ବଲାଙ୍ଗୀର : ବଲାଙ୍ଗୀରରେ ଶୁକ୍ରବାର ସକାଳୁ ଏକ ହୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନା ଅଞ୍ଚଳରୁ ଏକ କଟାମୁଣ୍ଡ ନେଇ କିଛି କୁକୁର ରାଧାରାଣୀ ପଡା ଅଞ୍ଚଳରେ ଖାଉଥିବା ଦେଖିବାକୁ ମିଳିଛି। ମୁଣ୍ଡଟି ଏକ ଶିଶୁର ବୋଲି ଅନୁମାନ କରାଯାଉଛି। ତେବେ ମୁଣ୍ଡ କେଉଁଠି ପଡିଥିଲା ଓ କିପରି କୁକୁର ତାକୁ ଆଣିଲେ ତାହା ଏଯାବତ୍ ଜଣାପଡିନାହିଁ।
Popular Categories



