Browsing Tag

sports news

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ

ସମାଜ ଡିଜିଟାଲ ଡେସ୍କ: ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ବୁଧବାର ଘୋଷଣା ହୋଇଛି ଓଡ଼ିଶା ଦଳ। ୧୮ ଜଣିଆ ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ। ଗୋବିନ୍ଦ ପୋଦାରଙ୍କୁ ମିଳିଛି ଅଧିନାୟକ ପଦ। ଏନେଇ ସାମ୍ବାଦିକ…
Read More...

ସାମସନଙ୍କ ଶତକ, ପ୍ରଥମ ଟି-୨୦ରେ ଭାରତର ବଡ଼ ବିଜୟ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ବଡ଼ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇଥିବା ଭାରତୀୟ ଦଳ ଘରୋଇ ଦଳକୁ ୬୧ ରନରେ ପରାସ୍ତ କରିଛି। ଏହି ବିଜୟରେ ସଞ୍ଜୁ…
Read More...

୨ୟ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ସାଣ୍ଟନରଙ୍କୁ ୧୩ ଉଇକେଟ୍‌

ସମାଜ ଡିଜିଟାଲ ଡେସ୍କ: ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ…
Read More...

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କାଂସ୍ୟ ଜିତି ଗୌରବ ଆଣିଲେ ଦୀପିକା

ଫୁଲବାଣୀ:  କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଏବଂ ଫୁଲବାଣୀ ମାର୍ଶଲ ଆର୍ଟ୍ସ ଏକାଡେମୀର ଦୀପିକା ବୁରୁୟୁଲି ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି। ଉତ୍ତରପ୍ରଦେଶର…
Read More...

ଗୋଟିଏ ଫଟୋ ଉଠାଗଲା, ସେଥିରେ ବି ରାଜନୀତି ହେଲା: ପିଟି ଉଷାଙ୍କୁ ଟାର୍ଗେଟ କଲେ ବିନେଶ ଫୋଗତ

ନୂଆଦିଲ୍ଲୀ: ଭାରତର ତାରକା କୁସ୍ତିଯୋଦ୍ଧା ବିନେଶ ଫୋଗତ ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ଅଧ୍ୟକ୍ଷ ପିଟି ଉଷାଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ଦୁଃଖଦ ଯାତ୍ରା ସମୟରେ…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମୋଇନ୍ ଅଲି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ରବିବାର ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି। ଇଂଲଣ୍ଡ ପାଇଁ ଦୁଇ ଥର ବିଶ୍ଵକପ୍ ଜିତିଥିବା ମୋଇନ୍ ତାଙ୍କ ୧୦ ବର୍ଷର କ୍ୟାରିୟରରେ ଅନେକ…
Read More...

ବିଜେପିରେ ମିଶିଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି। ଜାମନଗର ବିଧାୟିକା ତଥା ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁରୁବାର ଏକ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି।…
Read More...

ପାରାଲିମ୍ପିକ୍ସ: ସଚିନ୍‌ ସରଜେରାଓ ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି

ପ୍ୟାରିସ୍: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବୁଧବାର ପୁରୁଷ ଏଫ୪୬ ସଟ୍‌ ପୁଟ୍‌ରେ ପଦକ ଖାତା ଖୋଲିଛି ଭାରତ। ସଚିନ୍‌ ସରଜେରାଓ ଖିଲାରି ୧୬.୩୨ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ପ୍ୟାରିସ୍‌…
Read More...

ପାକିସ୍ତାନକୁ ପୁଣି ହରାଇ ଇତିହାସ ରଚିଲା ବାଂଲାଦେଶ

ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟରେ ଇତିହାସ ରଚିଛି ବାଂଲାଦେଶ ଟିମ୍‌। ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦେଶକୁ କ୍ରମାଗତ ୨ୟ ଥର ପାଇଁ ହରାଇ ବାଂଲାଦେଶ ଏହି ସଫଳତା ହାସଲ କରିଛି। ପାକିସ୍ତାନ ମାଟିରେ ଘରୋଇ ଦଳକୁ…
Read More...

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ୮ମ ପଦକ, ରୌପ୍ୟ ଜିତିଲେ ଯୋଗେଶ

ପ୍ୟାରିସ୍‌: ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ପଞ୍ଚମ ଦିନରେ ସୋମବାର ଭାରତକୁ ମିଳିଛି ୮ମ ପଦକ। ପୁରୁଷ ଡିସ୍‌କସ୍‌ ଥ୍ରୋ ଏଫ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ। ୨୭…
Read More...