୫୦% ଇଭିଏମ-ଭିଭିପାଟ ଗଣନା ଦାବିରେ ସୁପ୍ରିମକୋର୍ଟ ଯିବେ ୨୧ ବିରୋଧୀ ଦଳ

ନୂଆଦିଲ୍ଲୀ : ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ୟୁନ ୫୦% ଇଲେକ୍ଟ୍ରୋନିକ୍‍ ଭୋଟିଂ ମେଶିନ (ଇଭିଏମ୍‍) ଏବଂ ଭୋଟର ଭେରିଫାଏଡ ପେପର ଟ୍ରାଏଲ (ଭିଭିପାଟ) ଗଣନା କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।…
Read More...

ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ କଲେ ଲୋକେ

ଖଣ୍ଟପଡ଼ା : ବାଲେଶ୍ୱର ଜିଲା ଖଣ୍ଟପଡ଼ା ଥାନା ଅନ୍ତର୍ଗତ ଦୁର୍ଗା ଚାଉଳ ମିଲରେ ଜଣେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ଲୋକମାନେ ଚାଉଳ ମିଲ ଫାଟକରେ ତାଲା ପକାଇବା ସହିତ…
Read More...

ବୁଥ୍‍ ଦଖଲ ; ଥାନା ଘେରାଉ କଲା କଂଗ୍ରେସ

ଜୟପୁର : କୋରାପୁଟ ଜିଲା ଜୟପୁର ନିର୍ବାଚନ ମଣ୍ତଳିର ଡଙ୍ଗରଚିଞ୍ଚି ଗ୍ରାମ ପଞ୍ଚାୟତର ଖୁଡୁଫି ଗ୍ରାମରେ ପ୍ରଥମ ପ୍ରଯ୍ୟୟ ନିର୍ବାଚନରେ ବୁଥ୍‍ ଦଖଲ ଘଟଣାକୁ ନେଇ ରବିବାର କଂଗ୍ରେସ ପକ୍ଷରୁ ଜୟପୁର ସଦର ଥାନା ଘେରାଉ…
Read More...

ଏପ୍ରିଲ ୧୬ରେ ଭୁୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦୀ

ଭୁୁବନେଶ୍ୱର : ଏପ୍ରିଲ ୧୬(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରରେ ରୋଡ଼ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେବେ…
Read More...

ଆଇପିଏଲ କ୍ରିକେଟ୍‍ : ଆଜି କଲକାତା ବନାମ ଚେନ୍ନଇ, ହାଇଦରାବାଦ ବନାମ ଦିଲ୍ଲୀ

ନୂଆଦିଲ୍ଲୀ : ଆଇପିଏଲ-୨୦୧୯ର ଆଜି(ରବିବାର)ରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ସମୟରେ କଲକାତା ନାଇଟ ରାଇଡରସ୍‍ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ…
Read More...

କୁଆପଥର ବର୍ଷାରେ ଭାଙ୍ଗିଲା ଘର, ଉଜୁଡିଲା ଡାଳୁଅ ଧାନ

ଆରଡି : ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଯାହାର ପ୍ରଭାବରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷିଥିଲା। ଦୀର୍ଘ ସମୟ ଧରି ଝଡ ତୋଫାନ ଲାଗି…
Read More...

କାରରୁ ୧୪ଲକ୍ଷ ଟଙ୍କା ଜବତ, ଚାଳକ ଅଟକ

ଯାଜପୁର : ଯାଜପୁର ଜିଲା ସୁକିନ୍ଦା ଗରାମିଆ ରେଙ୍ଗାଲି କେନାଲ ବନ୍ଧ ରାସ୍ତାରେ ଏକ କାରରୁ ଶନିବାର ଫ୍ଲାଇଂ ସ୍କ୍ବାଡ୍ ଓ ସୁକିନ୍ଦା ପୁଲିସ ୧୪ଲକ୍ଷ ଟଙ୍କା ଜବତ କରିବାସହ କାର ଚାଳକକୁ ଅଟକ ରଖିଥିବା ଜଣାପଡିଛି। ଜବତ…
Read More...

ବିଜେପି କ୍ଷମତାକୁ ଆସିଲେ ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳିବ : ଧର୍ମେନ୍ଦ୍ର ପ୍ରଧାନ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ କଳାପଥର ଦମକଳ କେନ୍ଦ୍ର ସାମ୍ନା ଖେଳ ପଡିଆରେ ଶନିବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଗୁଣି ସନ୍ଦେହରେ ଦମ୍ପତିଙ୍କୁ ମାଡ଼ ଅଭିଯୋଗ

ବାରିପଦା : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମରେ ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଘରୁ ଡାକିଆଣି କିଛି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ୫ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା…
Read More...

ଡେବିଟ୍‍ କାର୍ଡ ବିନା ଏଟିଏମରୁ ବାହାର କରିହେବ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‍ବିଆଇ), ଆଇସିଆଇସିଆଇ ଏବଂ ଆକ୍ସିସ୍‍ ବ୍ୟାଙ୍କର ଗ୍ରାହକମାନେ ବିନା ଡେବିଟ୍‍ କାର୍ଡରେ ଏଟିଏମରୁ ଟଙ୍କା ବାହାର କରିପାରିବେ। ଏହି ୩ ବ୍ୟାଙ୍କ ଏଥିପାଇଁ ପୃଥକ ଆପ ବିକଳ୍ପ…
Read More...

ପାତିମାଙ୍କଡ କାମୁଡ଼ାରେ ୨ଗୁରୁତର, ୪ଆହତ

ବାଲିଚନ୍ଦ୍ରପୁର : ଯାଜପୁର ଜିଲା ବଡଚଣା ବ୍ଲକ୍‍ ବିକ୍ରମତିରଣ ପଞ୍ଚାୟତ ଅନ୍ତର୍ଗତ ଗୋବଣ୍ଡିଆ ଗ୍ରାମରେ ଏକ ପାତିମାଙ୍କଡ କାମୁଡିବା ଯୋଗୁଁ ଦୁଇ ଜଣ ଗୁରୁତର ହେବା ସହ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଏହି…
Read More...

୩ ମାସରେ ୨୨୦ କୋଟି ନିର୍ବାଚନୀ ଚାନ୍ଦା ଦେଇଛି ଟିସିଏସ୍‍!

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‍ର ଟାଟା କନସଲଟାନ୍ସି ସର୍ଭିସେସ୍‍ (ଟିସିଏସ୍‍) ୨୦୧୭-୧୮ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସ (ଜାନୁଆରୀରୁ ମାର୍ଚ୍ଚ) ମଧ୍ୟରେ ୨୨୦ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ଦେଇଛି। କମ୍ପାନୀ…
Read More...

ଆଇପିଏଲ କ୍ରିକେଟ୍ : ମୁମ୍ବଇକୁ ୪ୱିକେଟରେ ହରାଇଲା ରାଜସ୍ତାନ

ମୁମ୍ବଇ : ଆଇପିଏଲ ୨୦୧୯ର ୨୭ତମ ମ୍ୟାଚରେ ରାଜସ୍ତାନ ରୟାଲସ୍ ମୁମ୍ବଇ ଇଣ୍ଡିଆନ୍ସକୁ ୪ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ବଇ ଇଣ୍ଡିଆନ୍ସ ୧୮୭ରନ ହାସଲ କରିଥିଲା। ମୁମ୍ବଇର ୧୮୮ରନର ବିଜୟ ଲକ୍ଷ୍ୟକୁ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ବାସନ୍ତୀ ଦୁର୍ଗାପୂଜା

ଆରଡି : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ବାସନ୍ତୀ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଏହି ଅବସରରେ ଗତ ଗୁରୁବାର ଘଟସ୍ଥାପନ କରାଯିବା…
Read More...

ବାଟରେ ଅଟକିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ

ଭୁବନେଶ୍ବର : ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥ ରବିବାର ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରି ବାଟରେ ଅଟକିଛି। ଆଜି(ରବିବାର) ନିର୍ଦ୍ଧାରିତ ସମୟଠାରୁ କିଛି ସମୟ ବିଳମ୍ବରେ ରୁକୁଣା ରଥ ଗଡିଥିଲା।…
Read More...

ବାଘପତରେ ଅଶୋଧିତ ତେଲର ବଡ଼ ଭଣ୍ଡାର ଥିବା ସମ୍ଭାବନା, ଚାଲିଛି ଖନନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବାଘପତର ଭୂଗର୍ଭ ତଳେ ଅଶୋଧିତ ତେଲର ଏକ ବଡ଼ ଭଣ୍ଡାର ଥିବା ଜାଣିବାକୁ ମିଳିଛି। ଉପଗ୍ରହ ମାଧ୍ୟମରେ ବାଘପତ ଜିଲାର କିରଠଲ ଅଞ୍ଚଳରେ ଅଶୋଧିତ ତେଲର ଏକ ଭଣ୍ଡାର ଥିବା ଚିହ୍ନଟ କରାଯାଇଛି। ଫଳରେ…
Read More...

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? – ନବୀନ

ଦଶପଲ୍ଲା : ନୟାଗଡ଼ ଜିଲା ଦଶପଲ୍ଲା ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜେପିକୁ କେତାଟି ପ୍ରଶ୍ନ କରିଛନ୍ତି। ସଭାରେ ନବୀନ ବିଜେପିର ମୁଖ୍ୟମନ୍ତ୍ରୀ…
Read More...

ଭାରତଠାରୁ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି ବହୁ ଦେଶ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ବହୁ ଦେଶ ଭାରତୀୟ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି ବୋଲି ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବିବେକାନନ୍ଦ ଅନ୍ତର୍ଜାତୀୟ ଫାଉଣ୍ଡେସନର ଏକ…
Read More...

ଆଇପିଏଲ କ୍ରିକେଟ୍ : ରାଜସ୍ତାନ ପାଇଁ ୧୮୮ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବଇ

ମୁମ୍ବଇ: ଆଇପଏଲ ୨୦୧୯ର ୨୭ତମ ମ୍ୟାଚ ତଥା ଆଜି(ଶନିବାର)ର ପ୍ରଥମ ମ୍ୟାଚ ମୁମ୍ବଇ ଇଣ୍ଡିଆନସ୍ ଓ ରାଜସ୍ତାନ ରୟାଲସ୍ ମଧ୍ୟରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟଚରେ ମୁମ୍ବଇ ଦଳ ପ୍ରଥମେ…
Read More...

ହନୁମାନ ବଳଦେବଜୀଉଙ୍କ ପୀଠରେ ହନୁମାନ ଜୟନ୍ତୀ ଓ ଚାଳିଶା ମହାଯଜ୍ଞ ପାଳିତ

କଟକ : କଟକ ଜିଲା ମାହାଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଉମର ସ୍ତିତ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଉମର ହନୁମାନ ବଳଦେବଜୀଉଙ୍କ ପୀଠରେ ରାମନବମୀ ଅବସରରେ ହନୁମାନ ଜୟନ୍ତୀ ଓ ଚାଳିଶା ମହାଯଜ୍ଞ ପାଳିତ ହୋଇଯାଇଛି। ଏଥିରେ ହଜାର…
Read More...

ହନୁମାନଙ୍କୁ ନେଇ ଆଜମ ଖାନ ଓ ଗିରିରାଜଙ୍କ ମଧ୍ୟରେ ବାକ୍‍ଯୁଦ୍ଧ

ଲକ୍ଷ୍ନୌ : ହନୁମାନଙ୍କୁ ନେଇ ବିହାର ବେଗୁସରାଇ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଏବଂ ସମାଜବାଦୀ ପାର୍ଟି (ଏସ୍‍ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ମଧ୍ୟରେ ବାକ୍‍ଯୁଦ୍ଧ ଆରମ୍ଭ…
Read More...

ଜଙ୍ଗଲରୁ ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ନୂଆପଡା ଜିଲା ଲଖନା ଥାନା ପୁଟକେଲପଡା ଗ୍ରାମ ନିକଟ ଜଙ୍ଗଲରୁ ଶନିବାର ନିଖୋଜ ଥିବା ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ୨ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବଳେ ଏନେଇ…
Read More...

୩୦ ଲୋକଙ୍କ ଜୀବନ ବଞ୍ଚାଇ ବିସ୍ଫୋରଣରେ ପ୍ରାଣ ହାରିଲା ପାଳିତ କୁକୁର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବାନ୍ଦା ଜିଲାରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏହି ଜିଲାର ଅତାରା ବିଜ୍ଞାପିତ ଅଞ୍ଚଳର ଏକ ପାଳିତ କୁକୁର ଯୋଗୁଁ ୩୦ ଲୋକଙ୍କ ଜୀବନ ବଞ୍ଚିଯାଇଛି। ସୂଚନା ଅନୁସାରେ ଅତାରା…
Read More...

ରାଫେଲ ରାଜିନାମା ପରେ ଅନୀଲ ଅମ୍ବାନୀଙ୍କ ୧୧୦୦ କୋଟି ଟଙ୍କାର ଟିକସ୍‍ ଛାଡ଼ କରିଛନ୍ତି ଫ୍ରାନ୍ସ ସରକାର!

ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପ୍‍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ସମସ୍ୟା ପୁଣି ଥରେ ବଢୁଥିବା ଦେଖିବାକୁ ମିଳିଛି। ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୫ ରାଫେଲ ଯୁଦ୍ଧ ବିମାନ ରାଜିନାମା ପରେ…
Read More...

ସଡ଼କ ଦୁର୍ଘଟଣାରେ ୫ଆହତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କହ୍ନେଇଁବନ୍ଧ ନିକଟ ରାଜ୍ୟ ରାଜପଥ ୧୯ରେ ଏକକାଳୀନ ସ୍କୁଟର, ସାଇକେଲ ଓ ବାଇକ ମଧ୍ୟରେ ଧକାରେ ଜଣେ ଗୁରୁତର ହୋଇଥିଲାବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ,…
Read More...

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ତୁଷୁରା : ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ କନେରସିଂହା ଗ୍ରାମରେ ବିଷପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଯଶୋଦା ମାଝୀ(୨୬)। ଏନେଇ ତୁଷୁରା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ…
Read More...

ମହୁଲ ଫୁଲ ଭର୍ତ୍ତି ଗାଡ଼ି ଜବତ, ଜଣେ ଗିରଫ

ପାଟଣାଗଡ : ବଲାଙ୍ଗୀର ଜିଲା ପାଟଣାଗଡ- ଘସିଏନ ରାସ୍ତାରେ ସହରଠାରୁ ପ୍ରାୟ ୫ କି.ମି ଦୂର ଅପୁରସାଗର ଗ୍ରାମ ନିକଟସ୍ଥ କୁକୁଡା ଫାର୍ମ ନିକଟରେ ଅବକାରୀ ବିଭାଗ ଚଢଉ କରି ଶୁକ୍ରବାର ଚୋରା ଚାଲାଣ ହେଉଥିବା ୧୮ କ୍ୱିଣ୍ଟାଲ…
Read More...

ପଶ୍ଚିମାଞ୍ଚଳର ସମସ୍ତ ବଡ଼ ପ୍ରକଳ୍ପ କଂଗ୍ରେସ କରିଛି- ନରସିଂହ ମିଶ୍ର

ବଲାଙ୍ଗୀର : ପଶ୍ଚିମାଞ୍ଚଳର ରାଉରକେଲାରୁ ସୁନାବେଡା ଯାଏଁ ଯାହା କିଛି ବଡ଼ ବଡ଼ ପ୍ରକଳ୍ପ ତିଆରି ହୋଇଛି ସବୁ କଂଗ୍ରେସ ଅମଳରେ ହୋଇଛି। ଏପରିକି ଏ ଅଞ୍ଚଳର ସମସ୍ତ ଜଳସେଚନ ପ୍ରକଳ୍ପ କଂଗ୍ରେସ କରିଛି। ତେଣୁ କଂଗ୍ରେସ…
Read More...

ପିପିଲିରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

ପିପିଲି : ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଓ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଶୁକ୍ରବାର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ପିପିଲି ବ୍ଲକର ୮ଟି ପଞ୍ଚାୟତରେ ଜୋରଦାର ନିର୍ବାଚନୀ…
Read More...

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ସୁନାମୀ ଚେତାବନୀ ଜାରି

ଜାକାର୍ତା : ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଶୁକ୍ରବାର ଅପରାହ୍ଣରେ ରିଆକ୍ଟର ସ୍କେଲରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁନାମୀ ସତର୍କ ସୂଚନା…
Read More...

ପାନୀୟ ଜଳ ସଙ୍କଟ : ପାଇପ୍ ଲାଇନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି କଲେ ଗ୍ରାମବାସୀ

ଲୋଇସିଂହା : ବଲାଙ୍ଗୀର ମନହୀରା ଗ୍ରାମ ପଞ୍ଚାୟତର ଭଏଁଷା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିବାରୁ ଗ୍ରାମବାସୀ ପାଇପ୍ ଲାଇନ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ଦାବିକରିଛନ୍ତି। ଯୋଗାଣ ପାଇଁ ପାଇପ୍ ଳାଇନ ବ୍ୟବସ୍ଥା ହୋଇଥିଲେ…
Read More...

ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଲେନି ମମତା

ନୂଆଦିଲ୍ଲୀ : ନିର୍ବାଚନୀ ମାହୋଲରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଅବତରଣ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନାହାନ୍ତି। ଶୁକ୍ରବାର କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଲିଗୁଡ଼ି…
Read More...

ଟିଟିଲାଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡସୋ

ଟିଟିଲାଗଡ଼ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଟିଟିଲାଗଡ ପ୍ରଚାର କାର୍ଯ୍ୟରେ ଆସି ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ନିବେଦନ କରିଛନ୍ତି। ଏନେଇ ସହରରେ ଏକ ରୋଡସୋରେ ଧର୍ମେନ୍ଦ୍ର…
Read More...

ମଦ ଜବତ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଲୁଥୁରବନ୍ଧରେ ଗତ ରାତ୍ରିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ପୁଲିସ୍ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ଜଣାପଡିଛି। ଚଢଉ ସମୟରେ ଗ୍ରାମର…
Read More...

ହରିୟାଣାରେ ବିଜେପି, କଂଗ୍ରେସ ବିରୋଧରେ ଆପ-ଜେଜେପି ମେଣ୍ଟ

ନୂଆଦିଲ୍ଲୀ : ହରିୟାଣାରେ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ବିରୋଧରେ ଆମ ଆଦମୀ ପାର୍ଟି (ଆପ) ଏବଂ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଶୁକ୍ରବାର ଚୂଡ଼ାନ୍ତ ହୋଇଛି। ଆପ ନେତା ଗୋପାଳ ରାୟ କହିଛନ୍ତି…
Read More...

ନିଆଁ ଗିଳିଦେଲା ୭୦ବଖରା

ଅନୁଗୁଳ : ଅନୁଗୁଳ ଜିଲା ଆଠମଲ୍ଲିକ୍‍ ବ୍ଲକ୍‍ ଭୋଗରା କିଷାନସାହିରେ ଶୁକ୍ରବାର ଏକ ଭୟାବହ ଅଗ୍ନିକାଣ୍ଡରେ ୪୦ପରିବାରର ୭୦ବଖରା ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ…
Read More...

ଆନ୍ଧ୍ରରେ ବସ୍‍- ଟ୍ରକ୍‍ ଧକ୍କା: ୭ ମୃତ, ୯ ଗୁରୁତର

ଅନନ୍ତପୁରମ : ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲାର ୪୨ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମିନି ବସ୍‍ ସହ ଟ୍ରକ୍‍ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…
Read More...

ସିଙ୍ଗାପୁର ଅନ୍ତର୍ଜାତୀୟ ରଗବୀ କର୍ମଶାଳାରେ ଓଡିଆ ଯୁବକ

ଖୁଣ୍ଟା : ସିଙ୍ଗାପୁରରେ ଏସୀୟ ଦେଶଗୁଡିକୁ ନେଇ ଏପ୍ରିଲ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ରଗବୀ ଫୁଟବଲ ରେଫରି କର୍ମଶାଳା ୨୦୧୯ରେ ଓଡିଆ ଯୁବକ ଦିବ୍ୟ ରଞ୍ଜନ ଦାସ ଯୋଗ ଦେଇଛନ୍ତି। ସେ…
Read More...

ଅମ୍ପାୟାରଙ୍କ ସହ ଯୁକ୍ତି ; ଧୋନୀଙ୍କ ୫୦ପ୍ରତିଶତ ମ୍ୟାଚ ଫି କଟିଲା

ଜୟପୁର : କ୍ୟାପଟେନ କୁଲ ନାମରେ ପରିଚିତ ମହେନ୍ଦ୍ର ଧୋନୀଙ୍କ ଉଗ୍ରରୂପ ତାଙ୍କ ପାଇଁ ମହଙ୍ଗା ପଡିଛି। ଗୁରୁବାର ଚେନ୍ନଇ ଓ ରାଜସ୍ତାନ ମଧ୍ୟରେ ଖେଳାଯାଇଥିବା ୨୫ତମ ମ୍ୟାଚରେ ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତି କରିବା…
Read More...

ମୁସଲମାନ ଭୋଟରଙ୍କୁ ମେନକା ଗାନ୍ଧୀଙ୍କ ଚେତାବନୀପୂର୍ଣ୍ଣ ନିବେଦନ, ଭୋଟ ନାହିଁ ତ ସାହାଯ୍ୟ ନାହିଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ମୁସଲମାନ ଭୋଟରଙ୍କୁ ଚେତାବନୀପୂର୍ଣ୍ଣ ନିବେଦନ କରିଛନ୍ତି। ସୁଲତାନପୁରଠାରେ…
Read More...

ଆଇପିଏଲ କ୍ରିକେଟ୍-୨୦୧୯ : ଆଜି କୋଲକାତା ବନାମ ଦିଲ୍ଲୀ

ଜୟପୁର : ଆଇପିଏଲ-୨୦୧୯ର ଆଜି(ଶୁକ୍ରବାର) ମ୍ୟାଚରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡରସ୍ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ୨୬ତମ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।…
Read More...

ୟୁଏଇ ପରେ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ମୋଦୀ

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ…
Read More...

ଆପ ସହ ମେଣ୍ଟ ପାଇଁ ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର କେତେକ ସର୍ତ୍ତ ଉପସ୍ଥାପନ କରାଯାଇଛି। ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପିସି ଚାକୋ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି…
Read More...

କରନାଲରେ ଛାତ୍ର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ପୁଲିସ୍‍ର ଲାଠି ଚାର୍ଜ

କରନାଲ : ହରିୟାଣା କରନାଲରେ ଗୁରୁବାର ଦିନ ଏକ ବସ୍‍ ଧକ୍କାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଉତ୍ତ୍ୟକ୍ତ ଛାତ୍ର ଆଇଟିଆଇ ଛକରେ ଳଙ୍କାକାଣ୍ଡ ଭିଆଇଛନ୍ତି। ଉତ୍ତ୍ୟକ୍ତ ଛାତ୍ରମାନେ ଛକ ଦେଇ…
Read More...

ବିଜେପି ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ନେଇ ବିବାଦ, ପୂର୍ବତନ ସେନା ଅଧିକାରୀଙ୍କ ମଧ୍ୟରେ ମତଭେଦ

ନୂଆଦିଲ୍ଲୀ : ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ପ୍ରତିବାଦରେ ରାଷ୍ଟ୍ରପତିଙ୍କ ନିକଟକୁ ପୂର୍ବତନ ସେନା ଅଧିକାରୀଙ୍କ ଦ୍ୱାରା ଚିଠି ଲେଖାଯିବା ଘଟଣା ଏବେ ବିବାଦ ଘେରକୁ ଚାଲିଯାଇଛି। କେତେକ ଗଣମାଧ୍ୟମ…
Read More...

ବଜ୍ରାଘାତରେ ୫ନଡିଆ ଗଛ ଜଳିଗଲା

ପିପିଲି : ପୁରୀ ଜିଲା ସଁପୁର ପଞ୍ଚାୟତର ଜୁଣୁପଡିଆ ଗ୍ରାମର କାଶୀନାଥ ବରାଳ ଓ ଶରତ ବରାଳଙ୍କ ୫ଟି ଫଳନ୍ତି ନଡିଆଗଛ ଗୁରୁବାର ବଜ୍ରାଘାତରେ ଜଳିଯାଇଥିବା ସୂଚନା ମିଳିଛି। ବଜ୍ରାଘାତରେ ନଡିଆଗଛ ଗୁଡିକ ହୁତୁହୁତୁ ହୋଇ…
Read More...

ପଞ୍ଚାୟତ କାର୍ଯ୍ୟାଳୟ ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରିଷିଗାଁ ପଞ୍ଚାୟତର ନରସିଂହପୁର ଓ ସରଗାଦୀ ୨ଗୋଟି ଗ୍ରାମର ଗ୍ରାମବାସୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦାବିରେ ଗୁରୁବାର ଭୋଟ ବର୍ଜନ କରିଛନ୍ତି। ସକାଳ ୭ ଘଣ୍ଟାରୁ ପୁଲିଂ ବୁଥର…
Read More...

କରତାରପୁର କରିଡ଼ରକୁ ନେଇ ୧୬ରେ ପାକ୍‍-ଭାରତ ବୈଠକ

ନୂଆଦିଲ୍ଲୀ : କରତାରପୁର କରିଡ଼ର ନିର୍ମାଣକୁ ନେଇ ଅପ୍ରେଲ ୧୬ରେ ଡେରାବାବା ନାମକ ଜିରୋ ଲାଇନରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ। ଏହି ବୈଠକରେ କରିଡ଼ର ନିର୍ମାଣ କାର୍ଯ୍ୟ ସହ ଶ୍ରୀ…
Read More...

ବ୍ଲକ ପରିବର୍ତ୍ତନ ଦାବି ନେଇ ବାର୍ଷିକୋନା ଅଞ୍ଚଳବାସୀଙ୍କ ଭୋଟ ବର୍ଜନ

କଲମପୁର :  କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଥିବା ବାର୍ଷିକୋନା ଅଞ୍ଚଳବାସୀ ଗୁରୁବାର ବ୍ଲକ ପରିବର୍ତ୍ତନ ଦାବି ନେଇ ଭୋଟ ବର୍ଜନ କରିଥିବା ଜଣାପଡିଛି। ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅଧିନରେ…
Read More...

ଆନ୍ଧ୍ରପ୍ରଦେଶ ପୁଲିଂବୁଥ୍‍ ଆଗରେ ହିଂସାକାଣ୍ଡ; ୨ ଟିଡିପି କର୍ମୀ ମୃତ

ଅନନ୍ତପୁରମ : ଆନ୍ଧପ୍ରଦେଶରେ ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଏକ ପୁଲିଂବୁଥ୍‍ ଆଗରେ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ତେଲୁଗ ଦେଶମ ପାର୍ଟି (ଟିଡିପି) କର୍ମୀଙ୍କ ମୃତ୍ୟୁ ଘଟିଛି। ସୂଚନା…
Read More...

ଭୋଟ ବର୍ଜନ କଲେ ୪ଗ୍ରାମର ଭୋଟର

କଲମପୁର : କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଲଝାପି ପଞ୍ଚାୟତ ଅନ୍ତର୍ଗତ ମସ୍କାଗୁଡା, ଲାଞ୍ଜିଗଡ, ନିକେଶଜୋର ଓ ରାଣୀପଦର ଗ୍ରାମର ଭୋଟର ଗୁରୁବାର ଭୋଟ ବର୍ଜନ କରିଥିବା…
Read More...

ବ୍ରେକ୍‍ଜିଟ୍‍ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ଲଣ୍ଡନ : ବ୍ରିଟେନ୍‍ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଲୋଚନା ପରେ ବ୍ରିକ୍‍ଜିଟ୍‍ (ୟୁରୋପ ସଂଘରୁ ବ୍ରିଟେନ୍‍ ବାହରିଯିବା) ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‍ ମଧ୍ୟରେ…
Read More...

ଆଇପିଏଲ କ୍ରିକେଟ୍-୨୦୧୯ : ଆଜି ରାଜସ୍ତାନ ବନାମ ଚେନ୍ନଇ

ଜୟପୁର : ଆଇପିଏଲ-୨୦୧୯ର ଆଜି(ଗୁରୁବାର) ମ୍ୟାଚରେ ରାଜସ୍ତାନର ଜୟପୁର ସ୍ଥିତ ସ୍ବାମି ମନସିଙ୍ଗ୍ ଷ୍ଟାଡିୟମ ଠାରେ ରାଜସ୍ତାନ ରୟାଲସ୍ ଓ ଚେନ୍ନଇ ସୁପରକିଙ୍ଗସ୍ ମଧ୍ୟରେ ୨୫ତମ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ…
Read More...

ନିର୍ବାଚନ ପ୍ରଚାର ବେଳେ ‘ନାଗୀନ ନାଚ’ କଲେ କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ପାଇଁ ପ୍ରଚାରବେଳେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ନାଗୀନ ନୃତ୍ୟ କରିବା ଘଟଣା ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଗୃହ ଉନ୍ନୟନ ମନ୍ତ୍ରୀ…
Read More...

ୱିକଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେ ବ୍ରିଟେନରେ ଗିରଫ

ଲଣ୍ଡନ : ୱିକ୍‍ଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ବ୍ରିଟେନ୍‍ ପୁଲିସ୍‍ ଗୁରୁବାର ଗିରଫ କରିଛି। ସେ ଗତ କିଛି ବର୍ଷ ହେବ ଲଣ୍ଡନସ୍ଥିତ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ଗୁରୁବାର ଇକ୍ୱାଡୋର ତାଙ୍କୁ…
Read More...

ମଇ ୧୮ରେ ଅଷ୍ଟ୍ରେଲିଆ ସାଧାରଣ ନିର୍ବାଚନ

ସିଡନୀ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ମଇ ୧୮ରେ ହେବ ବୋଲି ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା…
Read More...

ଏକ ଚଳଚ୍ଚିତ୍ର ପ୍ରଦର୍ଶନ ବନ୍ଦ କରି ୨୦ ଲକ୍ଷ ଜୋରିମାନା ଦେବ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ : ବଙ୍ଗାଳୀ ଭାଷାରେ ନିର୍ମିତ ରାଜନୈତିକ ବ୍ୟଙ୍ଗ ଚଳଚ୍ଚିତ୍ର ‘ଭବିଷ୍ୟତର ଭୂତ’ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।…
Read More...

ଅମେଠିରେ ସ୍ମୃତି ଇରାନୀଙ୍କ ରୋଡ଼ ଶୋ’, ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବିଜେପି ନେତା ସାମିଲ

ଲକ୍ଷ୍ନୌ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗଡ଼ ଅମେଠିରେ ଗୁରୁବାର ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଶାଳ ରୋଡ଼ ଶୋ’ରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅମେଠି ଲୋକସଭା ଆସନରୁ…
Read More...

ସ୍ତ୍ରୀକୁ ହତ୍ୟା କରି ଫେରାରଥିବା ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମରେ ସ୍ତ୍ରୀକୁ ହତ୍ୟାକରି ଫେରାର ହୋଇଯାଇଥିବା ସ୍ୱାମୀକୁ ୪ ମାସପରେ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତର ନାମ ଲଲିନ୍ଦ୍ର…
Read More...

ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳରେ ଅଗ୍ନିକାଣ୍ଡ ; ଜଳିଗଲା ୫ ଦୋକାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳରେ ବୁଧବାର ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୫ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁସ ହେଇଯାଇଛି। ସୂଚନା ମୁତାବକ, ଆଜି(ବୁଧବାର) ସକାଳ…
Read More...

କୁଟୁରାକୁ ଉଦ୍ଧାର କରି ବନବିଭାଗ ଜିମାଦେଲେ ଗ୍ରାମବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ମହକୁମା ସ୍ଥିତ ପରଜା ସାହି ନିକଟରେ ବୁଧବାର ଗ୍ରାମବାସୀ ଏକ ଆହତ କୁଟୁରାକୁ ଉଦ୍ଧାର କରି ବନବିଭାଗ ଜିମା ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳୁ…
Read More...

ବିଜେପିରେ ଯୋଗଦେଲେ ସଂଖ୍ୟାଧିକ ବିଜେଡ଼ି ଓ ସନା ସେନା କର୍ମୀ

ଯୋଡା : କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ପଡିଆ ଠାରେ ବୁଧବାର ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବ ଉତ୍ସବରେ ସଂଖ୍ୟାଧିକ ବିଜେଡି ଓ ସନା ସେନା କର୍ମୀ ଯୋଗ ଦେଇଛନ୍ତି। ଗୋଠଛଡା…
Read More...

ଐତିହାସିକ ମୁହୂର୍ତ୍ତ: ସାମ୍ନାକୁ ଆସିଲା ୫୦୦ ନିୟୁତ ଶତପରାର୍ଦ୍ଧ କିମି ଦୂର ‘କୃଷ୍ଣ ଗର୍ତ୍ତ’ର ପ୍ରଥମ ଚିତ୍ର

ନୂଆଦିଲ୍ଲୀ : ଆଜି ପର୍ଯ୍ୟନ୍ତ କୃଷ୍ଣ ଗର୍ତ୍ତ (ବ୍ଲାକ୍‍ ହୋଲ) କେବଳ ଏକ ସିଦ୍ଧାନ୍ତ ଥିଲା, ତାର କୌଣସି ଚିତ୍ର ସାମ୍ନାକୁ ଆସିନଥିଲା। ସମୟେ ସମୟେ ଏହି ସିଦ୍ଧାନ୍ତକୁ ନେଇ ପ୍ରଶ୍ନ ଏବଂ ତର୍କ ଆସୁଥିଲା। ହେଲେ ଏବେ…
Read More...

ରଜରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ ଲଭ ଷ୍ଟୋରୀ-୨’

ଖୁଣ୍ଟା : ରଜ ପର୍ବରେ ଦର୍ଶକଙ୍କୁ ନୂଆ ଓଡିଆ ସିନେମା ଭେଟି ଦେବା ପାଇଁ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକରେ କୁହୁ ସିନେ ଫ୍ଲିକ୍ସ ଦ୍ୱାରା ‘ତୁ ମୋ ଲଭ ଷ୍ଟୋରୀ-୨’ର ଶୁଭ ମହୁରତ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକର…
Read More...

ମଧ୍ୟପ୍ରଦେଶରେ ହଜାର କୋଟି ଟଙ୍କାର ଇ-ଟେଣ୍ଡର ଦୁର୍ନୀତି, ମାମଲା ରୁଜୁ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସହଯୋଗୀଙ୍କ ଠିକଣା ଉପରେ ଆୟକର ବିଭାଗର ଚଢାଉ ପରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଚଢାଉର ୩ ଦିନ ପରେ ମଧ୍ୟପ୍ରଦେଶର କଂଗ୍ରେସ…
Read More...

୧୪ରୁ ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି

ଆରଡି : ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିରରେ ଆସନ୍ତା ୧୪ ତାରିଖ ଅର୍ଥାତ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଠାରୁ ଏକମାସ ବ୍ୟାପି ଶୀତଳ ଉପଚାର ନୀତି ଅନୁଷ୍ଠିତ ହେବ । ଏହି ଅବସରରେ…
Read More...

ବଣାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ ଖେଳପଡିଆଠାରେ ଆଜି(ବୁଧବାର) ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା କୋଠାବାଡି ନିର୍ମାଣ କଲ୍ୟାଣ…
Read More...

ଆରବିଆଇଙ୍କୁ ହାଇକୋର୍ଟଙ୍କ ଜବାବ ତଲବ; ବିନା ମଞ୍ଜୁରୀରେ କିପରି ଚାଲିଛି ଗୁଗଲ ପେ’

ନୂଆଦିଲ୍ଲୀ : ଭାରତରେ ଖୁବ୍‍ ଲୋକପ୍ରିୟ ଡିଜିଟାଲ ପେମଣ୍ଟ ଆପ ‘ଗୁଗଲ ପେ’କୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ଜବାବ ତଲବ କରିଛନ୍ତି। ଏନେଇ ଦାଖଲ ଏକ ଜନସ୍ୱାର୍ଥ ମାମଲାର…
Read More...

ବି.ଜେ.ଡି ବିଧାୟକ ପ୍ରାର୍ଥୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ

କଲମପୁର : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳିର ବି.ଜେ.ଡି ବିଧାୟକ ପ୍ରାର୍ଥୀଙ୍କ କାରରୁ ଆଜି(ବୁଧବାର) ଫ୍ଲାଇଂସ୍କ୍ବାଡ୍ ଦ୍ୱାରା ୨ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏହି ଘଟଣା…
Read More...

କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରିବ ଠାକୋର ସେନା, ଇସ୍ତଫା ଦେବେ ଅଳ୍ପେଶ ଠାକୋର!

ଅହମଦାବାଦ : କଂଗ୍ରେସଠାରୁ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ଗୁଜୁରାଟରେ ଆଞ୍ଚଳିକ ସଂଗଠନ ଠାକୋର ସେନା ନିଷ୍ପତ୍ତି ନେଇଛି। ଏହି କ୍ରମରେ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ସଂଗଠନର ସଦସ୍ୟ ବିଧାୟକ ଅଳ୍ପେଶ ଠାକୋରଙ୍କ…
Read More...

ଆଇପିଏଲ କ୍ରିକେଟ୍‍-୨୦୧୯ : ଆଜି ମୁମ୍ବଇ ବନାମ ପଞ୍ଜାବ

ମୁମ୍ବଇ : ଆଇପିଏଲ-୨୦୧୯ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲାବଳେ ଆଜି(ବୁଧବାର) ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ ଠାରେ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦସ ପଞ୍ଜାବ ମଧ୍ୟରେ ୨୪ତମ ମୁକାବିଲା ଅନୁଷ୍ଠିତ ହେବ । ରାତି…
Read More...

ମହାମେଣ୍ଟକୁ ଭୋଟ ଦେବା ପାଇଁ ମୁସଲମାନଙ୍କୁ ଜମାତ-ଏ-ଇସ୍ଲାମର ନିବେଦନ

ନୂଆଦିଲ୍ଲୀ : ମୁସଲମାନଙ୍କ ଧାର୍ମିକ ସଂଗଠନ ଜମାତ-ଇ-ଇସ୍ଲାମି ହିନ୍ଦ ବୁଧବାର ମହାମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମୁସଲମାନଙ୍କୁ ନିବଦେନ କରିଛି। ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପରେ…
Read More...

ବିଜେପିରେ ଯୋଗଦେଲେ କିରୋଡି ସିଂହ ବୈସଂଲା

ଜୟପୁର/ନୂଆଦିଲ୍ଲୀ : ରାଜସ୍ଥାନରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ପୁରୋଧା କର୍ଣ୍ଣଲ କିରୋଡି ସିଂହ ବୈସଂଲା ନିଜ ପୁଅ ବିଜୟ ବୈସଂଲାଙ୍କ ସହ ବୁଧବାର ବିଜେପିରେ ଯୋଗଦେଇଛନ୍ତି। ଗୁର୍ଜର ଆନ୍ଦୋଳନ ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଅଟକିଲା

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରଇଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏହି…
Read More...

ମାଈ ହାତୀର ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ପଞ୍ଚାୟତର ଅସନବାହାଳି ଗ୍ରାମ ଜଙ୍ଗଲରେ ଏକ ନାଳ ନିକଟରେ ୧୫ ରୁ ୧୬ ବର୍ଷ ବୟସର ଏକ ମାଈ ହାତୀର ମୃତ ଦେହ ପଡିଥିବା ଦେଖାଯାଇଛି । ତେବେ ଖବର ପାଇବା ପରେ…
Read More...

୨ଲ୍ୟାଣ୍ଡ ମାଇନ ଜବତ

ମୋହନା : ଗଜପତି ଜିଲା ଅଡବା ଥାନା ପୁଲିସକୁ ମଙ୍ଗଳବାର ମିଳିଛି ଏକ ବଡ଼ ସଫଳତା। ନିର୍ବାଚନ ଭଣ୍ଡୁର ପାଇଁ ମାଓବାଦୀଙ୍କ ଉଦ୍ୟମକୁ ପୁଲିସ୍ ପଣ୍ଡ କରିଛି । ମଙ୍ଗଳବାର ପୁଲିସ୍ ଓ ଏସ୍ଏସବିଏନ୍ ଯବାନଙ୍କ ମିଳିତ କମ୍ବିଙ୍ଗ…
Read More...

୩୨ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ୱାୱେ ପି-୩୦ଲାଇଟ୍‍

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ୱାୱେ ମଙ୍ଗଳବାର ଭାରତରେ ତାର ନୂଆ ସ୍ମାର୍ଟଫୋନ ୱାୱେ ପି-୩୦ ଲାଇଟ୍‍ ଲଞ୍ଚ କରିଛି। ଏହାପୂର୍ବରୁ ଗତମାସରେ ପ୍ୟାରିସରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ତେବେ ଆସନ୍ତୁ ଏହି ଫୋନ…
Read More...

କେରଳର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୧୩ ଥର ବିଧାୟକ କେଏମ୍‍ ମାଣିଙ୍କ ପରଲୋକ

କୋଚି : କେରଳ କଂଗ୍ରେସ (ଏମ୍‍) ଅଧ୍ୟକ୍ଷ, କେରଳ ଆଧୁନିକ ରାଜନୀତିର ମୁଖିଆ ତଥା ୧୩ ଥର ବିଧାୟକ କେଏମ୍‍ ମାଣିଙ୍କ ମଙ୍ଗଳବାର କୋଚିର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ…
Read More...

ଛତିଶଗଡ଼ ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାକୁ ଆଲର୍ଟ କଲେ ଡିଜିପି

ଭୁବନେଶ୍ଵର : ଛତିଶଗଡ଼ରେ ମଙ୍ଗଳବାର ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାର ଏସପିମାନଙ୍କୁ ଆଲର୍ଟ ରହିବା ପାଇଁ ଓଡ଼ିଶା ଅତିରିକ୍ତ ଦାୟିତ୍ଵରେ ଥିବା ଡ଼ିଜିପି ବିଜୟ ଶର୍ମା ପରାମର୍ଶ ଦେଇଛନ୍ତି। ଏହାସହିତ ପ୍ରାର୍ଥୀ…
Read More...

ଦାନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣ; ବିଧାୟକ ମୃତ, ୩ ଯବାନ ସହିଦ

ଦାନ୍ତେୱାଡା/ମାଲକାନଗିରି : ଲୋକସଭା ନିର୍ବାଚନ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ମାଓବାଦୀମାନେ ଛତିଶଗଡ଼ ଦାନ୍ତେୱାଡାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ସ୍ଥାନୀୟ ବିଧାୟକଙ୍କ…
Read More...

ଆଇପିଏଲ କ୍ରିକେଟ୍ : ଆଜି ଚେନ୍ନଇ ବନାମ କଲକତା

ଚେନ୍ନଇ : ଆଇପିଏଲ-୨୦୧୯ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଆଜି ମଙ୍ଗଳବାର ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ଠାରେ ଚେନ୍ନଇ ସୁପରକିଙ୍ଗସ ଓ କଲକତା ନାଇଟ ରାଇଟରସ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ରାତି…
Read More...

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ; ଟାର୍ଗେଟରେ ମତ୍ସ୍ୟଜୀବୀଙ୍କ ଭୋଟ

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର ଯୋରଧରିଛି। ବିଜେଡ଼ି ନେତା କିଶୋର ମହାନ୍ତି ଓ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ନିଜ ନିଜ ସମର୍ଥକ ମାନଙ୍କ ସହିତ ନିର୍ବାଚନ ପ୍ରଚାରରେ ଦିନରାତି ଏକ…
Read More...

ଆଜି ହିଟ୍‍ଲର ଜୀବିତ ଥିଲେ ମୋଦୀଙ୍କ କାମକୁ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ : ମମତା ବାନାର୍ଜୀ

କଲକାତା : ନିର୍ବାଚନୀ ପ୍ରଚାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ…
Read More...

ଗୋଆ ପାଇଁ ଶିବସେନାର ନିର୍ବାଚନୀ ଇସ୍ତାହାର ପ୍ରକାଶ

ପାଣାଜୀ : ଗୋଆ ଲୋକସଭା ନିର୍ବାଚନ ପାଇଁ ଶିବସେନା ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଖଣି ଖନନ ପୁନଃ ଆରମ୍ଭ, ବନ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।…
Read More...

ଖାତାରେ ୧୫ ଲକ୍ଷ ଲେଖାଏଁ ଜମା କରାଯିବ ବୋଲି କେବେ କୁହାଯାଇନାହିଁ: ରାଜନାଥ ସିଂହ

ନୂଆଦିଲ୍ଲୀ : ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରାଯିବ ବୋଲି କେବେ ବି କୁହାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନ ସମୟରେ ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା ବୋଲି ଗୃହ ମନ୍ତ୍ରୀ ରାଜନାଥ…
Read More...

ବିଡମ୍ବନା; ମାତ୍ର ଟଙ୍କାଏ ପାଇଁ ମହିଳାଙ୍କୁ ପିଟି ପିଟି ମାରିଦେଲେ

ସୀତାପୁର : ଉତ୍ତରପ୍ରଦେଶ ସୀତାପୁର ଲହରପୁର କୋତୱାଲି ଅଞ୍ଚଳରେ ମାତ୍ର ଗୋଟିଏ ଟଙ୍କା ଉଧାରକୁ ନେଇ ଜଣେ ମହିଳାଙ୍କୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ ୬ ଜଣଙ୍କ…
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ : ବିଜନୌରଠାରେ ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ଶୋ’ରେ ହଙ୍ଗାମା ଘଟିଛି। ଏଠାକାର ରୋଡ଼ ଶୋ’ରେ କଂଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।…
Read More...

ଶଶୀଭୂଷଣଙ୍କୁ କେନ୍ଦ୍ରାପଡ଼ାରୁ ଟିକେଟ

ଭୁବନେଶ୍ବର : କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ  ସୋମବାର ବିଜୁଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଦଳ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ଏଥିସହିତ ରାଜ୍ୟର…
Read More...

ଡିଜିପି ଦାୟିତ୍ୱ ନେଲେ ବି.କେ. ଶର୍ମା

କଟକ : ହୋମଗାର୍ଡ ଏବଂ ପୁଲିସ ଡିଜି ବି.କେ ଶର୍ମା ସୋମବାର ଡିଜିପି ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଡିଜିପ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଶର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନକ୍ସଲ…
Read More...

ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୫% ରହିବ: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧ ହାର ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ଅନୁମାନ କରିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଘରୋଇ ନିବେଶ…
Read More...

ଏଫ-୧୬ ମାରି ଖସାଇବାର ପ୍ରମାଣ ଦେଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା ପୁଣି ଥରେ ଏଫ-୧୬ ଯୁଦ୍ଧ ବିମାନ ନେଇ ପାକିସ୍ତାନର ମିଛ ଉପରୁ ପରଦା ଉଠାଇଛି। ଭାରତୀୟ ବାୟୁ ସେନା ଏୟାର ଭାଇସ ମାର୍ଶାଲ ଆରଜିକେ କପୁର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଫ-୧୬…
Read More...

ପରଦାରେ ଏକାଠି ଅଭିନୟ କରିବେ ଇରଫାନ-କରୀନା

ମୁମ୍ବଇଁ : ଗତ କିଛି ମାସ ହେବ ବିଦେଶରେ ଚିକିତ୍ସିତ ହୋଇ ଇରଫାନ ଖାନ ବିଦେଶ ଫେରିବା ପରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଇଂରାଜୀ ମିଡିୟମର ଶୁଟିଂ ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ପତ୍ନୀ ଚରିତ୍ରରେ କରୀନା କପୁର ଖାନ…
Read More...

କମଳନାଥଙ୍କ ସହଯୋଗୀଙ୍କ ଠିକଣା ଉପରେ ଦ୍ୱିତୀୟ ଦିନ ଆୟକର ଚଢାଉ

ଭୋପାଳ/ଇନ୍ଦୋର : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅତିଘନିଷ୍ଠ ଓ ସହଯୋଗୀଙ୍କ ମଧ୍ୟପ୍ରଦେଶସ୍ଥିତ ବିଭିନ୍ନ ଠିକଣା ଉପରେ ସୋମବାର ଦ୍ୱିତୀୟ ଦିନ ମଧ୍ୟ ଆୟକର ବିଭାଗ ଚଢାଉ ଜାରି ରଖିଛି। କମଳନାଥଙ୍କ ବ୍ୟକ୍ତିଗତ…
Read More...

୬୪ଜିବି ଷ୍ଟୋରେଜ ଥିବା ଓପୋ ଏ-୫ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ସ୍ମାର୍ଟଫୋନ ଓପୋ -୫କୁ ୬୪ଜିବି ଷ୍ଟୋରେଜ ସହିତ ଭାରତୀୟ ବଜାର ପ୍ରବେଶ କରାଇଛି। ଏହି ଫୋନକୁ ଆପଣ ଅନଲାଇନ ଷ୍ଟୋରରୁ କିଣିପାରିବେ। ଏହାସହିତ ପରବର୍ତ୍ତୀ ସପ୍ତାହରୁ…
Read More...

ଆରଜେଡିର ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ଓ ରୋଜଗାର ପ୍ରତିଶ୍ରୁତି

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୋମବାର ନିଜ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଦଳୀୟ ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ଏବଂ ରୋଜଗାରକୁ ପ୍ରମୁଖ ସ୍ଥାନ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଆରଜେଡି…
Read More...

ପୋଖରୀରେ ବୁଡ଼ି ୨ଶିଶୁ ମୃତ

ବଡମ୍ବା : କଟକ ଜିଲା ବଡମ୍ବା ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଥିବା ବଡ଼ ପୋଖରୀରେ ବୁଡ଼ି ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦୁଇ ଜଣ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲାବଳେ ଜଣେ ବାଳକ ଏବଂ ଜଣେ ବାଳିକା…
Read More...

ପ୍ରତି ବିଧାନସଭାର ୫ଟି ବୁଥରେ ଇଭିଏମ-ଭିଭିପାଟ ଗଣନା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟ୍ରୋନିକ୍‍ ଭୋଟିଂ ମେଶିନ (ଇଭିଏମ୍‍) ଏବଂ ଭୋଟର ଭେରିଫାଏଡ ପେପର ଟ୍ରାଏଲ ( ଭିଭିପାଟ) ଯାଞ୍ଚ ବା ଗଣନା ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ଦେଶ…
Read More...

ଲଣ୍ଡନ କୋର୍ଟରେ ମାଲ୍ୟାଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ତଥା ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ କୋର୍ଟରେ ବଡ଼ ଝଟକା ଲାଗିଛି। ସୂଚନା ଅନୁସାରେ ପ୍ରତ୍ୟର୍ପଣ ନିର୍ଦେଶ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ…
Read More...

ଆତଙ୍କବାଦୀଙ୍କ ବିରୋଧରେ ୨୦୩ ଆସଲ୍ଟ ରାଇଫଲ ବ୍ୟବହାର କରିବ ସେନା

ଶ୍ରୀନଗର/ନୂଆଦିଲ୍ଲୀ : ଖୁବଶୀଘ୍ର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ଯବାନଙ୍କୁ ଏକେ-୨୦୩ ଆସଲ୍ଟ ରାଇଫଲ ପ୍ରଦାନ କରାଯିବ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଏହି ରାଇଫଲ ବ୍ୟବହାର କରାଯିବ। ଏହି…
Read More...