ପିପିଲି : ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନ ୧୨ଟା ସୁଦ୍ଧା ବିଜେଡ଼ିର ପ୍ରଦୀପ ମହାରଥୀ ଆଗୁଆ ଅଛନ୍ତି। ଏଠାରେ ମହାରଥୀ ୪୧୭୯ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୩୪୧୦ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସର ଅଜିତ ମଙ୍ଗରାଜ ୪୮୧ ଭୋଟ୍ ପାଇଛନ୍ତି।
Popular Categories



