ରାଉରକେଲା : ରାଉରକେଲାର ତରକେରା ଡ୍ୟାମ ପାଖରେ ଥିବା ତରକେରା କଲୋନୀର ଜଣେ ଛାତ୍ର ଡ୍ୟାମରେ ବାପାଙ୍କ ସହ ଗାଧୋଉଥିଲାବଳେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜଣଙ୍କ ସାରଦାକାନ୍ତ ଦାସଙ୍କ ପୁଅ ଚନ୍ଦନ ଦାସ। ଚନ୍ଦନ ଗାନ୍ଧି ମହାବିଦ୍ୟାଳୟର ଛାତ୍ରଥିବା ଜଣାପଡିିଛି।
Popular Categories



