www.samajalive.in
Monday, December 8, 2025
13.1 C
Bhubaneswar

ସିବିଆଇର ନୂଆ ଉପ-ମହାନିରୀକ୍ଷକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୁମେଧା ଓ ଗଗନଦୀପ

ଡେସ୍କ: ସିବିଆଇରେ ପୁଲିସ ଉପ-ମହାନିରୀକ୍ଷକ ଭାବେ ନିଯୁକ୍ତି ପାଇଥିବା ୭ ଜଣଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ ଅଧିକାରୀ ସୁମେଧା ଏବଂ ଗଗନଦୀପ ସିଂଗଲା ଅଛନ୍ତି। ୨୦୦୫ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ ସୁମେଧାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡ଼ିଆଇଜି ଭାବରେ ୫ ବର୍ଷ ଲାଗି ନିଯୁକ୍ତି ପ୍ରଦାନ କରିଛି।

ପହଁଚିଲେ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

- Advertisement -

ସେହିପରି ୨୦୧୦ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇପିଏସ ଅଧିକାରୀ ସିଂଗଲାଙ୍କୁ ଡ଼ିଆଇଜି ଭାବରେ ନିଜୁଟି ପ୍ରଦାନ କରାଯାଇଛି। ସେ ୨୦୨୪ ଜାନୁଆରୀ ୧୧ ପର୍ଯ୍ୟନ୍ତ ସିବିଆଇରେ ଡ଼ିଆଇଜି ଭାବରେ କାର୍ଯ୍ୟ କରିବେ। ଗତ ବର୍ଷ ନଭେମ୍ବରରେ ସିଂଗଲାଙ୍କୁ ଏଫପିଏରେ ଏସପି ଭାବେ ମନୋନୀତ କରାଯାଇଥିଲା।

ଚା’ ପିଇବେ ନା କଫି କିଏ ଅଧିକ ଲାଭଦାୟକ? ଅଧିକାଂଶ ଜାଣନ୍ତି ନାହିଁ ଉତ୍ତର..

ସିବିଆଇରେ ଡ଼ିଆଇଜି ପଦବୀରେ ନିଯୁକ୍ତି ପାଇଥିବା ଅନ୍ୟ ୫ ଜଣ ହେଉଛନ୍ତି କେ ଶିବ ସୁବ୍ରମଣି, ଧୁରତ ସାୟାଲୀ ସବଲରାମ, ପି ମୁରୁଗନ, ରାଜବୀର ଏବଂ ଜଲ ସିଂ ମୀନା। ଏହି ୫ ଜଣ ପୂର୍ବରୁ ସିବିଆଇରେ ଏସପି ଭାବରେ କାର୍ଯ୍ୟ କରୁଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories