Browsing Tag

sports news

ଅଧିନାୟକ ପଦ ଛାଡ଼ିଲେ ଧୋନୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ଥିବା​‌ ବେଳେ ଅଧିନାୟକ ପଦ ଛାଡ଼ିଛନ୍ତି ଧୋନୀ। ଦଳର ଅଲରାଉଣ୍ଡର ରବୀନ୍ଦ୍ର…
Read More...

୬ଷ୍ଠ ଏମ୍‌ବି ସ୍ମାରକୀ କ୍ରୀଡ଼ା ସମ୍ମାନ ଉତ୍ସବ ୧୧ରେ ; ବୈଦ୍ୟନାଥ ମହାପାତ୍ର ପାଇବେ କ୍ରୀଡ଼ାଗୁରୁ ସମ୍ମାନ

ଭୁବନେଶ୍ୱର : ମକୁନ୍ଦ ବରାଳ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ୬ଷ୍ଠ ଏମ୍‌ବି ସ୍ମାରକୀ କ୍ରୀଡ଼ା ସମ୍ମାନ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ବିଗତ ଦିନର ବରିଷ୍ଠ ମଲ୍ଲଯୋଦ୍ଧା ବୈଦ୍ୟନାଥ ମହାପାତ୍ରଙ୍କୁ ଏମ୍‌ବି ସ୍ମାରକୀ…
Read More...

ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨ୟ ଥର ଆଞ୍ଜିଓପ୍ଲାଷ୍ଟି ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଛାତିରେ…
Read More...

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦରେ ଶିଖର ଧାୱନ

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦ ଘେରକୁ ଆସିଛନ୍ତି ଟିମ୍‌ ଇଣ୍ଡିଆ ଓପନର ଶିଖର ଧାୱନ। ଉତ୍ତରପ୍ରଦେଶର ବାରାଣସୀ ବୁଲିବାକୁ ଯାଇଥିବାବେଳେ ଧାୱନ ଗଙ୍ଗା ନଦୀରେ ବୋଟ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ସେ ପକ୍ଷୀଙ୍କୁ…
Read More...

ହନୁମା ବିହାରୀଙ୍କୁ ସମାଲୋଚନା କରି ଟ୍ରୋଲର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୩ୟ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। ୫ମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି କଙ୍ଗାରୁଙ୍କ ବିଜୟ ଆଶାକୁ ଧୂଳିସାତ୍‌ କରିଦେଇଛନ୍ତି। ତେବେ ଭାରତକୁ…
Read More...

କନ୍ୟା ସନ୍ତାନ ଜନ୍ମ ଦେଲେ ଅନୁଷ୍କା, ବାପା ହେଲେ ବିରାଟ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋମବାର ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ବିରାଟ ବାପା ହେବାର ଗୌରବ ଅର୍ଜନ କରିଛନ୍ତି। ଆଜି…
Read More...

ଆଇପିଏଲ-୨୦୨୧: ସିଏସକେରୁ ବାଦ୍‌ ପଡ଼ିପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ: ତିନି ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍‌ସ(ସିଏସକେ)ର ୧୩ଶ ସିଜନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଆଇପିଏଲ ୨୦୨୦ରେ ସିଏସକେ କେବଳ ପ୍ଲେଅଫରେ ପହଞ୍ଚିପାରି ନ ଥିଲା ତାହା ନୁହେଁ, ବରଂ ପଏଣ୍ଟ…
Read More...

ଅଷ୍ଟ୍ରେଲିଆ ଦର୍ଶକଙ୍କ ଘୃଣ୍ୟ ବ୍ୟବହାର; ମ୍ୟାଚ ବେଳେ ସିରାଜ, ବୁମରାଙ୍କୁ ଗାଳି କରି ଚାପ ପକାଇବାକୁ ଉଦ୍ୟମ

ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ଅନୁଷ୍ଠିତ ହେଉଛି। ତେବେ ଏହି ମ୍ୟାଚ ବେଳେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟ୍ରେଲୀୟ ଦର୍ଶକମାନେ ଟିମ…
Read More...

ହସ୍ପିଟାଲରୁ ବାହାରିଲେ ଦାଦା

କଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ…
Read More...

ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା; ମୟଙ୍କଙ୍କ ବଦଳରେ ରୋହିତ ସାମିଲ, ପଦାର୍ପଣ କରିବେ ସାଇନି

ସିଡ୍‌ନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି। ସେ ଟେଷ୍ଟରେ ତାଙ୍କର…
Read More...