ମୁସଲମାନଙ୍କୁ ଭୋଟ ମାଗି ଫସିଲେ ମାୟାବତୀ, ରିପୋର୍ଟ ମାଗିଲା ନିର୍ବାଚନ ଆୟୋଗ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଦେଓବନ୍ଦଠାରେ ରବିବାର ଅନୁଷ୍ଠିତ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ର‍୍ୟାଲି ବିବାଦ ଘେରକୁ…
Read More...

ଦିଲ୍ଳୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‍ ରେଳ ଖାଦ୍ୟ ଖାଇ ୨୦ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ରେଳ ଖାଦ୍ୟ ଖାଇ ରବିବାର ୨୦ ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ ରେଳରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ୨୦ ଜଣ ଯାତ୍ରୀ ବାନ୍ତି ହେବା, ମୁଣ୍ଡ…
Read More...

୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ : ସଦଭାବନା ନିଦର୍ଶନ ସ୍ୱରୁପ ପାକିସ୍ତାନ ରବିବାର ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଦୁଇ ଦେଶର ସମ୍ପର୍କ ତିକ୍ତ ଥିବାବେଳେ ପାକିସ୍ତାନର ଏହି ପଦକ୍ଷେପ…
Read More...

ବିଜେପି ନିର୍ବାଚନୀ ଗୀତ ଉପରେ କଟକଣା, କଂଗ୍ରେସ ଗୀତର ଶବ୍ଦ ବଦଳାଇବାକୁ ନିର୍ଦେଶ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ଗୀତ, ନାଚଠାରୁ ଆରମ୍ଭ କରି ବହୁ ମାଧ୍ୟମ ଆପଣାଉଛନ୍ତି। ଏହି କ୍ରମରେ ବିଜେପି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ନିର୍ବାଚନୀ ଗୀତ ମାଧ୍ୟମରେ ପ୍ରଚାର…
Read More...

ଅପ୍ରେଲ ୧୬ରୁ ୨୦ ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଭାରତ: ପାକିସ୍ତାନ ବିଦେଶ ମନ୍ତ୍ରୀ

ଇସଲାମାବାଦ : ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ କୁପ୍ରଚାର କରିବା ଆରମ୍ଭ କରିଛି। ଏହି କ୍ରମରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ ଏକ ମନଗଢା କାହାଣୀ ଶୁଣାଇଛନ୍ତି। କ୍ୟୁରେଶୀ…
Read More...

କମଳନାଥଙ୍କ ଭଣଜା ଏବଂ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ

ଭୋପାଳ/ଇନ୍ଦୋର : ଆୟକର ବିଭାଗ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅତିଘନିଷ୍ଠ ଓ ସମ୍ପର୍କୀୟଙ୍କ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଗୋଆସ୍ଥିତ ୫୦ ଠିକଣା ଉପରେ ଚଢାଉ କରିଛି। ଏଥି ମଧ୍ୟରେ କମଳନାଥଙ୍କ ବ୍ୟକ୍ତିଗତ…
Read More...

ଚୀନ ନୌସେନାର ବାର୍ଷିକ ସମାରୋହରେ ଭାଗନେବେ ଭାରତର ଦୁଇ ଜାହାଜ

ବେଜିଂ : ଚୀନ ନୌସେନାର ୭୦ତମ ବାର୍ଷିକ ସମାରୋହରେ ଭାରତୀୟ ନୌସେନାର ଦୁଇଟି ଜାହାଜ ଭାଗ ନେବେ। ଚଳିତ ମାସ ଶେଷ ଆଡକୁ ଚୀନ ନୌସେନାର ୭୦ ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ ଓ ଏଥିରେ ଭାରତୀୟ ନୌସେନାର ଆଇଏନ୍‍ଏସ୍‍…
Read More...

ମୁସଲମାନଙ୍କୁ କଂଗ୍ରେସ ବଦଳରେ ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଭୋଟ ଦେବା ପାଇଁ ମାୟାବତୀଙ୍କ ନିବେଦନ

ସାହାରନପୁର : ଉତ୍ତରପ୍ରଦେଶର ଦେଓବନ୍ଦଠାରେ ରବିବାର ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

କନିଷ୍କ କାଟାରିଆ ଆଇଏଏସ୍‍ ଟପ୍ପର

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‍ସି) ପରିଚାଳିତ ସିଭିଲ ସର୍ଭିସ (ଭାରତୀୟ ପ୍ରଶାସନିକ ସେବା) ୨୦୧୮ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୭୫୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ…
Read More...

ବିଜେପିକୁ ଭୋଟ ନଦେବା ପାଇଁ ନାସିରୁଦ୍ଦିନଙ୍କ ସମେତ ୬୦୦ ବିଶିଷ୍ଟ ବ୍ୟକ୍ତିଙ୍କ ନିବେଦନ

ନୂଆଦିଲ୍ଲୀ : ବଲିଉଡ଼ ତାରକା ନାସିରୁଦ୍ଦିନ ଶାହାଙ୍କ ସମେତ ୬୦୦ରୁ ଊର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି ବିଜେପିକୁ ଭୋଟ ନଦେବା ପାଇଁ ନିବେଦନ କରିଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତିମାନେ ଗୋଟିଏ ପତ୍ର ଲେଖି ଭୋଟରଙ୍କୁ କହିଛନ୍ତି…
Read More...

ଉତ୍ତରପ୍ରଦେଶ- ଦିଲ୍ଲୀ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ରେଳ ଚଳାଚଳ ଏପ୍ରିଲ ୧୫ ଯାଏଁ ବାତିଲ

ନୂଆଦିଲ୍ଲୀ : ଉତ୍ତର ରେଳବାଇର ରେଳ ଧାରଣା ମରାମତି ଏବଂ ସଂରଚନା ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୬୦ରୁ ଅଧିକ ଯାତ୍ରୀବାହୀ ରେଳ ଚଳଚାଳ ବାତିଲ କରିଦିଆଯାଇଛି। ଏହି କ୍ରମରେ ଦିଲ୍ଲୀ-ଉତ୍ତରପ୍ରଦେଶ-ହରିୟାଣା ମଧ୍ୟରେ ଚଳାଚଳ…
Read More...

ଏମଆଇ ଫ୍ୟାନ ଫେଷ୍ଟିଭାଲ ୨୦୧୯ : ପୋକୋ ଏଫ-୧, ଏମଆଇ ଟିଭିକୁ ରିଆତି ସହ କ୍ରୟ କରିବାର ସୂବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ଏମଆଇ ଫ୍ୟାନ ଫେଷ୍ଟିଭାଲର ଆୟୋଜିତ କରିଛି। ଏହାର ଆରମ୍ଭ ଏପ୍ରିଲ ୪ତାରିଖ ରାତିରୁ ଆରମ୍ଭ ହୋଇ ସାରିଛି। ଯାହା ଏପ୍ରିଲ ୬ରେ ଶେଷ ହେବ।…
Read More...

ତାଜମହଲରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ, ଭିଡିଓ ଭାଇରାଲ

ଆଗ୍ରା : ତାଜମହଲରେ ଶାହାଜାହାନଙ୍କ ୩୬୪ ଉର୍ସ ଅବସରରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା ଭଳି ଏକ ଘଟଣା ପଦାକୁ ଆସିଛି। ଉର୍ସ ଅବସରରେ ଇବାଦତ କରାଯାଉଥିବା ସମୟରେ ଜଣେ ଯୁବକ ରାଜକୀୟ ଦ୍ୱାର (ରୟାଲ ଗେଟ)…
Read More...

କଂଗ୍ରେସରେ ମିଶିବେ ଅଭିନେତା ରାଜପାଲ ଯାଦବ, ଦିଲ୍ଲୀରୁ ହେବେ ପ୍ରାର୍ଥୀ!

ନୂଆଦିଲ୍ଲୀ : ଖୁବଶୀଘ୍ର ଅଭିନେତା ରାଜପାଲ ଯାଦବ କଂଗ୍ରେସରେ ଯୋଗଦେବେ ଓ ଦିଲ୍ଲୀର କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଅଭିନେତା ରାଜପାଲ ଯାଦବ ଗୁରୁବାର ଦିଲ୍ଲୀ କଂଗ୍ରେସ ସଭାପତି…
Read More...

ମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ମାମଲା ରୁଜୁ

ପାଟନା : ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣିଥରେ ଏକ ବିବାଦରେ ଫଶିଛନ୍ତି। ବେଗୁସରାଇ ଲୋକସଭା ଆସନର ବିଜେପି…
Read More...

ନିର୍ବାଚନ ଲଢିବାକୁ ମନା କଲେ ଅସନ୍ତୁଷ୍ଟ ସୁମିତ୍ରା ମହାଜନ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ଆସନରୁ ବିଜେପିର ଟିକେଟ୍‍ ଦେବାରେ ବିଳମ୍ବ ଉପରେ ଲୋକସଭା ବାଚସ୍ପତି ତଥା ବିଜେପି ନେତ୍ରୀ ସୁମିତ୍ରା ମହାଜନ ପ୍ରଶ୍ନ କରିଛନ୍ତି। ଏନେଇ ସେ ଏକ ଚିଠି ଲେଖି ନିଜ ଅସନ୍ତୋଷ ବ୍ୟକ୍ତ…
Read More...

୪୦ ଦିନରେ ଯବାନ ତିଆରି କଲେ ୨୬୦ ଫୁଟ୍‌ ଝୁଲା ସେତୁ

ଲେହ : ଭାରତୀୟ ସେନା ଯବାନମାନେ ସିନ୍ଧୁ ନଦୀ ଉପରେ ମାତ୍ର ୪୦ ଦିନରେ ୨୬୦ ଫୁଟ ଦୀର୍ଘ ଏକ ଝୁଲା ସେତୁ ନିର୍ମାଣ କରିଛନ୍ତି। ‘ମୈତ୍ରି ସେତୁ’ ନାମକ ଏହି ସେତୂ କେବୁଲ ସାହାଯ୍ୟରେ ନିର୍ମିତ ହୋଇଛି। ଏତେ କମ୍‌ ସମୟ…
Read More...

ଆହତ ସାମ୍ବାଦିକଙ୍କୁ ସାହାଯ୍ୟ କଲେ ରାହୁଲ, ପ୍ରିୟଙ୍କା

କେଲପେଟ୍ଟା (କେରଳ) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ୱାଇନାଡରୁ ପ୍ରାର୍ଥିପତ୍ର ଦାଖଲ ପରେ ସଡକ ଶୋଭାଯାତ୍ରା କରିଥିଲେ। ରାହୁଲଙ୍କ ସହିତ ଭଉଣୀ ପ୍ରିୟଙ୍କା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।…
Read More...

ମହିଳା ହକି ସିରିଜ୍: ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ

କୁଆଲାଲୁମ୍ପୁର : ସହଜ ବିଜୟ ସହ ଭାରତୀୟ ସିନିୟର ମହିଳା ହକି ଦଳ ମାଲେସିଆ ଗସ୍ତ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଘରୋଇ ମାଲେସିଆକୁ ଗୁରୁବାର ୩-୦ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଏହି ବିଜୟ ଫଳରେ ୫ ମ୍ୟାଚ୍‌ର ହକି…
Read More...

ଅଜୟଙ୍କ ଭୟ

ମୁମ୍ବଇ : ଅପ୍ରେଲ୍‌ ୨ରେ ଅଜୟ ଦେବଗନ୍‌ଙ୍କ ୫୦ତମ ଜନ୍ମଦିନକୁ ତାଙ୍କ ପରିବାରଲୋକ ଖାସ୍ କରି ପତ୍ନୀ କାଜଲ୍ ଖୁବ୍ ଜାକଜମକରେ ପାଳନ କରିଥିଲେ। ଏଇଦିନ ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ’ର ଟ୍ରେଲର…
Read More...

ମହିଳା ସଶକ୍ତୀକରଣ ଡବଲ ଇଞ୍ଜିନର ପରିଭାଷା: ନବୀନ

ଭୁବନେଶ୍ୱର : ଚଳିତ ନିର୍ବାଚନ ପ୍ରଚାରରେ ‘ଡବଲ ଇଞ୍ଜିନ’ ବିଜେପିର ଏକ ବହୁ ଚର୍ଚ୍ଚିତ ସ୍ଲୋଗାନ ପାଲଟିଛି। ଏପରିକି ବିଜେପିର ତୁଙ୍ଗ ନେତୃବୃନ୍ଦ ଏହି ସ୍ଲୋଗାନକୁ ପ୍ରତିଟି ସଭାରେ ଦୋହରାଇବା ସହ ରାଜ୍ୟର ଶାସନ ଡୋରିରେ…
Read More...

ନିର୍ବାଚନରେ ଟଙ୍କା, ସୁନା ଓ ମଦର ଖେଳ ; ଏବେଠୁ ଏତେ, ଆଗକୁ କେତେ

ନୂଆଦିଲ୍ଲୀ : ନିର୍ବାଚନରେ କଳାଟଙ୍କାର ବ୍ୟାପକ ଉପଯୋଗ ଓ ମଦ ବଣ୍ଟାଯିବାର ଚମକ୍‌ପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ତିନି ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଦେଶର…
Read More...

ସୁପର କପ୍‌: ବେଙ୍ଗାଲୁରୁ ବିଦା; ସେମିରେ ଚେନ୍ନଇ ସିଟି

ଭୁବନେଶ୍ବର : ଗତବର୍ଷର ଚମ୍ପିଆନ ବେଙ୍ଗାଲୁରୁ ଏଫ୍‌ସି ସୁପର କପ୍‌ ୨ୟ ସଂସ୍କରଣ ପ୍ରତିଯୋଗିତାରୁ ବିଦାୟ ନେଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ଗୁରୁବାର ପ୍ରଥମ କ୍ବାର୍ଟରଫାଇନାଲ ମ୍ୟାଚ ଖେଳା…
Read More...

ଫେରିଲେ ଇରଫାନ୍

ମୁମ୍ବଇ : ସିନେଜଗତର ଅଭିଜ୍ଞ କଳାକାର ହେଲେ ଇରଫାନ୍ ଖାନ୍। ଗତ କିଛି ମାସ ହେଲା, ସେ ବିଦେଶରେ ଚିକିତ୍ସିତ ହେଉଥିଲେ। କର୍କଟରେ ଆକ୍ରାନ୍ତ ଇରଫାନ୍ ନିଜେ ଏହି ବାର୍ତ୍ତା ପ୍ରଶଂସକଙ୍କୁ ସୋସିଆଲ ସାଇଟ୍‌ ଜରିଆରେ…
Read More...

ବୟସ୍କା ପ୍ରଶଂସିକାଙ୍କ ଇଚ୍ଛା ପୂରଣକଲେ ଧୋନି

ମୁମ୍ବଇ : କ୍ରିକେଟ କ୍ୟାରିୟରର ସାୟାହ୍ନରେ ଉପନୀତ ହୋଇଥିଲେ ସୁଦ୍ଧା ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତାରେ କୌଣସି ପ୍ରତିକୂଳ ପ୍ରଭାବ ପଡୁନାହିଁ। ଧୋନିଙ୍କ ପ୍ରଶଂସକ ତାଲିକାରେ ଯୁବପିଢିଠାରୁ ଆରମ୍ଭ କରି ବୟସ୍କଙ୍କ…
Read More...

ଶୁକ୍ରବାର ରାଶିଫଳ

ମେଷ: ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କ ମନରେ ସରସତା ଆସିବ। ମିଷ୍ଟଭାଷୀ ଭାବେ ଜନାଦୃତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର…
Read More...

ଦିଲ୍ଲୀ ବ୍ୟାଟିଂ ବିଫଳ; ସନ୍‌ରାଇଜର୍ସ ବିଜୟୀ

ନୂଆଦିଲ୍ଲୀ : ଆଇପିଏଲ୍‌ର ୧୨ଶ ସଂସ୍କରଣରେ ଗୁରୁବାର ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି। ଅଧିନାୟକ…
Read More...

ଦୁର୍ଘଟଣାରେ ଚିକିତ୍ସାଧୀନ ସାଇକେଲ ଆରୋହୀ ମୃତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ନିକଟସ୍ଥ ରାଜ୍ୟ ରାଜପଥ ୧୯ର ନାଳଖମାଣ ନିକଟରେ ଗତ ୨ ତାରିଖ ରାତିରେ ବାଇକ ଓ ସାଇକେଲ ମଧ୍ୟରେ ଧକା ହେବାରୁୁ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।…
Read More...

ଲକ୍ଷ୍ନୌରେ ରାଜନାଥଙ୍କୁ ଘେରିବାକୁ ବିରୋଧୀଙ୍କ ଚକ୍ରବ୍ୟୁହ, ତାଙ୍କୁ ଟକ୍କର ଦେବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ

ଲକ୍ଷ୍ନୌ : ବିଜେପିର ବିଦ୍ରୋହୀ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ପୁନମ ସିହ୍ନା…
Read More...

ଲକ୍ଷାଧିକ ଫେସ୍‍ବୁକ୍‍ ୟୁଜର୍ସଙ୍କ ତଥ୍ୟ ଚୋରି ଅଭିଯୋଗ

ନୂଆଦିଲ୍ଲୀ : ଫେସ୍‍ବୁକ୍‍ ବ୍ୟବହାରକାରୀ (ୟୁଜର୍ସ)ଙ୍କ ତଥ୍ୟ ଚୋରି ହେବା ଘଟଣା ଏବେ ସାଧାରଣ କଥାରେ ପରିଣତ ହୋଇଛି। ପ୍ରାୟ ଦିନ ଫେସ୍‍ବୁକ୍‍ ୟୁଜର୍ସଙ୍କ ତଥ୍ୟ ଚୋରି ହେଉଛି। ଏବେ ସିକ୍ୟୁରିଟି ଫର୍ମ ଅପଗାର୍ଡ ଅଭିଯୋଗ…
Read More...

ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ସମସ୍ୟା ବଢିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଲ୍ୟାଣ ସିଂହ ଦେଇଥିବା ଟିପ୍ପଣୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ…
Read More...

ବିଶ୍ୱର ପ୍ରଥମ ଦେଶ ଭାବେ ‘୫-ଜି’ ସେବା ଆରମ୍ଭ କଲା ଦକ୍ଷିଣ କୋରିଆ

ସିଓଲ : ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ କୋରିଆ ୫-ଜି ମୋବାଇଲ ନେଟୱାର୍କ ସେବା ଆରମ୍ଭ କରିଛି। ବୁଧବାର ରାତି ୧୧ଟା (ସ୍ଥାନୀୟ ସମୟ)ରେ ୫-ଜି ସେବାର ଶୁଭାରମ୍ଭ ହୋଇଥିଲା ଓ ଦକ୍ଷିଣ କୋରିଆ ଏହି ଉପଲବ୍ଧି କ୍ଷେତ୍ରରେ…
Read More...

ମାଓବାଦୀଙ୍କ ସହ ସଂଘର୍ଷରେ ୪ ସିଆରପିଏଫ ଯବାନ ସହିଦ

ରାୟପୁର : ଛତିଶଗଡ଼ର ମାଓପ୍ରବଣ କାଂକୋର ଜିଲାରେ ଗୁରୁବାର ମାଓବାଦୀଙ୍କ ସହ ଗୁଳି ବିନିମୟରେ ୪ ଜଣ ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଯବାନ ଆହତ ହୋଇଛନ୍ତି। ମାଓବାଦୀ ନିରୋଧୀ ଅଭିଯାନର…
Read More...

ଆରବିଆଇ ସୁଧହାର ୦.୨୫% ହ୍ରାସ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅର୍ଥନୀତିଜ୍ଞ ଏବଂ ବଜାର ଅନୁରୂପ ଗୁରୁବାର ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧହାର ୦.୨୫% ହ୍ରାସ କରିଥିବା ଘୋଷଣା କରିଛି। ଏ କ୍ରମରେ…
Read More...

ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଝଟକା; ବିଜେପିରେ ମିଶିଲେ ଗୋରଖପୁର ସାଂସଦ ପ୍ରବୀଣ ନିଷାଦ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ଏସ୍‍ପି)ର ସାଂସଦ ପ୍ରବୀଣ ନିଷାଦ ଦଳ ତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଗତ ବର୍ଷ ଗୋରଖପୁର ଉପନିର୍ବାଚନରେ ଏସ୍‍ପି ଓ ନିଷାଦ ପାର୍ଟି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’

ଆବୁଧାବି : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଛି। ୟୁଏଇ ରାଷ୍ଟ୍ରପତି ଖଲିଫା ବିନ୍‍ ଜାୟେଦ ଅଲ ନାହୟାନ…
Read More...

ଇଣ୍ଡୋନେସିଆକୁ ୨-୦ରେ ହରାଇଲା ଭାରତ

ମାଣ୍ଡାଲୟ (ମିଆଁମାର) : ବୁଧବାର ଏଠାରେ ମହିଳା ଫୁଟ୍‌ବଲର ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ୨ ରାଉଣ୍ଡ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ। ଇଣ୍ଡୋନେସିଆକୁ ୨-୦ ଗୋଲ୍‌ରେ…
Read More...

ହ୍ବାଟସ୍‌ଆପ୍‌ର ନୂତନ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ହ୍ବାଟ୍‌ସ ଆପ୍‌ର ପ୍ରଭାବ ଏବେ ସବୁଠୁ ଅଧିକ ତଥା ପ୍ରାବଲ୍ୟ। ଭାରତରେ ହ୍ବାଟସ୍ ଆପ୍‌ ବ୍ୟବହାରୀଙ୍କ ସଂଖ୍ୟା ଏବେ ୨୦ କୋଟିରୁ ଅଧିକ। ସାମାଜିକ ଗଣମାଧ୍ୟମ ଯେଭଳି ବିତର୍କ, ଭାବ…
Read More...

୮ରୁ +୨ ଖାତାଦେଖା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହୋଇଛି। ପରୀକ୍ଷା ସରିବା ପରେ ମୂଲ୍ୟାୟନ ତାରିଖକୁ ନେଇ ପରିଷଦ ପକ୍ଷରୁ ବାରମ୍ବାର ବୈଠକ କରାଯାଇଥିଲେ ମଧ୍ୟ…
Read More...

ସଫଳତାର ଜିଦ୍‌ରେ ମୈତ୍ରୀ

ମୁମ୍ବଇ : ଟେଲିଭିଜନର ଧାରାବାହିକ, ଚଳଚ୍ଚିତ୍ରର ଚରିତ୍ର ଏସବୁର କାହାଣୀରେ ଛଳନା ଭରପୂର। ଏମାନେ ନିଜ ଅଭିନୟର ଦକ୍ଷତାରେ ଜଣେ ସାଧାରଣ ଦର୍ଶକକୁ ଭଲଭାବେ ବୁଝାଇ ପାରନ୍ତି ଚ୍ୟାଲେଞ୍ଜ୍ କ’ଣ, ଷ୍ଟ୍ରଗଲିଂ ଜୀବନଶୈଳୀରେ…
Read More...

ନିଜ ଝିଅକୁ ବଳାତ୍କାର ଅଭିଯୋଗରେ କନ୍‌ଷ୍ଟେବଳ ଗିରଫ

ରାଇଗଡ଼ : ଛତିଶଗଡ଼ର ରାଇଗଡ଼ ଅଞ୍ଚଳରେ ଜଣେ ପୁଲିସ କନଷ୍ଟେବଳ ନିଜ ୬ ବର୍ଷର ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛି। ଗତ ୨୯ ତାରିଖରେ ନିଜ ଘରେ ସମ୍ପୃକ୍ତ ୪୫ବର୍ଷୀୟ କନ୍‌ଷ୍ଟେବଳ ଝିଅକୁ ବଳାତ୍କାର କରିଥିଲା…
Read More...

ଓଜନ କମ୍‌ କରୁଛନ୍ତି ନର୍ଗିସ୍

ମୁମ୍ବଇ : ୩୯ ବର୍ଷୀୟା ନର୍ଗିସ୍ ଫକ୍ରି ଏଇ କିଛିଦିନ ତଳେ ନିଜର ଏକ ଫଟୋ ସୋସିଆଲ ସାଇଟ୍‌ରେ ଅପଲୋଡ କରିଛନ୍ତି। କଳାକାର ହେବା ନିତାନ୍ତ ସୌଭାଗ୍ୟର କଥା, କିନ୍ତୁ ବିଭିନ୍ନ ପରିସ୍ଥିତିରେ ଦର୍ଶକଙ୍କ ପାଇଁ ଚ୍ୟାଲେଞ୍ଜ୍‌…
Read More...

୨ୟ ସୁପର କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜି ବେଙ୍ଗାଲୁରୁ-ଚେନ୍ନଇ କ୍ବାର୍ଟରଫାଇନାଲ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨ୟ ସୁପର କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଗୁରୁବାରଠାରୁ ଆରମ୍ଭହେବ। ପ୍ରଥମ କ୍ବାର୍ଟରଫାଇନାଲ ଆଇ-ଲିଗ୍‌ ଚମ୍ପିଆନ ଚେନ୍ନଇ ସିଟି ଏଫ୍‌ସି ଓ…
Read More...

ଚେନ୍ନଇର ପ୍ରଥମ ପରାଜୟ; ମୁମ୍ବଇର ୨ୟ ବିଜୟ

ମୁମ୍ବଇ : ବୁଧବାର ଆଇପିଏଲ୍‌ରେ ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩୭ ରନ୍‌ରେ ହରାଇ ୪ର୍ଥ ମ୍ୟାଚ୍‌ରେ ମୁମ୍ବଇ ୨ୟ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ…
Read More...

ଗୁରୁବାର ରାଶିଫଳ

ମେଷ: ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖି ପାରନ୍ତି; ମାତ୍ର ବ୍ୟୟକୁ ମୁକାବିଲା କରିବା କଷ୍ଟସାଧ୍ୟ ହେବ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ମିଷ୍ଟଭାଷୀ ହୋଇପାରନ୍ତି। ରାଜଯୋଗ ଭୋଗରେ ଉଣା…
Read More...

ବିଜେପିର ପ୍ରାର୍ଥୀ ଘୋଷଣା ; ବସ୍ତାରୁ ରଘୁନାଥ ମହାନ୍ତି

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିଲାବଳେ ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ…
Read More...

ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌ ; ଅଞ୍ଜଳି ସୋରେନ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ

ଦ୍ୱାରଶୁଣି/ବଡ଼ସାହି : ମୟୁରଭଞ୍ଜ ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)। ମୟୂରଭଞ୍ଜର ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଜେଏମ୍‌ଏମ୍‌ ସୁପ୍ରିମୋ ସିବୁ…
Read More...

ଭାର୍ଗବୀ ଭୃଗୁଘାଟରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ସୁଆଣ୍ଡୋ : ପୁରୀଜିଲା ଭାର୍ଗବୀନଦୀର ବଳପୁର - ସୁଆଣ୍ଡୋ ସ୍ଥିତ ଭୃଗୁଘାଟରେ ବାରୁଣୀ ସ୍ନାନ ପରିପ୍ରେକ୍ଷୀରେ ବୁଧବାର ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳି, ମଶାଲ ବାଜାବାଜି ବାଣ…
Read More...

ଚଳିତ ବର୍ଷ ସ୍ୱଭାବିକଠାରୁ କମ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍‍ ୨୦୧୯ରେ ଦେଶରେ ମୌସୁମୀ ଜନିତ ବର୍ଷା ସ୍ୱଭାବିକଠାରୁ କମ ରହିବ ବୋଲି ଅନୁମାନ କରିଛି। ସ୍କାଏମେଟ ଅନୁସାରେ ଚଳିତ ବର୍ଷ ଦୀର୍ଘକାଳୀନ ହାର (ଏଲପିଏ) ତୁଳନାରେ ୯୩%…
Read More...

୨୦୧୯ ଲୋକସଭା ନିର୍ବାଚନ; ଅଖିଳେଶଙ୍କ ବିରୋଧରେ ଲଢିବେ ‘ନିରହୁଆ’

ଲକ୍ଷ୍ନୌ : ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଉତ୍ତରପ୍ରଦେଶର ୫ ଏବଂ ମହାରାଷ୍ଟ୍ରର ୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଆଜମଗଡ଼ ଲୋକସଭା ଆସନ ପାଇଁ ଭୋଜପୁରୀ ଚଳଚ୍ଚିତ୍ରର ଷ୍ଟାର…
Read More...

ନରେନ୍ଦ୍ର ମୋଦୀ ଜଣେ ଦୁର୍ଦ୍ଦଶ ଆତଙ୍କବାଦୀ: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ : ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ଦ୍ଦଶ ଆତଙ୍କବାଦୀ ବୋଲି…
Read More...

ଆରଜେଡି ନେତା ତେଜପ୍ରତାପଙ୍କୁ ଜୀବନରୁ ମାରିଦେବାକୁ ଧମକ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପଙ୍କୁ ଫୋନ୍‍ କଲ୍‍ ଯୋଗେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏହାସହ ତେଜପ୍ରତାପଙ୍କ ପିଏକୁ…
Read More...

ତାମିଲନାଡୁ ବିଜେପି ଉପାଧ୍ୟକ୍ଷଙ୍କ ଉପରକୁ ବୋତଲ ମାଡ଼, ଜଣେ ଲହୁଲୁହାଣ

ଚେନ୍ନଇ : ତାମିଲନାଡୁରେ ନିର୍ବାଚନୀ ପ୍ରଚାର ବେଳେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ନୈନାର ନଗେନ୍ଦ୍ରଙ୍କ ଉପରକୁ କାଚ ବୋତଲ ମାଡ଼ କରାଯାଇଛି। ତେବେ ବୋତଲ ଯାଇ ତାଙ୍କର ଜଣେ ସହଯୋଗୀଙ୍କ ଦେହରେ ବାଜିଥିଲା। ଏଥିରେ ବ୍ୟକ୍ତି…
Read More...

ଭାରତରେ ବାୟୁ ପ୍ରଦୂଷଣର ପ୍ରଭାବ: ୨୦୧୭ରେ ପ୍ରାଣ ହରାଇଛନ୍ତି ୧୨ ଲକ୍ଷ ଲୋକ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୭ରେ ଭାରତରେ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଆରେମିକାର ହେଲ୍‍ଥ ଇଫେକ୍ଟସ୍‍ ଇନଷ୍ଟଚ୍ୟୁଟ୍‍ ନିଜ ରିପୋର୍ଟ ‘ଷ୍ଟେଟ୍‍ ଅଫ ଗ୍ଲୋବାଲ ଏୟାର-୨୦୧୯’ରେ ଏହା ଉଲ୍ଲେଖ କରିଛି।…
Read More...

ରାହୁଲ ଗାନ୍ଧୀ ଏବଂ ସୀତାରାମ ୟେଚୁରୀଙ୍କୁ କୋର୍ଟ ସମନ

ମୁମ୍ବଇ : ମହାରାଷ୍ଟ୍ର ଥାଣେର ଏକ କୋର୍ଟ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସିପିଆଇଏମ୍‍ ନେତା ସୀତାରାମ ୟେଚୁରୀଙ୍କୁ ସମନ ଜାରି କରିଛନ୍ତି। ରାହୁଲ ଏବଂ ସୀତାରାମ ସାମ୍ବାଦିକା ଗୌରୀଲଙ୍କେଶ ହତ୍ୟାକାଣ୍ଡ…
Read More...

ବିନା ଅନୁମତିରେ ମୋଦୀଙ୍କ ଭାଷଣର ସିଧା ପ୍ରସାରଣ କରାଯାଇଛି

ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଉଲଂଘନ କରିବା ନେଇ ଆଜି ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଥରେ ଫେରାଦ ହୋଇଛି ବିଜେଡି। ନିର୍ବାଚନ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା…
Read More...

ନବୀନଙ୍କ ଗଞ୍ଜାମ ଗସ୍ତ ଆଜି

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ଣରେ ଗଞ୍ଜାମ ଜିଲା ଗସ୍ତରେ ଯିବେ। ସେ ଜିଲାର ବିଭିନ୍ନ ସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବେ। ନବୀନ…
Read More...

ଅଫିସରଙ୍କୁ ବିଜେପି ପ୍ରଭାରିଙ୍କ ଚେତାବନୀ ; ସୁଧୁରିଯାଅ; ନ ହେଲେ ଫଳ ଭୋଗିବ

ସମ୍ବଲପୁର : ‘ବିଜେଡିରେ ଅସ୍ଥିରତାର ବାତାବରଣ ଲାଗି ରହିଛି, ୪ ସାଂସଦଙ୍କ ସମେତ ୩୦ରୁ ଅଧିକ ବଡ଼ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ବିଜେଡି ଏବେ ନେତାଶୂନ୍ୟ ହୋଇଯାଇଛି। ଏଣୁ ଅଧିକାରୀମାନେ ନେତାଙ୍କ ଭୂମିକା…
Read More...

ଆଇପିଏଲ୍‌ ବେଟିଂ: ପୂର୍ବତନ ଜାତୀୟ ମହିଳା ପ୍ରଶିକ୍ଷକ ଆରୋଥେ ଗିରଫ

ବଦୋଦରା : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମ୍ୟାଚ୍‌ରେ ବେଟିଂ କରୁଥିବା ଅଭିଯୋଗରେ ବରୋଦା ପୁଲିସ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ପୂର୍ବତନ ରଣଜୀ ଖେଳାଳି ତୁଷାର ଆରୋଥେଙ୍କୁ…
Read More...

ଶ୍ରୀମନ୍ଦିରରେ ଲୁହାଗ୍ରିଲ ଭାଙ୍ଗି ଦାନବାକ୍ସ ଚୋରି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରୁ ସୋମବାର ରାତିରେ ଚୋରି ହୋଇଛି। ଦକ୍ଷିଣଦ୍ବାର ନିକଟରେ ଥିବା ରାମଚନ୍ଦ୍ରଙ୍କ ମନ୍ଦିର ଲୁହାଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସରୁ ଟଙ୍କା ଚୋରି କରିଛନ୍ତି। ଏହାଛଡା…
Read More...

କଂଗ୍ରେସର ୨ଲୋକସଭା ଓ ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ଦୁଇ ଲୋକସଭା ଓ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଲାଗି ରାଜ୍ୟର ପୂର୍ବତନ…
Read More...

ମେଣ୍ଟ ଆଲୋଚନା ପାଇଁ ପ୍ରସ୍ତୁତ: ରାହୁଲ

ନୂଆଦିଲ୍ଲୀ : ନିର୍ବାଚନ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସର ଦ୍ବାର ସର୍ବଦା ଖୋଲା ରହିଛି ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଦିଲ୍ଲୀରେ ଆମ୍ ଆଦମୀ ସହିତ କଂଗ୍ରେସର ମେଣ୍ଟ ନିଷ୍ପତ୍ତି ଅନିଶ୍ଚିତତା…
Read More...

ପୁଣିଥରେ ବିଜେଡି ଟିକଟରେ ଲଢିବେ ପ୍ରଣବ ପ୍ରକାଶ ଦାସ

ଯାଜପୁର : ଉପକୂଳ ଓଡିଶାର ଆଗୁଆ ଜିଲା ଭାବେ ପରିିଚିତ ଯାଜପୁର ଜିଲା । ରାଜ୍ୟ ରାଜନୀତିରେ ଏହି ଜିଲାର ନେତା ସବୁବେଳେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଥାନ୍ତି । ବର୍ତ୍ତମାନ ରାଜ୍ୟ ରାଜନୀତିରେ ଯାଜପୁର ନିର୍ବାଚନ…
Read More...

ଭାରତ ୨ୟ ବିଶ୍ବକପ ଜିତିବାର ୮ ବର୍ଷ ପୂରିଲା

ମୁମ୍ବଇ : ଆଜକୁ ୮ ବର୍ଷ ପୂର୍ବେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଦଳ ଦ୍ବିତୀୟ ଥର ପାଇଁ ଆଇସିସି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏହି ବିଶ୍ବକପ ବିଜେତା ଦଳର…
Read More...

ଉମର ଅକମଲ୍‌ଙ୍କ ୨୦% ମ୍ୟାଚ୍‌ ଫି କଟିଲା

ମୁମ୍ବଇ : ଦଳର ନିୟମକୁ ଅବମାନନା କରି ରାତିରେ ହୋଟେଲ୍‌ ବାହାରକୁ ଯାଇଥିବା ଅଭିଯୋଗରେ ପାକିସ୍ତାନ ବ୍ୟାଟସମ୍ୟାନ୍‌ ଉମର ଅକମଲ୍‌ଙ୍କ ୨୦% ମ୍ୟାଚ୍‌ ଫି କଟିଥିବା ଜଣାପଡ଼ିଛି। ୟୁଏଇରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ…
Read More...

ଶାହରୁଖଙ୍କ ଅନୁରୋଧରେ ଭାରତ ଆସିବେ ଫୁଟବଲ ତାରକା ଓଜିଲ

ମୁମ୍ବଇ : ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କ ଅନୁରୋଧକ୍ରମେ ଜର୍ମାନୀର ତାରକା ଫୁଟବଲ ଖେଳାଳି ମେସୁଟ୍‌ ଓଜିଲ ଭାରତ ଭ୍ରମଣରେ ଆସିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ଲଣ୍ଡନ ଗସ୍ତରେ ଯାଇଥିବାବେଳେ ଶାହରୁଖ୍‌…
Read More...

ତାପସୀଙ୍କ ଇଚ୍ଛା

ମୁମ୍ବଇ : ନିକଟରେ ଏକ ଟକ୍‌-ଶୋ’ରେ ତାପସୀ ପନ୍ନୁ ଉପସ୍ଥିତ ଥିଲେ। ଉପସ୍ଥାପକ ତାଙ୍କୁ ବିଭିନ୍ନ ସଂକ୍ରାନ୍ତରେ ପଚାରିବାବେଳେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ତାଙ୍କ ପଡ଼ୋଶୀ ହେଲେ, ସେ କ’ଣ ବନ୍ଦୋବସ୍ତ କରିବେ…
Read More...

ଆର୍‌ସିବିର ୪ର୍ଥ ପରାଜୟ; ରାଜସ୍ଥାନର ପ୍ରଥମ ବିଜୟ

ଜୟପୁର : ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲ୍‌ରେ ସବୁଠାରୁ ତଳେ ଥିବା ଦୁଇ ଦଳ ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ମୁକାବିଲାରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ମଙ୍ଗଳବାର…
Read More...

ବିଶ୍ବକପ୍ ପୂର୍ବରୁ ପାଣ୍ଡ୍ୟା-ରାହୁଲ ମାମଲା ତୁଟାଇବାକୁ ଚାହୁଁଛି ବିସିସିଆଇ

ନୂଆଦିଲ୍ଲୀ : ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ପ୍ରସଙ୍ଗରେ ବିସିସିଆଇର ନବନିଯୁକ୍ତ ଅମ୍ବୁଡ୍‌ସମ୍ୟାନ ଡି.କେ.ଜୈନ ଭାରତୀୟ କ୍ରିକେଟ ଦଳର ଦୁଇ ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଓ…
Read More...

ପାକିସ୍ତାନରେ ନିଷିଦ୍ଧ ହେଲା ଆଇପିଏଲ୍‌ ପ୍ରସାରଣ

ଇସ୍‌ଲାମାବାଦ : ମଙ୍ଗଳବାର ପାକିସ୍ତାନ ସରକାର ତାଙ୍କ ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଟିଭି ପ୍ରସାରଣକୁ ନିଷିଦ୍ଧ କରିଛନ୍ତି। ଭାରତ ସଂଗଠିତ ଭାବେ ପାକିସ୍ତାନ କ୍ରିକେଟ୍‌ର କ୍ଷତି କରିବାକୁ ଚାହୁଁଛି…
Read More...

ଜାତୀୟ କ୍ରିକେଟ୍‌ ଏକାଡେମୀର ଦାୟିତ୍ବ ନେବେ ଦ୍ରାବିଡ଼

ମୁମ୍ବଇ : ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନ୍‌ସିଏ)ର ସଂପୂର୍ଣ୍ଣ ଦାୟିତ୍ବ ପୂର୍ବତନ ଅଧିନାୟକ ତଥା ମହାନ୍ ବ୍ୟାଟସମ୍ୟାନ୍‌ ରାହୁଲ ଦ୍ରାବିଡ଼ଙ୍କ ଉପରେ ନ୍ୟସ୍ତ କରିବାକୁ ବିସିସିଆଇ ମନସ୍ଥିର କରିଥିବା…
Read More...

ବୁଧବାର ରାଶିଫଳ

ମେଷ:ପରକୁ ସାହାଯ୍ୟ କରି ଉପକୃତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି।…
Read More...

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଘେନୁପାଲି ଗ୍ରାମର ଏକ ଦମ୍ପତି ଚିନା କୁମୁରା(୪୨) ଓ ଚୈନୁ…
Read More...

ସର୍ବେକ୍ଷଣ; ବିହାରରେ ୪୦ରୁ ୩୪ଟିରେ ଜିତିବ ଏନ୍‍ଡିଏ, ମହାମେଣ୍ଟକୁ ମିଳିବ ୬ ଆସନ

ପାଟନା/ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିହାରରେ ଏକ ନିର୍ବାଚନୀ ସର୍ବେକ୍ଷଣରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନ୍‍ଡିଏକୁ ୩୪ଟି ଆସନ ମିଳିବ ବୋଲି କୁହାଯାଇଛି। ଏହି ସର୍ବେକ୍ଷଣରେ…
Read More...

ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ମଙ୍ଗଳବାର ନିଜ ଦେଶରେ ଭାରତୀୟ ପ୍ରମିୟର ଲିଗ୍‍ (ଆଇପିଏଲ) ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ…
Read More...

୩୨ ବର୍ଷ ପରେ ଅରୁଣାଚଳପ୍ରଦେଶରୁ ଆଶିଂକ ଭାବେ ହଟିଲା ଆଫସ୍ପା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦୀର୍ଘ ୩୨ ବର୍ଷ ପରେ ଅରୁଣାଚଳପ୍ରଦେଶର ୩ ଜିଲାରୁ ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ଆଶିଂକ ଭାବେ ହଟାଇ ଦିଆଯାଇଛି। ତେବେ ଏହି ଆଇନ ମ୍ୟାମାଁ ଅଞ୍ଚଳରେ…
Read More...

ସୀମାରେ ଗୁଳି ବିନିମୟ ଜାରି, ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୮ ଯବାନ ନିହତ

ନୂଆଦିଲ୍ଲୀ : ପାକିସ୍ତାନ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୋମବାରଠାରୁ ଶାହପୁର, ପୁଖାର୍ନି, ନୌସେରା, ପୁଞ୍ଚ, ମନକୋଟ ଏବଂ କ୍ରିଷ୍ଣାଘାଟି ସୀମାରେ ପ୍ରବଳ ଗୁଳି ଗୋଳା ବର୍ଷଣ ଜାରି ରଖିଛି। ଜବାବରେ…
Read More...

କଂଗ୍ରେସର ନ୍ୟାୟ ଯୋଜନା ଲାଗୁ ହେବା ଅସମ୍ଭବ: ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ : ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ମଙ୍ଗଳବାର କଂଗ୍ରେସର ନ୍ୟାୟ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ପାନଗାରିଆ କହିଛନ୍ତି ଯେ କଂଗ୍ରେସର ନ୍ୟୁନତମ ଆୟ ଯୋଜନା ‘ନ୍ୟାୟ’ ଲାଗୁ କରିିବା…
Read More...

ଗୁଗଲର ଦକ୍ଷିଣ ଏସିଆ ମୁଖ୍ୟ ରାଜନ ଆନନ୍ଦନଙ୍କ ଇସ୍ତଫା

ବେଙ୍ଗାଲୁରୁ : ଗୁଗଲର ଦକ୍ଷିଣ ଏସିଆ ଏବଂ ଭାରତ ମୁଖ୍ୟ ତଥା ଭାଇସ ପ୍ରେସିଡେଣ୍ଟ ରାଜନ ଆନନ୍ଦନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଚଳିତ ମାସ ଶେଷରେ କମ୍ପାନୀ ଛାଡ଼ିବେ। ଗୁଗଲ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମୁଖ୍ୟ…
Read More...

ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବେ ପ୍ରଫୁଲ୍ଲ ପଟେଲ୍‌!

ନୂଆଦିଲ୍ଲୀ : ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ୍‌ ପ୍ରଥମ ଭାରତୀୟ ଭାବେ ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବାକୁ ଯାଉଛନ୍ତି। ସେ ୪ ବର୍ଷ ପାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଆସନ୍ତା ୬ରେ…
Read More...

ବନ୍ଦ ହେଉ ‘ବିଜୁବାବୁ’ ଚଳଚ୍ଚିତ୍ର ପ୍ରଦର୍ଶନ : କଳିଙ୍ଗ ସେନା

ଭୁବନେଶ୍ବର : ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ବିଜୁବାବୁଙ୍କ ନାମରେ ନିର୍ମିତ ଚଳଚ୍ଚିତ୍ର ‘ବିଜୁବାବୁ’ ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ଏବେ ପ୍ରଦର୍ଶିତ ହେଉଛି। ବିଜୁବାବୁଙ୍କ ନାମରେ ପ୍ରଦର୍ଶିତ…
Read More...

‘ଆପ୍ ସହ ମେଣ୍ଟ ପାଇଁ ରାହୁଲ ମନା କରିଛନ୍ତି’ : ଅରବିନ୍ଦ କେଜରିୱାଲ

ବିଶାଖାପାଟଣା : ଲୋକସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସହିତ ମେଣ୍ଟ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମନା କରିଥିବା ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।…
Read More...

ରାଜନୀତିର ପ୍ରୟୋଗଶାଳା କଳାହାଣ୍ଡି ; ୨୩ ବର୍ଷ ପରେ ପ୍ରଧାନମନ୍ତ୍ରୀ

ଭବାନୀପାଟଣା : ବହୁ ସମୟରେ କଳାହାଣ୍ଡିକୁ ନେଇ ରାଜନୀତି ହୋଇଛି । ରାଜ୍ୟ ଓ ଦେଶରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚିତ ହୋଇଛି କଳାହାଣ୍ଡି। ବିଭିନ୍ନ ରାଜନୈତିକ ଦଳ କଳାହାଣ୍ଡିକୁ ରାଜନୀତିର ପ୍ରୟୋଗଶାଳାରେ ପରିଣତ…
Read More...

ଏପ୍ରିଲ ପହିଲାରେ ଆଇସିସିର ୫ ଆଚମ୍ବିତ ଟ୍ବିଟ୍‌

ଦୁବାଇ : ଏପ୍ରିଲ ୧ ବା ‘ଏପ୍ରିଲ ଫୁଲ୍‌’ ଦିନରେ ସାରାବିଶ୍ବର କ୍ରିକେଟପ୍ରେମୀଙ୍କୁ ଚକ୍‌ମା ଦେଇଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ଲାଗି କିଛି ନିୟମ ପରିବର୍ତ୍ତନ…
Read More...

ନାଟ୍ୟକାର କାର୍ତ୍ତିକଚନ୍ଦ୍ର ରଥଙ୍କ ପରଲୋକ

କଟକ : ଓଡ଼ିଶାର ନବ ନାଟ୍ୟ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ନାଟ୍ୟକାର ଓ ପ୍ରବକ୍ତା ତଥା ୬୦ରୁ ଊର୍ଦ୍ଧ୍ବ ଓଡ଼ିଆ ନାଟକର ସ୍ରଷ୍ଟା ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥ (୭୦)ଙ୍କ ସୋମବାର ଅପରାହ୍ଣରେ ଶେଖ୍‍ବଜାର ବାନାବଗିଚାସ୍ଥିତ…
Read More...

କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା

ଫୁଲବାଣୀ : ଶେଷରେ କନ୍ଧମାଳର ଜୈବିକ ହଳଦୀକୁ ମିଳିଛି ଜିଆଇ ମାନ୍ୟତା। ଆନ୍ତର୍ଜାତୀୟ ପରିଚୟ ପାଇଛି କନ୍ଧମାଳ ହଳଦୀ। କସମ୍‍ (କନ୍ଧମାଳ ଆପେକ୍ସ ସ୍ପାଇସେସ୍‍ ଆସୋସିଏସନ୍‍ ଫର୍‍ ମାର୍କେଟିଙ୍ଗ)ମାଧ୍ୟମରେ ଜିଲା ପ୍ରଶାସନ…
Read More...

ଅଷ୍ଟ୍ରେଲିଆ ୫-୦ରେ ସିରିଜ ପୋଛିଲା

ଦୁବାଇ : ଉସମାନ ଖାୱାଜା, ଗ୍ଲେନ ମ୍ୟାକ୍ସୱେଲ, ସନ୍‌ ମାର୍ଶ ଓ ଆରୋନ ଫିଞ୍ଚ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ରବିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ପାକିସ୍ତାନକୁ ୨୦ ରନରେ ପରାସ୍ତ…
Read More...

ସଲମାନ୍‌ଙ୍କ ବଦାନ୍ୟତା

ମୁମ୍ବଇ : ସଲମାନ୍‌ଙ୍କ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହୋଇଥାଏ ବୋଲି ତାଙ୍କ ସହ କାମ କରିଥିବା ଅଧିକାଂଶ ଲୋକଙ୍କ ମତ। ନୃତ୍ୟ ନିର୍ଦେଶିକା ସରୋଜ୍ ଖାନ୍‌ଙ୍କୁ କିଏ ନ ଜାଣେ? ୮୦ ଦଶକରୁ ୯୦ ଦଶକ ଶେଷ ପର୍ଯ୍ୟନ୍ତ…
Read More...

ବାପାଙ୍କୁ କ୍ଷମାମାଗିଲେ ପ୍ରୟାସ

ହାଇଦରାବାଦ୍‌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦରାବାଦ୍ ମ୍ୟାଚ୍‌ ଖେଳା ଯାଇଥିଲା। ଏ​‌ହି ମ୍ୟାଚ୍‌ରେ ବାଙ୍ଗାଲୋର ତରଫରୁ ପଡ଼ିଆକୁ…
Read More...

ଦିଲ୍ଲୀ ହାତରୁ ବିଜୟ ଛଡ଼ାଇନେଲା ପଞ୍ଜାବ

ମୋହାଲି : ସୋମବାର ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଏହି ଆଇପିଏଲ୍‌ ମ୍ୟାଚ୍‌ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ୭ଟି ୱିକେଟ ହାତରେ ଥାଇ ୨୧ ବଲ୍‌ରୁ ଜିତିବା ପାଇଁ ମାତ୍ର ୨୩ ରନ୍…
Read More...

ରାହାଣେଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା

ଚେନ୍ନଇ : ରବିବାର ଏଠାରେ ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷ ଆଇପିଏଲ ମ୍ୟାଚରେ ଦଳୀୟ ବୋଲରଙ୍କ ଧିମା ବୋଲିଂ ହାର କାରଣରୁ ରାଜସ୍ଥାନ ରୟାଲ୍‌ସ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଗଣିବାକୁ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଦୂରଯାତ୍ରା ଶୁଭଫଳଦାୟକ ହେବ। ସୁଖ, ସମ୍ମାନ ଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଜ୍ଞ ବ୍ୟକ୍ତି ବିଶେଷରେ ପରିଗଣିତ…
Read More...

ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ତେଜପ୍ରତାପଙ୍କ ଘୋଷଣା

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯଦାବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ନିଜ ପରବାର ଏବଂ ଦଳ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମ ସେ ଦଳ ଦ୍ୱାରା ବିହାରର ଲୋକସଭା ଆସନ ପାଇଁ…
Read More...

ରବର୍ଟ ଭଦ୍ରାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ସର୍ତ୍ତମୂଳକ…
Read More...

ଅନଲାଇନରେ ନିଲାମ ହେବ ନୀରବ ମୋଦୀଙ୍କ ବିଳାସମୟ ଗାଡ଼ି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ବହୁ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିଳାସମୟ କାରଗୁଡ଼ିକୁ ଅନଲାଇନରେ ନିଲାମ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।…
Read More...

ମାର୍ଚ୍ଚ ମାସରେ ୧.୦୬ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ

ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି) ସଂଗ୍ରହରେ ରେକର୍ଡ ସୃଷ୍ଟି ହୋଇଛି। କେବଳ ମାର୍ଚ୍ଚ ମାସରେ ୧ ଲକ୍ଷ ୬ ହଜାର ୫୭୭ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ…
Read More...

ୱାୟନାଡରେ ରାହୁଲଙ୍କ ବିରୋଧରେ ଏନଡିଏ ପ୍ରାର୍ଥୀ ହେଲେ ତୁଷାର ଭେଲାପାଲି

ତିରୁଅନନ୍ତପୁରମ : କେରଳର ୱାୟନାଡ ଲୋକସଭା ଆସନ ପାଇଁ ଏନ୍‍ଡିଏ ସୋମବାର ତୁଷାର ଭେଲାପାଲିଙ୍କୁ ନିଜ ପ୍ରାର୍ଥୀ ଘୋଷିତ କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍ ଯୋଗେ ଏହି ସୂଚନା ଦେଇଛନ୍ତି। ଏହି…
Read More...

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼

ଚେନ୍ନଇ : ତାମିଲନାଡୁର ତାଞ୍ଜାଭୁରଠାରେ ସୋମବାର ଦିନ ଏକ ନିର୍ବାଚନୀ ପ୍ରଚାର ର‍୍ୟାଲି ବେଳେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଛି। ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରୟାସ…
Read More...

ନିର୍ବାଚନ ପୂର୍ବରୁ ଫେସବୁକର କାର୍ଯ୍ୟାନୁଷ୍ଠାନ; କଂଗ୍ରେସ ସମ୍ପର୍କିତ ୬୮୭ ପେଜ୍‍ ହଟାଇଲା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍‍ବୁକ୍‍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍‍ବୁକ୍‍ ଦାବି କରିଛି ଯେ କଂଗ୍ରେସ ଦଳ ଏବଂ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ…
Read More...

୧୦୦ରୁ ଊର୍ଦ୍ଧ୍ବ ବ୍ରାଣ୍ଡେଡ ଔଷଧ ଉପରେ ଲାଗିବ ପ୍ରତିବନ୍ଧକ!

ନୂଆଦିଲ୍ଲୀ : ବଡ ବ୍ରାଣ୍ଡେଡ (ନାମୀଦାମୀ) ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ…
Read More...