www.samajalive.in
Friday, December 12, 2025
19.1 C
Bhubaneswar

ଆଠଗଡ଼ ପ୍ରିମିୟର ଲିଗ୍‌‌, ଏନଏସିକୁ ହରାଇ ଫାଇନାଲରେ ଘଣ୍ଟିଖାଲ

ଆଠଗଡ଼: ଆଠଗଡ଼ ମହୋତ୍ସବ ପଡ଼ିଆରେ ଚାଲିଥିବା ଆଠଗଡ଼ ପ୍ରିମିୟର ଲିଗ୍‌‌ କ୍ରିକେଟ ଟୁର୍ଣ୍ଣମେଣ୍ଟର ୧୦ମ ଦିନରେ ୨ଟି କ୍ୱାର୍ଟର ଫାଇନାଲ ଓ ୧ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ କ୍ୱାର୍ଟର ଫାଇନାଲରେ ନୂଆପାଟଣା କ୍ରିକେଟ କ୍ଲବକୁ ପରାସ୍ତ କରି ଆଠଗଡ଼ ଏନଏସି କ୍ଲବ ବିଜୟୀ ହୋଇ ସେମିକୁ ଉନ୍ନୀତ ହୋଇଥିଲା। ୨ୟ କ୍ୱାର୍ଟର ଫାଇନାଲରେ ସଠିଲୋ କ୍ରିକେଟ କ୍ଲବକୁ ପରାସ୍ତ କରି ଘଣ୍ଟିଖାଲ କ୍ରିକେଟ କ୍ଲବ ସେମି ଫାଇନାଲରେ ପ୍ରବେଶ କରିଥିଲା। ବୁଧବାର ଅନୁଷ୍ଠିତ ୨ୟ ସେମି ପାଇନାଲରେ ଆଠଗଡ଼ ଏନଏସି କ୍ଲବକୁ ହରାଇ ଘଣ୍ଟିଖାଲ କ୍ରିକେଟ କ୍ଲବ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories