କଟକ : ବରିଷ୍ଠ ଆଇନଜୀନୀ ଅଶୋକ ପରିଜା ବୁଧବାର ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପଦବୀରେ ଥିବା ସୂର୍ଯ୍ୟ ମିଶ୍ରଙ୍କ ଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଅଶୋକ ପରିଜା ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ କହିଛନ୍ତି, ‘‘ପ୍ରଥମେ ମୁଁ ଜଣେ ଓକିଲ ପରେ ଆଡ଼ଭୋକେଟ ଜେନେରାଲ। ସମସ୍ତ ଆଇନଜୀବୀଙ୍କ ସହଯୋଗ ଓ ପରାମର୍ଶ ନେଇ କାମ କରିବି’’।
Popular Categories



