www.samajalive.in
Monday, December 15, 2025
26.1 C
Bhubaneswar

ଆଇପିଏଲ୍‍ କ୍ରିକେଟ : ଆଜି ପଞ୍ଜାବ ବନାମ କଲକାତା

କଲକାତା : ଆଇପିଏଲ୍‍ କ୍ରିକେଟରେ ବୁଧବାର କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ, କଲକାତା ନାଇଟ ରାଇଡର୍ସକୁ ଭେଟିବ। କଲକାତାର ଇଡେନ୍‍ ଗାର୍ଡେନସଠାରେ ରାତି ୮ଟାରେ ଆଇପିଏଲ୍‍-୨୦୧୯ର ଏହି ଷଷ୍ଠ ମ୍ୟାଚ୍‍ ଖଳାଯିବ। ପୂର୍ବରୁ କଲକାତା ତା’ର ପ୍ରଥମ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଥିବାବେଳେ କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ମଧ୍ୟ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୪ ରନରେ ପରାଜିତ କରିଥିଲା।
ମଙ୍ଗଳବାର ଚେନ୍ନାଇ ସୁପର୍‍ କିଙ୍ଗ୍‍ସ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‍ସକୁ ୬ ୱିକେଟ୍‍ରେ ପରାସ୍ତ କରିଥିଲା।  ଏହା ହେଉଛି ଚେନ୍ନଇ କ୍ରମାଗତ ଦ୍ୱିତୀୟ ବିଜୟ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories