ନବରଙ୍ଗପୁର : ନବରଙ୍ଗପୁର ଜିଲା ଆଇନଜୀବୀ ସଂଘର ନିର୍ବାଚନ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନରସିଂହ ତ୍ରିପାଠୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲାବଳେ ଉପସଭାପତି ଭାବେ ହରିନାରାୟଣ ବେହେରା ଏବଂ ସମ୍ପାଦକ ଭାବେ ରାମପ୍ରସାଦ ପାତ୍ରଙ୍କୁ ମନୋନୀତ କରାଯାଇଛି।
ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନ : ନରସିଂହ ତ୍ରିପାଠୀ ସଭାପତି, ରାମପ୍ରସାଦ ପାତ୍ର ସମ୍ପାଦକ
Popular Categories



