www.samajalive.in
Saturday, December 6, 2025
19.1 C
Bhubaneswar

ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ : ବଦଳିଯିବ ଆପଣଙ୍କ ଭାଗ୍ୟ

ସାଧାରଣତଃ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆମେ ଦୈନିକ ଗାଧୋଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ସ୍ନାନ ସହ ଆମ ଭାଗ୍ୟ ମଧ୍ୟ ଜଡ଼ିତ ଥାଏ। ସ୍ନାନ ଘରେ ଧନର ଅଭାବ କିମ୍ବା ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ। ତେବେ ଶାସ୍ତ୍ର ଅନୁଯାୟୀ, ଗାଧୋଇବା ପୂର୍ବରୁ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ। ଏହି ଉପାୟ ଆପଣଙ୍କ ଜୀବନରେ କେବଳ ଉନ୍ନତି ଆଣି ନଥାଏ ବରଂ ଜୀବନରେ ଆସୁଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ। କିଛି ଜିନିଷ ଅଛି ଯାହାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କଲେ ଧନ ବୃଦ୍ଧି ସହ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ସେହି ସବୁ ଜିନିଷ–

ଶାସ୍ତ୍ର ଅନୁଯାୟୀ ଗାଧୋଇବା ପାଣିରେ ରାଶି ମିଶାଇ ସ୍ନାନ କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ହେଇଥାଏ। ଏହି ଉପାୟରେ ସ୍ନାନ କରିବା ଦ୍ୱାରା ଧନର ଅଭାବ ରହିନଥାଏ।

- Advertisement -

ଏହାବ୍ୟତୀତ ଗାଧୋଇବା ପାଣିରେ କିଛି ଅଳେଇଚ ଏବଂ କେଶର ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଆସିଥିବା ସଙ୍କଟ ତୁରନ୍ତ ଦୂର ହୋଇଯିବ।

ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ଗାଧୋଇବା ପାଣିରେ କ୍ଷୀର ମିଶାନ୍ତି ତେବେ ଏହାଦ୍ୱାରା ମଣିଷକୁ ଦୀର୍ଘ ଆୟୁଷ ପ୍ରାପ୍ତି ହୋଇଥାଏ। ଏହାସହିତ ଶାରୀରିକ ଶକ୍ତି ମଧ୍ୟ ମିଳିଥାଏ।

ପାଣିରେ ଘିଅ ମିଶାଇ ଗାଧୋଇବା ମଧ୍ୟ ଲାଭଦାୟକ ହୋଇଥାଏ। ଶାସ୍ତ୍ର ଅନୁସାରେ, ଘିଅ ମିଶା ପାଣିରେ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ। ଏହାସହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories