www.samajalive.in
Monday, December 8, 2025
24.1 C
Bhubaneswar

ଆଇପିଏଲ କ୍ରିକେଟ୍‍ : ଆଜି କଲକାତା ବନାମ ଚେନ୍ନଇ, ହାଇଦରାବାଦ ବନାମ ଦିଲ୍ଲୀ

ନୂଆଦିଲ୍ଲୀ : ଆଇପିଏଲ-୨୦୧୯ର ଆଜି(ରବିବାର)ରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ସମୟରେ କଲକାତା ନାଇଟ ରାଇଡରସ୍‍ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିଲା ବେଳେ ଦ୍ୱିତୀୟ ମ୍ୟାଚଟି ରାତି ୮ଟା ସମୟରେ ହାଇଦରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜରସ୍‍ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲସ୍‍ ମଧ୍ୟରେ ଅନୁଷ୍ଠିତ ହେବ।

ଦଳ             ମ୍ୟାଚ୍          ବିଜୟ         ପରାଜୟ      ପଏଣ୍ଟସ୍

- Advertisement -

କଲକାତା       ୦୭            ୦୪           ୦୩          ୦୮

ଚେନ୍ନଇ          ୦୭            ୦୬           ୦୧          ୧୨

ହାଇଦରାବାଦ     ୦୬            ୦୩           ୦୩        ୦୬

ଦିଲ୍ଲୀ             ୦୭            ୦୪            ୦୩        ୦୮

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories