www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଗୋବିନ୍ଦଜିଉ ପାଟଣାସ୍ଥିତ ଶ୍ରୀଶ୍ରୀ ରାସବିହାରୀ ଜିଉ ମନ୍ଦିରରେ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌‌ଘାଟିତ ହୋଇ ଯାଇଛି। ଟାଙ୍ଗୀ-ଚୌଦ୍ୱାର ତୈଳିକ ବୈଶ୍ୟ ସମାଜର ସଭାପତି ଦୟାନିଧି ସାହୁ ଏହି କାର୍ଯ୍ୟକ୍ରମର ଉଦ୍‌‌ଘାଟନ କରିଥିଲେ। ପଣ୍ଡିତ ଚିତ୍ତ ରଞ୍ଜନ ତ୍ରିପାଠୀ, ବଟ କିଶୋର କର, ବିନୋଦ ଚନ୍ଦ୍ର ପଣ୍ଡା, ତପନ କୁମାର ତ୍ରିପାଠୀ ପ୍ରମୁଖ ମାନସ ପାରାୟଣ କରିଥିଲେ। କର୍ତ୍ତା ରବୀନ୍ଦ୍ର କୁମାର ସାହୁ, ମାନସ କୁମାର ସାହୁ, ମିଲନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories