ପରୀକ୍ଷା ପେ ଚର୍ଚ୍ଚା ପାଇଁ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ
ଡେସ୍କ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ସାରା ଦେଶରୁ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଦେଶର ୬୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଦେଶର ୧୨୨ଟି ନବୋଦୟ ବିଦ୍ୟାଲାୟରେ ଆୟୋଜିତ ହୋଇଥିଲା। ଜାନୁଆରୀ ୧୨ରୁ ୨୩ ମଧ୍ୟରେ ମାରାଥନ୍, ସଂଗୀତ ପ୍ରତିଯୋଗିତା, ନୁକ୍କଡ ଡ୍ରାମା, ପୋଷ୍ଟର ତିଆରି ଏବଂ ଯୋଗ ଓ ଧ୍ୟାନ ଅଧିବେଶନ ସହିତ ଅନେକ କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା।
୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ
ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ପାଇଁ ମାଇଁ ଗଭ ପୋର୍ଟାଲରେ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ କରାଯାଇଛି।
Comments are closed.