ଝାଡ଼ଖଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି – ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ଡେସ୍କ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ପରେ ରାଜ୍ୟପାଳ ସି ପି ରାଧାକୃଷ୍ଣନ ଆଜି ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା…
Read More...

ପରୀକ୍ଷା ପେ ଚର୍ଚ୍ଚା – ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ୩ ହଜାର ଛାତ୍ରଛାତ୍ରୀ

ଡେସ୍କ: ସୋମବାର ନୂଆଦିଲ୍ଲୀରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସକାଳ…
Read More...

ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଡେସ୍କ: ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ - ଏଆଇଟିୟୁସିର ପ୍ରତିଷ୍ଠାତା ଅଧ୍ୟକ୍ଷ ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମଜୟନ୍ତୀ ଅବସରରେ ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ଏଆଇଟିୟୁସିର…
Read More...

ବିଟିଂ ରିଟ୍ରିଟ’ ସମାରୋହ ଆସନ୍ତାକାଲି

ଡେସ୍କ: ଆସନ୍ତାକାଲି ବିଜୟ ଚୌକରେ ୭୫ତମ ଗଣତନ୍ତ୍ର ଦିବସ ପାଳନ ସମାପନର ପ୍ରତୀକ 'ବିଟିଂ ରିଟ୍ରିଟ' ସମାରୋହ ଅନୁଷ୍ଠିତ ହେବ ଏବଂ ସୂର୍ଯ୍ୟୋଦୟ ସମୟରେ ବାଜୁଥିବା ସମସ୍ତ ଭାରତୀୟ ଧୂନ ପରିବେଷଣ କରାଯିବ। ଭାରତୀୟ…
Read More...

ବିହାର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ଡେସ୍କ: ବିହାରର ନୂଆ ଏନଡିଏ ସରକାର ରାଜ୍ୟର ବିକାଶ ଏବଂ ଲୋକଙ୍କ ଆଶା ପୁରଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା…
Read More...

ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ଓ ଏନଆଇଟି ରାଉରକେଲାର ପୁରାତନ ଛାତ୍ର ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କୁ ଏନଆଇଟି ରାଉରକେଲାର ପୁରାତନ ଛାତ୍ର ସଙ୍ଘ ଓ ଭୁବନେଶ୍ୱର ସଂକୁଳ ପକ୍ଷରୁ ସମ୍ବର୍ଦ୍ଧନା…
Read More...

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତର ବଇଡ଼ାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାଏକଙ୍କ…
Read More...

ବଗଲା ସ୍ମାରକୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ, କେନ୍ଦ୍ରାପଡ଼ା ଚମ୍ପିଆନ

ଆଠଗଡ଼: ଆଠଗଡ଼ ଭଲିବଲ ଆନୁକୁଲ୍ୟରେ ଶୁକ୍ରବାର ସ୍ଥାନୀୟ ଝୁଲଣ ପଡ଼ିଆରେ ଚାଲିଥିବା ଏକଦିବସୀୟ ଦିବାରାତ୍ର ବଗଲା ସ୍ମାରକୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର…
Read More...

ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ସ୍ଥାନିତ କରିବା ନେଇ ଯୁବ-ଛାତ୍ର ବିଜେଡିର ଦାବି

ଆଠଗଡ଼: ଆଠଗଡ଼ ବିଜୁ ଯୁବ -ଛାତ୍ର ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ଦାବି…
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ତିନ ଦିନ ଧରି ଚାଲିଥିବା ନୂଆ ଓ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି।…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳବାଇ ପଡିଆରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏନଏସି ପକ୍ଷରୁ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂହ ସାଲୁଜା ଯୋଗ ଦେଇ ପତାକା…
Read More...

ଫେବୃଆରୀ ୧ରୁ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ

ଡେସ୍କ: ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦ୍ୱାରା ଫେବୃଆରୀ ୧ରୁ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ - ଭାରତ ରଙ୍ଗ ମହୋତ୍ସବ ଆରମ୍ଭ ହେବ। ଚଳିତ ଥର ଏହି ମହୋତ୍ସବର ବିଷୟ ରହିଛି ଥିଏଟର ସାକ୍ଷରତା, ଶୈଖିକ ଆଲୋଚନା ଏବଂ…
Read More...

କଲିକତା ହାଇକୋର୍ଟରେ ବିଚାରପତି ବିବାଦ – ସମସ୍ତ ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଡେସ୍କ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ପଶ୍ଚିମବଙ୍ଗରେ ନକଲି ସାର୍ଟିଫିକେଟ୍ ଦୁର୍ନୀତି ମାମଲାରେ କଲିକତା ହାଇକୋର୍ଟର ସମସ୍ତ ନିଷ୍ପତ୍ତି…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୮୩.୩ ମିଲିୟନ ଡଲାର ଜୋରିମାନା

ଡେସ୍କ: ନ୍ୟୁୟର୍କର ଏକ ଜୁରି କୋର୍ଟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖକ ଇ ଜିନ କାରୋଲଙ୍କୁ ବଦନାମ କରିଥିବାରୁ ୮୩.୩ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆମେରିକାର…
Read More...

ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେବାକୁ ସର୍ବାଧିକ ପଞ୍ଜିକରଣ

ଡେସ୍କ: ଗତ ୬ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପଞ୍ଜିକରଣ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ…
Read More...

ଦୋଛକିରେ ବିହାର – ରାଜନୈତିକ ଛକାପଞ୍ଝା ମଧ୍ୟରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା

ଡେସ୍କ: ପାଟଣାରେ ପାର୍ଟି କାର୍ଯ୍ୟାଳୟରେ ବିହାର ବିଜେପି ରାଜ୍ୟ କୋର କମିଟି ବୈଠକ ଆରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ, ପୂର୍ବତନ ରାଜ୍ୟ ବିଜେପି ମୁଖ୍ୟ ମଙ୍ଗଲ ପାଣ୍ଡେ, କେନ୍ଦ୍ର ମନ୍ତ୍ରୀ…
Read More...

ସୁପ୍ରିମକୋର୍ଟର ହୀରକ ଜୟନ୍ତୀ, ମାଗଣାରେ ମିଳିବ ସବୁ ନିଷ୍ପତ୍ତି

ଡେସ୍କ: ଆସନ୍ତାକାଲି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ହୀରକ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି ଅବସରରେ ସେ ଲୋକମାନଙ୍କ ସୁବିଧା ନିମନ୍ତେ ଏକାଧିକ ବୈଷୟିକ ପଦକ୍ଷେପର ଶୁଭାରମ୍ଭ…
Read More...

ପାଟଣା ପ୍ରେସ୍ କ୍ଲବରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ପାଟଣା ପ୍ରେସ୍ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପାଟଣା ପ୍ରେସ୍ କ୍ଲବର ଉପଦେଷ୍ଟା ତଥା…
Read More...

୭୫ ତମ ଗଣତନ୍ତ୍ର ଦିବସରେ ଭାରତ ଦେଖାଇଲା ଶକ୍ତି, ସାହସ ଓ ସଂସ୍କୃତିର ଅନନ୍ୟ ରୂପ

ଡେସ୍କ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ…
Read More...

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ – ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଡେସ୍କ: ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଓ…
Read More...

ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା

ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ଓ ନୂଆବାର୍ତ୍ତା ନେଇ ଆସିଛି ସାଧାରଣତନ୍ତ୍ର ଦିବସ। ନୂଆ ଆଶା, ନୂଆ କିରଣ ଓ ନୂଆ ସମ୍ଭାବନାକୁ ନେଇ ଦେଶବାସୀ ପାଳୁଛନ୍ତି ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ୭୫ ତମ ସାଧାରଣତନ୍ତ୍ର ଦିବସ।…
Read More...

ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି: ମୋଦୀ ଗ୍ୟାରେଣ୍ଟି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟରେ ଆଉ ପାଦେ ଅଗ୍ରସର ହୋଇଛି ଆମ ଦେଶ । ସବୁ ଦିଗରୁ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଭାରତ ସରକାର ଜନସାଧାରଣଙ୍କ ଜୀବନରେ କ୍ରମାଗତ…
Read More...

ଗଣତନ୍ତ୍ରର ଗରିମା

ସାଧାରଣତନ୍ତ୍ର ଦିବସ ପାଳନର ମହକରେ ଆଜି ଦେଶର ପୁରପଲ୍ଲୀଠାରୁ ଆରମ୍ଭ କରି ସହରବଜାର, ରାଜଧାନୀ ସବୁଆଡ଼ ଉଲ୍ଲସିତ। ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମେ କଷ୍ଟଅର୍ଜିତ ସ୍ବାଧୀନତା ହାସଲ କରିବା ପରେ ଇଂରେଜମାନଙ୍କ…
Read More...

ପହିଲା ଯାଏ ପାଗ ଶୁଖିଲା, ୧୧ ଡିଗ୍ରୀ ତଳେ ୧୦ ସହର

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ବର୍ଷା ଓ କୋହଲା ପାଗ ଲାଗି ରହିଥିବାବେଳେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ଫେବୃଆରୀ ପହିଲା ଯାଏ ପାଗ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…
Read More...

୯ ବର୍ଷର ଲିଭ୍ ଇନ୍ ପରେ କଂଗ୍ରେସ କଲା ବିଜେପି-ବିଜେଡି ବାହାଘର

ଭୁବନେଶ୍ବର: ତେଲଙ୍ଗାନାରେ କଂଗ୍ରେସ ଯେଉଁ ଫର୍ମୁଲା ଆପଣାଇ ଶାସନକୁ ଆସିଛି ଓଡ଼ିଶାରେ ସେହି ଫର୍ମୁଲାକୁ ଆପଣାଇବାରେ ଲାଗିଛି। ସେଠାରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ବିଜେପି ଓ ବିଆରଏସର ବିବାହ କରି ଚର୍ଚ୍ଚାକୁ…
Read More...

ଓଡ଼ିଶାରୁ ୨୮ ପୁଲିସ ଅଧିକାରୀ ପାଇବେ ପଦକ

ଭୁବନେଶ୍ବର: ୭୫ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୧୧୩୨ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ହେବେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସେମାନଙ୍କ ନାମ ଘୋଷଣା କରାଯାଇଛି।…
Read More...

ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା – ଓଡ଼ିଶାର ବିକାଶ ଅନ୍ୟମାନଙ୍କ ପାଇଁ ଆଦର୍ଶ

ଭୁବନେଶ୍ବର: ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଓଡ଼ିଶାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତରଣ…
Read More...

ମେ’ ୬ରୁ ଓଜେଇଇ, ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେ’ ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ରେ ଶେଷ ହେବ। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ…
Read More...

୩୩୭ ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ – ୬ ଜଣଙ୍କୁ କୀର୍ତ୍ତି, ୮ ଜଣଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ସେନା କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ସାହସିକ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି। ବିଭିନ୍ନ ବର୍ଗରେ ମୋଟ ୩୩୭ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ…
Read More...

‘ପଦ୍ମ ସମ୍ମାନ’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଅନେକ ଯୋଗ୍ୟ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱକୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର…
Read More...

ପୁରୁଣା ଦିନର ସମାଜ – ୨୮ ଜାନୁଆରୀ ୧୯୩୪

ଜାନୁଆରୀ ୨୮, ୧୯୩୪ ହିମାଳୟ ହୁଙ୍କାର ଦିଲ୍ଲୀ, ୨୭।୧।୩୪:ଭୂମିକମ୍ପ ପରେ ନେପାଳ ରାଜଧାନୀ କାଠମାଣ୍ଡୁରୁ କିଛି ଖବର ମିଳୁନଥିଲା। ସମଗ୍ର ନେପାଳ ଉପତ୍ୟକାରେ ଧ୍ବଂସ ଲୀଳା ଖୁବ୍ ଭୟଙ୍କର ହୋଇଥିବ, ଏକଥା ସମସ୍ତେ ଅନୁମାନ…
Read More...

ଜାତୀୟ ମତଦାତା ଦିବସ ପାଳିତ

ଫୁଲବାଣୀ: ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ୧୪ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରିଥିଲେ। ଏହି ଦିବସରେ ଡେପୁଟି କଲେକ୍ଟର ଡ଼ି ମାଲେଶ୍ୱର ପାତ୍ର, ସହକାରୀ…
Read More...

ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସାହିତ୍ୟ ପ୍ରତିଯୋଗିତା

ଫୁଲବାଣୀ: “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ” ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ”ନୂଆ-ଓ” ଯୋଜନା ମାଧ୍ୟମରେ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ,ଫୁଲବାଣୀଠାରେ ଆଲୋଚନା ଚକ୍ର…
Read More...

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ବାର୍ଷିକ ଯୋଜନା ଓ ସମନ୍ୱୟ ବୈଠକ

ଫୁଲବାଣୀ: ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷର ବନ୍ଧୁମିଳନ ଦାରିଙ୍ଗିବାଡି ବ୍ଳକ ଅନ୍ତର୍ଗତ ଜାଗୃତି ଠାରେ ଅନୁଷ୍ଠିତ ହୋଇଯାଇଛିା ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର…
Read More...

ଲକ୍ଷ୍ମୀପୁରରେ ନମୋ ନବ ମତଦାତା ସମ୍ମିଳନୀ

ଲକ୍ଷ୍ମୀପୁର: ଜାତୀୟ ମତଦାତା ଦିବସ ଅବସରରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ନମୋ ନବ ମତଦାତା ସମ୍ମିଳନୀ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରବାର…
Read More...

ମହିଳା ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଚୌଦ୍ୱାର: ଚୌଦ୍ୱାର ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଉପରେ…
Read More...

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ପାଇଁ ପ୍ରସ୍ତୁତି

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଚୌଦ୍ୱାର ଜଗନ୍ନାଥ ଭକ୍ତ ସମାଜ ତଥା ପଞ୍ଚରାତ୍ର ମହୋତ୍ସବ କମିଟିର ସଭାପତି ଶରତ କୁମାର ଖଣ୍ଟିଆଙ୍କ…
Read More...

‘ନୂଆ ଓ’ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା

ଗୁରୁଡ଼ିଝାଟିଆ: ବାଳି ସ୍ଥିିତ ଶ୍ରୀଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ ଓଡିଆ ଭାଷା ସାହିତ୍ୟ ବିଭାଗର ବିଭିନ୍ନ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଶ୍ରୀ ଜଗନ୍ନାଥ…
Read More...

ଜାତି ପ୍ରତି ଉତ୍ସର୍ଗ ହୁଅନ୍ତୁ ନାଗରିକ

ଟିଟିଲାଗଡ଼: ଦେଶ ବର୍ତ୍ତମାନ ପ୍ରଗତି ଆଡକୁ ଗତି କରୁଛି। ଦେଶ ଏବେ ସଂଗଠିତ ହେବା ସହ ବିକାଶ କାର୍ଯ୍ୟ ଜୋରଦାର ହୋଇଛି। ଆଜିର ଦିବସରେ ଆମ ପାଇଁ ନିଜ ଜୀବନକୁ ଆହୁତି ଦେଇଥିବା ମନୀଷୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା…
Read More...

ବିଦ୍ୟୁତ ସଂଯୋଗ ଦାବିରେ ଜାତୀୟ ରାଜପଥ ଅବରୋଧ

ବାଙ୍ଗିରିପୋଷି: ଅନ୍ୟାୟ ବିରୋଧରେ ମୁଣ୍ଡ ଟେକିଛନ୍ତି ଗ୍ରାମବାସୀ। ବାରମ୍ବାର ଦାବି ପରେ ମଧ୍ୟ ସରକାର କର୍ଣ୍ଣପାତ ନକରିବାରୁ ଜାତୀୟ ରାଜପଥ ଅବରୋଧ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଚାକିଡି…
Read More...

ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ: ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ…
Read More...

ସାମାନ୍ୟ ବର୍ଷାରେ ଭୂଷୁଡ଼ିଲା ୧୦ ଲକ୍ଷ ଟଙ୍କାର ଅସ୍ଥାୟୀ ପୋଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ସ୍ଥିତ ଅସ୍ଥାୟୀ ପୋଲ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଏହି ପୋଲଟି ବାଵେବିରା ଓ ଲରଂଭାକୁ ସଂଯୋଗ କରୁଛି। ଏହି ଅସ୍ଥାୟୀ ପୋଲ ଦେଇ କୁଲୁଣ୍ଡା,…
Read More...

ଜାତୀୟ ମତଦାତା ଦିବସ ପାଳିତ

ଆଠଗଡ଼଼: ଆଠଗଡ଼଼ସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ରେ ଗୁରୁବାର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷା…
Read More...

ଶୁକ୍ରବାର ରାଶିଫଳ (ଜାନୁଆରୀ ୨୬)

ମେଷ: କୃଷି କର୍ମରେ ସ୍ବାବଲମ୍ବୀ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବା ପାଇଁ ପରାମର୍ଶ ଦେଇପାରନ୍ତି। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ଓ ଯୁବକମାନେ ଉତ୍ସାହିତ ଓ ଦୃଢ଼ମନା ହୋଇପାରନ୍ତି। ବୃଷ: ଈଶ୍ବରଙ୍କ ନିକଟରେ…
Read More...

ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍‌‌ଘାଟିତ

ଆଠଗଡ଼଼: ଆଠଗଡ଼଼ସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ) ଏବେ ଏକମାସ ବ୍ୟାପୀ ହେବାକୁ ଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ବୁଧବାର ଉଦ୍‌‌ଘାଟିତ ହୋଇଯାଇଛି। କଲେଜର କ୍ରୀଡା ପ୍ରଶିକ୍ଷିକା…
Read More...

ନୂଆଦିଲ୍ଳୀ ପ୍ୟାରେଡରେ ଆଠଗଡ଼଼ ଝିଅ କ୍ୟାପଟେନ୍‌‌ ସୁଦୀପ୍ତା

ଆଠଗଡ଼଼: ନୂଆଦିଲ୍ଲୀଠାରେ ଆଗାମୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରତିରକ୍ଷା ସ୍ୱାସ୍ଥ୍ୟସେବା ବାହିନୀ ପକ୍ଷରୁ ହେବାକୁ ଥିବା ପ୍ୟାରେଡରେ ଆଠଗଡ଼଼ ମାଟିର ଝିଅ କ୍ୟାପଟେନ ସୁଦୀପ୍ତା ରାଣୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।…
Read More...

ଦ୍ୱିତୀୟ ଦିବସରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଲାଞ୍ଜିଗଡ଼: ମହାରାଜ ଉଗ୍ରସେନଙ୍କ ସୁଶାସନରେ ଉତ୍‌ଫୁଲ୍ଲିତ ଅଛନ୍ତି ସମଗ୍ର ମଥୁରାବାସୀ। ନାଚଗୀତ, ହର୍ଷୋଲ୍ଲାସରେ ପ୍ରଜା ପ୍ରତିପାଳିତ ହେଉଥିବା ବେଳେ ଉଗ୍ରସେନ ରାଜା ପୁତ୍ରେଷ୍ଟି ଯଜ୍ଞର ଆୟୋଜନ ସହିତ ରାଜ ଦରବାରରେ…
Read More...

ନେତାଜୀ କ୍ଲବର ୪୫ ତମ ବାର୍ଷିକ ଉତ୍ସବ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତର ପୋଡ଼ବାଡ଼ି ଗ୍ରାମ ସ୍ଥିତ ନେତାଜୀ କ୍ଳବର ୪୫ ତମ ବାର୍ଷିକ ଉତ୍ସବ ସାମଜସେବୀ ଜିବର୍ଦ୍ଧନ କ୍ଷେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତାବିରା…
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ

ଗୋପାଳପୁର: ଗୋପାଳପୁରର ସ୍ଵର୍ଣ୍ଣମ ବେଳାଭୂମିରେ ୪ ଦିନ ଧରି ପାଳନ ହେବାକୁ ଥିବା ଗୋପାଳପୁର ବେଳାଭୂମି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦଘାଟନ କରିବା ସହ ଗଞ୍ଜାମବାସୀ ମହୋତ୍ସବକୁ ଉପଭୋଗ…
Read More...

ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ୱାମୀ

ଫୁଲବାଣୀ/ଦାରିଙ୍ଗବାଡ଼ି: ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ। ଦାରିଙ୍ଗବାଡ଼ି ଥାନା ବି. ଡକେବାଡ଼ି ନିକଟ ବଡ଼ଧାଡ଼ି ଗାଁରେ ଘଟିଛି ଘଟଣା ମୃତକ ଜଣକ ହେଲେ ବଡ଼ଧାଡ଼ି ଗାଁ ଗ୍ରାମର ସାନ୍ତନା ନାୟକ ବୋଲି…
Read More...

ଲାଞ୍ଜିଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ଥିବା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।…
Read More...

ବେଦାନ୍ତ ଲିମିଟେଡ ପରିସରରେ ମେଗା ରକ୍ତଦାନ ଶିବିର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ପ୍ଲାଣ୍ଟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ ଯୋଗ…
Read More...

ଚାନ୍ଦିପୁଟ ଇନ୍ଦିରା ସୃତି ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କଲେ ନାକ୍ ଟିମ୍

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସୃତି ସ୍ନାତକ ମହାବିଦ୍ୟାଳୟକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ନାକ୍ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ଗତକାଲି ୨୪ ଓ ଆଜି ୨୫ ତାରିଖ…
Read More...

ମାଣ୍ଡିଆ ମଣ୍ଡି ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ ନୁଆଗାଁ କେ ଜେଡ ଏସଭିଏସ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ପକ୍ଷରୁ କଂଜାମେଣ୍ଡି ଗ୍ରାମ ଠାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ କ ନୂଆଗାଁ ଗୋଷ୍ଠୀ…
Read More...

ବଞ୍ଚି ଥାଉ ଥାଉ ଥାଉ ମୃତ ଘୋଷଣା କରିଦେଲେ ଅଧିକାରୀ, ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୭୩ ବର୍ଷୀୟ ବୃଦ୍ଧା

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲି ଗ୍ରାମପଞ୍ଚାୟତର ଲୁଡ୍ରୁ ଗ୍ରାମର ଜଣେ ୭୩ ବୟସ୍କା ବୃଦ୍ଧାଙ୍କୁ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କିର ଭତ୍ତା ଟଙ୍କା ତାଲିକାରୁ ନାମ କାଟି ଦେଇଛନ୍ତି ସରକାରୀ…
Read More...

ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

ଜି.ଉଦୟଗିରି: ଓଡିଶା ସରକାରଙ୍କ ଦ୍ବାରା ପ୍ରାୟୋଜିତ ତଥା ଓଡିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଆଧାରରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡିଶାର ସାଂସ୍କୃତିକ ପରମ୍ପରାରେ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଏକ…
Read More...

ବ୍ଲକସ୍ତରୀୟ ଲୋକକଳା କଳାକାରଙ୍କ ଦ୍ଵିତୀୟ ପର୍ଯ୍ୟାୟ କର୍ମଶାଳା ଶିବିର ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡ଼ା ଜ଼ିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ବ୍ଲକ ସ୍ତରୀୟ ଲୋକକଳା କଳାକାରଙ୍କ ଦ୍ଵିତୀୟ ପର୍ଯ୍ୟାୟ କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଓଡ଼ିଆ ଭାଷା,…
Read More...

ଟିକାବାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ପୁରସ୍କୃତ

କନ୍ଧମାଳ: ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ଆଜି କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ଉପନିର୍ବାଚନ ଅଧିକାରୀ ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ…
Read More...

କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଆଲୋଚନା ଚକ୍ର

କଂଟାବାଞ୍ଜି: କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ନୂଆ ଓଡିଶା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସମ୍ପାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

କାର୍ଯ୍ୟାନୁଷ୍ଠାନ ନିମନ୍ତେ ହାଇକମାଣ୍ଡଙ୍କୁ ନିବେଦନ କରିବେ ଗଞ୍ଜାମ ବିଜେଡି ଏନଏସି ସଭାପତି

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ଥିବା ଠାକୁରାଣୀ ମନ୍ଦିର ଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ଗଞ୍ଜାମ ବିଜେଡି ଏନଏସି ସଭାପତି ରାଙ୍କନାଥ ପଲେଇଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…
Read More...

ବୋର୍ଡ଼ ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ଠାରେ ବିଦ୍ୟାଳୟର ଇକୋ କ୍ଳବ୍ ଓ ଏନର୍ଜି କ୍ଲବ୍ ଆନୁକୁଲ୍ୟରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ଦ୍ରଭୂମିଗୁଡ଼ିକ ଆମ ପୃଥିବୀର ବୃକକ୍…
Read More...

ଚତୁର୍ଥ ଥର ପାଇଁ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର

ଡେସ୍କ: ଭାରତୀୟ ବ୍ୟାଟିଂ ତାରକା ବିରାଟ କୋହଲି ୨୦୨୩ ବିଶ୍ୱକପରେ ଚିତାକର୍ଷକ ପ୍ରଦର୍ଶନ ଯୋଗୁ ଚତୁର୍ଥ ଥର ପାଇଁ ଆଇସିସି ଦିନିକିଆରେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। କୋହଲି ଏହା ପୂର୍ବରୁ ୨୦୧୨, ୨୦୧୭…
Read More...

୧୦୩୨ ଜଣ କର୍ମଚାରୀ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ

ଡେସ୍କ: ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସାମରିକ ପ୍ରତିରକ୍ଷା ଏବଂ ଅନ୍ୟ ସେବା ବିଭାଗର ମୋଟ ୧ ହଜାର ୩୨ ଜଣ କର୍ମଚାରୀଙ୍କୁ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ କରାଯାଇଛି।…
Read More...

ଆସନ୍ତାକାଲି ଦେଶ ପାଳନ କରିବ ୭୫ତମ ଗଣତନ୍ତ୍ର ଦିବସ

ଡେସ୍କ: ଆସନ୍ତାକାଲି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ଆସନ୍ତାକାଲି ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ। ପ୍ୟାରେଡ଼ରେ ଫ୍ରାନ୍ସର…
Read More...

ଜାତି ଓ ଦେଶ ସେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ – ରାଷ୍ଟ୍ରପତି

ଡେସ୍କ: ୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି,…
Read More...

ସାମ୍ବାଦିକଙ୍କ ବିୟୋଗରେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ଶୋକ

ଡେସ୍କ: ଓଡ଼ିଶାର ପ୍ରତିଷ୍ଠିତ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କ ବିୟୋଗରେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ତାଙ୍କ ବିୟୋଗ ଦ୍ବାରା ଓଡିଆ ସାମ୍ବାଦିକ ଜଗତରେ ଏକ…
Read More...

ହଲାଲ ଉତ୍ପାଦ ନେଇ ୟୁପି ସରକାରଙ୍କ ନିଷେଧାଦେଶ ଉପରେ ଜମାତ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା ପ୍ରଦାନ

ଡେସ୍କ: ସୁପ୍ରିମକୋର୍ଟ ଆଜି ଜମାତ ଉଲାମା-ଏ-ହିନ୍ଦ ହଲାଲ ଟ୍ରଷ୍ଟର ଆବେଦନ ଉପରେ ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ହାଲାଲ-ପ୍ରମାଣିତ ଉତ୍ପାଦ ଉତ୍ପାଦନ,…
Read More...

ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ

ଡେସ୍କ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିଲାଗି ୭୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର…
Read More...

ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ

ଡେସ୍କ: ଦେଶରେ ନିଯୁକ୍ତି ପାଉଥିବା ମହାଲେଖା ନିରୀକ୍ଷକଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…
Read More...

ସିବିଆଇର ନୂଆ ଉପ-ମହାନିରୀକ୍ଷକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୁମେଧା ଓ ଗଗନଦୀପ

ଡେସ୍କ: ସିବିଆଇରେ ପୁଲିସ ଉପ-ମହାନିରୀକ୍ଷକ ଭାବେ ନିଯୁକ୍ତି ପାଇଥିବା ୭ ଜଣଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ ଅଧିକାରୀ ସୁମେଧା ଏବଂ ଗଗନଦୀପ ସିଂଗଲା ଅଛନ୍ତି। ୨୦୦୫ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ ସୁମେଧାଙ୍କୁ…
Read More...

ପହଁଚିଲେ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

ଡେସ୍କ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଜୟପୁରରେ ପହଂଚିଛନ୍ତି। ଆସନ୍ତାକାଲି ନୂଆଦିଲ୍ଲୀରେ ପାଳନ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଜୟପୁରରେ ପହଂଚିବା…
Read More...

୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ, ୨ଟି ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମତି

ଡେସ୍କ: ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ହାସଲ କରିବାକୁ କୋଇଲା ଇଣ୍ଡିଆ ଲିମିଟେଡ୍କୁ ଦୁଇଟି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହାର…
Read More...

ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ଡେସ୍କ: ୭୫ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ ଜାନୁଆରୀ ୨୫ ତାରିଖ ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ। ଏହା ଆକାଶବାଣୀର ସମସ୍ତ ଚ୍ୟାନେଲ ଓ…
Read More...

କୌଶଳ ଭବନକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ନୂତନ କୋଠା କୌଶଳ ଭବନକୁ ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ବିଭିନ୍ନ ହିତାଧିକାରୀଙ୍କ ଦ୍ୱାରା…
Read More...

ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଡେସ୍କ: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର…
Read More...

ପରୀକ୍ଷା ପେ ଚର୍ଚ୍ଚା ପାଇଁ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ

ଡେସ୍କ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ସାରା ଦେଶରୁ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଦେଶର ୬୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଦେଶର ୧୨୨ଟି…
Read More...

୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ

ଡେସ୍କ: ୭୫ ତମ ଗଣତନ୍ତ୍ର ଦିବସକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚଳିତ ବର୍ଷର ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ। ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ଅବସରରେ…
Read More...

ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ନ ଯିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦୀ

ଡେସ୍କ: ମାର୍ଚ୍ଚ ମାସ ଯାଏଁ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ନ ଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ,…
Read More...

ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ

ଡେସ୍କ: ବାରଣାସୀର ଜ୍ଞାନବାପି ମସଜିଦର ପ୍ରତ୍ନତତ୍ୱ ବିଭାଗ ସର୍ଭେ ରିପୋର୍ଟ ଗୁରୁବାର ଅର୍ଥାତ୍ ଜାନୁଆରୀ ୨୫ରେ ସାର୍ବଜନୀନ ହେବାର ସମ୍ଭାବନା ରହିଛି। ସୂଚନାନୁସାରେ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ନେଇ ହିନ୍ଦୁ…
Read More...

ବାପା ଚାଷୀ, ମା’ ଗୃହିଣୀ – କନଷ୍ଟେବଳ ପୁଅ ହେଲେ ଉପଜିଲ୍ଲାପାଳ

ଡେସ୍କ: ଆପଣ ସମସ୍ତେ ନିଶ୍ଚୟ ଏହା ଶୁଣିଥିବେଯେ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାରି ଯାଆନ୍ତି ନାହିଁ। ଏମିତି କି କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ହରଦୋଇ ପୁଲିସରେ କନଷ୍ଟେବଳ ଚାକିରୀ କରିଥିବା ଦୀପକ ସିଂ।…
Read More...

ଏଫଆଇଏଚ ହକି ମହିଳା ବିଶ୍ୱକପ: ଆଜି ଭାରତ-ଆମେରିକା ମୁକାବିଲା

ଡେସ୍କ: ଓମାନର ମସ୍କାଟରେ ଅନୁଷ୍ଠିତ ଏଫଆଇଏଚ ହକି ମହିଳା ବିଶ୍ୱକପ (୫)ରେ ଭାରତୀୟ ଦଳ ପୋଲାଣ୍ଡକୁ ୫-୪ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଖାଁ ମୁମତାଜ ଏବଂ ଦୀପିକା ସୋରେଙ୍ଗ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ କୁଜୁର…
Read More...

ରାମ ମନ୍ଦିରରେ ଲାଗିଛି ଭିଡ଼, ରାତି ୧୦ ଯାଏଁ ଦର୍ଶନ ଅବଧି ବୃଦ୍ଧି

ଡେସ୍କ: ଆଜି ଲଗାତାର ଦ୍ୱିତୀୟ ଦିନ ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି । ସକାଳ ଠାରୁ ରାମ ମନ୍ଦିରର ମୁଖ୍ୟ ଦ୍ୱାରରେ ଭକ୍ତମାନଙ୍କର ସମାବେଶ…
Read More...

ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଝଲସିବ ଡିଆରଡିଓର ମହିଳା ଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼

ଡେସ୍କ: ଚଳିତ ବର୍ଷ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ - ଡିଆରଡିଓ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ବିଭିନ୍ନ ମହତ୍ୱପୂର୍ଣ୍ଣ ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବ। ଏଥର ଡିଆରଡିଓର ପଜ୍ଞାପନ ମେଢ଼…
Read More...

ତଣ୍ଡ ଗଣିବ ଏୟାର ଇଣ୍ଡିଆ

ଡେସ୍କ: ସୁରକ୍ଷା ନିୟମ ଲଙ୍ଘନ କରିଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ। ଜରିମାନା ପରିମାଣ ସ୍ଥିର କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ-ଡିଜିସିଏ। ସୂଚନା ଅନୁଯାୟୀ, କେତେକ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ…
Read More...

ଇଂଲଣ୍ଡ ବିରୋଧରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବିରାଟ

ଡେସ୍କ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ-ବିସିସିଆଇ କହିଛି ଯେ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ସହ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲିଙ୍କ…
Read More...

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର' ବିଜେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି…
Read More...

ସୈନିକମାନଙ୍କୁ ଫେରାଇ ନେବାବେଳେ ମିଜୋରାମ ବିମାନବନ୍ଦରରେ ମିଆଁମାର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଆହତ

ଡେସ୍କ: ମଙ୍ଗଳବାର ଦିନ ଆଇଜଲ ଉପକଣ୍ଠରେ ଥିବା ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆଠ ଜଣ ଆହତ ହୋଇଛନ୍ତି। ଏକ ଛୋଟ ବିଦ୍ରୋହୀ ଗୋଷ୍ଠୀ ସହିତ ଗୁଳି ବିନିମୟ ପରେ ଗତ ସପ୍ତାହରେ…
Read More...

୧ ବିଲିୟନ ଟନ୍ ଟପିବ ଭାରତର କୋଇଲା ଉତ୍ପାଦନ, ବନ୍ଦ ହେବ ଆମଦାନୀ

ଡେସ୍କ: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କହିଛନ୍ତି ଯେ ଦେଶର କୋଇଲା ଉତ୍ପାଦନ ୧ ବିଲିୟନ ଟନ୍ ଅତିକ୍ରମ କରିବାକୁ ଯାଉଛି। ତେଣୁ ଆସନ୍ତା ବର୍ଷ ଠାରୁ ବଦଳାଯାଉଥିବା କୋଇଲା ଆମଦାନୀ ବନ୍ଦ ହେବ…
Read More...

ଅଯୋଧ୍ୟା ରାମ ମନ୍ଦିରରେ ପ୍ରବଳ ଭିଡ଼, ସୁରକ୍ଷା କର୍ମୀ ନୟାନ୍ତ

ଡେସ୍କ: ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅଯୋଧ୍ୟା ରାମ ମନ୍ଦିର ଖୋଲିବା ପରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି। ମନ୍ଦିର ଦ୍ୱାର ଖୋଲିବା ମାତ୍ରେ ଘଣ୍ଟା ଘଣ୍ଟା ଧରି…
Read More...

ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ମନା, ରାଜନୈତିକ ଅସୂୟା ଭାବ କହିଲା କଂଗ୍ରେସ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମେଘାଳୟର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ହେବାକୁ ଥିବା ଆଲୋଚନାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ବନ୍ଦ କରିଦେଇଛନ୍ତି। ଭାରତ ଯୋଡୋ…
Read More...

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମିତ ଶିଶୁଙ୍କ ନାମକରଣ

ଡେସ୍କ: ଭାରତରେ ଅନେକ ଦମ୍ପତି ଅଯୋଧ୍ୟା ରାମ ମନ୍ଦିର ଉତ୍ସର୍ଗ ଦିନ ଜନ୍ମିତ ଶିଶୁମାନଙ୍କୁ ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ନାମ ଦେଇଛନ୍ତି। ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଓଡିଶା ପର୍ଯ୍ୟନ୍ତ ସୋମବାର…
Read More...

ବିବାହ ନ କଲେ ବାହାରକୁ ଯିବା ମନା – ମହିଳାଙ୍କ ଉପରେ ତାଲିବାନୀ କଟକଣା

ଡେସ୍କ: ଜାତିସଂଘ କହିଛି ଯେ ତାଲିବାନ, ଆଫଗାନିସ୍ତାନର ଅବିବାହିତ କିମ୍ବା ପୁରୁଷ ଅଭିଭାବକ ନ ଥିବା ମହିଳାଙ୍କ କାର୍ଯ୍ୟକ୍ଷେତ୍ର, ଯାତ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର…
Read More...

କର୍ତ୍ତବ୍ୟ ପଥରେ ଗଡିବ ୨୬ଟି ପ୍ରଜ୍ଞାପନ ମେଢ଼, ଓଡିଶା ସାମିଲ

ଡେସ୍କ: ଚଳିତ ବର୍ଷ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋଟ ୨୬ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏଥିମଧ୍ୟରୁ ୧୬ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ମନ୍ତ୍ରଣାଳୟ ଏବଂ ବିଭାଗ ଓ ୧୦ଟି…
Read More...

ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

ଡେସ୍କ: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହେବ। ସମଗ୍ର ମାର୍ଗରେ ପ୍ୟାରେଡର ସୁଗମ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବିସ୍ତୃତ ଟ୍ରାଫିକ ବ୍ୟବସ୍ଥା…
Read More...

କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

ଡେସ୍କ: ଆନ୍ତର୍ଜାତିକ ଛାତ୍ର ପର୍‌‌ମିଟ୍‌‌ ଅବଧି ଉପରେ ଦୁଇ ବର୍ଷର ଅବଧି କଟକଣା ଲାଗୁ କରିଛି କାନାଡ଼ା। ସେଠାରେ ଆବାସିକ ଗୃହ ଅଭାବ ଦୃଷ୍ଟିରୁ ଅଧିକ ଲୋକ ରହିବା ସମ୍ଭବ ନ ଥିବା ଯୋଗୁଁ ଉଚ୍ଚଶିକ୍ଷା ପାଇଁ ଯାଉଥିବା…
Read More...

ଭାରତର ଯୁବପିଢ଼ି ବିଶ୍ୱ ପାଇଁ ଅମୁଲ୍ୟ ସମ୍ବଳ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ଜଣ ଅସାଧାରଣ ପ୍ରତିଭାବାନ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୪ରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଦୁଇଟି ଆକାଂକ୍ଷୀ ଜିଲ୍ଲା…
Read More...

ଆଜି ପରାକ୍ରମ ଦିବସ – ଆରମ୍ଭ ହେବ ଭାରତ ପର୍ବ

ଡେସ୍କ: ନୂଆଦିଲ୍ଲୀର ଲାଲ କିଲ୍ଲାରେ ଆଜି ସନ୍ଧ୍ୟାରେ ପରାକ୍ରମ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନତା…
Read More...