www.samajalive.in
Monday, December 8, 2025
27.1 C
Bhubaneswar

ନିଜେ ସାଜନ୍ତୁ ନିଜର ବଇଦ : ମାତ୍ର ୬୦ ସେକେଣ୍ଡର ଚାପରେ ଦୂର ହେବ ଅନେକ ସମସ୍ୟା

ଏପରି କିଛି ଉପାୟ ଅଛି ଯାହାଦ୍ବାରା ଆମେ ନିଜେ ଆମର ଅନେକ ରୋଗ ଦୂର କରି ପାରିବା। ହେଲେ ଆମେ ଏ ବିଷୟରେ ଅବଗତ ନଥା’ନ୍ତି ତେଣୁ ରୋଗ ଦୂର କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହୋଇଥାଉ। ମାତ୍ର ୬୦ ସେକେଣ୍ଡରେ ହିଁ ଆପଣଙ୍କ ଅନେକ ସମସ୍ୟା ଦୂର ହୋଇପାରିବ। ଶରୀରର ଏମିତି କିଛି ସ୍ଥାନ ରହିଛି ଯେଉଁଠି ସାମାନ୍ୟ ଚାପ ଦେଲେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୁଏ। ତେବେ ଚାଲନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ ଚାପ ଦେଲେ କେଉଁ ସମସ୍ୟା ଦୂର ହୁଏ –

-ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି ତେବେ ନାକର ଠିକ ଉପରକୁ ଦୁଇ ଆଖିର କେନ୍ଦ୍ର ସ୍ଥଳରେ ସାମାନ୍ୟ ଚାପ ଦିଅନ୍ତୁ। ସେହି ସ୍ଥାନରେ ଆଙ୍ଗୁଠିର ଟିପକୁ ୬୦ ସେକେଣ୍ଡ ପର୍ୟ୍ୟନ୍ତ ଲଗାଇ ରଖନ୍ତୁ ଦେଖିବେ ଯନ୍ତ୍ରଣା ଧିରେ ଧିରେ କମିବାକୁ ଲାଗିବ ଏବଂ କିଛି ସମୟ ପରେ ସମ୍ପୂର୍ଣ୍ଣ ଭଲ ହୋଇଯିବ।

- Advertisement -

-ସେହିଭଳି ମୁଣ୍ଡ ବୁଲାଉଥିଲେ ହାତର ଚାରି ଆଙ୍ଗୁଠି ମୁଣ୍ଡରେ ଓ ବୁଢା ଆଙ୍ଗୁଠି କାନ ତଳ ପାଖାପାଖି ରଖି ସାମାନ୍ୟ ଚାପ ଦେଇ ଦେଖନ୍ତୁ ୬୦ ସେକେଣ୍ଡ ପରେ ଆପଣଙ୍କୁ ଏଥିରୁ ଉପଶମ ମିଳିବ। ତେବେ ଚାପ ଯେପରି ଅଧିକ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନଚେତ ସମସ୍ୟା ବୃଦ୍ଧି ପାଇପାରେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories