www.samajalive.in
Monday, December 8, 2025
24.1 C
Bhubaneswar

‘ବିଗ୍ ବସ୍-୧୩’ରେ ଅଙ୍କିତା ଓ ଦେବୋଲୀନା!

ମୁମ୍ବଇ : ୨୯ ସେପ୍ଟେମ୍ବରରୁ କଲର୍ସ ଟିଭିରେ ଆରମ୍ଭ ହେବାକୁ ଥିବା ‘ବିଗ୍ ବସ୍-୧୩’ରେ ଅଙ୍କିତା ଲୋଖଣ୍ଡେ ଓ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ଖବର ଅନୁସାରେ, ଏହି ଶୋ ପାଇଁ ଅଙ୍କିତା ଓ ଦେବୋଲୀନାଙ୍କ ସହ ଆଲୋଚନା କରାଯାଇଛି।

image courtesy-Aaj Tak

ମାତ୍ର ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଗତବର୍ଷ ଦୀପିକା କକ୍କଡ଼ ଏହି ଶୋ’ର ବିଜେତା ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରେ ଏହି ଶୋ’ ଆରମ୍ଭ ହେବାକୁ ଥିବା ବେଳେ ଏହାର ଗ୍ରାଣ୍ଡ ଫିନାଲେ ଆସନ୍ତା ବର୍ଷ ଜାନୁଆରୀ ମାସରେ ହେବ। ଟିଆରପି ବୃଦ୍ଧି ପାଇଁ ଏଥର ‘ବିଗ୍ ବସ୍-୧୩’ରେ ଅନେକ ପରିବର୍ତ୍ତନ ମଧ୍ୟ କରାଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories