ଆଇପିଏଲ କ୍ରିକେଟ୍ : ମୁମ୍ବଇକୁ ୪ୱିକେଟରେ ହରାଇଲା ରାଜସ୍ତାନ

ମୁମ୍ବଇ : ଆଇପିଏଲ ୨୦୧୯ର ୨୭ତମ ମ୍ୟାଚରେ ରାଜସ୍ତାନ ରୟାଲସ୍ ମୁମ୍ବଇ ଇଣ୍ଡିଆନ୍ସକୁ ୪ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ବଇ ଇଣ୍ଡିଆନ୍ସ ୧୮୭ରନ ହାସଲ କରିଥିଲା। ମୁମ୍ବଇର ୧୮୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ତାନ ଦଳ ଶେଷ ଓଭରରେ ୬ୱିକେଟ ହରାଇ ବିଜୟ ହାସଲ କରିଛି । ରାଜସ୍ତାନ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୪୩ବଲରୁ ୮୯ରନ୍ କରିଛନ୍ତି।

Comments are closed.