www.samajalive.in
Sunday, December 14, 2025
19.1 C
Bhubaneswar

ତାଳପଦରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ

ତାଲପଦର : ବରଗଡ଼ ଜିଲାର ବିଜେପୁର ନିର୍ବାଚନ ମଣ୍ଡଳି ଅର୍ନ୍ତଗତ ତାଳପଦର ଗ୍ରାମ ପଞ୍ଚାୟତରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ , ଭାରତୀୟ ଜନତା ପାର୍ଟୀର ବିଧାୟକ ପ୍ରାର୍ଥୀ ସନତ୍‍ ଗଡତ୍ୱିଆ, ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ, କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ରିପୁନାଥ ସେଠ୍‍, ଲୋକସଭା ପ୍ରାର୍ଥୀ ପ୍ରଦୀପ ଚନ୍ଦ୍ର ଦେବତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ତାଳପଦର ଗ୍ରାମ ପଞ୍ଚାୟତର ମୋଟ୍‍ ଭୋଟର ସଂଖ୍ୟା ୩୧୨୨ରୁ ୧୨୨୨ ମହିଳା ଭୋଟ ଦେଇଥିବା ବେଳେ ୧୩୨୭ ପୁରୁଷ ଭୋଟ ଦାନ କାରିଥିଲେ। ତାଳପଦର, କନପୁରୀ, ଖ.ନୂଆପଲିକୁ ନେଇ ଗଠିତ ତାଳପଦର ଗ୍ରାମ ପଞ୍ଚାୟତରେ ମୋଟ ୪ଟି ବୁଥ୍‍ କେନ୍ଦ୍ର ଖୋଲା ଯାଇଥିଲା।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories