www.samajalive.in
Monday, December 15, 2025
24.1 C
Bhubaneswar

୧୦୩୨ ଜଣ କର୍ମଚାରୀ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ

ଡେସ୍କ: ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସାମରିକ ପ୍ରତିରକ୍ଷା ଏବଂ ଅନ୍ୟ ସେବା ବିଭାଗର ମୋଟ ୧ ହଜାର ୩୨ ଜଣ କର୍ମଚାରୀଙ୍କୁ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ କରାଯାଇଛି। ଏଥିମଧ୍ୟରେ ବୀରତା ପାଇଁ ଦୁଇଟି ରାଷ୍ଟ୍ରପତି ପଦକ ଏବଂ ୨୭୫ଟି ପଦକ, ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ସମ୍ମାନଜନକ ସେବା ପାଇଁ ୭୫୩ଟି ପଦକ ଅନ୍ତର୍ଭୁକ୍ତ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories