www.samajalive.in
Sunday, December 7, 2025
14.1 C
Bhubaneswar

ନିୟମିତ କରନ୍ତୁ ସୂର୍ଯ୍ୟଦେବଙ୍କ ପୂଜା, ମିଳିଥାଏ ବହୁ ଶୁଭଫଳ

ହିନ୍ଦୁ ଧର୍ମରେ ପଞ୍ଚଦେବ ଶ୍ରୀ ଗଣେଶ, ପ୍ରଭୁ ଶଙ୍କର, ଭଗବାନ ବିଷ୍ଣୁ, ଦେବୀ ଦୁର୍ଗା ଓ ସୂର୍ଯ୍ୟଦେବଙ୍କ ବିଷୟରେ ବହୁ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ପଞ୍ଚଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।ସୂର୍ଯ୍ୟଦେବ ଏକ ମାତ୍ର ସାକ୍ଷାତ ଦର୍ଶନ ଦେଉଥିବା ଦେବତା ଅଟନ୍ତି। ଶାସ୍ତ୍ର ଅନୁଯାୟୀ, ପ୍ରତିଦିନ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ଘରପରିବାର ଉନ୍ନତି, ସମାଜରେ ମାନସମ୍ମାନ ବୃଦ୍ଧି ଆଦି ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ….
ପ୍ରିତିଦିନ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ଭାସ୍କରାୟ ନମଃ ମନ୍ତ୍ରର ଜପ କରନ୍ତୁ।
ନିୟମିତ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତୁ।
ଘରରୁ ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
ରବିବାର ଦିନ ଜଳ ଅର୍ପଣ ସମୟରେ ଗୁଡ଼ ଅର୍ପଣ କରନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ଗୃହରେ ତମ୍ବାରେ ନିର୍ମିତ ସୂର୍ଯ୍ୟଙ୍କ ପ୍ରତିମା ଲଗାଇବା ଦ୍ୱାରା ପିଲାମାନେ ଶିକ୍ଷା କ୍ଷେତ୍ରରେ ଖୁବ ଉନ୍ନତି ପାଇଥାଆନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories