www.samajalive.in
Sunday, December 7, 2025
23.1 C
Bhubaneswar

ମେହବୁବାଙ୍କୁ କୁମାର ବିଶ୍ୱାସଙ୍କ ଜବାବ; ସୁଧୁରି ଯାଅ, ଏହା ୧୯୪୭ର ଭାରତ ନୁହେଁ

ନୂଆଦିଲ୍ଲୀ : ସମ୍ବିଧାନ ଧାରା ୩୭୦କୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ରବିବାର ଆପର ବିଦ୍ରୋହୀ ନେତା କୁମାର ବିଶ୍ୱାସ ପ୍ରତିକ୍ରିୟା ରଖିଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ୧୯୪୭ର ଭାରତ ନୁହେଁ। ଏବେକାର ଭାରତ ତମଭଳି ଲୋକଙ୍କ ଧମକରେ ମାନଚିତ୍ରରେ କଟାକଟି କରିବାକୁ ଚିନ୍ତା କରିବନି। ସମୟ ପୂର୍ବରୁ ସୁଧୁରି ଯାଅ ନହେଲେ ପରେ ଆଉ ସମୟ ମିଳିବ ନାହିଁ।
ପ୍ରକାଶ ଯେ ଗୋଟିଏ ଦିନ ପୂର୍ବରୁ ମେହବୁବା ମୁଫତି କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ କାଶ୍ମୀରର ସମ୍ପର୍କ କଟିଯିବ। ପରୋକ୍ଷରେ ମୁଫତି ଆନ୍ଦୋଳନର ଧମକ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ କ୍ରମରେ କୁମାର ବିଶ୍ୱାସ ପିଡିପି ନେତ୍ରୀ ମେହବୁବାଙ୍କୁ କଡ଼ା ଜବାବ ଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories