ସଡ଼କ ଦୁର୍ଘଟଣାରେ ଜଣେ ଗୁରତର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡିବନ୍ଧ ବୁଲାଣି ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କରିନପାରି ନୁଆପଡା ଗ୍ରାମର ବଳରାମ ପ୍ରଧାନ(୨୨) ମୋହନାରେ ରହି ମିସ୍ତ୍ରୀ…
Read More...

ରାଞ୍ଚିରେ ଟ୍ରକ-ବୋଲେରୋ ଧକ୍କା; ୭ ମୃତ

ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ସହରର ନାମକୁମ ରିଂଗ ରୋଡ଼ରେ ଶନିବାର ଅପରାହ୍ଣରେ ଏକ ଟ୍ରକ୍‍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାଞ୍ଚି ମାଣ୍ଡର ଉପଖଣ୍ଡ ଅଧୀନ…
Read More...

ବେଆଇନ ଭାବେ ଆମେରିକାରେ ପ୍ରବେଶ ପାଇଁ ଚେଷ୍ଟା କରି ୨ ଭାରତୀୟ ଗିରଫ

ନ୍ୟୁୟର୍କ : ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରି ୨ ଜଣ ଭାରତୀୟ ନାଗରିକ ଗିରଫ ହୋଇଛନ୍ତି। ଆମେରିକା-ମେକ୍ସିକୋ ସୀମାର ଆରିଜୋନା ନିକଟରେ ଦୁଇ ଭାରତୀୟଙ୍କୁ ଆମେରିକା ପୁଲିସ୍‍ ଗିରଫ କରିଛି। ଭାରତୀୟ…
Read More...

ମୁନ୍ଦାଏ ପାନୀୟ ଜଳ ପାଇଁ ଡହଳ ବିକଳ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି : ଚାରିଆଡେ ପାଣି, ଶହ ଶହ କିଲୋମିଟର ବିସ୍ତୃତ ଜଳରାଶିା ଏଭଳି ଜଳ ମଧ୍ୟରେ ୧୨୦ଟି ଆଦିବାସୀ ଗ୍ରାମ। ଜଳ ମଧ୍ୟରେ ବିତୁଛି ଜୀବନ। କିନ୍ତୁ ମୁନ୍ଦାଏ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ୫ଟି ପଞ୍ଚାୟତର…
Read More...

ନାମାଙ୍କନ ଖାରଜ ହେବା ପରେ ଗଛରେ ଚଢି ଆତ୍ମହତ୍ୟା ଧମକ ଦେଲେ ପ୍ରାର୍ଥୀ

ଲଖିମପୁର-ଖିରା : ଉତ୍ତରପ୍ରଦେଶ ଧୌରହରା ଲୋକସଭା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ଖାରଜକୁ ନେଇ ହଙ୍ଗାମା ହୋଇଛି। ଯାଞ୍ଚ ପରେ ପ୍ରଶାସନ ଦ୍ବାରା ନାମାଙ୍କନ ଖାରଜ ହୋଇଥିବା ୭ ପ୍ରାର୍ଥୀ ଜିଲାପାଳଙ୍କ କାର୍ଯ୍ୟାଳୟରେ…
Read More...

ବିଜେପିକୁ ଭୋଟ ଦେବା ପାଇଁ ୪୦୦ରୁ ଊର୍ଦ୍ଧ୍ବ ସାହିତ୍ୟିକଙ୍କ ନିବେଦନ

ନୂଆଦିଲ୍ଲୀ : କିଛି ଦିନ ତଳେ କଳାକାର ଏବଂ ଲେଖକଙ୍କ ଏକ ସମୂହ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏବେ ସାହିତ୍ୟିକଙ୍କ ଅନ୍ୟ ଏକ ସମୂହ ମୋଦୀଙ୍କ ପକ୍ଷରେ ବିଜେପିକୁ ଭୋଟ ଦେବା ପାଇଁ…
Read More...

‘କଫି ଉଇଥ କରନ’ ବିବାଦ: ରାହୁଲ ଏବଂ ହାର୍ଦ୍ଦିକଙ୍କୁ ୨୦ ଲକ୍ଷ ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ : ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ ମାମଲାରେ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ଉପରେ ଶନିବାର ଜୋରିମାନା ଲଗାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ…
Read More...

ରାହୁଲ ଗାନ୍ଧୀଙ୍କ ନାମାଙ୍କନ ରଦ୍ଦ ମାମଲାର ଶୁଣାଣି ୨୨ ପର୍ଯ୍ୟନ୍ତ ଘୁଞ୍ଚିଲା

ନୂଆଦିଲ୍ଲୀ : ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ…
Read More...

ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ନେଇ ପ୍ରଶ୍ନ ଉଠାଇଲା ବିଜେପି, ଜବାବ ରଖିବାକୁ ଦାବି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଅମେଠି ଏବଂ ୱାୟନାଡ଼ରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଅମେଠିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା…
Read More...

କଂଗ୍ରେସ-ଆପ ମେଣ୍ଟ ହେବ ନାହିଁ : ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ନେତା ମନୀଷ ସିସୋଦିଆ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ…
Read More...

ଅଖଣ୍ଡ ଶିକାର ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ପର୍ଯ୍ୟାୟ ଶେଷ

ଖୁଣ୍ଟା : ଶିମିଳିପାଳରେ ବୈଶାଖ ମାସରେ ଅଖଣ୍ଡ ଶିକାରକୁ ପ୍ରତିହତ କରାଯିବା ପାଇଁ ଡୁକୁରା ରେଞ୍ଜରେ ଆରମ୍ଭ କରାଯାଇଥିବା ବନ ବିଭାଗର ୧୧ ଦିନିଆ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହେଉଛି। ତେବେ…
Read More...

ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ, ବନ୍ଧାହେଲେ ମଦ୍ୟପ ଯୁବକ

ଅନୁଗୁଳ : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ମଦ୍ୟପ ଯୁବକ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ। ଏନେଇ ଗ୍ରାମବାସୀ ମାନେ ଜାଣିବାପରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼…
Read More...

ସଡ଼କ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ

ବେଲଗାଁ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଲ ନିକଟରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇ ବଡମାଳ ଗୋଳାବାରୁଦ କାରଖାନାର ଏମଇଏସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଡମାଲ…
Read More...

ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ଼୍ ସୋ କରିଥିଲେ। ହଜାର ହଜାର ପୁରୁଷ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ…
Read More...

ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ

ପିପିଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଂନ୍ଧ୍ୟାରେ ପିପିଲିରେ ରୋଡ଼ସୋ କରି ନିର୍ବାଚନ ପ୍ରଚାର କରିଥିଲେ। ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳାମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡ଼ରେ…
Read More...

ବିିବାହ କଲେ ଦୁଇ ସମଲିଙ୍ଗୀ କ୍ରିିକେଟର

ମେଲବର୍ଣ୍ଣ : ବିବାହ ବନ୍ଧନରେ ବନ୍ଧା​‌ ହୋଇଛନ୍ତି ଦୁଇ ଜଣ ମହିଳା କ୍ରିକେଟର। ଜଣେ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ହୋଇଥିଲାବଳେ ଅନ୍ୟ ଜଣଙ୍କ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ହୋଇଥିବା ଜଣାପଡିଛି। ନ୍ୟୁଜିଲ୍ୟାଣ୍ଡର…
Read More...

ସନ୍ଦେହ ଘେରରେ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମୃତ୍ୟୁ, ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଏହାକୁ ନେଇ ଶୁକ୍ରବାର…
Read More...

ସାପ କାମୁଡାରେ ବୃଦ୍ଧ ମୃତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ଗ୍ରାମରେ ରାତିରେ ଘରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡିବାଦ୍ବାରା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ,…
Read More...

ଶାହରୁଖ, କରନ ହେଉଛନ୍ତି ସ୍ବାର୍ଥପର : ନୀନା ଗୁପ୍ତା

ମୁମ୍ବଇ : ବଲିଉଡ଼ର କିଙ୍ଗଖାନ ଶାହରୁଖ ଖାନ୍ ଏବଂ ବଲିଉଡର ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କୁ ସ୍ୱାର୍ଥପର ବୋଲି କହିଛନ୍ତି ନୀନା ଗୁପ୍ତା। ସୂଚନା ମୁତାବକ, ନୀନାଙ୍କ ଝିଅ ମସାବା ବଲିଉଡ଼ରେ…
Read More...

ବାଂଲାଦେଶ: ଶିକ୍ଷକଙ୍କ ନିର୍ଦେଶରେ ଛାତ୍ରୀଙ୍କୁ ଜାଳିଦେଲେ

ଢାକା : ବାଂଲାଦେଶରେ ଏକ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ସ୍କୁଲର ଜଣେ ଛାତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଦେଶରେ ଜୀବନ୍ତ ଜାଳି ଦିଆଯାଇଛି। ବାଂଲାଦେଶୀ ପୁଲିସ୍‍ ଶୁକ୍ରବାର ଏହି…
Read More...

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୪୦ ଦାଗୀ ପ୍ରାର୍ଥୀ, ୩୨୯ କୋଟିପତି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୬ ଲୋକସଭା ଆସନ ପାଇଁ ୩୪୦ ଜଣ ଅର୍ଥାତ ୨୧% ଦାଗୀ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ପ୍ରାର୍ଥୀଙ୍କ ବିରୋଧରେ ଏକ ଓ ଏକାଧିକ ଅପରାଧିକ ମାମଲା…
Read More...

ଆଇପିଏଲ କ୍ରିକେଟ୍-୨୦୧୯ : ଆଜି(ଶୁକ୍ରବାର) କୋଲକତା-ବାଙ୍ଗାଲୋର ମୁହାମୁହିଁ

କୋଲକାତା : ଆଇପିଏଲ-୨୦୧୯ର ଶୁକ୍ରବାର ମ୍ୟାଚରେ କୋଲକତାର ଇଡେନ ଗାର୍ଡେନ ଗ୍ରଉଣ୍ଡରେ କୋଲକତା ନାଇଟ ରାଇଡରସ୍ ଓ  ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ମଧ୍ୟରେ ୩୫ତମ ମ୍ୟାଚ୍ ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ…
Read More...

ସହିଦ ହେମନ୍ତ କରକରେଙ୍କୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସହିଦ ଏଟିଏସ୍‍ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ…
Read More...

ହିଲିଓ ପି-୩୫ପ୍ରୋସେସର ସହିତ ଖୁବଶୀଘ୍ର ବଜାରକୁ ଆସିବ ‘ଓପୋ ଏ-୫ଏସ୍‍’

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ନୂଆ ସ୍ମାର୍ଟଫୋନ ଏ-୫ଏସ୍‍କୁ ପରବର୍ତ୍ତି ସପ୍ତାହରେ ଲଞ୍ଚ କରିବାକୁ ଯାଉଛି। ଏହି ଫୋନରେ ମେଡିଆଟେକ ହିଲିଓ ପି୩୫ ପ୍ରୋସେସର ଦିଆଯିବ। ଓପୋ ଏ-୫ଏସ୍‍ର ମୂଲ୍ୟ ୧୦ହଜାର…
Read More...

ଲିବିଆର ସଶସ୍ତ୍ର ସଂଘର୍ଷରେ ୨୦୫ ମୃତ; ଭାରତୀୟ ନାଗରିକଙ୍କ ପାଇଁ ସହାୟତାର ହାତ ବଢାଇଲା ଏମଇଏ

ତ୍ରିପୋଲି : ଲିବିଆ ରାଜଧାନୀ ତ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ହାଫତାର ଲିବିଆନ ଜାତୀୟ ସେନା (ଏଲଏନଏ) ଏବଂ ଲିବିଆନ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ୨୦୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୧୩…
Read More...

୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ-ମାୟାବତୀ

ମୈନପୁରୀ : ଉତ୍ତରପ୍ରଦେଶରେ ଦୀର୍ଘ ୨୪ ବର୍ଷ ପରେ ସମାଜବାଦୀ ପାର୍ଟି (ଏସ୍‍ପି)ର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ…
Read More...

ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କଲେ ରଜନୀକାନ୍ତ

ଚେନ୍ନଇ : ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା…
Read More...

ଶୁଟିଂ ସେଟରେ ଦେଖାଦେଲେ ଇରଫାନ୍ ; ଦେଖିବାପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ

ଉଦୟପୁର : ସିନେଜଗତର ଅଭିଜ୍ଞ କଳାକାର ହେଲେ ଇରଫାନ୍ ଖାନ୍। ବିଦେଶରେ ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର…
Read More...

ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ କମ୍ପ୍ୟୁଟର ସାମଗ୍ରୀ ଚୋରି

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବଜାରର ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ମୋବାଇଲ ସମେତ କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ବୁଧବାର ରାତିରେ ଦୋକାନର ଅଜବେଷ୍ଟସ୍…
Read More...

ତାଳପଦରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ

ତାଲପଦର : ବରଗଡ଼ ଜିଲାର ବିଜେପୁର ନିର୍ବାଚନ ମଣ୍ଡଳି ଅର୍ନ୍ତଗତ ତାଳପଦର ଗ୍ରାମ ପଞ୍ଚାୟତରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି…
Read More...

ପାଣିରେ ବୁଡ଼ି ବୃଦ୍ଧ ମୃତ

ଲାଠୋର : ବଲାଙ୍ଗୀର ଜିଲା ଲାଠୋର ଗ୍ରାମରେ ଥିବା ରଜାକଟା ଠାରେ ଗୁରୁବାର ସକାଳ ୬ଟାରେ ଜଣେ ବୃଦ୍ଧ ବ୍ୟକ୍ତି ଗାଧୋଉଥିବାବେଳ ପାଣିରେ ଗୋଡ଼ ଖସି ଯିବାରୁ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା…
Read More...

ଘର ଉପରେ ଚଢିଗଲା ଟ୍ରକ୍, ଜଣେ ଗୁରତର ୨ ଆହତ

ଲାଠୋର : ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମର ବୁଲାଣି ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଗୁରୁବାର ଏକ ଟ୍ରକ ସନ୍ତୁଳନ ହରାଇ ଚଢି ଯାଇଥିବାରୁ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ…
Read More...

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୬୧.୧୨% ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୋଟ ୯୫ଟି ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯାଇଛି। ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୬୧.୧୨% ମତଦାନ…
Read More...

ଜେଲରେ ପ୍ରତାଡ଼ନାର ଅଭିଯୋଗ ଆଣି କାନ୍ଦି ପକାଇଲେ ସାଧ୍ୱୀ ପ୍ରଜ୍ଞା

ଭୋପାଳ : ଭୋପାଳ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଗୁରୁବାର ଏକ କାର୍ଯ୍ୟକ୍ରମରେ ଜେଲରେ ତାଙ୍କ ପ୍ରତି ହୋଇଥିବା ପ୍ରତାଡ଼ନା ବଖାଣି କାନ୍ଦି ପକାଇଥିଲେ। ମାଲେଗାଁଓ ବିସ୍ଫୋରଣ…
Read More...

ଆଇପିଏଲ କ୍ରିକେଟ୍ : ଗୁରୁବାର ଦିଲ୍ଲୀ-ମୁମ୍ବଇ ମଧ୍ୟରେ ମୁକାବିଲା

ହାଇଦରାବାଦ : ଆଇପିଏଲ-୨୦୧୯ର ଗୁରୁବାର ମ୍ୟାଚରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ୍ ଓ ମୁମ୍ବଇ ଇଣ୍ଡିଆନସ୍ ମଧ୍ୟରେ ୩୪ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।…
Read More...

ମୋଦୀଙ୍କ ହେଲିକପ୍ଟର ତଲାସୀ କରିଥିବା ଆଇଏଏସ୍‍ ଅଧିକାରୀଙ୍କ ନିଲମ୍ବନ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ଏବଂ ଆପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରର ତଲାସୀ କରି ଜଣେ ଆଇଏଏସ୍‍ ଅଧିକାରୀ ନିଲମ୍ବନ ହେବା ଘଟଣାକୁ ନେଇ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଆପ) ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।…
Read More...

କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଲେ ଇସି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ରାଜ୍ୟର ସମସ୍ତ ଜିଲାପାଳଙ୍କୁ…
Read More...

କଂଗ୍ରେସ ମୁକ୍ତ ହେବା ପରେ ହିଁ ଗରିବ ମୁକ୍ତ ହେବ ଭାରତ: ରାଜନାଥ ସିଂହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ନିର୍ବାଚନୀ ସଭାରେ କଂଗ୍ରେସ ନିର୍ବାଚନୀ ଇସ୍ତାହାରର ଉପହାସ ଉଡ଼ାଇ କହିଛନ୍ତି ଯେ ଭାରତ କଂଗ୍ରେସ ମୁକ୍ତ ହେବା ପରେ ହିଁ ଗରିବ ମୁକ୍ତ ହୋଇପାରିବ।…
Read More...

ଲକ୍ଷ୍ନୌ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ

ଲକ୍ଷ୍ନୌ : ଲକ୍ଷ୍ନୌ ଲୋକସଭା ଆସନ ପାଇଁ କଂଗ୍ରେସ ନେତା ତଥା ବଲିଉଡ଼ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ତଥା ଏସ୍‍ପି-ବିଏସ୍‍ପି ମେଣ୍ଟ ପ୍ରାର୍ଥିନୀ ପୁନମ ସିହ୍ନା ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୁନମ…
Read More...

ବିଜେପି ନେତା ଜେଭିଏଲ ନରସିହ୍ମା ରାଓଙ୍କ ଉପରକୁ ଜୋତା ମାଡ଼

ନୂଆଦିଲ୍ଳୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସାଂସଦ ଏବଂ ବିଜେପି ମୁଖପାତ୍ର ଜେଭିଏଲ ନରସିହ୍ମା ରାଓ ଏବଂ ଭୁପେନ୍ଦ୍ର ଯାଦବଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା…
Read More...

ରାହୁଲ ଗାନ୍ଧୀଙ୍କ ନାମରେ ମାନହାନି ମୋକଦ୍ଦମା ରୁଜୁ କଲେ ସୁଶୀଲ ମୋଦୀ

ପାଟନା : ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାଏର କରିଛନ୍ତି। ସୁଶୀଲ ମୋଦୀ ପାଟନା ସିଜେଏମ କୋର୍ଟରେ ଏହି ମାମଲା ଦାଏର…
Read More...

ବ୍ୟାପକ ମଦ ପାଉଚ ଜବତ, ଜଣେ ଗିରଫ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟଲାଗଡ଼ରେ ଅବକାରୀ ବିଭାଗ ପକ୍ଷରୁ ଗତ ୭ ଦିନ ମଧ୍ୟରେ ୧୯ଟି ସ୍ଥାନରେ ଚଢଉ କରାଯାଇ ବ୍ୟାପକ ମଦ ପାଉଚ ଜବତ କରାଯାଇଛି। ସୂଚନା ମୁତାବକ, ଗୁରୁବାର ଲୁଥୁରବନ୍ଧ ମହଦା ଅଞ୍ଚଳରେ ଏକ ବାଇକରେ…
Read More...

ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ୟୁ-ଟର୍ଣ୍ଣ; ବାରାଣାସୀରୁ ମୋଦୀଙ୍କ ବିରୋଧରେ ଲଢିବେନି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିବାର ପ୍ରାୟ ମାସେ ପରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବୁଧବାର ନିଜ…
Read More...

ଆସନ୍ତାକାଲି ନିର୍ବାଚନ : ଲୋଇସିଂହାର ୨୯୬ଟି ବୁଥରେ ହେବ ମତଦାନ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସ୍ଥାନୀୟ ଭୋଟର ବେଶ୍ ଉତ୍ସାହିତ ରହିଥିବା ଜଣାପଡିଛି। ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟର…
Read More...

ଖୁବଶିଘ୍ର ବଜାରକୁ ଆସିବ ୩୨ମେଗାପିକ୍ସେଲ କ୍ୟାମେରା ଥିବା ଅନର ୨୦ଆଇ

ନୂଆଦିଲ୍ଲୀ : ଖୁବଶିଘ୍ର ଅନର ତାର ନୂଆ ସ୍ମାର୍ଟଫୋନ ଅନର ୨୦ଆଇର ବଜାରପ୍ରବେଶ କରିବ। ଚୀନରେ ଏହି ଫୋନର ପ୍ରିଅର୍ଡର ଆରମ୍ଭ ହୋଇ ସାରିଛି। ସୂଚନା ଅନୁସାରେ, ଅନର ୨୦ଆଇ ଫୋନ ତିନୋଟି ମଡେଲରେ ବଜାରକୁ ଆସିବ। ଏହି ଫୋନ,…
Read More...

ଆରଜେଡି ଛାଡ଼ିଲେ ୪ ଥରର ସାଂସଦ ଅଲି ଅଶରଫ ଫାତମି

ପାଟନା : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦରଭଙ୍ଗାରୁ ୪ ଥରର ସାଂସଦ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ମହମ୍ମଦ ଅଲି ଅଶରଫ ଫାତମି ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପିକୁ ଛାଡ଼ି ଅନ୍ୟ କୌଣସି ଦଳରେ…
Read More...

ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ତାଲିକା ପ୍ରକାଶିତ; କଟିଲା ସୁଷମାଙ୍କ ଟିକେଟ୍‍

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ୪ଟି ଲୋକସଭା ଆସନ ପାଇଁ ବିଜେପି ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ଭୋପାଳ ଲୋକସଭା ଆସନ ପାଇଁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ୍‍ ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର…
Read More...

ମାଓବାଦୀଙ୍କ ଗୁଳିରେ ପୋଲିଂ ସୁପରଭାଇଜର ମୃତ

ଫୁଲବାଣୀ : କନ୍ଧକାଳ ଜିଲା ଗୋଛାପଡ଼ା ଥାନା ବାରାଲା ଗ୍ରାମ ନିକଟରେ ବୁଧବାର ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପୋଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ।…
Read More...

ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଅଦାଲତରେ ମାମଲା

ନୂଆଦିଲ୍ଲୀ : ମହାରାଷ୍ଟ୍ର ନବନିର୍ମାଣ ନୋ (ଏମଏନସି)ର ଜଣେ କାର୍ଯ୍ୟକର୍ତ୍ତା ବୁଧବାର ପୁଣେ ଅଦାଲତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ଏଥିରେ ସ୍ମୃତି ଇରାନୀ ଲୋକସଭା…
Read More...

ପ୍ରିୟଙ୍କା ଗାନ୍ଧୀଙ୍କୁ ଚୋରର ପତ୍ନୀ ବୋଲି କହିଲେ ଉମା ଭାରତୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କୁ ଚୋରର ପତ୍ନୀ କହି ସମ୍ବୋଧିତ କରିଛନ୍ତି। ଛତିଶଗଡ଼ର ଦୁର୍ଗଠାରେ ବୁଧବାର ଆୟୋଜିତ ଏକ ନିର୍ବାଚନୀ ସଭାରେ…
Read More...

ସିଦ୍ଧୁଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ : ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଳଙ୍ଘନ ଅଭିଯୋଗରେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବୁଧବାର ବିହାର କଟିହାର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାସୋଇ…
Read More...

ବଜାରକୁ ଆସିଲା ଭୋଡ଼ାଫୋନର ନୂଆ ଫାମିଲି ରିଚାର୍ଜ ପ୍ଲାନ, ୧୬ଟଙ୍କାରେ ୧ଜିବି ଡ଼ାଟା

ନୂଆଦିଲ୍ଲୀ : ଭୋଡାଫୋନ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଯାହାର ନାମ ଫାମିଲି ରିଚାର୍ଜ ପ୍ଲାନ। ଏହି ପ୍ଲାନରେ ଆପଣ ୧୬ଟଙ୍କା ରିଚାର୍ଜ କରିବାଦ୍ବାରା ୧ଜିବି ଡ଼ାଟା ପାଇପାରିବେ। ତେବେ ଆସନ୍ତୁ…
Read More...

ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ବୁଧବାର ନିଜ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ସହ ଦୁର୍ବ୍ୟବହାର କରିଥିବା କଂଗ୍ରେସ…
Read More...

ଅଚ୍ୟୁତଙ୍କ ପାଇଁ ଦୂତୀ ପ୍ରଚାର କରୁଥିବା ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ଆମ୍ବାସାଡର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାମରେ ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସେ ଅଚ୍ୟୁତଙ୍କ ପାଇଁ ଭୋଟ୍…
Read More...

ବେଗୁସରାଇରେ କହ୍ନେୟାଙ୍କୁ ବିରୋଧ, ଲାଗିଲା ଦେଶଦ୍ରୋହୀ ମୁର୍ଦାବାଦ ସ୍ଲୋଗାନ

ପାଟନା : ଜେଏନ୍‍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବିହାର ବେଗୁସରାଇ ଲୋକସଭା ଆସନରୁ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡ଼ିଛି। ସେଠାରେ ଲୋକମାନେ…
Read More...

ବାବା ରାମଦେବଙ୍କ ୟୁ-ଟର୍ଣ୍ଣ; ମୋଦୀଙ୍କ ପାଇଁ ମାଗିଲେ ଭୋଟ

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବ କିଛି ମାସ ତଳେ ଦେଇଥିବା ନିଜ ବୟାନରୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ଭୋଟ ମାଗିଛନ୍ତି।…
Read More...

ଦଳରୁ ବାଦ୍‌ପଡ଼ିବା ପରେ ରାୟୁଡୁଙ୍କ ପ୍ରତିକ୍ରିୟା: ବିଶ୍ବକପ୍ ଦେଖିବାକୁ ୩ଡି ଚଷମା ଅର୍ଡର ଦେଇଛି

ନୂଆଦିଲ୍ଲୀ : ୨୦୧୯ ବିଶ୍ବକପ୍‌ ଦଳରୁ ବାଦ୍‌ପଡ଼ିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଭାରତୀୟ ବ୍ୟାଟ୍‌ସମ୍ୟାନ ଅମ୍ବତି ରାୟୁଡୁ। ୩୩ ବର୍ଷ ବୟସ୍କ ରାୟୁଡୁଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ ୨୮ ବର୍ଷ…
Read More...

ବିଜେପିରେ ଯୋଗଦେଲେ ସାଧ୍ୱୀ ପ୍ରଜ୍ଞା, ଭୋପାଳରୁ ନିର୍ବାଚନ ଲଢିବେ!

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରୁ ଚର୍ଚ୍ଚାକୁ ଆସିଥିବା ହିନ୍ଦୁ ସନ୍ୟାସିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ବୁଧବାର ବିଜେପିରେ ଯୋଗଦେଇଛନ୍ତି। ସେ ବୁଧବାର ସକାଳେ ଭୋପାଳସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚି…
Read More...

ଆଇପିଏଲ କ୍ରିକେଟ୍‍ : ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

ହାଇଦରାବାଦ : ଆଇପିଏଲ-୨୦୧୯ର ଆଜି(ବୁଧବାର)ମ୍ୟାଚରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜରସ୍‍ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ ୩୩ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ…
Read More...

ସିନେ ତାରକାଙ୍କ ସହ ବିଜେପି ପ୍ରାର୍ଥୀଙ୍କ ରୋଡ଼ ସୋ

ସୁନ୍ଦରଗଡ଼ : ନିର୍ବାଚନ ପ୍ରଚାରର ଶେଷ ଦିବସରେ ତିନି ପ୍ରମୁଖ ଦଳର ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ମଙ୍ଗଳବାର ସନ୍ଧ୍ୟାରେ ସିନେ ତାରକା ବାବୁ ସାନ ଓ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଂପାଦିକା…
Read More...

ଅଗ୍ନିକାଣ୍ଡରେ ବୃଦ୍ଧା ଗୁରୁତର

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁରା ଗ୍ରାମରେ ରୋଷେଇ କରୁଥିବା ବେଳେ ଅଗ୍ନି କାଣ୍ଡ ଘଟିବାରୁ ଜଣେ ବୃଦ୍ଧା ପୋଡିହୋଇ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କଟକ…
Read More...

ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଚୋରି ଅଭିଯୋଗ

ଲାଠୋର : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଟଙ୍କା ଚୋରି ହୋଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଦୁଇ…
Read More...

ମୋଦୀଙ୍କ ଜ୍ୟାକେଟରେ ସମ୍ବଲପୁରୀ ଛୁଙ୍କ

ସମ୍ବଲପୁର : ମୋଦୀଙ୍କ ଜ୍ୟାକେଟ ଫେଶନର ଧୁମ ସବୁ ଆଡେ ରହିଛି। ତେବେ ଏହି ଫେଶନରେ ସମ୍ବଲପୁରୀ ଡିଜାଇନର ଛୁଙ୍କ ଦିଆଯାଇ ତାହାକୁ ଆହୁରୀ ଚମକଦାର କରାଯାଇଛି। ସମ୍ବଲପୁରର ବିଜୟ ସଂକଳ୍ପ ରାଲିରେ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର…
Read More...

କୀଟନାଶକ ଖାଇ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଞ୍ଚଳରେ ଜନୈକା ନାବାଳିକା(୧୬) କୀଟନାଶକ ଓୌଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ କର୍ଲାପାଟ(ଗୁଣପୁର)…
Read More...

ଟିଏମ୍‍ସି ପାଇଁ ପ୍ରଚାର କରୁଥିବା ବାଂଲାଦେଶୀ ଅଭିନେତାଙ୍କ ଭିସା ରଦ୍ଦ, ଭାରତ ଛାଡ଼ିବାକୁ ନିର୍ଦେଶ

ନୂଆଦିଲ୍ଲୀ/କଲକାତା : ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦଙ୍କ ଭିସା ମଙ୍ଗଳବାର ରଦ୍ଦ କରିଦିଆଯାଇଛି। ଏହାସହ…
Read More...

ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମଙ୍ଗଳବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ହୃଦ୍‍ଘାତ ବୋଲି କୁହାଯାଉଛି।…
Read More...

କେନ୍ଦୁପଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପାଟଣା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ସୂଚନା…
Read More...

ନର୍ବାଚନୀ ପ୍ରଚାର ପାଇଁ ୩ ମାସ ପୂର୍ବରୁ ବିଜେପି ବୁକ୍‍ କରିଛି ୨୦ ଘରୋଇ ବିମାନ ଓ ୩୦ ହେଲିକପ୍ଟର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ୩ ମାସ ପୂର୍ବରୁ ୨୦ଟି ଘରୋଇ ବିମାନ ଏବଂ ୩୦ଟି ହେଲିକପ୍ଟର ବୁକ୍‍ କରିଛି। କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ପାଇଁ ବିଜେପି ଏପରି କରିଛି ବୋଲି…
Read More...

କୁଶଭଦ୍ରାରେ ବୁଡି ୩ଯୁବକ ନିଖୋଜ

କୋଣାର୍କ: ମଙ୍ଗଳବାର କୁଶଭଦ୍ରା ନଦୀରେ ଅଘଟଣ ଘଟିଛି। ମଧ୍ୟାହ୍ନରେ କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟକୁ ଗାଧୋଇବାକୁ ଯାଇଥିବା ୩ଜଣ ଯୁବକ ବୁଡ଼ି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପ୍ରଥମେ…
Read More...

ଆଇପିଏଲ୍‌ରୁ ସାକିବ୍‌ଙ୍କୁ ସ୍ବଦେଶ ଡକରା

ଢାକା : ବିଶ୍ବକପ୍ ଲାଗି ପ୍ରସ୍ତୁତହେବା ପାଇଁ ତାରକା ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍‌ଙ୍କୁ ଆଇପିଏଲ୍ ଛାଡ଼ି ସ୍ବଦେଶ ଫେରିଆସିବା ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ ନିର୍ଦେଶ ଦେଇଛି। ଆସନ୍ତା ସପ୍ତାହରେ ଢାକାରେ…
Read More...

ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ସୋମବାର ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌…
Read More...

ଏସ୍‍ପିରେ ଯୋଗଦେଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ, ଲକ୍ଷ୍ନୌରୁ ଲଢିବେ ନିର୍ବାଚନ

ନୂଆଦିଲ୍ଳୀ/ଲକ୍ଷ୍ନୌ : ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍‍ପି)ରେ ଯୋଗଦେଇଛନ୍ତି। ସେ ଲକ୍ଷ୍ନୌଠାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ…
Read More...

ଆଇପିଏଲ କ୍ରିକେଟ୍-୨୦୧୯: ଆଜି ପଞ୍ଜାବ ବନାମ ରାଜସ୍ତାନ

ମୁମ୍ବଇ : ଆଇପିଏଲ-୨୦୧୯ର ଆଜି(ମଙ୍ଗଳବାର)ର ୩୨ତମ ମ୍ୟାଚ୍ କିଙ୍ଗସ୍ ଏକାଦସ ପଞ୍ଜାବ ଓ ରାଜସ୍ତାନ ରୟାଲସ୍ ମଧ୍ୟରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।…
Read More...

ଉତ୍ତରପ୍ରଦେଶର ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାରତୀୟ ସମାଜ ପାର୍ଟି

ଲକ୍ଷ୍ନୌ : ବିଜେପି ଟିକେଟ୍‍ରେ ନିର୍ବାଚନ ଲଢିବା ନେଇ ସହମତି ନହେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର ମଙ୍ଗଳବାର ଉତ୍ତରପ୍ରଦେଶର ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ମୁସଲମାନ ହୋଇଥିବାରୁ ମୋ ବାପାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି: ଆଜମ ଖାନଙ୍କ ପୁଅ

ଲକ୍ଷ୍ନୌ : ବିବାଦୀୟ ବୟାନ ପାଇଁ ସମାଜବାଦୀ ପାର୍ଟି (ଏସ୍‍ପି) ନେତା ଆଜମ ଖାନଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟାର ପ୍ରତିବନ୍ଧକ ଲଗାଇଥିବାବେଳେ ମଙ୍ଗଳବାର ଏହାକୁ ଆଜମ ଖାନଙ୍କ ପୁଅ ଅବଦୁଲା…
Read More...

ଟିଏମ୍‍ସି ପାଇଁ ପ୍ରଚାର କରୁଛନ୍ତି ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ, ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

କଲକାତା : ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ପ୍ରାର୍ଥୀଙ୍କ ପାଇଁ ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପ୍ରଚାର କରୁଛନ୍ତି। ଏହି ଘଟଣାକୁ ନେଇ ମଙ୍ଗଳବାର ବିଜେପି ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ…
Read More...

ମୁସଲମାନ ଭୋଟର ଏକାଠି ହେଲେ କଂଗ୍ରେସ ଜିତିବ: ସିଦ୍ଧୁ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ରାଜନେତାଙ୍କ ବେଲଗାମ ଭାଷଣ ବନ୍ଦ ହେଉନାହିଁ। ଏହି କ୍ରମରେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…
Read More...

ନୋଟାରେ ଭୋଟ ଦେବେ ପଶ୍ଚିମ ଓଡ଼ିଶାର କୃୃଷକ : ଅଶୋକ ପ୍ରଧାନ

ଭୁବନେଶ୍ୱର/ସମ୍ବଲପୁର : ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର କୃଷକମାନେ ନୋଟାରେ ଭୋଟ ଦେବେ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ସଂଯୋଜକ ଅଶୋକ କୁମାର ପ୍ରଧାନ କହିଛନ୍ତି। ସେ କହିଛନ୍ତି ପଶ୍ଛିମ ଓଡ଼ିିଶାର…
Read More...

ଦିଲ୍ଲୀରେ ଆପ ସହ ମେଣ୍ଟ ପାଇଁ ୪ ଆସନର ପ୍ରସ୍ତାବ ରଖିଲେ ରାହୁଲ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ସହ ସମ୍ଭାବ୍ୟ ମେଣ୍ଟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ପ୍ରସ୍ତାବ ରଖିଛନ୍ତି। ୭ ଆସନ ବିଶିଷ୍ଟ ଦିଲ୍ଲୀରେ ଆପ ପାଇଁ ରାହୁଲ ୪ଟି ଲୋକସଭା ଆସନ…
Read More...

ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୋମବାର ମୌସୁମୀକୁ ନେଇ ଚଳିତ ବର୍ଷର ପ୍ରଥମ ଅନୁମାନ ଜାରି କରିଛି। ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ (ଜୁନ- ସେପ୍ଟେମ୍ବର)ରେ ସ୍ୱାଭାବିକ ବର୍ଷା…
Read More...

ଜିଓର ନୂଆ ପ୍ଲାନ, ୨୫୧ଟଙ୍କାରେ ପ୍ରତିିଦିନ ୨ଜିବି ଡାଟା

ନୂଆଦିଲ୍ଲୀ : ରିଲାଏନସ୍‍ ଜିଓ ବଜାରରେ ୨୫୧ଟଙ୍କାର ଏକ ନୂଆ ୪-ଜି ପ୍ଲାନ ଲଞ୍ଚ କରିଛି। ଯେଉଁଥିରେ ପ୍ରତିଦିନ ୨ଜିବିି ହାଇ-ସ୍ପିଡ୍‍ ଡାଟା ମିଳିବ। ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ , ଜିଓର ଏହି ପ୍ଲାନର ନାମ ‘ଜିଓ…
Read More...

୨୦୧୮-୧୯ରେ ସର୍ବାଧିକ ଆୟକର ଦେଇଛନ୍ତି ଅମିତାଭ ବଚ୍ଚନ

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ତାରକା, ସୁପରଷ୍ଟାର ତଥା ବିଗ୍‍-ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି…
Read More...

ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ : ଖାଦ୍ୟପଦାର୍ଥ ଏବଂ ଇନ୍ଧନ ଦର ବୃଦ୍ଧିର ପ୍ରଭାବ ଭାରତୀୟ ପାଇକାରୀ ବଜାର ଉପରେ ପଡ଼ିଛି। ଫଳରେ ମାର୍ଚ୍ଚ ମାସର ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୧୮%ରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ସୋମବାର…
Read More...

ଟିଟିଲାଗଡରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ବିରୋଧ

ଟିଟିଲାଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ ଗସ୍ତକୁ ସୋମବାର କଂଗ୍ରେସ ପକ୍ଷରୁ ବିରୋଧ ପଦର୍ଶନ କରାଯାଇଛି। ଅନେକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିବା ବେଳେ ରାସ୍ତାରୁ ବହୁ କଂଗ୍ରେସ ନେତାଙ୍କୁ…
Read More...

ମୁଲାୟମ ସିଂହ ଯାଦବଙ୍କୁ ହାଇକୋର୍ଟ ନୋଟିସ୍‍

ଲକ୍ଷ୍ନୌ : ଆହ୍ଲାବାଦ୍‍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ସୋମବାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ନେତା ମୁଲାୟମ ସିଂହ ଯାଦବଙ୍କୁ ନୋଟିସ୍‍ ପଠାଇଛନ୍ତି। ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅମିତାଭ ଠାକୁରଙ୍କ…
Read More...

ଆଇପିଏଲ କ୍ରିକେଟ୍-୨୦୧୯: ଆଜି ମୁମ୍ବଇ ବନାମ ବାଙ୍ଗାଲୋର

ମୁମ୍ବଇ : ଆଇପିଏଲ-୨୦୧୯ର ଆଜି(ସୋମବାର) ମ୍ୟାଚରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନସ୍ ଓ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ମଧ୍ୟରେ ୩୧ତମ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ…
Read More...

କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବ-ସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି।…
Read More...

ଲୋକସଭା ନିର୍ବାଚନ: ବିଜେପିର ୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏକ ବିଂଶତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା…
Read More...

୨୦୧୯ କ୍ରିକେଟ ବିଶ୍ୱ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ୫୦ ଓଭରିଆ କ୍ରିକେଟ ବିଶ୍ୱକପ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା…
Read More...

ଯୋଗୀ ଏବଂ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା…
Read More...

ଲୋକସଭା ନିର୍ବାଚନ ପରେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ : ଭାରତରେ ଲୋକସଭା ନିର୍ବାଚନ ପରେ ଯେଉଁ ସରକାର ଆସିବ, ସେହି ସରକାର ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ ପାକିସ୍ତାନ ଆଶା ରଖିଛି। ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ପଡୋଶୀ ଦେଶ ଦ୍ୱୟ…
Read More...

ଚୋରି ରୋକିବା ପାଇଁ ଖାଦାନରେ ୫୧୦୦ ସିସିଟିଭି ଲଗାଇଲା କୋଲ ଇଣ୍ଡିଆ

ନୂଆଦିଲ୍ଲୀ : ଚୋରି ରୋକିବା ପାଇଁ କୋଲ ଇଣ୍ଡିଆ ୩୦୦ କୋଇଲା ଖାଦାନରେ ୫୧୦୦ ସିସିଟିଭି କ୍ୟାମେରା ଲଗାଇଛି। କୋଲ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଚୋରି ରୋକିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ…
Read More...

ଭୋପାଳ ଇ-ଟେଣ୍ଡର ଦୁର୍ନୀତି ମାମଲାରେ ଓଏସଡି ନନ୍ଦ କୁମାର ଗିରଫ

ଭୋପାଳ : ଭୋପାଳ ଇ-ଟେଣ୍ଡର ଦୁର୍ନୀତି ମାମଲାରେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଧ୍ୟପ୍ରଦେଶ ରାଜ୍ୟ ଇଲେକ୍ଟ୍ରୋନିକ୍ସ ବିକାଶ ନିଗମ (ଏମପିଏସ୍‍ଇଡିସି)ର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (ଓଏସ୍‍ଡି) ନନ୍ଦ…
Read More...

ଧୋକା ଦେଇ ଡାକ୍ତର ହେଲେ ୪୯ ପିଲାର ବାପା

ନୂଆଦିଲ୍ଲୀ : ଜଣେ ଡାକ୍ତର ଧୋକା ଦେଇ ୪୯ ପିଲାର ବାପା ହୋଇଛନ୍ତି। ତାଙ୍କ ମୃତ୍ୟୁ ପରେ ଏହି ଘଟଣା ପଦାକୁ ଆସିଛି। ଏହି ଖବର ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବିଶ୍ୱସନୀୟତା ବ୍ୟବଧାନକୁ ବଢାଇବ ବୋଲି ଆଶଙ୍କା କରାଯାଉଛି।…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ; ୨୫୧ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା, ୪୨୩ କୋଟିପତି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୫୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୬୭ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୧ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଦୋହେଲପଡ଼ା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୧ଜଣ ଗୁରୁତର ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗୁରୁତର ୧୧ଜଣଙ୍କ ମଧ୍ୟରେ…
Read More...

ବାପାଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡିଗଲା ପୁଅ

ରାଉରକେଲା : ରାଉରକେଲାର ତରକେରା ଡ୍ୟାମ ପାଖରେ ଥିବା ତରକେରା କଲୋନୀର ଜଣେ ଛାତ୍ର ଡ୍ୟାମରେ ବାପାଙ୍କ ସହ ଗାଧୋଉଥିଲାବଳେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜଣଙ୍କ ସାରଦାକାନ୍ତ ଦାସଙ୍କ ପୁଅ ଚନ୍ଦନ…
Read More...

୭.୮୨ କୋଟି ଆଧାର କାର୍ଡ ତଥ୍ୟ ଚୋରି, ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ

ହାଇଦରାବାଦ : ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ୭.୮୨ ଆଧାର କାର୍ଡ ତଥ୍ୟ ଚୋରି ନେଇ ହାଇଦରାବାଦର ଏକ ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ଅଛି ଯେ ଆଇଟି ଗ୍ରିଡ (ଇଣ୍ଡିଆ) କମ୍ପାନୀ…
Read More...