www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରପ୍ରଦେଶ- ଦିଲ୍ଲୀ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ରେଳ ଚଳାଚଳ ଏପ୍ରିଲ ୧୫ ଯାଏଁ ବାତିଲ

ନୂଆଦିଲ୍ଲୀ : ଉତ୍ତର ରେଳବାଇର ରେଳ ଧାରଣା ମରାମତି ଏବଂ ସଂରଚନା ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୬୦ରୁ ଅଧିକ ଯାତ୍ରୀବାହୀ ରେଳ ଚଳଚାଳ ବାତିଲ କରିଦିଆଯାଇଛି। ଏହି କ୍ରମରେ ଦିଲ୍ଲୀ-ଉତ୍ତରପ୍ରଦେଶ-ହରିୟାଣା ମଧ୍ୟରେ ଚଳାଚଳ କରୁଥିବା ୬୧ଟି ରେଳ ଚଳାଚଳ ବାତିଲ ହୋଇଯାଇଛି। ଏହାବାଦ ୨ଟି ରେଳର ଗତି ପଥ ବଦଳାଇ ଦିଆଯାଇଛି। ଏଥିଯୋଗୁଁ ଚାକିରିଆ ଓ ବେପାରୀମାନେ ବହୁ ସମସ୍ୟାରେ ସମ୍ମୁଖୀନ ହେବେ ବୋଲି କୁହାଯାଉଛି।  

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories