Browsing Tag

sports news

ପ୍ୟାରିସ୍‌ ଅଲିମ୍ପିକ୍ସ: ବିନେଶ ଫୋଗତ୍‌ ଅଯୋଗ୍ୟ ଘୋଷିତ

ସମାଜ ଡିଜିଟାଲ ଡେସ୍କ: ଭାରତର ଅଲିମ୍ପିକ୍ ଅଭିଯାନକୁ ଲାଗିଛି ଶକ୍ତ ଝଟ୍‌କା। ପ୍ୟାରିସ୍‌ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ। ଧାର୍ଯ୍ୟଠାରୁ ଅଧିକ ଓଜନ…
Read More...

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକରେ ଥାଏ କେତେ ସୁନା, ବଜାରରେ ବିକିଲେ ପାଇବେ କେତେ ଟଙ୍କା ?

ସମାଜ ଡିଜିଟାଲ ଡେସ୍କ: କ’ଣ ଆପଣ ଜାଣନ୍ତି କି, ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ସମ୍ପୂର୍ଣ୍ଣ ସୁନାରେ ତିଆରି ନୁହେଁ? ୫୨୯ ଗ୍ରାମ ଓଜନ ବିଶିଷ୍ଟ ଏହି ପଦକରେ କେବଳ ୬ ଗ୍ରାମ(୧.୩%) ଅସଲି ସୁନା ଥାଏ। ବାକି ସବୁ ରୂପାରେ…
Read More...

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଦ୍ଵିତୀୟ ପଦକ; ଇତିହାସ ରଚିଲେ ମନୁ ଭାକର

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ଵିତୀୟ ପଦକ। ମଙ୍ଗଳବାର ସୁଟିଂରେ ଭାରତରକୁ ମିଳିଛି ଆଉ ଏକ କାଂସ୍ୟ ପଦକ। ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ।…
Read More...

ପ୍ୟାରିସ୍‌ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଆଣିଲେ ମନୁ ଭାକର

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ରବିବାର ଦେଶକୁ ପ୍ରଥମ ପଦକ ଦେଇଛନ୍ତି ସୁଟର ମନୁ ଭାକର। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି ମନୁ ଭାକର।…
Read More...

ଭାରତୀୟ ଟିମକୁ ସୋଏବଙ୍କ ଆକୁଳ ନିବେଦନ: ‘ଆମେ ଭଲ ଲୋକ, ଆମ ଦେଶକୁ ଖେଳିବାକୁ ଆସ’

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦୨୫ରେ ପାକିସ୍ତାନରେ ଆୟୋଜିତ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ। ହେଲେ ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଯଦିଓ ମନା କରିନାହିଁ, ତେବେ ପାକିସ୍ତାନରେ ଭାରତୀୟ ଟିମ ଖେଳିବ…
Read More...

ସନ୍ନ୍ୟାସ ଘୋଷଣା କ​‌ଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲ୍‌କିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି…
Read More...

ନିଷ୍ପତ୍ତି ବଦଳାଇଲେ ସରକାର, ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାଁ

ସମାଜ ଡିଜିଟାଲ ଡେସ୍କ: ଦିନକ ପରେ ମତ ବଦଳାଇଛନ୍ତି ରାଜ୍ୟ ସରକାର। ଗତ ଶନିବାର ସ୍ଵଗତ ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇବା ନେଇ ଘୋଷଣା କରିଥିଲେ ସରକାର। ହେଲେ…
Read More...

‘ତୌବା ତୌବା’ ଗୀତରେ ରିଲ୍ସ କରି ବିବାଦରେ କ୍ରିକେଟର, କ୍ଷମାମାଗିଲେ ଭଜି

ନୂଆଦିଲ୍ଲୀ: ନିକଟରେ ଭାରତ ଲିଜେଣ୍ଡ୍‌ସ ବିଶ୍ବ ଚମ୍ପିଆନ୍‌ ହୋଇଛି। ଭାରତୀୟ ଭେଟେରାନ୍ କ୍ରିକେଟ୍‌ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଉକ୍ତ ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ଉତ୍ସବ ମୁଖର ହୋଇଥିଲେ। ଦୁଇ…
Read More...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତୀୟ ଦଳ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ ଭାରତ। ଶ୍ରୀଲଙ୍କା କିମ୍ବା ଦୁବଇରେ ମ୍ୟାଚ୍ କରିବା ପାଇଁ ଦାବି କରିବ ଭାରତ। ଭାରତୀୟ…
Read More...

ଲା-ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌: ଭାଗନେବେ ଓଡ଼ିଶାରୁ ୩ ଖେଳାଳି

କଟକ : ମାଲେସିଆର କ୍ବାଲାଲମ୍ପୁରରେ ଚଳିତ ଜୁଲାଇ ୧୨ରୁ ୧୫ ପର୍ଯ୍ୟନ୍ତ ଲା ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଭାରତରୁ ପ୍ରୋଇଣ୍ଡିଆ ଲା-ଲିଗା ଦଳ ଅଂଶଗ୍ରହଣ କରିବ। ଲା ଲିଗା…
Read More...