ୍ର ‘ବୀରମ୍‍’ର ରିମେକ୍‍।
.

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories