www.samajalive.in
Saturday, December 6, 2025
17.1 C
Bhubaneswar

ଅଭିନୟ ସହ ପ୍ରଯୋଜନାରେ ପାଦ ଦେଲେ ଆଲିୟା : ଖୋଲିଲେ ପ୍ରଡକ୍ସନ ହାଉସ୍‍

ମୁମ୍ବଇ : ଖୁବ୍‍ କମ୍‍ ବୟସରେ ନିଜର ଉତ୍କୃଷ୍ଟ ଅଭିନୟ ବଳରେ ବଲିଉଡ଼ରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ନିଜେ ନିର୍ମାଣ କରିବେ ଚଳଚ୍ଚିତ୍ର। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ଏକ ପ୍ରଡକ୍ସନ ହାଉସ୍‍ ଖୋଲିଥିବା କହିଛନ୍ତି, ଯାହାର କି ସେ ଏକ ବିଶେଷ ନାମ ଦେଇଛନ୍ତି- ଇଟରନାଲ୍‍ ସନଶାଇନ୍‍ ପ୍ରଡକ୍ସନ୍‍ସ।
ଆଲିୟା କହିଛନ୍ତି, “ମୁଁ ନିଜର ପ୍ରଡକ୍ସନ ହାଉସ୍‍ ଆରମ୍ଭ କରିଛି। ଏବେ ଏକ ବଡ଼ ପ୍ରଡକ୍ସନର ଯୋଜନା କରିଛି। ଏହା ଉପରେ ଏକ ପୁରା ଟିମ୍‍ କାମ କରୁଛନ୍ତି। କିନ୍ତୁ କିଭଳି ଚଳଚ୍ଚିତ୍ର କରିବାର ଅଛି, ତାହା ସମୟ ଆସିଲେ ଜାଣିବେ”। ସେ ପୁନର୍ବାର କହିଛନ୍ତି, “ମୁଁ ସବୁବେଳେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହିଁବି, ଯାହାକୁ ମୁଁ ନିଜେ ଦେଖିବାକୁ ପସନ୍ଦ କରୁଥିବି”।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories