ଦାଉଦ ଇବ୍ରାହିମର ଭଉଣୀ ହସିନାର ଫ୍ଲାଟ ହେଲା ନିଲାମ

ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରର ମୁମ୍ବଇ ନାଗପାଡ଼ାସ୍ଥିତ ଫ୍ଲାଟ୍‍ ସୋମବାର ୧.୮୦ କୋଟି ଟଙ୍କାରେ ନିଲାମ ହୋଇଯାଇଛି। ବିଦେଶ ମୁଦ୍ରା ବିନିମୟ ଓ ପରିଚାଳନା ଅଧିନିୟମ (ଫେମା) ଅନୁସାରେ…
Read More...

ଇସିଙ୍କ ସହାୟତା ଲୋଡ଼ିଲେ କୁମାରସ୍ବାମୀ

ବେଙ୍ଗାଲୁରୁ : ଜେଡିଏସ୍ ସହିତ ସମ୍ପୃକ୍ତ ବ୍ୟବସାୟୀ ଓ ଠିକାଦାରଙ୍କ ଘରେ ଆୟକର ଚଢଉକୁ ବନ୍ଦ କରିବା ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ନିର୍ବାଚନ ଆୟୋଗ (ଇସି)ଙ୍କ ସହାୟତା ଲୋଡିଛନ୍ତି। କୁମାରସ୍ବାମୀ…
Read More...

ଦେଶରୁ ସବୁଦିନ ପାଇଁ ଦାରିଦ୍ର୍ୟ ହଟାଇବୁ: ରାହୁଲ

ବାଙ୍ଗାଲୋର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ-ଜେଡିଏସ୍ ମେଣ୍ଟ ପକ୍ଷରୁ ଆୟୋଜିତ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ତାଙ୍କ…
Read More...

ରାହୁଲ ଭୟରେ ପଳାୟନ କରିଛନ୍ତି: ଶାହା

ବିଜନୋର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାଇନାଡରୁ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ସମାଲୋଚନା କରିଛନ୍ତି। ରବିବାର ଶାହା କହିଛନ୍ତି ଯେ ରାହୁଲ ଭୟଭୀତ ହୋଇ କେରଳ ଆଡକୁ ପଳାୟନ…
Read More...

ଖିଲାଡିଙ୍କ ଖେଳ

ମୁମ୍ବଇ : ୯୦ ଦଶକରେ ବଲିଉଡରେ କାମ ଆରମ୍ଭ କରିଥିଲେ ଅକ୍ଷୟ କୁମାର। ସେତେବେଳେ ପରିସ୍ଥିତି ଆଦୌ ଭଲନଥିଲା। ବଡ଼ ବ୍ୟାନର୍‌ର ଚଳଚ୍ଚିତ୍ର ମିଳିଯାଉ, ଏଇ ଆଶାରେ ରହୁଥିଲେ ଖିଲାଡି ଅକ୍ଷୟ। ତାଙ୍କ ଆଶା କିଛି ମଧ୍ୟ ଫଳପ୍ରଦ…
Read More...

ଅମିରଙ୍କ ଓଜନ କମ୍‌ କସରତ

ମୁମ୍ବଇ : ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍ ଖୁବ୍ ଶୀଘ୍ର ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’ର ସୁଟିଂରେ ଯୋଗଦେବେ। ଗତ ନଭେମ୍ବରରେ ତାଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’…
Read More...

ଶ୍ରୀଲଙ୍କା ଟେଷ୍ଟ ଅଧିନାୟକ କରୁଣାରତ୍ନେ ଗିରଫ

କଲମ୍ବୋ : ମଦ୍ୟପାନ କରି ଗାଡି ଚଳାଉଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ଦିମୁଥ୍‌ କରୁଣାରତ୍ନେଙ୍କୁ ରବିବାର ଗିରଫ କରିଛି। ୩୦ ବର୍ଷୀୟ କରୁଣାରତ୍ନେ ରବିବାର ସକାଳେ ଦ୍ରୁତଗତିରେ କାର୍‌…
Read More...

ଶ୍ରୀକାନ୍ତଙ୍କୁ ହରାଇ ଆକ୍ସେଲସେନ ଚମ୍ପିଆନ

ନୂଆଦିଲ୍ଲୀ : ଡେନମାର୍କର ଭିକ୍ଟୋର ଆକ୍ସେଲସେନ ଏଠାରେ ଚାଲିଥିବା ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨ୟ…
Read More...

ଧୋନି ଧମାକା; ଚେନ୍ନଇର କ୍ରମାଗତ ୩ୟ ବିଜୟ

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ରବିବାର ରୋମାଞ୍ଚକର ମ୍ୟାଚ୍‌ରେ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍‌ସକୁ ୮ ରନ୍‌ରେ ପରାସ୍ତକରି ସିଏସ୍‌କେ କ୍ରମାଗତ ୩ୟ ବିଜୟ ହାସଲ କରିଛି। ଦୟନୀୟ…
Read More...

ପ୍ରୟାସ ସର୍ବକନିଷ୍ଠ ଆଇପିଏଲ୍‌ ଖେଳାଳି

ହାଇଦରାବାଦ : ଆଇପିଏଲ୍ ମ୍ୟାଚ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି ପ୍ରୟାସ ରାୟ ବର୍ମନ। ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପାଇଁ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ମ୍ୟାଚ୍‌ ଖେଳିବା ସହ…
Read More...

ଏକାଧିକ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର-ବେୟାରଷ୍ଟୋ

ହାଇଦରାବାଦ : ରବିବାର ଆଇପିଏଲ୍‌-୧୨ରେ ଘରୋଇ ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ଓପ୍‌ନର ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର କେବଳ ଶତକ ମାରିନାହାନ୍ତି; ଉଭୟଙ୍କ ଏହି ଇନିଂସ ଦ୍ବାରା ଏକାଧିକ ରେକର୍ଡ ପ୍ରତିଷ୍ଠା…
Read More...

ସୋମବାର ରାଶିଫଳ

ମେଷ: ରୋଜଗାର ଆଶାନୁରୂପ ହେବ। ବାଧା, ପ୍ରତିବନ୍ଧକ ଥାଇ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ…
Read More...

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଶତକ; ସନ୍‌ରାଇଜର୍ସର ବିପୁଳ ବିଜୟ

ହାଇଦରାବାଦ : ଆଇପିଏଲ୍‌-୧୨ର ପ୍ରଥମ ୧୦ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଶତକ ଦେଖିବାକୁ ମିଳିଥିଲା। ତେବେ ରବିବାର ୧୧ଶ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ୨ଟି ଶତକ ଦେଖିବାକୁ ମିଳିଛି। ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ଓପ୍‌ନର…
Read More...

ଦୁର୍ଘଟଣାରେ ଶ୍ରମିକ ମୃତ

ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନୀର ଜଣେ ଶ୍ରମିକଙ୍କ ରବିବାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁନେଇ ଶ୍ରମିକଙ୍କ ସୁରକ୍ଷା ଉପରେ…
Read More...

କଂଗ୍ରେସ ଛାଡିଲେ ପି. ସୁଧାକର ରେଡ୍ଡୀ, କହିଲେ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି ଟିକେଟ

ହାଇଦରାବାଦ : ଲୋକସଭା ନିର୍ବାଚନର ଠିକ୍‍ ପୂର୍ବରୁ ତେଲଙ୍ଗାନାର କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏଠାରେ ଏଆଇସିସିର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ପି. ସୁଧାକର ରେଡ୍ଡୀ ରବିବାର ଦଳରୁ ଇସ୍ତଫା…
Read More...

ଇକ୍ୱାଡୋରରେ ୬.୨ ତୀବ୍ରତାର ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି

କ୍ୟୁଟୋ : ଦକ୍ଷିଣ ଆମେରିକାର ଇକ୍ୱାଡୋର ତଟବର୍ତ୍ତୀ ଅଞ୍ଚଳରେ ରବିବାର ୬.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକା ଭୂ-ତତ୍ତ୍ୱ ସର୍ବେକ୍ଷଣ ବିଭାଗର ସୂଚନା ଅନୁସାରେ ଭୂମିକମ୍ପରେ ତତ୍କାଳ କ୍ଷୟକ୍ଷତିର…
Read More...

ମନମୋହନ ସିଂହଙ୍କୁ ଦେଖାଇଥିଲେ କଳା ପତାକା, ୧୪ ବର୍ଷ ପରେ ହେଲେ ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା!

ନୂଆଦିଲ୍ଲୀ : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ସିଂହ ବାମ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ପ୍ରାୟ ଦେଢ ବର୍ଷ ହେବ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ମେହବୁବାଙ୍କୁ କୁମାର ବିଶ୍ୱାସଙ୍କ ଜବାବ; ସୁଧୁରି ଯାଅ, ଏହା ୧୯୪୭ର ଭାରତ ନୁହେଁ

ନୂଆଦିଲ୍ଲୀ : ସମ୍ବିଧାନ ଧାରା ୩୭୦କୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ରବିବାର ଆପର ବିଦ୍ରୋହୀ ନେତା କୁମାର ବିଶ୍ୱାସ…
Read More...

ଦିଲ୍ଲୀର ୭ ଲୋକସଭା ଆସନ ପାଇଁ କଂଗ୍ରେସରେ ୮୦ ଆଶାୟୀ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ ନେଇ ଅନିଶ୍ଚିତତା ମଧ୍ୟରେ କଂଗ୍ରେସ ପକ୍ଷରୁ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଟିକେଟ ଦାବିଦାରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସବୁ…
Read More...

ଭାରତୀୟଙ୍କ ଆୟୁଷ ୮.୪ ବର୍ଷ ବଢିଲା

ନୂଆଦିଲ୍ଲୀ : ଭାରତରେ ଲୋକଙ୍କ ହାରାହାରି ଜୀବନ କାଳ (ଜୀବନ ପ୍ରତ୍ୟାଶା) ୨୫ ବର୍ଷ ମଧ୍ୟରେ ୮.୪ ବର୍ଷ ବୃଦ୍ଧି ପାଇଛି। ଲୋକଙ୍କ ହାରାହାରି ଜୀବନ କାଳ ୧୯୯୧ରେ ୬୦.୩ ବର୍ଷରୁ ବୃଦ୍ଧି ପାଇ ୨୦୧୬ରେ ୬୮.୭ ବର୍ଷରେ…
Read More...

ହିନ୍ଦୁଙ୍କୁ ଆତଙ୍କବାଦ ସହ ଯୋଡ଼ି ବଦନାମ କରିଛି କଂଗ୍ରେସ: ଅମିତ ଶାହା

ବିଜନୋର : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉତ୍ତରପ୍ରଦେଶର ଧାମପୁରଠାରେ ରବିବାର ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‍ବୋଧନ ଦେଇ କଂଗ୍ରେସର ଦୋ ମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟକୁ…
Read More...

ଯୋଧପୁରଠାରେ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଯୋଧପୁର : ରାଜସ୍ଥାନର ଯୋଧପୁରଠାରେ ରବିବାର ଦିନ ଭାରତୀୟ ବାୟୁ ସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ…
Read More...

ଦୀପକଙ୍କ ହୋଟେଲ ହଲିଡେ ଇନ୍‌କୁ ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀର ଏରୋସିଟି ଅଞ୍ଚଳରେ ଅବସ୍ଥିତ ହୋ​‌େ​‌ଟଲ ହଲିଡେ ଇନ୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବାଜ୍ୟାପ୍ତ କରିଛି। ଶନିବାର ଇଡି ଜବତ କରିଥିବା ଏହି ବିଳାସପୂର୍ଣ୍ଣ ହୋଟେଲର ମୂଲ୍ୟ ପ୍ରାୟ ୧୨୦କୋଟି…
Read More...

ଏଣିକି ଲୋକେ ଦେଖିପାରିବେ ରକେଟ୍ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଦୀର୍ଘ ଉଚ୍ଚତା ଓ ଶହଶହ କିଲୋ ଓଜନର ରକେଟ୍‌ ମାଧ୍ୟମରେ ଉପଗ୍ରହକୁ କିପରି ମହାକାଶକୁ ପଠାଯାଉଛି ତାକୁ ଦେଖିବା ଜଣେ ସାଧାରଣ ମଣିଷ ସ୍ବଚକ୍ଷୁରେ ଦେଖିବା ସମ୍ଭବ ନୁହେଁ। ତେବେ ଏପରି ଅସମ୍ଭବକୁ ଭାରତୀୟ…
Read More...

‘ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ-କାଶ୍ମୀରର ସମ୍ପର୍କ ତୁଟିବ’ : ମେହବୁବା ମୁଫତି

ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ନେଇ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ପିଡିପି ମୁଖ୍ୟ ମେହବୁବା ମୁଫତି ଏ ନେଇ କଡା ଚେତାବନୀ ଦେଇଛନ୍ତି। ଶନିବାର ମେହବୁବା କହିଛନ୍ତି ଯେ ଧାରା ୩୭୦…
Read More...

କଳାହାଣ୍ଡି ଆଇନଜୀବୀ ସଂଘ ନିର୍ବାଚନ : ସଭାପତି ଭାବେ ଭବେନ୍ଦ୍ର କୁମାର ପଣ୍ଡା ନିର୍ବାଚିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଓକିଲ ସଂଘର ସଭାପତି ଭାବରେ ଭବେନ୍ଦ୍ର କୁମାର ପଣ୍ଡା, ଉପସଭାପତି ଦିଲ୍ଲିପ କୁମାର ପ୍ରହରାଜ, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ସହ ସମ୍ପାଦକ ନିହାର ରଂଜନ ମିଶ୍ର ଓ କୋଷାଧ୍ୟକ୍ଷ ଭାବରେ…
Read More...

କୋରାପୁଟ ଆଇନଜୀବୀ ସଂଘ ନିର୍ବାଚନ : ସଭାପତି ସୁଦର୍ଶନ ଗୌଡ ନିର୍ବାଚିତ

କେରାପୁଟ : କେରାପୁଟ ଜିଲା ଆଇନଜୀବୀ ସଂଘର ନିର୍ବାଚନ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଦର୍ଶନ ଗୌଡ଼ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ନମିତା…
Read More...

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନ : ନରସିଂହ ତ୍ରିପାଠୀ ସଭାପତି, ରାମପ୍ରସାଦ ପାତ୍ର ସମ୍ପାଦକ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଆଇନଜୀବୀ ସଂଘର ନିର୍ବାଚନ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନରସିଂହ ତ୍ରିପାଠୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲାବଳେ ଉପସଭାପତି ଭାବେ…
Read More...

ବାଇକରୁ ୫ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଖୁଟୁଲଗୁଡା ଛକ ନିକଟରେ ନିର୍ବାଚନ ଫ୍ଲାଇଙ୍ଗି ସ୍କାର୍ଡ ତରଫରୁ ଅଚାନକ ଭାବେ ଚଢାଉ କରାଯାଇ ଏକ ବାଇକ(ଓଆର୦୮ଜି ୬୯୬୩)ରୁ ୫ଲକ୍ଷ ଟଙ୍କା ଜବତ କରାଯାଇଛି।…
Read More...

କାରରୁ ୬ଲକ୍ଷ ୭୦ହଜାର ଟଙ୍କା ଜବତ

କୋଇଡା : ସୁନ୍ଦରଗଡ଼ ଜିଲା କୋଇଡା ବସଷ୍ଟାଣ୍ଡ ନିକଟରେ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଶନିବାର ପୁଲିସ୍ ପକ୍ଷରୁ ଗାଡ଼ି ଚେକିଙ୍ଗ୍ କରାଯାଉଥିଲା। ଚେକିଙ୍ଗ୍ ସମୟରେ ପୁଲିସ୍ ଏକ କାରରୁ ୬ଲକ୍ଷ ୭୦ହଜାର ଟଙ୍କା ଜବତ…
Read More...

କ୍ବାର୍ଟରଫାଇନାଲରେ ଏଫ୍‌ସି ଗୋଆ ଓ ଦିଲ୍ଲୀ ଡାଇନାମୋଜ୍

ଭୁବନେଶ୍ବର : ଆଇଏସ୍‌ଏଲ ରନର୍ସଅପ୍‌ ଏଫସି ଗୋଆ ଓ ଦିଲ୍ଲୀ ଡାଇନାମୋଜ୍ ସୁପର କପ୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରତିଯୋଗିତା​‌େ​‌ର ଶନିବାର…
Read More...

ପୃଥ୍ବୀଙ୍କ ୯୯; ସୁପର ଓଭରରେ ଜିତିଲା ଦିଲ୍ଲୀ

ନୂଆଦିଲ୍ଲୀ, ୩୦ା୩: ଚଳିତ ଆଇପିଏଲ୍‌ରେ ପ୍ରଥମ ସୁପର ଓଭର ଶନିବାର ଦେଖିବାକୁ ମଳିଛି। କଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ଟାଇ ରହିବାରୁ ସୁପର ଓଭର​‌େ​‌ର ଫଇସଲା ହୋଇଥିଲା। ଏଥିରେ…
Read More...

ରବିବାର ରାଶିଫଳ

ମେଷ: କର୍ମ ତତ୍ପରତା ପ୍ରକାଶ ପାଇବ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଠିକ୍‌ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ପ୍ରାପ୍ତ ହେବେ। ଅପାର…
Read More...

ସମ୍ବଲପୁର ଜିଲା ଓକିଲ ସଂଘ ନିର୍ବାଚନ : ପୁଣି ବିଜୁ ସଭାପତି ଓ ପ୍ରବୀଣ ସାଧାରଣ ସମ୍ପାଦକ

ସମ୍ବଲପୁର : ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ଶନିବାର ଦିନ ଶେଷ ହୋଇଯାଇଛି। ଏହାର ଫଳାଫଳ ଶନିବାର ରାତ୍ରି ପ୍ରାୟ ୧୦ଟା ସମୟରେ ଘୋଷଣା ହୋଇଛି। ନିର୍ବାଚନୀ ଫଳାଫଳ ଅନୁଯାୟୀ, ବିଜିତେନ୍ଦ୍ରୀୟ ପ୍ରଧାନ ତାଙ୍କର…
Read More...

ମାସୁଦ ବିରୋଧୀ ପ୍ରସ୍ତାବକୁ ଭାରତର ସମର୍ଥନ

ବେଜିଂ/ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ କଳାତାଲିକାଭୁକ୍ତ କରିବା ନେଇ ଆମେରିକା ପକ୍ଷରୁ ଜାତିସଂଘରେ ଆଗତ ପ୍ରସ୍ତାବକୁ ଭାରତ ଶୁକ୍ରବାର ସମର୍ଥନ କରିଛି। ଜାତିସଂଘ ନିରାପତ୍ତା…
Read More...

ଉତ୍ତର ମୁମ୍ବଇରୁ ନିର୍ବାଚନ ଲଢ଼ିବେ ଊର୍ମିଳା

ମୁମ୍ବଇ : କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ଅଭିନେତ୍ରୀ ଊର୍ମିଳା ମତୋଣ୍ଡକର ଉତ୍ତର ମୁମ୍ବଇର ଲୋକସଭା ଆସନର ନିର୍ବାଚନ ଲଢିବେ। ଶୁକ୍ରବାର କଂଗ୍ରେସ ତାଙ୍କୁ ଏହି ଆସନ ପାଇଁ ଟିକଟ ଦେଇଛି। ବିଜେପି ସାଂସଦ ଗୋପାଳ…
Read More...

ସ୍ମିଥ୍‌, ୱାର୍ଣ୍ଣରଙ୍କ ଉପରୁ ବାସନ୍ଦାଦେଶ ହଟିଲା

ସିଡ୍‌ନୀ : ଅଷ୍ଟ୍ରେଲିଆର ଦୁଇ ପ୍ରମୁଖ କ୍ରିକେଟର ଷ୍ଟିଭେନ ସ୍ମିଥ୍‌ ଓ ଡେଭିଡ ୱାର୍ଣ୍ଣରଙ୍କ ଉପରେ ଲାଗୁ କରାଯାଇଥିବା ବାସନ୍ଦାଦେଶର ସମୟସୀମା ଶୁକ୍ରବାର ଶେଷହୋଇଛି। ଫଳରେ ଏ ଦୁଇ ଖେଳାଳି ବର୍ତ୍ତମାନ ଆନ୍ତର୍ଜାତିକ…
Read More...

ସାମ୍‌ସନ୍‌ଙ୍କ ଶତକ ସତ୍ତ୍ବେ ସନ୍‌ରାଇଜର୍ସ ବିଜୟୀ

ହାଇଦରାବାଦ : ଆଇପିଏଲ୍‌-୧୨ରେ ପ୍ରଥମ ଶତକ ମାରିଛନ୍ତି ରାଜସ୍ଥାନ ରୟାଲ୍‌ସର ସଞ୍ଜୁ ସାମ୍‌ସନ୍। ଏହାସତ୍ତ୍ବେ ସେ ଦଳକୁ ଜିତାଇ ପାରିନାହାନ୍ତି। ଶୁକ୍ରବାର ରାଜସ୍ଥାନ ରୟାଲ୍‌ସକୁ ସନ୍‌ରାଇଜର୍ସ ହାଇଦରାବାଦ ୫ ୱିକେଟରେ…
Read More...

ଏସୀୟ ସୁଟିଂ: ମାନୁ, ସୌରଭଙ୍କୁ ୨ୟ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ : ଚାଇନିଜ୍‌ ତାଇପେର ତାଓୟୁଆନ୍‌ରେ ଚାଲିଥିବା ୧୨ଶ ଏସୀୟ ଏୟାରଗନ୍‌ ଚମ୍ପିଆନ୍‌ସିପ୍‌ରେ ଭାରତୀୟ ସୁଟରଙ୍କ ଭଲ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ଭାରତୀୟ ସୁଟର ମାନୁ ଭାକେର ଓ ସୌରଭ ଚୌଧୁରୀ ୨ୟ…
Read More...

୨ବାଇକ୍ ଆରୋହୀଙ୍କ ଠାରୁ ୫ଲକ୍ଷ ଟଙ୍କା ଜବତ

ଧର୍ମଗଡ଼ : ଜୟପାଟଣା ଥାନା ମୋଟେର ରାସ୍ତାର ଖୁଟୁଲୁଗୁଡ଼ା ନିକଟରୁ ଶୁକ୍ରବାର ୨ଜଣ ବାଇକ୍ ଆରୋହୀଙ୍କ ଠାରୁ ପୁଲିସ୍ ୫ଲକ୍ଷ ଟଙ୍କା ଜବତ କରିଛି। ୨ଯୁବକଙ୍କୁ ଅଟକ ରଖି ପୁଲିସ୍ ପଚରା ଉଚରା କରୁଥିବା ଜଣାପଡିଛି।
Read More...

ଶନିବାର ରାଶିଫଳ

ମେଷ: ମନରେ ଭକ୍ତିଭାବ ଉଦ୍ରେକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ବୃଷ: ସବୁ ବାଧା-ବିଘ୍ନ…
Read More...

ପେଟ୍ରୋଲ ପମ୍ପରୁ ଲୁଟ୍ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଗଡ଼ିଆଯୋର ପାଖ ପେଟ୍ରୋଲ ପମ୍ପରୁ ୫ଜଣ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରି ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ…
Read More...

ଲଣ୍ଡନ କୋର୍ଟରେ ପଳାତକ ନୀରବ ମୋଦୀର ଜାମିନ ଖାରଜ

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ବହୁ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଜାମିନ ଆବଦନ ଶୁକ୍ରବାର ଲଣ୍ଡନ କୋର୍ଟରେ ଖାରଜ ହୋଇଯାଇଛି। ଫଳରେ ନୀରବ ମୋଦୀଙ୍କୁ ଆଉ କିଛି ଦିନ…
Read More...

ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ କଂଗ୍ରେସକୁ ଧନ୍ୟବାଦ ଜଣାଇଲେ ଜେଟଲୀ, କହିଲେ ଆମ ମୁଣ୍ଡ ବିନ୍ଧା ଏବେ ତମ ପାଖରେ

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ସାଂସଦ ଶତ୍ରୁଘ୍ନ ସିହ୍ନା ଅପ୍ରେଲ ୬ରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଏନେଇ ବିଧିବଦ୍ଧ ଘୋଷଣା ହୋଇସାରିଛି। ଏହାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ…
Read More...

ହରିୟାଣାରେ ଭୁଲ ଅସ୍ତ୍ରୋପଚାର, ୩୮ ଜଣଙ୍କ ଦୃଷ୍ଟି ଶକ୍ତି ହରାଇବା ଆଶଙ୍କା

ରୋହତକ : ହରିୟାଣାର ସରକାରୀ ହସ୍ପିଟାଲରେ ୩୮ ରୋଗୀଙ୍କ ଆଖି ଅସ୍ତ୍ରୋପଚାରରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଭୁଲ ଅସ୍ତ୍ରୋପଚାରରୁ ୩୮ ରୋଗୀ ଦୃଷ୍ଟି ଶକ୍ତି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।…
Read More...

କରତାରପୁର: ପାକ କମିଟିରେ ଖାଲିସ୍ତାନ ଆତଙ୍କବାଦୀଙ୍କୁ ନେଇ ଆପତ୍ତି ଜଣାଇଲା ଭାରତ

ନୂଆଦିଲ୍ଲୀ : କରତାରପୁର କରିଡର ପାଇଁ ପାକିସ୍ତାନ ପକ୍ଷରୁ ନିଯୁକ୍ତ କମିଟିରେ କେତେକ ଖାଲିସ୍ତାନ ଆତଙ୍କବାଦୀଙ୍କୁ ସାମିଲ କରାଯାଇଛି। ଏହାକୁ ନେଇ ଭାରତ ଶୁକ୍ରବାର ଅସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନ…
Read More...

ଟ୍ରେନରେ ‘ମୁଁ ବି ଚୌକିଦାର’ ଲେଖା କପରେ ପରଷା ଯାଉଛି ଚା’, ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ : ଟ୍ରେନରେ ‘ମୁଁ ବି ଚୌକିଦାର’ ଲେଖାଯାଇଥିବା କପରେ ଚା’ ପରଷା ଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବରୋଧୀଦଳମାନେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭଯୋଗ କରିଛନ୍ତି। ଆଇଆରସିଟିସି ଏବଂ…
Read More...

ବିଜେପିର ଦ୍ୱାଦଶ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପିର ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶର ୩ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ହାଇକୋର୍ଟଙ୍କ ଝଟକା; ନିର୍ବାଚନ ଲଢିପାରିବେନି ହାର୍ଦିକ ପଟେଲ

ଅହମଦାବାଦ : ଗୁଜରାଟର ପଟିଦାର ତଥା କଂଗ୍ରେସ ନେତା ହାର୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟରୁ ଝଟକା ଲାଗିଛି। ହାଇକୋର୍ଟ ୨୦୧୫ ମେହସାଣା ଦଙ୍ଗା ମାମଲାରେ ହାର୍ଦିକଙ୍କୁ ଦିଆଯାଇଥିବା ୨ ବର୍ଷ କାରାଦଣ୍ଡ ଉପରେ ରୋକ…
Read More...

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ସାଉଡ଼ି ଗ୍ରାମରେ ୫ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବା ଶିଶୁକନ୍ୟାଟିର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି…
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ

ଜମ୍ମୁ ଓ କାଶ୍ମୀର : ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲା ଅନ୍ତର୍ଗତ ସୁସ୍ତ ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ଆତଙ୍ଗବାଦୀ ନିହତ ହୋଇଛନ୍ତି। ଆଉ କିଛି ଆତଙ୍ଗବାଦୀ ଲୁଚି…
Read More...

୨୫ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ସୁନା ଲୁଟ୍ ଅଭିଯୋଗ

ଭୁବନେଶ୍ବର : ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଏକ ଜୁଏଲାରୀ ଦୋକାନରୁ ୨୫ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ତାଲା ପକାଉଥିଲାବଳେ…
Read More...

ଟ୍ରକ୍ ଧକ୍କାରେ ୨ମୃତ, ଜଣେ ଗୁରୁତର

ସାଲେପୁର : ନେମାଳ ଥାନା ତାରତୋ-କଟିଲୋ ଠାରେ ଟ୍ରକ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ଦୁଇ ଜଣ ସ୍ଥାନୀୟ ବାଇଲୋ ଗ୍ରାମର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ୩ଟି…
Read More...

ଆଇପିଏଲ୍‌ କ୍ରିକେଟ : ବାଙ୍ଗାଲୋରକୁ ୬ ରନରେ ହରାଇଲା ମୁମ୍ବଇ

ବାଙ୍ଗାଲୋର : ଗୁରୁବାର ବାଙ୍ଗାଲୋରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ମୁମ୍ବଇ ଇଣ୍ଡିଆନସ୍‌ ବାଙ୍ଗାଲୋରକୁ ୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି।…
Read More...

ଶୁକ୍ରବାର ରାଶିଫଳ

ମେଷ: ସୁଖ, ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ସରକାରୀ ଅର୍ଥ ମିଳିବ। ଗୃହ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ସବୁ କିଛି…
Read More...

କାରରୁ ଅଢେଇ ଲକ୍ଷ ଟଙ୍କା ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଇଲାକାରେ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଗୁରୁବାର ଏମ୍ଭି ଚେକିଂ ସମୟରେ ଏକ କାରରୁ ଅଢେଇ ଲକ୍ଷ ଟଙ୍କା ଜବତ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ସହର ଉପକଣ୍ଠରେ…
Read More...

ଏମଫିଲରେ ଫେଲ ହୋଇଛନ୍ତି ରାହୁଲ ଗାନ୍ଧୀ: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ…
Read More...

ଆରଜେଡି ଛାତ୍ର ସଂଗଠନରୁ ଇସ୍ତଫା ଦେଲେ ତେଜପ୍ରତାପ

ପାଟନା : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରେଜଡି)ରେ ବିଦ୍ରୋହ ସୃଷ୍ଟି ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିଦ୍ରୋହର ନେତୃତ୍ୱ…
Read More...

ବାଂଲାଦେଶର ୨୨ ମହଲା କୋଠାରେ ଅଗ୍ନିକାଣ୍ଡ; ୫ ମୃତ, ୬୦ ଆହତ

ଢାକା : ବାଂଲାଦେଶର ରାଜଧାନୀ ଢାକାର ବନାନୀ ଅଞ୍ଚଳରେ ଥିବା ଏକ ୨୨ ମହଲା କୋଠାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୬୦ରୁ ଅଧିକ ଆହତ ହୋଇଛନ୍ତି। ନିଅାଁ ଲିଭାଇବା ପାଇଁ ବାୟୁ ସେନା ଏବଂ ନୌ…
Read More...

ଥାଇଲାଣ୍ଡ : ସ୍ୱପ୍ନର ଦେଶ

ବ୍ୟାକଂକ : ବିଦେଶ ଭ୍ରମଣରେ ଯିବା କ୍ଷେତ୍ରରେ ଭାରତୀୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ଥାଇଲାଣ୍ଡ। ତେଣୁ ଥାଇଲାଣ୍ଡଙ୍କୁ ଭାରତୀୟ ପର୍ଯ୍ୟଟକଙ୍କ ମାତୃ ଦେଶ ବା ମଦର କଣ୍ଟ୍ରିର ମାନ୍ୟତା ମିଳିଛି। ବିଶ୍ୱ ପ୍ରସିଦ୍ଧ…
Read More...

ରୁଷର ଏସ୍‍-୪୦୦ ବଦଳରେ ବିକଳ୍ପ କ୍ଷେପଣାସ୍ତ୍ରର ପ୍ରସ୍ତାବ ଦେବ ଆମେରିକା

ନ୍ୟୁୟର୍କ : ରୁଷର ଏସ୍‍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଦଳରେ ବିକଳ୍ପ ପ୍ରତିରକ୍ଷା ବ୍ୟବସ୍ଥାର କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ଆମେରିକା ଖୁବଶୀଘ୍ର ଭାରତକୁ ପ୍ରସ୍ତାବ ଦେବ। ଏନେଇ ଆମେରିକା ବିଚାର କରୁଛି ଓ…
Read More...

ଆପ ଛାଡ଼ି ବିଜେପିରେ ଯୋଗଦେଲେ ସାଂସଦ ହରିନ୍ଦର ସିଂହ ଖାଲସା

ନୂଆଦିଲ୍ଲୀ : ପଞ୍ଜାବ ଆମ ଆଦମୀ ପାର୍ଟି (ଆପ)ର ନେତା ତଥା ସାଂସଦ ହରିନ୍ଦର ସିଂହ ଖାଲସା ଦଳ ତ୍ୟାଗ କରି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ହରିନ୍ଦର…
Read More...

ଚାଉଳରୁ ପ୍ରସ୍ତୁତ ହେବ ମନୁଷ୍ୟ ରକ୍ତ !

ନୂଆଦିଲ୍ଲୀ : ଚାଉଳରୁ ମନୁଷ୍ୟର ରକ୍ତ ପ୍ରସ୍ତୁତ ସହ କର୍କଟ  ରୋଗ ନିରୋଧ ଔଷଧ ତିଆରି କରିବା ପାଇଁ ଗବେଷଣା ଚାଲିଛି। ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର(ଇରି) ଫିଲିପାଇନ୍ସ ପକ୍ଷରୁ ଏହି ଗବେଷଣା କରାଯାଉଛି। ଇରିର…
Read More...

ଏପ୍ରିଲ୍‌ରେ ବିବାହ କରିବେ ଅର୍ଜୁନ-ମଲାଇକା

ମୁମ୍ବଇ : ବଲିଉଡରେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଚଳିତବର୍ଷ ଏପ୍ରିଲ୍‌ରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ମଲାଇକା ଆରୋଡା ଓ ଅର୍ଜୁନ…
Read More...

ଦାଦନ ଖଟିବାକୁ ଯାଇ ଫେରିଲା ମୃତ ଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ପାଳଲହଡା : ଅନୁଗୁଳ ଜିଲା ପାଳଲହଡା ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଗ୍ରାମରେ ଦାଦନ ଖଟିବାକୁ ଯାଇ ଜଣେ ନାବାଳକର ମୃତଦେହ ଘରକୁ ଫେରିଥିବା ଜଣାପଡିଛି। ଲୋକମାନେ କ୍ଷତିପୂରଣ ଦାବୀରେ ୩ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥ…
Read More...

ସଡ଼କ ଦୁର୍ଘଟଣାରେ ୨ଗୁରୁତର

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟି ଉପରେ ବୁଧବାର ଗୋଟିଏ ସ୍ଥାନରେ ମାତ୍ର କିଛି ମିନିଟ ମଧ୍ୟରେ ୨ଟି ସଡ଼କ ଦୁର୍ଘଟଣାରେ ୨ଜଣ ଚାଳକ ଗୁରୁତର…
Read More...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ମୋହନା : ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ଅଡବା ଥାନା ଅନ୍ତର୍ଗତ ମିଂଜାପଙ୍କା ଗାଁର ସୁରେନ୍ଦ୍ର…
Read More...

ସାଧାରଣ ନିର୍ବାଚନ ପୂର୍ବରୁ ଟିଆରଏସ୍‍କୁ ଝଟକା, ଏମଏଲସି ନିର୍ବାଚନରେ ୩ଟି ଆସନ ହାରିଲା

ହାଇଦରାବାଦ : ସାଧାରଣ ନିର୍ବାଚନ ପୂର୍ବରୁ ତେଲଙ୍ଗାନା ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍)କୁ ଝଟକା ଲାଗିଛି। ମଙ୍ଗଳବାର ପ୍ରକାଶିତ…
Read More...

ପାଣିରେ ବୁଡ଼ି ୨ଶିଶୁ ମୃତ

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ପଞ୍ଚାୟତର କନକପ୍ରସାଦ ଗ୍ରାମରେ ପାଣିରେ ବୁଡି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କନକପ୍ରସାଦ ଗ୍ରାମର ସେକ ଅଫସାନ ଅଲ୍ଲୀଙ୍କ ଶିଶୁ…
Read More...

ପାଣି ବିଲ ସହ ଚିଠି ପଠାଉଛନ୍ତି କେଜରିୱାଲ, ଡିଜେବି କାର୍ଯ୍ୟାଳୟ ସିଲ୍‍ କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପାଣି ବିଲ ସହ ଚିଠି ପଠାଉଥିଲେ। ଏହି ଚିଠିରେ ଆମ ଆଦମୀ ପାର୍ଟି (ଆପ) ସରକାରର ସଫଳତା…
Read More...

ବେଗୁସରାଇରୁ ନିର୍ବାଚନ ଲଢିବେ ଗିରିରାଜ : ଅମିତ ଶାହା

ପାଟନା : ବିହାରର ବେଗୁସରାଇ ଲୋକସଭା ଆସନରୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ନିର୍ବାଚନ ଲଢିବେ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ପଷ୍ଟ କରିଛନ୍ତି। କୁହାଯାଉଥିଲା ଯେ ଏହି…
Read More...

ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ପୁରସ୍କାର ଓ ସରକାରୀ ଚାକିରି ଘୋଷଣା

ଜାମ୍ମୁ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀର ପୁଲିସ୍‍ ହାଇ ଆଲର୍ଟ ରହିଛି। ଏହାସହ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରୋକିବା ପାଇଁ ପୁଲିସ୍‍ ପକ୍ଷରୁ ଆତଙ୍କବାଦୀଙ୍କ ପୋଷ୍ଟର ପ୍ରକାଶ ପାଇଛି।…
Read More...

ଚିକିତ୍ସା ପାଇଁ ନୱାଜ ସରିଫଙ୍କୁ ଜାମିନ

ଲାହୋର : ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ବୁଧବାରଠାରୁ ୩ ମାସ ପାଇଁ ଜାମିନ ମିଳିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ନୱାଜଙ୍କୁ ଚିକିତ୍ସା ପାଇଁ…
Read More...

ଏୟାରଟେଲର ୧୬୯ଟଙ୍କା ପ୍ଲାନରେ ମିଳିବ ଅଧିକ ଡ଼ାଟା

ନୂଆଦିଲ୍ଲୀ : ‘ଭାରତୀ ଏୟାରଟେଲ’ କମ୍ପାନୀ ତାର ୧୬୯ଟଙ୍କା ପ୍ଲାନକୁ ଅପଡ଼େଟ କରିଛି। ଅପଡ଼େଟ ପରେ ଏହି ପ୍‍ଲାନରେ ପ୍ରତିଦିନ ୧ଜିବି ଡାଟା ମିଳିବ। ଯାହାର ବୈଧତା ୨୮ଦିନ। ଏହାତ୍ୱାରା ସମୁଦାୟ ଆପଣ ୨୮ଜିବି ଡାଟା…
Read More...

ସୁଯୋଗ ମିଲିଲେ ଭାରତ ଫେରିବାକୁ ପ୍ରସ୍ତୁତ: ରଘୁରାମ ରାଜନ

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତରେ କୌଣସି କାମ କରିବାର ସୁଯୋଗ ମିଳିଲେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର କହିଛନ୍ତି।…
Read More...

୫୦୦ କୋଟି ଟଙ୍କାର ହେରୋଇନ ଜବତ, ୯ ଇରାନୀ ନାଗରିକ ଗିରଫ

ଅହମଦାବାଦ : ଆତଙ୍କବାଦୀ ନିରୋଧ ଦଳ (ଏଟିଏସ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ବୁଧବାର ଗୁଜରାଟ ବନ୍ଦରରୁ ୫୦୦ କୋଟି ଟଙ୍କାର ହେରୋଇନ ଜବତ କରିଛନ୍ତି। ହେରୋଇନ ଚାଲଣ ଅଭିଯୋଗରେ ୯ ଜଣ ଇରାନୀ ନାଗରିକଙ୍କୁ…
Read More...

ଜେଲ ଦଣ୍ଡ ଭୋଗି ଫେରିଲେ ରାଜପାଲ ଯାଦବ : କହିଲେ ମୋ ବିଶ୍ୱାସରେ ବିଷ ଦିଆଯାଇଛି

ନୂଆଦିଲ୍ଲୀ : ବଲିଉଡ଼ ହାସ୍ୟ ଅଭିନେତା ରାଜପାଲ ଯାଦବ ଜେଲ ଦଣ୍ଡ ଭୋଗି ଘରକୁ ଫେରିଛନ୍ତି। ଜେଲ ଦଣ୍ଡ ଭୋଗି ଫେରିବା ପରେ ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ…
Read More...

ମୁକ୍ତିଲାଭ କଲା ‘ଦି ତାଶକେଣ୍ଟ ଫାଇଲ୍’ର ଟ୍ରେଲର୍

ମୁମ୍ବଇ: ମଙ୍ଗଳବାର ମୁକ୍ତିଲାଭ କରିଛି ପଲିଟିକାଲ୍ ଡ୍ରାମା ‘ଦି ତାଶକେଣ୍ଟ ଫାଇଲ୍’ ଚଳଚ୍ଚିତ୍ରର ଟ୍ରେଲର। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ଜାରି କରିଛନ୍ତି।…
Read More...

ଆମେରିକାର ବିମାନ ଆକ୍ରମଣରେ ଆଫଗାନିସ୍ତାନରେ ୧୦ ଶିଶୁ ମୃତ

କାବୁଲ : ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀ ପ୍ରବଣ କୁନ୍ଦୁଜରେ ଆମେରିକାର ବିମାନ ଆକ୍ରମଣରେ ଅନ୍ୟୁନ୍‍ ୧୦ ଶିଶୁଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଆମେରିକା ଓ ଆଫଗାନିସ୍ତାନର ମିଳିତ ସେନା ପକ୍ଷରୁ ଏହି ଆକ୍ରମଣ…
Read More...

ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୭

ନୂଆଦିଲ୍ଲୀ : ମୋଟୋରୋଲା ଇଣ୍ଡିଆ ଭାରତରେ ତାର ନୂଆ ସ୍ମାର୍ଟଫୋନ ମୋଟୋ ଜି-୭ ଲଞ୍ଚ କରିଛି। ଏହି ଫୋନଟି ଉଭୟ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଏହା ଗତବର୍ଷ ଲଞ୍ଚ ହୋଇଥିବା ମୋଟୋ ଜି-୬ର ଅପଗ୍ରେଡ୍‍…
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେତାଙ୍ଗ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ହରିନାଥ ନାଏକ(୫୫) ତେନ୍ତୁଳି ପାରିବା ପାଇଁ ଗଛକୁ…
Read More...

ପୁରୁଷଙ୍କ ପାଇଁ ଆସିବ ଜନ୍ମ ନିୟନ୍ତ୍ରଣ ବଟିକା

ୱାଶିଂଟନ : ଖୁବଶୀଘ୍ର ପୁରୁଷଙ୍କ ପାଇଁ ଗର୍ଭ ନିରାଧ ବା ଜନ୍ମ ନିୟନ୍ତ୍ରଣ ବଟିକା ବଜାରକୁ ଆସିବ। ଦିନକୁ ଗୋଟିଏ ବଟିକା ଖାଇ ଗର୍ଭ ନିରୋଧ କରାଯାଇପାରିବ। ଏହି ବଟିକା ୨୪ ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ଏହି ବଟିକାର…
Read More...

ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ ‘ବିଜୁ ବାବୁ’

ଭୁବନେଶ୍ୱର : ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଜୁ ବାବୁ’। ପୂର୍ବରୁ ‘ବିଜୁ ବାବୁ’ର ଟ୍ରେଲର ଓ ସଂଗୀତ ମୁକ୍ତିଲାଭ କରିସାରିଛି। ଯାହାକୁ ଦର୍ଶକ ମାନେ ବେଶ୍‍ ପସନ୍ଦ…
Read More...

ଚାନ୍ଦବାଲିରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମରା : ବିଜୁ ମହିଳା ଜନତା ଦଳର ରାଜ୍ୟ ନିଷ୍ପତି ଅନୁଯାୟୀ ଚାନ୍ଦବାଲି ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଏବେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ବ୍ଲକ ମହିଳା ସଭାନେତ୍ରୀ, ଜିଲ୍ଲା ଉପ ସଭାନେତ୍ରୀ ସୁପ୍ରଭା…
Read More...

ବିଜେପିରେ ଦଶମ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଦଶମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ତାଲିକାରେ ୨୯ ଜଣଙ୍କ ନାମ ଉତ୍ତରପ୍ରଦେଶର ଏବଂ ୧୦ ଜଣଙ୍କ ନାମ…
Read More...

ସାରଦା ଚିଟଫଣ୍ଡ ଦୁର୍ନୀତି; ସିବିଆଇ ରିପୋର୍ଟକୁ ‘ଅତ୍ୟନ୍ତ ସାଂଘାତିକ’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ସ୍ଥିତି ରିପୋର୍ଟ କଲକତାର ପୂର୍ବତନ ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ଚିନ୍ତା ବଢାଇ ଦେଇଛି। ସୁପ୍ରିମକୋର୍ଟରେ ମଙ୍ଗଳବାର ସିବିଆଇ ପକ୍ଷରୁ…
Read More...

ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଏହି ତିନୋଟି ବଲିଉଡ଼ ଚଳଚ୍ଚିତ୍ର

ମୁମ୍ବଇ: ମାର୍ଚ୍ଚ ୨୯(ଶୁକ୍ରବାର) ବଲିଉଡର ତିନୋଟି ବିଗ୍‍ ବଜେଟ୍‍ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଗୋଟିଏ ରାଜ କୁମାର ରାଓ ଓ କଙ୍ଗନା ରଣାୱତ ଅଭିନୀତ ଚଳଚ୍ଚିତ୍ର ମେଣ୍ଟାଲ ହେ କ୍ୟା, ଦ୍ୱିତୀୟଟି ସଲମାନ ଖାନଙ୍କ…
Read More...

ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ

ରାୟପୁର : ଛତିଶଗଡ଼ର ମାଓପ୍ରବଣ ସୁକମା ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ବନ୍ଧୁକ ଜବତ କରାଯାଇଛି।…
Read More...

୪ ମହଲା କୋଠାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଥିବା ଅବୁ ଫୈଜଲ ଏନକ୍ଲେଭର ୪ ମହଲା କୋଠାରେ ନିଆଁ ଲାଗି ୨ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶିଶୁ ଦ୍ୱୟଙ୍କ ପରିଚୟ ଜାୟଦ (୬) ଏବଂ ଆୟଶା (୭) ବର୍ଷ ବୋଲି…
Read More...

ଅରୁଣାଚଳକୁ ନିଜ ଅଞ୍ଚଳ ଭାବେ ଦେଖାଉନଥିବା ୩୦,୦୦୦ ମାନଚିତ୍ର ନଷ୍ଟ କଲା ଚୀନ

ବେଜିଂ : ଅରୁଣାଚଳ ପ୍ରଦେଶ ଏବଂ ତାଇୱାନକୁ ନିଜ ଅଞ୍ଚଳ ଭାବେ ଦେଖାଉନଥିବା ୩୦,୦୦୦ ମାନଚିତ୍ରକୁ ଚୀନ କଷ୍ଟମ ଅଧିକାରୀ ନଷ୍ଟ କରିଦେଇଛନ୍ତି। ଚୀନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତର ପୂର୍ବୋତ୍ତର ରାଜ୍ୟ…
Read More...

୨୮ରେ କଂଗ୍ରେସରେ ମିଶିବେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ତଥା ପାଟନା ସାହିବ ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନା ମାର୍ଚ୍ଚ ୨୮ରେ କଂଗ୍ରେସରେ ଯୋଗଦେବେ। ବହୁ ଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହେଉଥିଲା। ଏବେ ଏଥିରେ…
Read More...

ମମତାଙ୍କୁ ଭେଟିଲେ କମଲ ହାସନ, ଟିଏମସି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

କଲକାତା : ଟିଏମ୍‍ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୋମବାର ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।…
Read More...

ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିଲେ ସଞ୍ଜୟ ନିରୁପମ, ମିଲିନ୍ଦ ଦେଓଡାଙ୍କୁ ମଳିଲା ଦାୟିତ୍ୱ

ମୁମ୍ବଇ : ନିଜ ବୟାନକୁ ନେଇ ପ୍ରାୟ ସମୟ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବା ସଞ୍ଜୟ ନିରୁପମଙ୍କୁ ସୋମବାର ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ମିଳିନ୍ଦ ଦେଓଡ଼ାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ…
Read More...

ସପ୍ନାଙ୍କୁ ଭେଟିଲେ ମନୋଜ ତିୱାରୀ, ହୋଇପାରନ୍ତି ବିଜେପିରେ ସାମିଲ!

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଧ୍ୟରେ ଗତ କିଛି ଦିନ ଧରି ସପ୍ନା ଚୌଧୁରୀ ଆଲୋଚନାର ବିଷୟ ହୋଇଛନ୍ତି। କଂଗ୍ରେସରେ ଯୋଗଦେବା ନେଇ ଖବରକୁ ଖଣ୍ଡନ କରିବା ପରେ ସପ୍ନା ଦିଲ୍ଲୀ ବିଜେପି ସଭାପତି ମନୋଜ…
Read More...

ଶାରଦା ପୀଠ କରିଡର ଖୋଲିବାକୁ ପାକିସ୍ତାନର ମଞ୍ଜୁରୀ, ୫୦୦୦ ବର୍ଷ ପୁରୁଣା ମନ୍ଦିରକୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ଶିଖଙ୍କ ଧର୍ମପୀଠ କରତାରପୁର କରିଡର ପରେ ହିନ୍ଦୁଙ୍କ ଧର୍ମସ୍ଥଳ ଶାରଦା ପୀଠ କରିଡର ଖୋଲିବାକୁ ପାକିସ୍ତାନ ମଞ୍ଜୁରୀ ପ୍ରଦାନ କରିଛି। ଶାରଦା ପୀଠ ମନ୍ଦିର ପାକ ଅଧିକୃତ କାଶ୍ମୀର (ପିଓକେ)ରେ ରହିଛି। ଏହା…
Read More...

ଜେଟ ଏୟାରୱେଜ ବୋର୍ଡରୁ ଇସ୍ତଫା ଦେଲେ ନରେଶ ଏବଂ ପତ୍ନୀ ଅନୀତା ଗୋଏଲ

ମୁମ୍ବଇ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ ଏୟାରୱେଜର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ନରେଶ ଗୋଏଲ ଏବଂ ତାଙ୍କ ପତ୍ନୀ ଅନୀତା ଗୋଏଲ ଏୟାରଲାଇନ୍ସ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଋଣଦାତାଙ୍କ ସହ ସୋମବାର ଅନୁଷ୍ଠିତ…
Read More...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ଦିଲ୍ଲୀ, ମୁମ୍ବଇ ଏବଂ ଗୋଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମସଜିଦରେ ଆକ୍ରମଣର ପ୍ରତିଶୋଧ ଭାବେ ଭାରତରେ ବଡ଼ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ମୁମ୍ବଇ, ଦିଲ୍ଲୀ କିମ୍ବା ଗୋଆ ଭଳି ବଡ଼ ସହରରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇପାରେ…
Read More...

‘ଇଦାଇ’ ବାତ୍ୟା; ଆଫ୍ରିକାରେ ମୃତ୍ୟୁ ସଂଖ୍ୟା ୭୫୦କୁ ବୃଦ୍ଧି

ବେଇରା (ମୋଜାମବିକ୍ୟୁ) : ‘ଇଦାଇ’ ବାତ୍ୟା ଓ ବନ୍ୟାରେ ଆଫ୍ରିକାର ଦକ୍ଷିଣାଞ୍ଚଳ ଦେଶ ମୋଜାମବିକ୍ୟୁ, ଜିମ୍ବାୱେ, ମାଲାୱିରେ ମୃତ୍ୟୁ ସଂଖ୍ୟା ୭୫୦କୁ ବୃଦ୍ଧି ପାଇଛି। ମାର୍ଚ୍ଚ ୧୫ ମଧ୍ୟ ରାତ୍ରରେ ‘ଇଦାଇ’ ମୋଜାମବିକ୍ୟୁର…
Read More...

୨୮ ସୁଦ୍ଧା ଭିଭିପ୍ୟାଟ ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମତଦାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଟର ଭେରିଫିଏବଲ ପେପର ଅଡିଟ ଟ୍ରେଲ (ଭିଭିପ୍ୟାଟ) ବ୍ୟବହାର ନେଇ ମାର୍ଚ୍ଚ ୨୮ ସୁଦ୍ଧା ସତ୍ୟପାଠ…
Read More...