www.samajalive.in
Saturday, December 6, 2025
26.1 C
Bhubaneswar

ଏଭଳି ନାରୀଙ୍କୁ ବିବାହ କଲେ ବଦଳିଯିବ ଆପଣଙ୍କ ଭାଗ୍ୟ

କଥାରେ ଅଛି ଜଣେ ନାରୀ ଘର ସଜାଡ଼ି ଥାଏ ଓ ପୁଣି ସେହି ନାରୀ ଘର ଉଜାଡ଼ି ମଧ୍ୟ ଥାଏ। ପରିବାରର ସୁଖ ଶାନ୍ତି ଜଣେ ନାରୀ ଉପରେ ହିଁ ନିର୍ଭର କରିଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ନାରୀମାନଙ୍କ ମଧ୍ୟରେ ଅନେକ ପ୍ରକାରର ଗୁଣ ରହିଥାଏ। ଯାହା ଦ୍ବାରା ସେ ନିଜେ ଭାଗ୍ୟଶାଳୀ ହେବା ସହିତ ଯେଉଁଠି ବିବାହ କରନ୍ତି ସେଠାରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, କେମିତି ଚିହ୍ନିବେ କେଉଁ ନାରୀ ଭଗ୍ୟଶାଳୀ ଯାହାକୁ ବିବାହ କଲେ ଆପଣଙ୍କ ଜୀବନ ସୁଖମୟ ହେବ –

-ସମୁଦ୍ର ଶାସ୍ତ୍ର ଅନୁସାରେ ସିଧା ନାକ ଥିବା ନାରୀମାନଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଇଛି। ଏଥିସହିତ ଯେଉଁ ନାରୀଙ୍କ ଓଠ ଲାଲ ରଙ୍ଗର ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥା’ନ୍ତି।
-ଗଳା ଛୋଟ ଏବଂ ଜିଭ ବଡ଼ ଥିବା ନାରୀ ଭାଗ୍ୟଶାଳୀ ହୋଇଥାଆନ୍ତି। ଏହି ନାରୀ ନିଜ ସ୍ବାମୀଙ୍କର ବହୁତ ଯତ୍ନ ନେଇଥାଆନ୍ତି।
-ନାରୀଙ୍କ ପାଦତଳ ଚିକ୍କଣ ଏବଂ ସମତଳ ହୋଇଥିଲେ ଏହା ଶୁଭ ବୋଲି ଧରାଯାଏ। କିନ୍ତୁ ଗୋଇଠି ଫାଟିଥିଲେ ଏହାକୁ ଅଶୁଭ ବୋଲି ଧରାଯାଇଥାଏ।
-ଚଉଡ଼ା କିମ୍ବା ଫୁଲିଲା ଭଳି କାନ ଥିବା ନାରୀ ବହୁତ ଭାଗ୍ୟଶାଳୀ ହୋଇଥା’ନ୍ତି।
-ଗଭୀର ନାଭି ଥିବା ନାରୀଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଏ। ଏହା ସହିତ ଲମ୍ବା ହାତ ଥିବା ନାରୀଙ୍କୁ ମଧ୍ୟ ଭାଗ୍ୟଶାଳୀ ବୋଲି ଧରାଯାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories