ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ବୀରୁଙ୍କ ମୃତ୍ୟୁର ଖବର ଶୁଣିବା ପରେ ବଲିଉଡ଼କୁ ଏକ ଶକ୍ତ ଧକ୍କା ଲାଗିଛି। ବୀରୁ ବଲିଉଡ଼ର ଜଣେ ଜଣାଶୁଣା ଷ୍ଟଣ୍ଟ୍ ନିର୍ଦ୍ଦେଶକ ଥିଲେ। ଏହାସହିତ ସେ ଅଭିନେତା, ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ ଓ ଆକ୍ସନ ପ୍ରଶିକ୍ଷକ ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା ପରେ ଅନେକ ବଲିଉଡ଼ କଳାକାର ସାମାଜିକ ଗଣମାଧ୍ୟମ ଜରିଆରେ ସମବେଦନା ଜଣାଇଛନ୍ତି।
ପରଲୋକରେ ଅଜୟଙ୍କ ପିତା ବୀରୁ ଦେବଗନ ; ଷ୍ଟଣ୍ଟ୍ ନିର୍ଦ୍ଦେଶକ ଭାବେ ଥିଲେ ବଲିଉଡ଼ରେ ଜଣାଶୁଣା
Popular Categories



