www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲ କ୍ରିକେଟ୍-୨୦୧୯: ଆଜି ପଞ୍ଜାବ ବନାମ ରାଜସ୍ତାନ

ମୁମ୍ବଇ : ଆଇପିଏଲ-୨୦୧୯ର ଆଜି(ମଙ୍ଗଳବାର)ର ୩୨ତମ ମ୍ୟାଚ୍ କିଙ୍ଗସ୍ ଏକାଦସ ପଞ୍ଜାବ ଓ ରାଜସ୍ତାନ ରୟାଲସ୍ ମଧ୍ୟରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।

ଏପର୍ଯ୍ୟନ୍ତ କିଙ୍ଗସ୍ ଏକାଦସ ପଞ୍ଜାବ ୮ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ୪ଟିରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲର ୮ପଏଣ୍ଟସ୍ ସହ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଜସ୍ତାନ ରୟାଲସ୍ ୭ଟି ମ୍ୟାଚ ଖେଳି ସେଥିରୁ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟସ୍ ସହ ୭ମ ସ୍ଥାନରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories