୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ

ଡେସ୍କ: ୭୫ ତମ ଗଣତନ୍ତ୍ର ଦିବସକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚଳିତ ବର୍ଷର ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ। ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଝିଅମାନଙ୍କର ସମାଜ ତଥା ଦେଶରେ ପରିବର୍ତ୍ତନ ଆଣିବାକୁ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ପ୍ରଜ୍ଞାପନ ମେଢ଼ କଳାକାର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କୁ ଭେଟିଛନ୍ତି। … Continue reading ୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ