www.samajalive.in
Sunday, December 14, 2025
17.1 C
Bhubaneswar

ଏୟାରଟେଲର ୧୬୯ଟଙ୍କା ପ୍ଲାନରେ ମିଳିବ ଅଧିକ ଡ଼ାଟା

ନୂଆଦିଲ୍ଲୀ : ‘ଭାରତୀ ଏୟାରଟେଲ’ କମ୍ପାନୀ ତାର ୧୬୯ଟଙ୍କା ପ୍ଲାନକୁ ଅପଡ଼େଟ କରିଛି। ଅପଡ଼େଟ ପରେ ଏହି ପ୍‍ଲାନରେ ପ୍ରତିଦିନ ୧ଜିବି ଡାଟା ମିଳିବ। ଯାହାର ବୈଧତା ୨୮ଦିନ। ଏହାତ୍ୱାରା ସମୁଦାୟ ଆପଣ ୨୮ଜିବି ଡାଟା ପାଇପାରିବେ। ପ୍ଲାନରେ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧୦୦ମେସେଜେ ମଧ୍ୟ କରିପାରିବେ।

courtesy-youtube.com

ଏୟାରଟେଲର ଏହି ପ୍ଲାନର ଟକ୍କର ସିଧାସଳଖ ଜିଓର ୧୪୯ଟଙ୍କା ପ୍ଲାନ ସହିତ ହେବ। ଯେଉଁଥିରେ ଆପଣଙ୍କୁ ପ୍ରତିଦିନ ୧.୪ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ ମିଳିଥାଏ।

- Advertisement -

ସେହିଭଳି ଏହା ପୂର୍ବରୁ ‘ଭାରତୀ ଏୟାରଟେଲ’ କମ୍ପାନୀ ‘ଜିଓ’କୁ ଟକ୍କର ଦେବାପାଇଁ ଏକ ୩୬୫ଦିନର ପ୍ଲାନ ଲଞ୍ଚ କରିଥିଲା। ଯେଉଁଥିରେ ଗ୍ରାହକଙ୍କୁ ସମସ୍ଥ ନେଟୱର୍କରେ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧ଜିବି ଡାଟା ମିଳିଥାଏ। ଏହି ପ୍ଲାନ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନରେ ପ୍ରତିଦିନ ୧ଜିବି ଡାଟା ସହିତ ଲୋକାଲ-ଏସଟିଡି କଲିଙ୍ଗ ଏବଂ ପ୍ରତିଦିନ ୧୦୦ମେସେଜ କରିପାରିବେ। ଏହାସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ଏୟାରଟେଲ ଟିଭିରେ ପ୍ରିମିୟମ କଣ୍ଟେଣ୍ଟର ଫ୍ରି ସବ୍ସକ୍ରୀସନ ରହିଛି। ଏହି ପ୍ଳାନର ସୁବିଧା ଏୟାରଟେଲ ଆପ୍‍ ଏବଂ ୱେବସାଇଟରୁ ନେଇପାରିବେ।

courtesy-Ndtvgadgets

ଏୟାଟେଲର ଏହି ପ୍ଲାନର ଟକ୍କର ସିଧାସଳଖ ଜିଓର ୧,୬୯୯ଟଙ୍କା ପ୍ଲାନ ସହିତ ହେବ। ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଜିଓର ଏହି ପ୍ଲାନର ବୈଧତା ମଧ୍ୟ ୩୬୫ଦିନ।
କହିରଖୁଛୁ ଭୋଡାଫୋନ ପାଖରେ ମଧ୍ୟ ୩୬୫ଦିନର ଏକ ପ୍ଲାନ ରହିଛି। ଯାହାର ମୂଲ୍ୟ ୧,୪୯୯ଟଙ୍କା, ସେହିଭଳି ବିଏସ୍‍ଏନ୍‍ଲର ୩୬୫ଦିନର ପ୍ଲାନର ମୂଲ୍ୟ ୧୩୧୨ଟଙ୍କା। ମାତ୍ର ଏହି ପ୍ଲାନ ଦ୍ୱାରା ପ୍ରତିଦିନ ୫ଜିବି ଡାଟା ମିଳିଥାଏ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories