ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ରୂପେ ନିକଟରେ ଯୋଗଦାନ କରିଥିବା ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କୁ ରାଜ୍ୟ ପିଡବ୍ଲ୍ୟୁଡ଼ି ଓ ଇଣ୍ଡିଆନ ବିଲଡିଂ କଂଗ୍ରେସର ଓଡିଶା ଶାଖା ତରଫରୁ ସମ୍ବର୍ଦ୍ଧନା…
Read More...

ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଉତ୍ତର

ଡେସ୍କ: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଦେଖା ଦେଇଥିବା ବିବାଦ ଏବେ କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନାହିଁ ବରଂ ଏହା କେନ୍ଦ୍ର ଓ ରାଜ୍ୟ ନେତାଙ୍କ ମଧ୍ୟରେ କଳିର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଗତକାଲି…
Read More...

ଭାରତୀୟ ନୁହେଁ ଆଫଗାନିସ୍ତାନରେ ମୋରୋକୋ ବିମାନ ଦୁର୍ଘଟଣାଗ୍ରସ୍ତ – ମନ୍ତ୍ରାଳୟ

ଡେସ୍କ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାରେ ଭାରତୀୟ ବିମାନ ସମ୍ପୃକ୍ତ ନୁହେଁ। ଗଣମାଧ୍ୟମ ଗୁଡିକରେ ଆଫଗାନିସ୍ତାନରେ ଏକ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ…
Read More...

ମାନିଲେ ସାନିଆ – ଶୋଏବଙ୍କ ସହ ହୋଇଛି ଛାଡପତ୍ର

ଡେସ୍କ: ସାନିଆ ମିର୍ଜାଙ୍କ ପରିବାର କହିଛନ୍ତି ଯେ ଭାରତୀୟ ଟେନିସ୍ ଆଇକନ୍ ସାନିଆ ଏବଂ ଶୋଏବ ମଲିକ ଅଲଗା ହୋଇଯାଇଛନ୍ତି। ପାକିସ୍ତାନୀ କ୍ରିକେଟର ଶୋଏବ, ସାନା ଜାଭେଦଙ୍କ ସହ ଦ୍ୱିତୀୟ ବିବାହ ଘୋଷଣା କରିବାର ଗୋଟିଏ ଦିନ…
Read More...

ଷ୍ଟେଜ ସୋ’ରେ ଅଘଟଣ, ଷ୍ଟେଜରୁ ଖସିପଡି ଭାରତୀୟ ସିଇଓ ମୃତ

ଡେସ୍କ: ବହୁରାଷ୍ଟ୍ରୀୟ ଆମେରିକୀୟ ସଫ୍ଟୱେର୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ସିଇଓ) ସଞ୍ଜୟ ଶାହା ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ ଉତ୍ସବର ଏରିଏଲ୍ ସୋ ସମୟରେ ଷ୍ଟେଜରୁ ଖସିପଡି…
Read More...

ମଙ୍ଗଳ ଗ୍ରହରେ ମିନି ହେଲିକପ୍ଟର ସହିତ ପୁଣି ସମ୍ପର୍କ ସ୍ଥାପନ କଲା ନାସା

ଡେସ୍କ: ମଙ୍ଗଳ ଗ୍ରହରେ ଏହାର କ୍ଷୁଦ୍ର ହେଲିକପ୍ଟର ସହିତ ନାସା ପୁନଃ ସମ୍ପର୍କ ସ୍ଥାପନ କରିଛି ବୋଲି ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି।…
Read More...

ଇଭିଏମ ହିସାବ – ପ୍ରତି ୧୫ ବର୍ଷରେ ଦରକାର ୧୦ ହଜାର କୋଟି

ଡେସ୍କ: ନିର୍ବାଚନ ଆୟୋଗ କହିଛନ୍ତି ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ…
Read More...

ମିଳିଲା ନିମନ୍ତ୍ରଣ – ଆମେରିକାରେ ପ୍ରଦର୍ଶିତ ହେବ ‘ଦି ହିଲିଂ ଟଚ୍’

ଡେସ୍କ: ‘ଦି ହିଲିଂ ଟଚ’ ଚଳଚ୍ଚିତ୍ର ବେଶ୍‌ ପ୍ରଶଂସା ସାଉଣ୍ଟିବା ପରେ ଏବେ ଏହି ଚଳଚ୍ଚିତ୍ରକୁ ଆମେରିକାରେ ପ୍ରଦର୍ଶନ କରାଯିବାକୁ ନିମନ୍ତ୍ରଣ ମିଳିଛି। ଆମେରିକାର ଟୁଷ୍ଟିନ ସହରସ୍ଥିତ ମୋଣ୍ଟେଗୋମରି ଷ୍ଟ୍ରିଟରେ…
Read More...

ମହାନଦୀର ଦୁଃଖ

ଓଡିଶାର ଆବାଳ ବୃଦ୍ଧବନିତା ନିଶ୍ଚିତ ଭାବେ ଜାଣି ଥିବେ ଯେ ମହାନଦୀ ଓଡିଶାର ସବୁଠାରୁ ବଡ ନଦୀ ; କିନ୍ତୁ ଅତି ଦୁଃଖର କଥା ଯେ ତୁଳନାତ୍ମକ ଭାବେ ବର୍ତ୍ତମାନ ଏହା ଏକ ଶୁଷ୍କ ଏବଂ କ୍ଷୁଦ୍ର ନଦୀରେ ପରିଣତ। ଏବେ ଠାରୁ…
Read More...

ଜନଜୀବନର ଚିତ୍ର: ଲୋକ ଚରିତ୍ର

ଏଇ ଦୁନିଅା ହେଉଛି ଏକ ଚିଡ଼ିଆଖାନା। କାହିଁକି ନା ଚିଡ଼ିଆଖାନାରେ ରହିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ଅସଂଖ୍ୟ ବଣୁଆ ଜୀବଜନ୍ତୁ ଆଉ ଏଇ ଦୁନିଅାରେ ରହିଥାନ୍ତି ଜାତି ଜାତିକା ମଣିଷ। ବାଘ ଭାଲୁ, ସିଂହ ଚିତା ପରି ହିଂସ୍ର,…
Read More...

ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ରାଜନଗର ପଞ୍ଚାୟତ ବେଣାସାହିରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି…
Read More...

ପୂର୍ବତନ ଆଇଜିପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇପିଏସ ସଂଘର ଶୋକ

ଡେସ୍କ: ପୂର୍ବତନ ଆଇ.ଜି.ପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି। କଟକସ୍ଥିତ ରାମକୃଷ୍ଣ ପାଢୀ ମେମୋରିଆଲ ହଲଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର…
Read More...

ଗୋପବନ୍ଧୁ ନର୍ସିଂ କଲେଜରେ ଶାମ୍ବଦଶମୀ ପାଳିତ

ଗୁରୁଡ଼ିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଶାମ୍ବଦଶମୀ ପାଳିତ ହୋଇଛି। ପରିସରସ୍ଥ ଆଧ୍ୟାତ୍ମିକ କେନ୍ଦ୍ରରେ ଶାସ୍ତ୍ରୀୟ ବିଧିମୁତାବକ…
Read More...

ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ଗୁରୁଡ଼ିଝାଟିଆ,: ନାରଙ୍ଗବସ୍ତ ଜ୍ୟୋତିର୍ମୟୀ ୟୁଥକ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭୂବନେଶ୍ୱର ୱାରିୟରସ ୨-୧ ସେଟରେ ବିଞ୍ଝାରପୁର-ଭୂବନେଶ୍ୱରକୁ…
Read More...

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରସ୍ତୁତି ବୈଠକ

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଆସନ୍ତା ଫ୍ରେବୃୟାରୀ ମାସ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଏକ…
Read More...

ପୂଜା କମିଟି ନୂତନ କର୍ମକର୍ତ୍ତା ଚୟନ

ଚୌଦ୍ୱାର: ଚୌଦ୍ୱାର ମହାଜନ ସାହି ପୂଜା କମିଟିର ଏକ ସାଧାରଣ ବୈଠକ ସାହି ରୂପଘର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ହରେକୃଣ୍ଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକର ପ୍ରାରମ୍ଭରେ ମିଟିର ପୂର୍ବତନ ସଭାପତି ତୋଫାନୀ…
Read More...

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ମଝିପଡ଼ା ଗାଁର ଜଣେ ଯୁବକ ତାଙ୍କ ଶ୍ୱଶୁର ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ୍ୟୁ ଖବର ଜଣା ପଡିଵା ପରେ…
Read More...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ–ଓ-ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ଫୁଲବାଣୀ: ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ ଓଡ଼ିଶା ସାହିତ୍ୟ ପ୍ରତିଯୋଗିତାର ଉଦ୍‌‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ.ଜ୍ୟୋତି ପ୍ରକାଶ ରଥ ଅଧ୍ୟକ୍ଷତା…
Read More...

ନକ ଆଉଟ କ୍ରିକେଟ ପ୍ରତିଯୋଗିତା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନୂଆପଡା ନେତାଜୀ ସୁବାଷ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ସ୍ଵର୍ଗତ ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ…
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମା ରେ ଥିବା ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ସମାପନ ଉତ୍ସବରେ ଅଧକ୍ଷ…
Read More...

ପରମ୍ପରାକୁ ବଜାୟ ରଖିବାକୁ ଜି ଉଦୟଗିରିରେ ଜନରାଜ୍ୟ ଦିବସ ପାଳନ

ଜି ଉଦୟଗିରି: ଜି ଉଦୟଗିରି ରେ ସୁଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତି ବର୍ଷ ଭଳି ଉତ୍କଳ ଦିବସ, ଜନରାଜ୍ୟ ଦିବସ, ସ୍ଵାଧୀନତା ଦିବସ ଓ ଚକରା ବିଶୋଇ ଜୟନ୍ତୀ ଆଦି ସରକାରୀ ଭାବେ ପାଳନ କରାଯାଇଥାଏ। କିନ୍ତୁ ଅତ୍ୟନ୍ତ…
Read More...

ସାନ୍ତାଳ ସମ୍ପ୍ରଦାୟର ଶହଶହ ସଂଖ୍ୟାରେ ଅସ୍ଥି ବିସର୍ଜନ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ନିକଟରେ ଥିବା ପବିତ୍ର ବୈତରଣୀ (ଗୁପ୍ତ ଗଙ୍ଗା) ନଦୀର ସଙ୍ଗମ ସ୍ଥଳର ସ୍ବତୀଘାଟରେ ସାନ୍ତାଳ ସମ୍ପ୍ରଦାୟର (ଦାମୋଦର ମେଳା) ଅସ୍ଥି ବିସର୍ଜନ…
Read More...

ବୁଢ଼ାରଜା ମହୋତ୍ସବ ଉଦଯାପିତ, ସାମିଲ ହେଲେ ଲକ୍ଷାଧିକ ଦର୍ଶକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡ଼ାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବୁଢ଼ାରଜାଙ୍କ ବାର୍ଷିକ…
Read More...

ରେଙ୍ଗାଲିରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ବ୍ଲକର କତରବଗା ହାଇସ୍କୁଲରେ ଭାଷା, ସାହିତ୍ୟ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ମୋ କଥା ମୋ କାହାଣୀ ଏବଂ ପ୍ରାଚୀର ପତ୍ରିକା ବର୍ଣ୍ଣାଳୀ ଉନ୍ମୋଚନ କରାଯାଇଥିଲା। ପ୍ରଧାନ…
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ନୂଆ ଓଡିଶା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର…
Read More...

ରାଜ୍ୟରେ ବିଭିନ୍ନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର କନ୍ଦରପୁର ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଷ୍ମଣ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
Read More...

ଚକ ଖଡି କଳାକାରଙ୍କ ଦ୍ୱାରା ରାମଲାଲାଙ୍କ କଳାକୃତି ନିର୍ମାଣ

ଗୋପାଳପୁର: ଡୁରାର ବିଟେକ ଛାତ୍ର ତଥା ଯୁବ ଖଡ଼ି କଳାକାର କେ ବିଜୁ କୁମାର ରେଡ୍ଡୀ ପୁଣିଥରେ ଚକଖଡିରେ ରାମଲାଲାଙ୍କ କଳାକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବିଜୟଙ୍କ ପକ୍ଷରୁ ଅତି ନିଖୁଣ ଭାବେ ଚକ…
Read More...

ଖଡ଼ଙ୍ଗ ଓ ଖଇରମାଳ ବ୍ୟାରେଜର ଭିତ୍ତିପ୍ରସ୍ତର ସ୍ଥାପନ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଖଡ଼ଙ୍ଗ ବ୍ୟାରେଜ ସମେତ ଦୁଇଟି ପ୍ରକଳ୍ପକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉତ୍ସବରେ…
Read More...

ପାରଳା ମହାରାଜା ଇଂଜିନିୟରିଂ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ

ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜ ପକ୍ଷରୁ ପାଳିତ ହେଉଥିବା ୩ ଦିନିଆ ନୂଆ ଓ କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର…
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ଘଣ୍ଟାପଡ଼ା: କଣ୍ଟାମାଳ ହାଇସ୍କୁଲ ପଡିଆ ଠାରେ ଶ୍ରମବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି…
Read More...

ଛତିଶଗଡ଼ରୁ ନିଖୋଜ ଥିବା ବ୍ୟକ୍ତି ଅତାବିରାରୁ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଗ୍ୟାସ ସିଲିଣ୍ଡର ଚୋରି ରେକେଟ ପର୍ଦାଫାସ ସମୟରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ଛତିଶଗଡ଼ ରାଜ୍ୟର ଜଣେ ନିଖୋଜ ଥିବା ଖବର ପାଇଥିଲେ। ସେହି ବ୍ୟକ୍ତିକୁ ଉଦ୍ଧାର କରି ତାର ପରିବାରବର୍ଗକୁ…
Read More...

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ରାମନାଗୁଡା: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମ ଭର୍ଚୁଆଲ ମାଧ୍ୟମରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର…
Read More...

ସାପ୍ତାହିକ ରାଶିଫଳ (ଜାନୁଆରୀ ୨୧- ୨୭)

ମେଷ: ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ମାନସିକ ଅବସାଦ ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ କିଛିଟା ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ।…
Read More...

ନୂଆ ଓଡିଶା ସାଂସ୍କୃତିକ କାର୍ୟକ୍ରମ, ନାଁ ରଖିଲେ ଢେଙ୍କିକୋଟର ଛାତ୍ରୀ

ପାଟଣା: ଢେଙ୍କିକୋଟର ଆଞ୍ଚଳିକ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେବା ପରଠାରୁ କୌଣସି ବ୍ଲକ ଅବା ଜିଲ୍ଲାସ୍ତରକୁ କୌଣସି ବିଭାଗରେ ଏହାର ଛାତ୍ରଛାତ୍ରୀ ମାନେ ଯାଇପାରି ନ ଥିବା ବେଳେ ଏବେ ଉପଖଣ୍ଡସ୍ତରୀୟ…
Read More...

ନିଷ୍ଟ ଅନୁଷ୍ଠାନ ଠାରେ ଅନ୍ତର୍ଜାତୀୟ ସମ୍ମିଳନୀ

ଗୋପାଳପୁର: ପାଲୁର ହିଲ୍ ଠାରେ ଥିବା ନିଷ୍ଟ ଅନୁଷ୍ଠାନ ପରିସରରେରେ କମ୍ପ୍ୟୁଟର୍ ସାଇନ୍ସ ଏଣ୍ଡ ଇଞ୍ଜିନିୟରିଂ ବିଭାଗ ତରଫରୁ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ପ୍ରାୟୋଜିତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…
Read More...

ପାଟଣା ରାମ ମନ୍ଦିରରେ ଭବ୍ୟ ଆୟୋଜନ

ପାଟଣା: ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବକୁ ସ୍ମରଣୀୟ କରିବା ପାଇଁ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ମନ୍ଦିର ମାନଙ୍କୁ ସଫେଇ କରାଯାଇଥିବା ବେଳେ ସମସ୍ତ ମନ୍ଦିରରେ ୨୨ରେ ଦୀପ ଦାନ…
Read More...

ସମ୍ପତ୍ତି ବ୍ୟାଜ୍ୟାପ୍ତି ନୋଟିସ ଲଗାଇଲା ପୁଲିସ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ୫ଟି ଗ୍ରାମ କରକ୍ଷପଲ୍ଲି, କଦରପଲ୍ଲୀ, ଗଞ୍ଜୁ, ବଡ କୁସସ୍ଥଳୀ ଓ ପେଣ୍ଠକ୍ଷପଲ୍ଲୀରେ ଗୋପାଳପୁର ଥାନା ପକ୍ଷରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡ଼ାକବାଜି ଯନ୍ତ୍ର ଦ୍ବାରା ବିଭିନ୍ନ…
Read More...

ଋଣ ମେଳାରେ ଲାଭାର୍ଥୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଡେସ୍କ: ସମ୍ବଲପୁର ଏବଂ ଢେଙ୍କାନାଳରେ ଭାରତ ସରକାରଙ୍କ ତରଫରୁ ଶନିବାର ଅନୁଷ୍ଠିତ ପୃଥକ ପୃଥକ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ୪ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ…
Read More...

ଶକ୍ତି ବନ୍ଦନ କର୍ମଶାଳାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଡେସ୍କ: ଭୁବନେଶ୍ୱରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏସଏଚଜି ଏବଂ ଏନଜିଓ ସମ୍ପର୍କ ଅଭିଯାନ ପକ୍ଷରୁ ଆୟୋଜିତ ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ…
Read More...

୧୪ ଦମ୍ପତି ହେବେ ଅଯୋଧ୍ୟା ସମର୍ପଣ ସମାରୋହର ଯଜମାନ

ଡେସ୍କ: ଜାନୁଆରୀ ୨୨ରେ ରାମ ମନ୍ଦିର ସମର୍ପଣ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୪ ଜଣ ଦମ୍ପତି ‘ଯଜମାନ’ କର୍ତ୍ତବ୍ୟ ପାଳନ କରିବେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର…
Read More...

ସିରିଆରେ ବିମାନ ଆକ୍ରମଣ, ୪ ବରିଷ୍ଠ ସେନା ଅଧିକାରୀ ମୃତ

ଡେସ୍କ: ସିରିଆ ରାଜଧାନୀ ଦମିସ୍କାରେ ଆଜି ବିମାନ ଆକ୍ରମଣରେ ଇରାନର ୪ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଇରାନର ସମ୍ବାଦ ସରବରାହ ସଂସ୍ଥା ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ହତ୍ୟା କରାଯାଇଥିବା…
Read More...

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳବାଇ, ମେଟ୍ରୋ ଷ୍ଟେସନ ଏବଂ ବଜାର ଛକ ସମେତ ଅତି ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା…
Read More...

ଇପିଏଫଓରେ ସାମିଲ ହେଲେ ୧ ଲକ୍ଷ ୯୪ ହଜାର ମହିଳା

ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ୨୦୨୩ ନଭେମ୍ବର ମାସରେ ୧୩ ଲକ୍ଷ ୯୫ ହଜାର ସଦସ୍ୟ ଗ୍ରହଣ କରିଛି। ସଂଗଠନ ଦ୍ୱାରା ଆଜି ପ୍ରକାଶିତ ସୂଚନାରୁ ଏହା ଜଣାପଡିଛି। ୨୦୨୩ ନଭେମ୍ବରରେ ପ୍ରାୟ ୭ ଲକ୍ଷ ୩୬ ହଜାର…
Read More...

ମରିସସ୍ ଲୋକଙ୍କ ଶ୍ରୀ ରାମ ଭକ୍ତି ଭଜନ ଓ ମୈଥିଲି ଠାକୁରଙ୍କ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ଏ ନେଇ ଲେଖିଛନ୍ତି -…
Read More...

ବିଶ୍ୱସ୍ତରୀୟ ରୋଗୀ ସେବା ପ୍ରତିଶୃତି – ଭୁବନେଶ୍ୱରରେ ହେବ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ର

ଡେସ୍କ: କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ…
Read More...

ଅଗ୍ନି ତୀର୍ଥ ବେଳାଭୂମିରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଗ୍ନି ତୀର୍ଥ ବେଳାଭୂମିରେ ପବିତ୍ର ବୁଡ଼ ପକାଇବା ସହ ପ୍ରଭୁ ରାମନାଥସ୍ୱାମୀ ମନ୍ଦିରରେ ପୂଜା କରିଛନ୍ତି। ରୁଦ୍ରାକ୍ଷ ମାଳା ପିନ୍ଧି ଶ୍ରୀ ମୋଦୀ ତାମିଲନାଡୁର ଏହି…
Read More...

ବର୍ତ୍ତମାନର ସମୟ ହେଉଛି ପ୍ରତିଯୋଗିତାର ସମୟ – ପ୍ରତିରକ୍ଷା ମନ୍ତ୍ରୀ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଜାତୀୟ କ୍ୟାଡେଟ କର୍ପସ (ଏନସିସି)ର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦେଶର ଯୁବକମାନଙ୍କ ମଧ୍ୟରେ ସାମାଜିକ ଦକ୍ଷତା ବିକାଶ କରାଯାଉଛି ଏବଂ ଏହା ଗର୍ବର ବିଷୟ। ଆଜି…
Read More...

ଚୀନ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଗ୍ନିକାଣ୍ଡ, ୧୩ ମୃତ

ଡେସ୍କ: ଚୀନର ହେନାନ ପ୍ରଦେଶର ଏକ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅଗ୍ନିକାଣ୍ଡରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁଯାୟୀ, ୟାନଶାନପୁ ଗାଁର ସ୍ଥାନୀୟ ଲୋକ…
Read More...

ପ୍ରଭୁ ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି ଆମେରିକା

ଡେସ୍କ: ଆମେରିକା ମଧ୍ୟ ଆଜିକାଲି ପ୍ରଭୁ ରାମଙ୍କ ରଙ୍ଗରେ ବୁଡି ରହିଛି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହରେ ଆମେରିକାର ହଜାର ହଜାର ମନ୍ଦିରରେ ସ୍ୱତନ୍ତ୍ର ଉତ୍ସବ…
Read More...

ତାଗିଦ କଲେ ସରକାର, ରାମ ମନ୍ଦିର କାର୍ଯ୍ୟକ୍ରମ ନେଇ ଭୁଲ ସୂଚନା ଦିଅନାହିଁ

ଡେସ୍କ: କେନ୍ଦ୍ର ସରକାର ଗଣମାଧ୍ୟମ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସହ ଜଡିତ ମିଥ୍ୟା ଓ ମନଗଢା ବିଷୟବସ୍ତୁ ପ୍ରକାଶ ନକରିବାକୁ କହିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ…
Read More...

ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଲିଥିବା ସିଆଇଆଇ ଶିଳ୍ପ ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଦର୍ଶନୀ ମେଳା ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉପାଦେୟ ଆଲୋଚନା ହୋଇଛି। ସିଆଇଆଇ ଗୋଟିଏ ପଟେ ଶକ୍ତି, ଇସ୍ପାତ୍ ଓ…
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର

ଡେସ୍କ: ନାମ ସମ୍ମିଳନୀରେ ଯୋଗଦେବା ପାଇଁ ଉଗାଣ୍ଡାର କାମ୍ପାଲାରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଗେଙ୍କୁ ଭେଟିଛନ୍ତି। ଭାରତ-ଶ୍ରୀଲଙ୍କା…
Read More...

ନିର୍ଭରଯୋଗ୍ୟ ଓ ସ୍ଥାୟୀ ଅର୍ଥନୀତିର ଦେଶ ହେଉଛି ଭାରତ

ଡେସ୍କ: ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଭାରତ ନିଜକୁ ଏକ ନିର୍ଭରଯୋଗ୍ୟ ରାଷ୍ଟ୍ର ଏବଂ ସ୍ଥାୟୀ ଅର୍ଥନୀତି ଭାବରେ ଉପସ୍ଥାପନ କରିଛି। ପାଞ୍ଚ ଦିନିଆ ବିଶ୍ୱ ଅର୍ଥନୈତିକ ଫୋରମ୍ ବୈଠକ ଗତକାଲି ସ୍ୱିଜରଲ୍ୟାଣ୍ଡର…
Read More...

୧୯ ଜଣ ଶିଶୁ ପାଇବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨୨ରେ ୧୯ ଜଣ ଅସାଧାରଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ। କଳା ଏବଂ ସଂସ୍କୃତି, ସାହସିକତା, ନବସୃଜନ, ସାମାଜିକ ସେବା ଏବଂ କ୍ରୀଡା…
Read More...

ମହିଳା-କେନ୍ଦ୍ରିତ ହେବ ୭୫ତମ ଗଣତନ୍ତ୍ର ଦିବସ ପରେଡ

ଡେସ୍କ: ଚଳିତ ବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡ ମହିଳା-କେନ୍ଦ୍ରିତ ହେବ, ଯେଉଁଥିରେ 'ବିକଶିତ ଭାରତ' ଏବଂ 'ଭାରତ - ଗଣତନ୍ତ୍ର ମା' ବିଷୟ ରହିବ। ଆଜି ନୂଆଦିଲ୍ଲୀରେ…
Read More...

୭୦ ହଜାର ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦେବ ଏନଡିଆରଏଫ

ଡେସ୍କ: ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ - ଏନଡିଆରଏଫ ଚଳିତ ବର୍ଷ ଶେଷ ସୁଦ୍ଧା ୭୦ ହଜାରରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ ତାଲିମ ଦେବ। ଆଜି…
Read More...

କାଗଜ ତିଆରି ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ଆମ କର୍ତ୍ତବ୍ୟ

ଡେସ୍କ: ସାଂସ୍କୃତିକ ତଥା କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ ବେଳେ ଜନସାଧାରଣଙ୍କ ଦ୍ୱାରା ବ୍ୟବହୃତ କାଗଜରେ ନିର୍ମିତ ପତାକାକୁ ଫିଙ୍ଗିବା କିମ୍ବା ମାଟିରେ ପକାଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଗଣତନ୍ତ୍ର ଦିବସ…
Read More...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ

ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର…
Read More...

ବଦଳିଲେ ୪୪ଟି ମହାନଗର ନିଗମ, ଏନଏସି ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀ

ଡେସ୍କ: ରାଜ୍ୟ ସରକାର ଆଜି ବଡ ଧରଣର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଏହାକୁ ବଡ ଧରଣର ବଦଳି ବୋଲି କୁହାଯାଉଛି। ରାଜ୍ୟ ସରକେ ଏକାବେଳକେ ୪୪ଟି ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲିଟିର…
Read More...

ଆମର ନୀତି ସ୍ପଷ୍ଟ – ସଶକ୍ତ ହେଲେ ରାଜ୍ୟ, ଦୃଢ଼ ହେବ ଭାରତ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆଜି ଆସାମର ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ସେ ବିଜେପି, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ…
Read More...

ଭାରତ ଯୋଡୋ ନ୍ୟାୟ ଯାତ୍ରା – ଆସାମରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ

ଡେସ୍କ: ଗତକାଲି ଆସାମର ଜୋରହାଟରେ ଅନୁମୋଦିତ ମାର୍ଗରୁ ଅଲଗା ହୋଇଥିବା ଅଭିଯୋଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ସଂଗଠକ କେ.ବି ବାୟଜୁଙ୍କ ବିରୋଧରେ ଏତଲା ଦାଖଲ କରାଯାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ…
Read More...

ଦେଶ ଦେଖିବ ସକ୍ଷମ, ସଶକ୍ତ ଓ ଆତ୍ମନିର୍ଭରଶୀଳ ବାୟୁସେନା

ଡେସ୍କ: ଗଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ଫ୍ଲାଇପାଷ୍ଟରେ ୨୯ଟି ଯୁଦ୍ଧ ବିମାନ, ୮ଟି କାର୍ଗୋ ବିମାନ, ୧୩ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ସମେତ ମୋଟ ୫୧ଟି ବାୟୁସେନା ବିମାନ ଉଡ଼ିବ। ବାୟୁସେନା ଅଧିକାରୀଙ୍କ…
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା – ୫ କୋଟି ଲୋକଙ୍କୁ ମିଳିଛି ମାଗଣା ସ୍ୱାସ୍ଥ୍ୟ ସେବା

ଡେସ୍କ: ସରକାର କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ୫ କୋଟିରୁ ଅଧିକ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ…
Read More...

ଆଇଆଇଟି-ହାଇଦ୍ରାବାଦରେ ମେଗା ଆର ଏବଂ ଡି ମେଳା ଉଦଘାଟିତ

ଡେସ୍କ: ଆଇଆଇଟି ହାଇଦ୍ରାବାଦରେ ଏକ ବୃହତ ଗବେଷଣା ଏବଂ ବିକାଶ ମେଳାରେ ଉଦଘାଟିତ ହୋଇଛି। ଏଥିରେ ଆଇଆଇଟି, ଏନଆଇଟି ଏବଂ ଆଇଏସଆର ସମେତ ୫୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ମୋଟ ୧୨୦ଟି ଉଦ୍ଭାବନ ପ୍ରଦର୍ଶିତ ହୋଇଛି।…
Read More...

ଅମୃତ କାଳ ନୁହେଁ, ଭାରତ ପାଇଁ ଜରୁରୀ ଶିକ୍ଷା କାଳ – ଖଡ଼ଗେ

ଡେସ୍କ: ଅମୃତ କାଳ ଆଳରେ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଓ ୨୦୨୪ରେ ଦେଶର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାର ସମୟ ଆସିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ କହିଛନ୍ତି। ମୋଦି ସରକାରଙ୍କ…
Read More...

ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀ ସଶସ୍ତ୍ର ସୀମା ବଳ ମହାନିର୍ଦ୍ଦେଶକ ନିଯୁକ୍ତ

ଡେସ୍କ: ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଏ ନେଇ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ତରପ୍ରଦେଶ କ୍ୟାଡରର…
Read More...

ଜାନୁଆରୀ ୨୨ – କେନ୍ଦ୍ରର ‘ହାଫ୍’କୁ ରାଜ୍ୟର ‘ହାଫ୍’

ଡେସ୍କ: ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ 'ହାଫ୍ ଡ଼େ' ଛୁଟି ଘୋଷଣା…
Read More...

୩ ମନ୍ତ୍ରୀଙ୍କ ଗୋଟିଏ କଥା – ଭାରତ ଏହି ମୁହୂର୍ତ୍ତକୁ କବଜା କରିସାରିଛି

ଡେସ୍କ: ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ବୋଲି ୩ ଜଣ କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜି ସେହି ତିନି ଜଣ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଦେଶର ଅର୍ଥନୈତିକ…
Read More...

‘ବିକାଶ ରଥ’ ଏବେ ‘ବିଶ୍ୱାସ ରଥ’ – ଜାନୁୟାରୀ ୨୬ ଯାଏଁ ବୃଦ୍ଧି ହେବ ବିକଶିତ ଭାରତ…

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି, ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଛି ଏବଂ ଲୋକଙ୍କ ଚାହିଁବା ଅନୁଯାୟୀ ତାଙ୍କ ସରକାର ଏହାର ସମୟସୀମା ଜାନୁୟାରୀ ୨୬ ଯାଏଁ ବୃଦ୍ଧି କରିବାର…
Read More...

ସ୍ୱଚ୍ଛ ବ୍ୟବସ୍ଥା ଓ ଜନ ଭାଗିଦାରୀ ଦାରିଦ୍ର୍ୟ ହ୍ରାସ କରିଛି – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ଏକ ସ୍ୱଚ୍ଛ ବ୍ୟବସ୍ଥା, ଏହାର ସଚ୍ଚୋଟ ପ୍ରୟାସ ଏବଂ ଲୋକଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇ ଗତ ନଅ ବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି…
Read More...

ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ

ଡେସ୍କ: ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ତିନି ଜଣ ଦୋଷୀ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ବୃଦ୍ଧି କରିବାକୁ…
Read More...

ଏସିଆର ସର୍ବବୃହତ ବିମାନ ଚଳାଚଳ ଶୋ ‘ଏକ୍ସପୋ-ୱିଙ୍ଗସ୍ ଇଣ୍ଡିଆ ୨୦୨୪’ ଆରମ୍ଭ

ଡେସ୍କ: ଏସିଆର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସର୍ବବୃହତ କାର୍ଯ୍ୟକ୍ରମ 'ୱିଙ୍ଗସ୍ ଇଣ୍ଡିଆ ୨୪' ଆଜି ହାଇଦ୍ରାବାଦରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ। ଏହି ଶୋ’ର ବିଷୟବସ୍ତୁ ହେଉଛି 'ଅମୃତ…
Read More...

ଷୋଡଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କରିବାକୁ କ୍ୟାବିନେଟ୍ ଅନୁମୋଦନ

ଡେସ୍କ: କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କେନ୍ଦ୍ରୀୟ ଯୋଜନାର ପ୍ରଭାବ ଦେଖିବେ ମେଘାଳୟର ୧୦ ସାମ୍ବାଦିକ

ଡେସ୍କ: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବା ଲାଗି ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଉଦ୍ଦେଶ୍ୟରେ ମେଘାଳୟର ୧୦ ଜଣ…
Read More...

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର…
Read More...

ଘୁମୁରା ଉତ୍ସବ – ଶେଷ ଦିନରେ ବଜାଶାଲ ଏବଂ ଘୁମୁରାରେ ଦୁଲକିଲା ଉତ୍ସବସ୍ଥଳୀ

ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରାର ଶେଷ ଦିନରେ ବଜାଶାଲ ଏବଂ ଘୁମୁରା ନୃତ୍ୟରେ ପ୍ରକମ୍ପିତ ହେଲା ଉତ୍ସବ ସ୍ଥଳୀ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷଦିନର ସାଂସ୍କୃତିକ ସଭାରେ…
Read More...

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଗୋବିନ୍ଦଜିଉ ପାଟଣାସ୍ଥିତ ଶ୍ରୀଶ୍ରୀ ରାସବିହାରୀ ଜିଉ ମନ୍ଦିରରେ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌‌ଘାଟିତ ହୋଇ ଯାଇଛି। ଟାଙ୍ଗୀ-ଚୌଦ୍ୱାର…
Read More...

ପରିକ୍ରମା ଉତ୍ସବ ଉଦ୍‌‌ଯାପିତ

ଚୌଦ୍ୱାର: ଚୌଦ୍ୱାର ସହରାଞ୍ଚଳରେ ଅର୍ପଣ ରଥ ପରିକ୍ରମା ଉତ୍ସବ ଉଦ୍‌‌ଯାପିତ ହୋଇ ଯାଇଛି। ଚୌଦ୍ୱାର ରୂପଯାତ୍ରା ପଡ଼ିଆରେ ଏହି ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳା ଅନୁଷ୍ଠାନର…
Read More...

ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ: ଅଯୋଧ୍ୟାରେ ମର୍ଯ୍ୟଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି…
Read More...

କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ସ୍ଥାନିୟ ସର୍କିଟହାଉସ ଠାରେ ଦଳିୟ କର୍ମୀ ଓ ନେତାଙ୍କ ସହିତ ଦଳର ସଂଗଠନ ସଂପର୍କରେ ଆଲୋଚନା…
Read More...

୧୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୋଲିସ ବେଆଇନ ଭାବେ ଗଞ୍ଜେଇ ବ୍ୟାପାର କରୁଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି। ପୋଲିସ…
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କନିଷି ଗ୍ରାମର ରଘୁନାଥ ମନ୍ଦିର ପରିସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ୟୁନିଟ ଆନୁକୁଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ…
Read More...

ଜିଲା କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା

ନବରଙ୍ଗପୁର: ଘଟଣା କ୍ରମେ ନବରଙ୍ଗପୁର ଜିଲା କଂଗ୍ରେସ କମିଟିର ସଭାପତି ମନୋରଂଜନ ତ୍ରିପାଠୀ (ମୁନା) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏସମ୍ପର୍କରେ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ଶରତ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ/ଫିରିଙ୍ଗିଆ: ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଫିରିଙ୍ଗିଆରେ ମଧ୍ୟ୍ୟ ଏହି ପରିକ୍ରମା ପ୍ରକଳ୍ପ ପାଇଁ…
Read More...

ଆମ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ଫୁଲବାଣୀ/ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବସ ଷ୍ଟାଣ୍ଡ ନିକଟରେ କନ୍ଧମାଳ ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ପ୍ରଚାର ପ୍ରସାର ଏବଂ ସଙ୍ଗଠନ ସୁଦୃଢ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ବଳରାମ…
Read More...

ଧାମରା ମହୋତ୍ସବର ଶେଷ ଦିନରେ ଝୁମିଲେ ଦର୍ଶକ

ଧାମରା: ଆଜି ସନ୍ଧ୍ୟାରେ ଲାଉଡି ରିସର୍ଚ ସେଂଟର ଏବଂ ମାଧାମରାଇ ମତ୍ସ୍ୟଜିବୀ ସଂଘ ତରଫରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଧାମରା ମହୋତ୍ସବ ଶେଷ ଦିନ ଥିଲା। ଆଜି ମୁଖ୍ୟ ଅତିଥି ଭାବେ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର…
Read More...

ବନ୍ଧଗଡ଼ରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ନାମ ଯଜ୍ଞ ଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ନିକଟରେ ନୂତନ ଭାବରେ ନିର୍ମାଣ କରା ଯାଉଥିବା ମନ୍ଦିରରେ ରତ୍ନମୁଦ ଓ ନାମ ଯଜ୍ଞ ବହୁ ଆଡମ୍ବର ଏବଂ ଧୁମ ଧାମରେ ପାଳିତ ହେଉଛି।…
Read More...

ଯୁବ ଶିଳ୍ପୋଦ୍ୟୋଗୀ ଚନ୍ଦନ ମହାନ୍ତିଙ୍କ ଦେହାନ୍ତ

ଡେସ୍କ: ଯୁବ ଶିଳ୍ପୋଦ୍ୟୋଗୀ ତଥା ଭେଲକ୍ରୋ ଇଲେକ୍ଟ୍ରିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଚନ୍ଦନ ମହାନ୍ତିଙ୍କର ୫୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କୁ ଦିଲ୍ଲୀସ୍ଥିତ ମେଦାନ୍ତ…
Read More...

ମତ୍ସ୍ୟଜୀବୀ ସଙ୍ଘ ପକ୍ଷରୁ ବିସେଶ୍ଵରୀଙ୍କ ପୂଜା ଅନୁଷ୍ଠିତ

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୪ ଓ ୫ ନମ୍ବର ୱାର୍ଡ଼ରେ ନିଖଳ ଓଡ଼ିଶା ଘଣି ମତ୍ସ୍ୟଜୀବୀ ସଙ୍ଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଙ୍ଗଳବାର ରାତିରେ ମା’ ବିସେଶ୍ଵରୀଙ୍କ ପୂଜା ପାଳିତ ହୋଇଯାଇଛି।…
Read More...

ପଳାତକ ଘୋଷିତ ୪ ଆସାମୀଙ୍କ ଘର ଆଗରେ ଲାଗିଲା ନୋଟିସ

ଗୋପାଳପୁର: ଗୋପାଳପୁର ଥାନା ଅର୍ନ୍ତଗତ ଟାଟା କଲୋନୀର ବାଦପୂର୍ ଗ୍ରାମର ବନଜ ବିହାରୀ ପଟ୍ଟନାୟକ ଓରଫ ରୀଙ୍କୁ ପଟ୍ଟନାୟକକୁ ପଳାତକ ଘୋଷଣା କରାଯାଇଛି। ଡକାୟତ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଜଡ଼ିତ ଥିବା ବେଳେ…
Read More...

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

ଫୁଲବାଣୀ: ବରିଷ୍ଠ ନାଗରିକ ମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅବସରରେ ଆଜି ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାର୍ତ୍ତାଗୁଡ଼ା ଠାରେ…
Read More...

ଆଠଗଡ଼ ପ୍ରିମିୟର ଲିଗ୍‌‌, ଏନଏସିକୁ ହରାଇ ଫାଇନାଲରେ ଘଣ୍ଟିଖାଲ

ଆଠଗଡ଼: ଆଠଗଡ଼ ମହୋତ୍ସବ ପଡ଼ିଆରେ ଚାଲିଥିବା ଆଠଗଡ଼ ପ୍ରିମିୟର ଲିଗ୍‌‌ କ୍ରିକେଟ ଟୁର୍ଣ୍ଣମେଣ୍ଟର ୧୦ମ ଦିନରେ ୨ଟି କ୍ୱାର୍ଟର ଫାଇନାଲ ଓ ୧ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ କ୍ୱାର୍ଟର ଫାଇନାଲରେ…
Read More...

ଗୀତିକାର ରାଧାନାଥ ଦାସଙ୍କୁ ଶ୍ରୀ ଜଗନ୍ନାଥ ସମ୍ମାନ

ଆଠଗଡ଼: ପବିତ୍ର ମକର ସଂକ୍ରାନ୍ତି ଅବସରରେ କଟକ ଦୋଳମୁଣ୍ଡାଇସ୍ଥିତ ପତିତପାବନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଜନ ସମାରୋହ ଓ ସମ୍ମାନ ପ୍ରଦାନ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଆଠଗଡ଼ ମାଟିର ସନ୍ତାନ ରାଧାନାଥ…
Read More...

ଆଠଗଡ଼ କଲେଜରେ ସାହିତ୍ୟ ପ୍ରତିଯୋଗିତା ଉଦ୍‌‌ଘାଟିତ

ଆଠଗଡ଼: ଆଠଗଡ଼ର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନୂଆ-ଓ ଯୋଜନାରେ ସାହିତ୍ୟ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌‌ଘାଟିତ…
Read More...

ଓଡିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କର୍ମଶାଳା ଆୟୋଜିତ

ଡେସ୍କ: ଓଡିଶା ବୈଷୟିକ ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଓୟୁଟିଆର), ଭୁବନେଶ୍ୱରରେ ଆଜି ଫାକଲ୍ଟି ଇଣ୍ଟରାକ୍ସନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିମନ୍ତ୍ରିତ ବକ୍ତା ଭାବେ ଏମଏନଆଇଟି, ଜୟପୁରର ନିର୍ଦ୍ଦେଶକ…
Read More...

ମାଞ୍ଜା ସୂତାରେ କଟିଲା ବେକ, ନାବାଳକ ଗୁରୁତର

ବାଲେଶ୍ୱର: ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା କାଚଗୁଣ୍ଡ ମିଶା ମାଞ୍ଜା ସୂତା ବ୍ୟବହାର ପାଇଁ ରାଜ୍ୟ ସରକାର ବାରଣ କରିଥିଲେ ବି ବାଲେଶ୍ୱର ଜିଲା ପ୍ରଶାସନ ଏହାକୁ କଡ଼ାକଡ଼ି ଭାବେ ପାଳନ କରୁ ନଥିବା…
Read More...

ମିଳିତ ଏସଆଇଟି କରିବ ପଶ୍ଚିମବଙ୍ଗରେ ଇଡି ଉପରେ ଆକ୍ରମଣ ଘଟଣାର ଯାଞ୍ଚ

ଡେସ୍କ: ଆଜି କଲିକତା ହାଇକୋର୍ଟ ଜାନୁୟାରୀ ୫ ତାରିଖ ଦିନ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସାଣ୍ଡେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ପାଇଁ…
Read More...

ତୃତୀୟ ଟି-୨୦: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଡେସ୍କ: ଭାରତ ଟସ୍ ଜିତି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟି-୨୦ରେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଏହି…
Read More...

ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନ ଆକାଶ ସୀମା ଉଲ୍ଲଂଘନ କରିବା ପରେ ଇସଲାମାବାଦ ଆଜି (ବୁଧବାର) ଇରାନର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଏହା ଛଡା ତେହେରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଫେରାଇ ଆଣିବା ବିଷୟ ଘୋଷଣା…
Read More...

ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା

ଡେସ୍କ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକା ଭାରତକୁ ଏକ 'ଅସାଧାରଣ ସଫଳତାର କାହାଣୀ' ଭାବରେ ଦେଖୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ ସହଯୋଗୀ…
Read More...