Browsing Tag

sports news

୧୦୦ ମିଟର ଜାତୀୟ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ କଳାହାଣ୍ଡି ପୁଅ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଆଶ୍ରମପଡାର ଲାଲୁ ପ୍ରସାଦ ଭୋଇ ବେଙ୍ଗାଲୁରୁରେ ଅନୁଷ୍ଠିତ ୧୦୦ ମିଟର ଜାତୀୟ ମୁକ୍ତ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି…
Read More...

ପ୍ୟାରିସ୍ ପାରାଲିମ୍ପିକ୍ସ: ଦ୍ଵିତୀୟ ଦିନରେ ଭାରତକୁ ୨ଟି ପଦକ, ସ୍ଵର୍ଣ୍ଣ ଜିତିଲେ ଅବନୀ

ପ୍ୟାରିସ୍‌: ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ସ୍ଵର୍ଣ୍ଣ ପଦକ ସହ ଦୁଇଟି ପଦକ ଦେଇଥିବା ପାରା ଶୁଟର…
Read More...

ବିରାଟଙ୍କ କ୍ରିକେଟ ଯାତ୍ରା…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ବିରାଟ କୋହଲି। ରେକର୍ଡ ବ୍ରେକର ଭାବେ ପରିଚିତ କୋହଲି ପଡ଼ିଆରେ ସର୍ବଦା ସକ୍ରିୟ ଭୂମିକା ଗ୍ରହଣ କରିଥାଆନ୍ତି। ଏକାଧିକ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ପ୍ୟାରିସ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଏକମାତ୍ର ଓଡ଼ିଆ ତାରକା ଅମିତ ରୋହିଦାସ। ଏହି ଅବସରରେ…
Read More...

ଶ୍ରୀଜେଶଙ୍କ ସମ୍ମାନାର୍ଥେ ହକି ଇଣ୍ଡିଆର ବଡ଼ ନିଷ୍ପତ୍ତି; ଆଉ ଦେଖାଯିବନି ଜର୍ସି ନମ୍ବର ୧୬

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର ଶ୍ରୀଜେଶଙ୍କ ସମ୍ମାନାର୍ଥେ ଏକ ବଡ଼ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ। ବୁଧବାର ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଅବସର ଦେବାକୁ ହକି ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି…
Read More...

ପ୍ୟାରିସ୍‌ ଅଲିମ୍ପିକ୍ସରେ କମାଲ୍‌ କଲେ ଇଣ୍ଡିଆ, ବ୍ରେକ୍‌ଡାନ୍ସିଂରେ ପ୍ରଥମ ମ୍ୟାଚ୍‌ ଜିତି ରଚିଲେ ଇତିହାସ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ପ୍ରଥମ ଥର ପାଇଁ ଏକ ନୂଆ ଖେଳ ସାମିଲ ହୋଇଛି, ଯାହାକୁ ବ୍ରେକ୍‌ଡାନ୍ସିଂ ବା ବ୍ରେକିଙ୍ଗ୍ କୁହାଯାଉଛି। ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ବ୍ରେକ୍‌ଡାନ୍ସିଂ ଇଭେଣ୍ଟ…
Read More...

ସନ୍ନ୍ୟାସ ପରେ ପିଆର ଶ୍ରୀଜେଶଙ୍କୁ ନୂଆ ଦାୟିତ୍ଵ, ବଡ଼ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପ୍ରାଚୀର କୁହାଯାଉଥିବା ଗୋଲକିପର ପିଆର ଶ୍ରୀଜେଶ ଗୁରୁବାର ପ୍ୟାରିସି୍ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ ଜିତିବା ପରେ ହକିରୁ ସନ୍ନ୍ୟାସ ନେଇଛନ୍ତି। ତଥାପି ସେ ଦଳ ସହ ଜଡ଼ିତ ରହିବେ।…
Read More...

‘ରୌପ୍ୟ ପଦକ ବିଜେତା ଭାବେ ସମ୍ମାନିତ ହେବେ ବିନେଶ ଫୋଗତ’

ଚଣ୍ଡୀଗଡ଼: ବିନେଶ ଫୋଗତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର। ରୌପ୍ୟ ପଦକ ବିଜେତାର ସମ୍ମାନ ଓ ସୁବିଧା ପାଇବେ ବିନେଶ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେବାର ଦିନକ ପରେ ଆଜି କୁସ୍ତିରୁ…
Read More...

ଆପଣ ହାରି ନାହାନ୍ତି, ହରାଇ ଦିଆଯାଇଛି: ବଜରଙ୍ଗ ପୁନିଆ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ଫାଇନାଲ ମୁକାବିଲା ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଗୁରୁବାର ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ…
Read More...

ବିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବଇ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ଫାଇନାଲ ମୁକାବିଲା ପୂର୍ବରୁ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ବଡ଼ ଝଟ୍‌କା ଲାଗିଛି। ଫାଇନାଲ ମୁକାବିଲା ପୂର୍ବରୁ…
Read More...