ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ସାଉଡ଼ି ଗ୍ରାମରେ ୫ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବା ଶିଶୁକନ୍ୟାଟିର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଡ଼ାକ୍ତରଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବାସହ ଶିଶୁକନ୍ୟାଟିର ମୃତଦେହକୁ ଡାକ୍ତରଖାନା ଆଗରେ ରଖି ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି।
Popular Categories



